Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗଛରେ ପିଟି ହେଲା ବରଯାତ୍ରୀ ଗାଡ଼ି: ୨ ମୃତ, ୫ ଗୁରୁତର

ସୋନପୁର: ଗଛରେ ପିଟି ହେଲା ବରଯାତ୍ରା ଗାଡ଼ି । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ୫ ଜଣ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ବଡ଼କର୍ଲେ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଭ୍ୟାନରେ ବରଯାତ୍ରୀ ବାହାଘର ଭୋଜିରେ ଯୋଗ ଦେଇ ଫେରିବା ବେଳେ…

କୋରାପୁଟ ଜିଲ୍ଲାର ୧୩୦ରୁ ଅଧିକ ଆୟୁର୍ବେଦିକ ଡାକ୍ତରଙ୍କୁ ସମ୍ମାନିତ

କୋରାପୁଟ: କୋରାପୁଟ ଜିଲ୍ଲାରେ ୧୩୦ରୁ ଅଧିକ ଆୟୁରର୍ବେଦିକ ଅଭ୍ୟାସକାରୀଙ୍କୁ ଡାକ୍ତରଙ୍କୁ ସମ୍ମନିତ କରାଯାଇଛି । ଡାକ୍ତରଙ୍କ ସମ୍ମାନ ସମାରୋହରେ ରାଜସ୍ଥାନ ଡିସପେନସାରି (RAPL ଗ୍ରୁପ୍) ମୁମ୍ବାଇ ରବିବାର ଦିନ ଜୟପୁର ଜୟନଗର ପାର୍କ ନିକଟରେ ଅବସ୍ଥିତ ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହୋଇଥିଲା ।…

ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରରୁ ସ୍ବତନ୍ତ୍ର ବିମାନ ଯୋଗେ ଆଜି ଫେରିଲେ ୨୧୦୦ ଭାରତୀୟ

ଭୁବନେଶ୍ୱର: ଅପରେସନ ଗଙ୍ଗା ଅଧୀନରେ ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଆଜି ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରମାନଙ୍କରୁ ୧୧ଟି ସ୍ବତନ୍ତ୍ର ବେସାମରିକ ବିମାନ ଜରିଆରେ ୨୧୩୫ ଜଣ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି । ଏଥିସହିତ, ଏବେ ସୁଦ୍ଧା ୧୫ ହଜାର…

ବ୍ରହ୍ମପୁର ମହାନଗର ନିଗମ ବିଜେପିର ମେୟର ପ୍ରାର୍ଥୀ ଡ. ସବିତା ସୁଆର

ବ୍ରହ୍ମପୁର  : ଭୁବନେଶ୍ୱର, କଟକ ପରେ ଏବେ ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେପି । ଭୁବନେଶ୍ୱର ମେୟର ପ୍ରାର୍ଥୀ ଭାବେ ଦଳ ସାହିତ୍ୟିକା ଡଃ ସୁନୀତି ମୁଣ୍ଡଙ୍କୁ ବାଛିଥିବା ବେଳେ ଏବେ ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଜେପିର ମେୟର ପ୍ରାର୍ଥୀ ହୋଇଛନ୍ତି ଡ. ସବିତା ସୁଆର ।…

[ଦେଖନ୍ତୁ ଭିଡିଓ] ପୌରପରିଷଦ ପାଇଁ ବିଜୁ ଜନତା ଦଳ ତରଫରୁ ପ୍ରାର୍ଥୀ ପତ୍ର ଦାଖଲ

ଗୁଣୁପୁର: ଚଳିତ ପୌର ନିର୍ବାଚନ ପାଇଁ ଗୁଣୁପୁର ପୌର ପରିଷଦରେ ବିଜୁ ଜନତା ଦଳ ତରଫରୁ ଶୋଭାଯାତ୍ରା । ପୌରପରିଷଦର ସମସ୍ତ ୧୯ ୱାର୍ଡର ଆଜି ପ୍ରାର୍ଥୀ ଏବଂ ପ୍ରାର୍ଥୀନୀ ମାନେ ନିଜ ନିଜର ଦାଖଲ କରିଛନ୍ତି ନାମାଙ୍କନପତ୍ର । ଜିଲ୍ଲା ସଭାପତି ସୁଧୀର ଦାସ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗଙ୍କ…

