Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦିବଂଗତ ବିଧାୟକଙ୍କ ପୁଅ ନା ମନ୍ତ୍ରୀଙ୍କ ଝିଅ, କିଏ ହେବେ ବ୍ରଜରାଜନଗର ବିଧାନସଭାର ପ୍ରାର୍ଥୀ ?

ଝାରସୁଗୁଡା: କିଶୋର ମହାନ୍ତିଙ୍କ ବିୟୋଗ ପରେ ଖାଲି ପଡିଛି ଝାରସୁଗୁଡାର ବ୍ରଜରାଜନଗର ବିଧାନସଭା ଆସନ । ପୌର ନିର୍ବାଚନ ପରେ ପରେ ଖୁବଶୀଘ୍ର ଉପ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ସୂଚନା ରହିଛି । ତେଣୁ ବ୍ରଜରାଜନଗର ବିଧାନସଭା ଆସନରୁ କିଏ ହେବେ ପ୍ରାର୍ଥୀ ସେ ନେଇ ରାଜନୈତିକ ଦଳଙ୍କ…

ବେଆଇନ୍ ଗଞ୍ଜେଇ କାରବାର, ଏସଟିଏଫ ହାତରେ ବ୍ୟାଙ୍କ କର୍ମଚାରୀ

ଅନୁଗୋଳ: ବେଆଇନ ଗଞ୍ଜେଇ ଚାଲାଣ ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ଅନୁଗୁଳ ଜିଲା ବାଙ୍କ ପଳାସ ଗାଁ ନିକଟରେ ଗଞ୍ଜେଇ ଚାଲାଣ ବେଳେ ସ୍ପେଶାଲ ସ୍କାର୍ଡ ଆଜି ହଠାତ ରେଡ କରିଥିଲା। ଏହାପରେ ଏହି ବେଆଇନ କାରବାରର ପର୍ଦ୍ଦାଫାଶ ହୋଇଛି । ରେଡ୍ ବେଳେ ୧୬୫ କେଜି ଗଞ୍ଜେଇ, ଗୋଟିଏ…

ସୁନ୍ଦରଗଡରେ ୬୦ ଫୁଟ ଉଚ୍ଚ ମୋବାଇଲ ଟାୱାର ଉପରକୁ ଚଢିଗଲେ ବ୍ୟକ୍ତି

ସୁନ୍ଦରଗଡ : ସୁନ୍ଦରଗଡ ଓହ୍ଲାଣି ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୋବାଇଲ ଟାୱାର ଉପରକୁ ଚଢିଗଲେ । ହେଲେ ଓହ୍ଲାଇବାର ନାଁ ଧରିଲେନି ।ନାକେଦମ ହେଲା ପୋଲିସ ବାହିନୀ । ସୁନ୍ଦରଗଡ ଜିଲ୍ଲା ହାତିବାରି ଥାନା ଅନ୍ତର୍ଗତ ଓହ୍ଲାଣି ଗାଁରେ ଜଣେ ବ୍ୟକ୍ତି ଗତକାଲି ସନ୍ଧ୍ୟା ସମୟରେ ୬୦…

ଆନନ୍ଦପୁର ବୈତରଣୀ ଡିଭିଜନର ସହକାରୀ ଯନ୍ତ୍ରୀଙ୍କର ୧୧ଟି ପ୍ଲଟ୍ ଠାବ

କେନ୍ଦୁଝର: ଭିଜିଲାନ୍ସ ଜାଲରେ ପଡ଼ିଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବୈତରଣୀ ଡିଭିଜନର ସହକାରୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ଶାସିନୀଙ୍କର ୧୧ଟି ପ୍ଲଟ୍ ଠାବ । ଭୁବନେଶ୍ୱର, ଭଦ୍ରକ, ଯାଜପୁର, ଆନନ୍ଦପୁର, କେନ୍ଦୁଝର ଅଞ୍ଚଳରେ ରହିଛି ଏସବୁ ପ୍ଲଟ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ମୌଜାରେ ଏକ…

ଏପ୍ରିଲରୁ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର : ଏପ୍ରିଲ୍‌ରୁ ସ୍କୁଲରେ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା । ପିଲାଙ୍କୁ ପୁଣି ମଧ୍ୟାହ୍ନ ଭୋଜନ ଦେବାକୁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ବିଭାଗ MDM ୟୁନିଟ୍ ନୋଡାଲ ଅଫିସର । କୋଭିଡ ଗାଇଡ୍ ଲାଇନ୍ ସହ…

