Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା ମୋତେ ଦୁଃଖିତ ଓ ବ୍ୟଥିତ କରିଛି : ଧର୍ମେନ୍ଦ୍ର ପ୍ରଧାନ

ଦିଲ୍ଲୀ : ଶ୍ରୀମନ୍ଦିର ରୋଷଘରେ ଚୁଲି ଭଙ୍ଗା ଘଟଣା ।ଏପରି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରୋଷଘରେ ଅବଢା ପ୍ରସ୍ତୁତ ହେଉଥିବା ଚୁଲିକୁ ଭାଙ୍ଗି ଦେଇ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ କରିବା ଦୁଃଖ ଦାୟକ ବୋଲି ବୋଲି ଧର୍ମେନ୍ଦ୍ର…

ଶ୍ରୀମନ୍ଦିର ରୋଷଘରେ ଚୁଲି ଭାଙ୍ଗିବା ଘଟଣା: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା

ପୁରୀ: ଶ୍ରୀମନ୍ଦିରର ରୋଷଘରେ ଚୁଲି ଭାଙ୍ଗିବା ଘଟଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଥିବାର ସୂଚନା ମିଳିଛି । ଏନେଇ ଜିଲ୍ଲାପାଳ ସମର୍ଥ ବର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ଚୁଲି ଭଙ୍ଗାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଏକ…

[ଦେଖନ୍ତୁ ଭିଡିଓ] ବୈତରଣୀ ନଦୀରୁ ୫ଟି ବିରଳ ପ୍ରାଚୀନ ମୂର୍ତ୍ତି ଉଦ୍ଧାର

ଯାଜପୁର: ଉଦ୍ଧାର ହୋଇଛି ହଜିଯାଉଥିବା କିର୍ତ୍ତୀରାଜି । ପୂର୍ବରୁ ବହୁଥର ସେହି ସ୍ଥାନରୁ ପୁରୁଣା ମନ୍ଦିର ଭଗ୍ନାଂଶ ଉଦ୍ଧାର କରାଯାଇଥିଲା । ଏବେ ପୁଣି ଥରେ ଯାଜପୁର ବରାହ ମନ୍ଦିର ନିକଟ ବୈତରଣୀ ନଦୀରୁ ୫ଟି ବିରଳ ପ୍ରାଚୀନ ମୂର୍ତ୍ତି ଉଦ୍ଧାର ହୋଇଛି । ମନ୍ଦିର ପୂଜକ ଭୋଳାନାଥ ପଣ୍ଡା…

ପୁରୀରେ ମାତିଛନ୍ତି ବ୍ରାଉନସୁଗାର ବେପାରୀ, ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ପୁରୀ : ପୁରୀରେ ମାତିଛନ୍ତି ବ୍ରାଉନସୁଗାର ବେପାରୀ । ପୁରୀ ବାସେଳିସାହି ପୋଲିସ ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଅଭିଯୁକ୍ତ ମାନଙ୍କ ଠାରୁ କିଛି ଟଙ୍କା ସହ , ମୋବାଇଲ ଓ ଗାଡି ଜବତ କରିଛି ପୋଲିସ । ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ୧୧ଲକ୍ଷ ଟଙ୍କା ଦେବା ବୋଲି ଅନୁମାନ…

ପଳାଶୁଣିରେ ସିରିଜ ଦୁର୍ଘଟଣା, କାରକୁ ପଛପଟୁ ଧକ୍କା ଦେଲା ହାଇୱା ,ଡ୍ରାଇଭର ମୃତ

ଭୁବନେଶ୍ୱର  : ଭୁବନେଶ୍ୱର ପଳାଶୁଣିରେ ସିରିଜ୍ ଦୁର୍ଘଟଣ। । କାରକୁ ପଛପଟୁ ଧକ୍କାଦେଲା ହାଇୱା । ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା । କାରଟି ସମ୍ପୁର୍ଣ୍ଣ ଭାଙ୍ଗି ରୁଜି ଚୁରମାର ହୋଇଯାଇଛି । ହାଇୱା ଟ୍ରକଟି କେବଳ କାରକୁ ଧକ୍କା ଦେଇନଥିଲା ବରଂ ଆହୁରୀ ୩ ଟି ଗାଡିକୁ…

