Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚଢେଇ ପଞ୍ଜୁରୀରେ ତମ୍ପ ,୨ ପକ୍ଷୀଙ୍କୁ ଗିଳିଦେଲା ସାପ

ବାଳକାଟି : ଚଢେଇ ପଞ୍ଜୁରୀରେ ତମ୍ପ ସାପ । ଆଖି ପିଛୁଳାକେ ଖାଇଦେଲା ପିଞ୍ଜରାରେ ଥିବା ଚଢେଇଙ୍କୁ । ବାଳକାଟି ନିକଟସ୍ଥ ବସନ୍ତପେଡି ଗାଁରେ ମଳୟ ରଞ୍ଜନ ପାତ୍ରଙ୍କ ଘରେ ଥିବା ଚଢେଇ ପଞ୍ଜୁରୀରେ ସାପ ପଶିଥିବା ଦେଖିବାକୁ ମିଳିଥିଲା ।ସାପଟି ପଞ୍ଜୁରୀ ଭିତରେ ଥିବା ଦୁଇଟି ବିଦେଶୀ ବଜରଙ୍ଗୀ…

ଧୀରେ ଧୀରେ ହୋଇ ଲିଟର ପିଛା ୧୦ ଟଙ୍କା ବଢିଲାଣି ପେଟ୍ରୋଲ ଦର, ଆଜି କେତେ?

ଭୁବନେଶ୍ୱର: ଆଜି ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର। ଭୁବନେଶ୍ୱରରେ ଲିଟର ପିଛା ୮୫ ପଇସା ବୃଦ୍ଧି ହୋଇଛି।  ରାଜଧାନୀ ଭୁବନେଶ୍ୱରରେ ୧୫ ଦିନରେ ପେଟ୍ରୋଲ ୯.୮୪ ଟଙ୍କା ବୃଦ୍ଧି  ପାଇ ୧୧୧.୬୪ ଟଙ୍କା ହୋଇଥିବା ବେଳେ ଡିଜେଲ ୯.୭୬ ବୃଦ୍ଧି ପାଇ ୧୦୧.୩୯ ଟଙ୍କା ହୋଇଛି। ଆଜି ଦିଲ୍ଲୀରେ…

ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ: ସରକାରଙ୍କୁ ସମର୍ଥନ, ଅପରାଜିତାଙ୍କୁ ସମାଲୋଚନା କଲେ ବର୍ଷା

ଭୁବନେଶ୍ୱର: ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ପ୍ରସଙ୍ଗରେ ଚାଲିଥିବା ରାଜନୀତିରେ ମୈଦାନକୁ ଓହ୍ଲାଇଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସେ ସିରିଜ୍ ଟୁଇଟ୍ କରି ସାଂସଦ ଅପରାଜିତା ଷଡଙ୍ଗୀକୁ ଘେରିଛନ୍ତି । ବର୍ଷା ଲେଖିଛନ୍ତି, ମନ୍ଦିର ଚାରିପାଖରେ ଶୌଚାଳୟ ନାହିଁ । ତେଣୁ ମହିଳାମାନେ ଅନେକ…

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲା : ମାନସଙ୍କ ନୟାଗଡ ରଣପୁର ସ୍ଥିତ ଘରେ କ୍ରାଇମବ୍ରାଞ୍ଚ୍ ଟିମ୍

ଭୁବନେଶ୍ୱର : କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟକାଣ୍ଡ ମାମଲା । କ୍ରାଇମବ୍ରା ଟିମ୍ ତନାଘନା ଜାରି ରଖିଛି । ଆଜି କ୍ରାଇମବ୍ରାଞ୍ଚ୍ ଟିମ୍ ନୟାଗଡ ରଣପୁରରେ ମାନସଙ୍କ ଘରେ ପହଁଞ୍ଚିଛନ୍ତି । ମାନସଙ୍କ ପରିବାର ସହ ଆଲୋଚନା କରିଛନ୍ତି କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ । ମାନସଙ୍କ ମିଳିଥିବା ଚପଲ…

କୋଟିଆକୁ ନେଇ ଜଗନ ଖେଳିଲେ ନୂଆ ଚାଲ

କୋଟିଆ:  କୋରାପୁଟ କୋଟିଆକୁ ନେଇ ବିବାଦ ଚାଲିଛି । ମାମଲା ସୁପ୍ରିମକୋର୍ଟରେ ରହିଛି । ଏହି ସମୟରେ କିନ୍ତୁ କୋଟିଆର ୨୮ଟି ଗାଁ ଏବଂ ୧୨ଟି ପଡାକୁ ଆନ୍ଧ୍ର ପ୍ରଦେଶ ସରକାର ନିଜ ମାନଚିତ୍ରରେ ସାମିଲ କରିଛନ୍ତି । ସୋମବାର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ୧୩ଟି ନୂଆ ଜିଲ୍ଲା ଘୋଷଣା କରିଥିଲେ…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତିରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା: ବିଜୟ