ମେମୋରୀ ଚିପ୍ ଖୋଲିବ ମାନସ ସ୍ୱାଇଁ ହତ୍ୟା ଗୁମର, ରିମାଣ୍ଡରେ ଯିବେ ନିରଞ୍ଜନ ସେଠୀ

ଭଦ୍ରକ: କ୍ୟାମେରାମ୍ୟାନ୍ ମାସନ ସ୍ୱାଇଁ ହତ୍ୟାର ଗୁମର ଧିରେ ଧିରେ ଫିଟାବାରେ ଲାଗିଛି । ମେମୋରୀ ଚିପ୍ ପାଇଁ ମାନସଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି । କେଉଁଠି ଅଛି ସେହି ମେମୋରୀ ଚିପ୍ ? ଏଯାଏ ପୋଲିସର ହସ୍ତଗତ ହୋଇନି । ପ୍ରଶ୍ନ ଉଠୁଛି ମେମୋରୀ ଚିପରେ ଏମତି କଣ ଥିଲା ? କି ରହସ୍ୟ ସେଥିରେ…

ଢେଙ୍କାନାଳ ମ୍ୟୁନିସପାଲଟିରେ କିଏ ହେବ ପୌରାଧ୍ୟକ୍ଷ??

ଢେଙ୍କାନାଳ: ଢେଙ୍କାନାଳ ମ୍ୟୁନିସପାଲଟିରେ କିଏ ହେବ ପୌରାଧ୍ୟକ୍ଷ  ? ଏଥର ମୈଦାନରେ ୭ ପ୍ରାର୍ଥୀ ଢେଙ୍କାନାଳ ମ୍ୟୁନିସପାଲଟି ପାଇଁ ଚାଲିଛି ଜୋରଦାର ଲଢେଇ । ଢେଙ୍କାନାଳ ମ୍ୟୁନିସପାଲଟି ୨୦୧୩ରେ ଏଠି ପୌରାଧ୍ୟକ୍ଷ ପଦ ପାଇଁ ରାଜନୀତି ଚର୍ଚ୍ଚାରେ ରହିଥିଲା । ଧର୍ମଗୁଳା ସାହାର୍ଯ୍ୟ ରେ ୨…

ପୌର ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର : ଭୋଟରଙ୍କୁ ମନେଇବାକୁ ପ୍ରାର୍ଥୀଙ୍କ ପାଖରେ ଗୋଟିଏ ଦିନ

ପୌର ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ସନ୍ଧ୍ୟା ୫ଟା ସୁଦ୍ଧା ପ୍ରଚାର ଶେଷ ହେବ । ଆଉ ଆସନ୍ତା ଗୁରୁବାର ଭୋଟ ପଡିବ । ଶେଷ ସମୟରେ ଭୋଟରଙ୍କୁ ମନେଇବା ପାଇଁ ହେଭିୱେଟ ନେତା ଦଳୀୟ ପ୍ରାର୍ଥୀଙ୍କ ପାଇଁ  ପ୍ରଚାର କରୁଛନ୍ତି । ଜନ ସମର୍ଥନ ସାଉଁଟିବାକୁ ବିଭିନ୍ନ ମୁଦ୍ଦା ନେଇ ଲୋକଙ୍କ…

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା: ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଖାରଜ

କଟକ: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ମାଷ୍ଟରମାଇଣ୍ଡ ୱେବ୍ ଚ୍ୟାନେଲ୍ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ହାଇକୋର୍ଟରୁ ଝଟକା ଲାଗିଛି । ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ମାନସ ନିଖୋଜ ନେଇ ପରିବାର ଲୋକ ଫେବ୍ରୁଆରୀ ୧୪ ତାରିଖରେ ଚାନ୍ଦବାଲି ଥାନାରେ ଏତଲା…

ଭିଜିଲାନ୍ସ ଜାଲରେ ଆନନ୍ଦପୁର ବୈତରଣୀ ଡିଭିଜନର ସହକାରୀ ଯନ୍ତ୍ରୀ

କେନ୍ଦୁଝର: ଭିଜିଲାନ୍ସ ଜାଲରେ ଆନନ୍ଦପୁର ବୈତରଣୀ ଡିଭିଜନର ସହକାରୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ଶାସିନୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘର, ଅଫିସ ସମେତ ୮ଟି ସ୍ଥାନରେ ଚଢ଼ାଉ ଚାଲିଛି । ଆନନ୍ଦପୁରରେ ଥିବା ସରକାରୀ କାର୍ୟ୍ୟାଳୟ, ସରକାରୀ ବାସଭବନରେ ପଞ୍ଝା ମାରିଛି ଭିଜିଲାନ୍ସ…