Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ୬ ଜିଲ୍ଲା କରୋନା ମୁକ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଉପର ତଳ ହେଉଛିା ଏହାରି ଭିତରେ ସଂକ୍ରମଣମୁକ୍ତ ଅଞ୍ଚଳ ବୃଦ୍ଧି ପାଇବାରେ ଲାଗିଛି । କେନ୍ଦୁଝର, ନୟାଗଡ, ପୁରୀ, କୋରାପୁଟ, କଳାହାଣ୍ଡି ସହିତ ଗଜପତି ଜିଲ୍ଲା ଏବେ କରୋନା ସଂକ୍ରମଣମୁକ୍ତ ଜିଲ୍ଲା ବୋଲି ଜଣା ପଡିଛି । ଗୁରୁବାର ରାଜ୍ୟ ସ୍ୱାସ୍ଥ୍ୟ…

ପାରାଦୀପ ଉପାଧ୍ୟକ୍ଷ ନିର୍ବାଚନ: ବିଜେଡିରୁ କ୍ରସ ଭୋଟିଂ, ଖେଲା କରିଦେଲା ‘ଆମ ପାରାଦୀପ’

ପାରାଦୀପ: ଯେଉଁ ଆସନକୁ ଶାସକ ଦଳ ବିଜେଡି ଖୁସିରେ ଖୁସିରେ ହାତେଇ ପାରିଥାନ୍ତା ସେହି ଆସନକୁ କିନ୍ତୁ ହାତେଇ ନେଲା ଆମ ପାରାଦୀପ ସଂଗଠନ ସମର୍ଥୀତ ପ୍ରାର୍ଥୀ । ପାରାଦୀପ ପୌରଉପାଧ୍ୟକ୍ଷ ନିର୍ବାଚନରେ ଏପରି କିଛି କରି ବିଜେଡି ବିଧାୟକ ସମ୍ବିତ ରାଉତରାୟ ଗୋଷ୍ଠୀଙ୍କୁ ଚେକ୍ ଦେଇଛନ୍ତି ବାପି…

ଓଡ଼ିଶାରେ ଓର୍ ଖୋଳିବାକୁ ଓଏମଡିସିକୁ ସୁପ୍ରିମକୋର୍ଟ ଦେଲେ ଅନୁମତି, କହିଲେ ଅନ୍ତତଃ ସରକାରୀ ପାଣ୍ଠିକୁ ଆସିବ ରାଜସ୍ୱ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଓଡ଼ିଶା ମିନେରାଲସ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡକୁ (ଓଏମଡିସି) ଓର୍ ଉତୋଳନ କରିବାକୁ ଅନୁମତି ଦେଇଛନ୍ତି । ଓଏମଡିସି ଦ୍ୱାରା ଦାଖଲ ଏକ ଆବେଦନ ପତ୍ରକୁ ବିଚାରକୁ ନେଇ ଏହି ରାୟ ଶୁଣାଇଛନ୍ତି । ବେଲକୁଣ୍ଡି ଆଇରନ ଓର୍ ମାଇନ ଏବଂ ବଗେଇବୁରୁ ମାଇନ୍ସରୁ…

ବିଦ୍ୟୁତ ସଂସ୍କାର ପାଇଁ ଓଡ଼ିଶାକୁ ମିଳିଲା ୨୭୨୫ କୋଟି ଟଙ୍କାର ଋଣ

ନୂଆଦିଲ୍ଲୀ: ଓଡ଼ିଶା ସହ ଅନ୍ୟ ୧୦ଟି ରାଜ୍ୟକୁ ବିଦ୍ୟୁତ ସଂସ୍କାର ସକାଶେ ମିଳିଛି ୨୮ ହଜାର ୨୦୪ କୋଟି ଟଙ୍କା । ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାକୁ ବିଦ୍ୟୁତ ସଂସ୍କାର ପାଇଁ ୨୭୨୫ କୋଟି ଟଙ୍କାର ଋଣ ଉଠାଣ ଅନୁମତି ମିଳିଛି । କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ଏହି ଅନୁମତି ଦେଇଛି ।…

[ଭିଡିଓ] ଏଣିକି ପ୍ରତି ସପ୍ତାହରେ ଶ୍ରୀମନ୍ଦିର ସୁରକ୍ଷା ବୈଠକ, ନିଆଗଲା ନିଷ୍ପତ୍ତି , ଲାଗିବ ୧୩୫ଟି ସିସିଟିଭି

ପୁରୀ : ଶ୍ରୀମନ୍ଦିର ଚୁଲିଭଙ୍ଗା ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା ।ଏନେଇ ପୁରୀ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ପଡିଛି । ଶ୍ରୀମନ୍ଦିର ରୋଷଶାଳା ଚୁଲି ଭାଙ୍ଗିଥିବା ଦୁବୃର୍ତ୍ତ ଜେଲ ଯିବା ପରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ଅନୁଷ୍ଠିତ…