ଭୁବନେଶ୍ୱର: ଶ୍ରୀମନ୍ଦିର ପ୍ରସଙ୍ଗରେ ଛନ୍ଦି ହୋଇଯାଇଛନ୍ତି ସରକାର । ଗୋଟିଏ ପଟେ ଐତିହ୍ୟ କରିଡର ନାଁରେ ଚାଲିଥିବା ଖନନ କାର୍ଯ୍ୟ, ରୋଷ ଶାଳର ଚୁଲି ଭାଙ୍ଗିବା ଏବଂ ଏବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତିରେ ଆଇନ୍ ଉଲ୍ଲଂଘନ ହୋଇଥିବା କହି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର…

[ଭିଡିଓ] ଦେଖନ୍ତୁ କେମିତି ରାସ୍ତାରେ ଯାଉ ଯାଉ ଦବିଗଲା ରାସ୍ତା , ଗଳି ପଡିଲେ ଜଣକ ପରେ..

ଭୁବନେଶ୍ୱର : ହଠାତ୍ ଦବିଗଲା ରାସ୍ତା ଜଣକୁ ଉଦ୍ଧାର କରିବାକୁ ଯାଇ ଫସିଗଲେ ତିନି ଜଣ । ଭିଡିଓରେ ଦେଖନ୍ତୁ ଜଣକ ପରେ ଜଣେ କେମିତି ଗାତ ଭିତରେ ଗଳି ପଡୁଛନ୍ତି ।ଆଉ ବାହାରିବାକୁ ଚେଷ୍ଟା କରୁଛନ୍ତି ହେଲେ ବାହାରି ପାରୁନାହାନ୍ତି । ହୁଏତ ଏ ଦୃଶ୍ୟ ଆପଣଙ୍କୁ କିଛି ସମୟ ପାଇଁ ବିଚଳିତ କରିପାରେ…

ଐତିହ୍ୟ କରିଡରରେ ପ୍ରକଳ୍ପ ନିର୍ମାଣକୁ ଏଏସଆଇର ବିରୋଧ, ଚିଠି ଦେଖାଇ ଘେରିଲେ ଅପରାଜିତା

ଭୁବନେଶ୍ୱର: ପୁରୀ ଐତିହ୍ୟ କରିଡରରେ ଯେଉଁ ପ୍ରକଳ୍ପ କାମ ଚାଲିଛି ତାହା ବେଆଇନ୍ । ସେଠାରେ କୌଣସି ଖନନ କାମ କରିବାକୁ ଅନୁମତି ନାହିଁ । ଯାହା ହେଉଛି ତାହା ଆଇନ ବାହାରେ ଅର୍ଥାତ୍ ବେଆଇନ୍ । ଫେବୃଆରୀ ୫ ତାରିଖରେ ଏଏସଆଇ ଏପରି ଏକ ଚିଠି ଜରିଆରେ ଓବିସିସିର ବରିଷ୍ଠ ପ୍ରେଜେକ୍ଟ ମ୍ୟାନେଜରଙ୍କୁ…

ସମ୍ପତ୍ତି ଲୋଭରେ ଜନ୍ମ କଲା ବୃଦ୍ଧା ମାଆକୁ ଅମାନୁଷିକ ନିର୍ଯାତନା

ଯାଜପୁର : ପଇସା ଲୋଭରେ ପୁଅ ବୋହୁଙ୍କ ବର୍ବରତା। ନିଜ ଜନ୍ମ କଲା ମାଆକୁ ଅମାନୁଷିକ ନିର୍ଯାତନା ଦେଇଛି ପୁଅ। ଆଶ୍ରା ପାଲଟିବା ସମୟରେ ଜୀବୀତ ଭାବେ ମୃତ୍ୟୁଠୁ ବଳି ଦଣ୍ଡ ଦେଇଛି ପିଶାଚ ପୁଅ । ବୟସର ଅପରାହ୍ନରେ ପହଞ୍ଚିଥିବା ମାଆ ନିଜ ଅବଶ ଶରୀର ବୋହି ପାରୁନଥିବା ବେଳେ ଏବେ ପୁଅର ଅକଥନୀୟ…

ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣା, ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ : ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର : ଜଗନ୍ନାଥ ମହାପ୍ରଭୁଙ୍କ ରୋଷ ଘର ଚୁଲି ଭଙ୍ଗା ଘଟଣାକୁନେଇ ଚାରିଆଡେ ହଇଚଇ ସୃଷ୍ଟି ହୋଇଥିବା ବେଳେ । ବିଭିନ୍ନ ନେତା ଓ ମନ୍ତ୍ରୀ ମାନେ ନାନା ପ୍ରତିକ୍ରିୟା ଦେଉଛନ୍ତି । ଜଗନ୍ନାଥ ମନ୍ଦିର ଚୁଲି ଭଙ୍ଗା ଘଟଣାକୁ ନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ବୈଜୟନ୍ତ ପଣ୍ଡା କହିଛନ୍ତି…