୨୪ ଘଣ୍ଟାରେ ବାହାରିଲେ ୫ କରୋନା ପଜିଟିଭ୍

ଭୁବନେଶ୍ୱର  : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୭୪୨ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା…

ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା,୯ରୁ ଅଧିକ ଜିଲ୍ଲାରେ ବର୍ଷିବ

ଭୁବନେଶ୍ୱର : ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସୋମବାର ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ବିଭାଗ ପୂର୍ବାନୁମାନ କରିଛି । ସେହିଭଳି ୫ରେ…

ଓଡ଼ିଶାର ସିବିଆଇ ଅଧିକାରୀ ଗିରିଶ ପ୍ରଧାନଙ୍କୁ ସମ୍ମାନୀତ କଲା କେନ୍ଦ୍ର

ଭୁବନେଶ୍ୱର : ସମ୍ମାନୀତ ହେଲେ ଓଡ଼ିଶାର ସିବିଆଇ ଅଧିକାରୀ । ଭୁବନେଶ୍ୱର ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ଇନସପେକ୍ଟର ଭାବେ ନିୟୋଜିତ ଗିରିଶ କୁମାର ପ୍ରଧାନ ସମ୍ମାନୀତ ହୋଇଛନ୍ତି । ବରଗଡର ଏହି ସିବିଆଇ ଅଧିକାରୀଙ୍କୁ ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଆଇନମନ୍ତ୍ରୀ…

ମାସକ ଭିତରେ ବଦଳିଗଲା ବେକାରି ଚିତ୍ର: ରାଜ୍ୟରେ ବଢ଼ିଲା, ଦେଶରେ କମିଲା

ଭୁବନେଶ୍ୱର: ମାସକ ଭିତରେ ବଦଳିଗଲା ଓଡ଼ିଶାର ବେକାରି ଚିତ୍ର । ଫେବୃଆରୀ ମାସରେ ବେକାରୀ ହାର ରାଜ୍ୟରେ କମିଥିବା ନେଇ ସରକାର ପ୍ରଶଂସା ସାଉଁଟିଥିଲେ । ହେଲେ ଏହାକୁ ବଜାୟ ରଖିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ତେଣୁ ମାସକ ଭିତରେ ଏହି ବେକାରି ହାର ୧ ପ୍ରତିଶତରୁ ବଢ଼ି ୯ ପ୍ରତିଶତ…

[ଦେଖନ୍ତୁ ଭିଡିଓ] ବିଡ଼ିଓଙ୍କୁ ବିରୋଧ: ବ୍ଳକ କାର୍ଯ୍ୟାଳୟ ପରିସରରେ ଲାଗିରହିଛି ଉତ୍ତେଜନା

ଜଗତସିଂହପୁର : ବ୍ଳକ କାର୍ଯ୍ୟାଳୟ ପରିସରରେ ଲାଗିରହିଛି ଉତ୍ତେଜନା। ବିଡ଼ିଓ ବାବୁଙ୍କ ଦୁର୍ବ୍ୟବହାରରେ ଅତିଷ୍ଠ ହୋଇ ଲୋକ ମାନେ ମିଳିମିଶି ଘେରିଛନ୍ତି ବିଡ଼ିଓଙ୍କୁ । ଅନ୍ୟପଟେ ଏହି କାରଣ ଯୋଗୁଁ ୩ଦିନ ହେବ ବ୍ଳକ କାର୍ଯ୍ୟ ଏକପ୍ରକାର ଠପ ହୋଇଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀର କିଛି ମହିଳା…