କୋଇଡ଼ାରେ ଶିକ୍ଷିତ ଯୁବକ ଯୁବତୀଙ୍କ ପାଇଁ ମାଗଣା ଶିକ୍ଷା, ସୁଦକ୍ଷର ଚତୁର୍ଥ କୋଚିଂ ଉଦଘାଟିତ

ସୁନ୍ଦରଗଡ଼: କୋଇଡ଼ାରେ ଖୋଲିଲା ସୁଦକ୍ଷ କୋଚିଂ କେନ୍ଦ୍ର। ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏବଂ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ଉପସ୍ଥିତିରେ ବୁଧବାର ଏହି କେନ୍ଦ୍ର ଉଦଘାଟିତ ହୋଇଯାଇଛି। ପୂର୍ବରୁ ସୁନ୍ଦରଗଡ଼, ରାଉରକେଲା ଏବଂ ବଣାଇଁଠାରେ ୩ଟି ସୁଦକ୍ଷ କେନ୍ଦ୍ର ରହିଛି। ଏବେ କୋଇଡ଼ାରେ ଆଉ…

ଯୁଗଳ ଯୋଶୀ ହେଲେ ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷା ବଳର ନୂତନ ପ୍ରମୁଖ ନିରାପତ୍ତା ଆୟୁକ୍ତ

ଭୁବନେଶ୍ୱର : ପୂର୍ବତଟ ରେଳପଥର ରେଳବାଇ ସୁରକ୍ଷା ବଳର ନୂତନ ପ୍ରମୁଖ ନିରାପତ୍ତା ଆୟୁକ୍ତ ଭାବେ ଯୁଗଳ କିଶୋର ଯୋଶୀ ଯୋଗଦାନ କରିଛନ୍ତି । ଯୁଗଳ କିଶୋର ଯୋଶୀ ୧୯୯୭ ମସିହା ଭାରତୀୟ ରେଳବାଇ ସୁରକ୍ଷା ବଳର ସେବା ଅଧିକାରୀ ଅଟନ୍ତି ।ଏହା ପୂର୍ବରୁ ଶ୍ରୀ ଯୋଶୀ ଜଳ ଶକ୍ତି ମନ୍ତ୍ରଣାଳୟର ସ୍ୱଚ୍ଛ…

ସାମ୍ବାଦିକ ନା ଅପରାଧୀ ,ଗୋଡରେ କାହିଁକି ପଡିଲା ଶିକୁଳି ?

ବାଲେଶ୍ୱର : ସାମ୍ବାଦିକଙ୍କ ଗୋଡରେ ହାତକଡି ପକାଇଲା ପୋଲିସ । ହୋମଗାର୍ଡଙ୍କୁ ମାରପିଟ କରିବା ଅଭିଯୋଗରେ ସାମ୍ବାଦିକଙ୍କ ଗୋଡରେ ପୋଲିସ ହାତକଡି ପକାଇଛିା ଏଭଳି ଅଭାବନୀୟ ଘଟଣା ବାଲେଶ୍ୱର ନୀଳଗିରିରେ ଦେଖିବାକୁ ମିଳିଛି । ଏହିଭଳି ଘଟଣାକୁ ସାଧାରଣରେ ତଥା ସାମ୍ବାଦିକ ମହଲରେ ଘୋର ନିନ୍ଦା…

ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ : ସ୍ୱାସ୍ଥ୍ୟ ପ୍ରତି ସେଚେତନ ରହିବା ନିହାତି ଆବଶ୍ୟକ

ଭୁବନେଶ୍ୱର : ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ସଫଳ ଜୀବନ ପାଇଁ ସୁସ୍ଥ ସ୍ୱାସ୍ଥ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସ୍ୱାସ୍ଥ୍ୟ ଭଲ ନରହିଲେ ମଣିଷ ଠିକ୍ ଭାବେ ଜୀବନ ଯାପନ କରିପାରିବ ନାହିଁ । ସ୍ୱାସ୍ଥ୍ୟପ୍ରତି ସଚେତନ ରହିବା ଲାଗି ପ୍ରତିବର୍ଷ ଏପ୍ରିଲ ୭ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ…

ଲିଙ୍ଗରାଜ ପି.ଏଚ୍ ହେବ ଷ୍ଟେସନ, ଭୁବନେଶ୍ୱର ଷ୍ଟେସନର ହେବ ନବୀକରଣ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଲେ ସ୍ୱୀକୃତି

ଭୁବନେଶ୍ୱର : କେନ୍ଦ୍ରରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଭୁବନେଶ୍ୱରେ ଦୁଇଟି ପ୍ରକଳ୍ପ ପାଇଁ ସାଂସଦ ଅପରାଜିତା କେନ୍ଦ୍ରରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ନିବେଦନ କରିଥିଲେ ।ତାହା ଆଜି ସଫଳ ରୂପାୟନ ହୋଇଛି । ଏକାମ୍ର ନିର୍ବାଚନ…