[ଦେଖନ୍ତୁ ଭିଡିଓ] ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲର ପଞ୍ଚମ ଦିନ

କଟକ : ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ପତ୍ର ଦାଖଲର ପଞ୍ଚମ ଦିନ । କଟକର ୫୯ ଗୋଟି ୱାର୍ଡ୍ ରୁ ବିଭିନ୍ନ ଦଳର ପ୍ରାର୍ଥୀ ଏବଂ ପ୍ରାର୍ଥୀନୀ ମାନେ ନିଜ ନିଜର ଦାଖଲ କରିଛନ୍ତି ନାମାଙ୍କନପତ୍ର । ଅନେକ ପ୍ରାର୍ଥୀ ଦାଖଲ କରିଥିବା ବେଳେ କଟକରେ ପ୍ରଥମ କରି ନିର୍ବାଚନ ରଣାଙ୍ଗନରେ ପ୍ରାର୍ଥୀ…

[ଭିଡିଓ] ତହସିଲଦାର ମ୍ୟାଡାମଙ୍କ ମହିଳାଙ୍କୁ ଦୁର୍ବ୍ୟବହାର !

ଭୁବନେଶ୍ୱର: ଜଣେ ମହିଳାଙ୍କୁ ଡେଲାଙ୍ଗ ତହସିଲଦାର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ମହିଳା ଜଣକ କୌଣସି କାର୍ଯ୍ୟ ପାଇଁ ତହସିଲଦାରଙ୍କୁ ଭେଟିଥିଲେ । ହେଲେ ଡେଲାଙ୍ଗ ତହସିଲଦାର ନିବେଦିତା ପରିଡ଼ା ଉକ୍ତ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏନେଇ ସୋସିଆଲ ମିଡ଼ିଆରେ ଏକ…

ୟୁକ୍ରେନରୁ ଓଡ଼ିଶା ଫେରିଲେ ଡାକ୍ତରୀ ଛାତ୍ରଛାତ୍ରୀ, କହିଲେ ବୋର୍ଡର ପାର ହେବା ସହଜନଥିଲା

ଗୁଣୁପୁର: କିଛିଦିନ ପୂର୍ବରୁ ୟୁକ୍ରେନରେ ସବୁକିଛି ସ୍ୱାଭାବିକ ଥିଲା । ହେଲେ ଆଜି ସେଠାରେ ସବୁ ଧ୍ୱସଂ ହୋଇଯାଇଛି । ଯିଏ ଯେଉଁଆଡେ ପାରିଲା ଚାଲିଲା । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ୟୁକ୍ରେନରେ । ଋଷର ଘନଘନ ଆକ୍ରମଣ ପରେ ୟୁକ୍ରେନ ଛାରଖାର ହୋଇଯାଇଛି । ୟୁକ୍ରେନରେ ଫସି ରହିଥିବା…

ନରାଜରେ ପୁଣି ଫସିଲେ ହାତୀ, ଉଦ୍ଧାର ପାଇଁ ବନ ବିଭାଗର ତତ୍ପରତା

କଟକ: ପୁଣି ଆଜି ନରାଜ ବ୍ୟାରେଜରେ ଫସିଲେ ଦାତୀ । କଟକ ନରାଜ ବ୍ୟାରେଜ ନିକଟରେ ୨ଟି ହାତୀ ପାଣି ପିଇବାକୁ ଆସି ଫସି ରହିଥିବା ଖବର ରହିଛି । ବନ ବିଭାଗ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ହତୀମାନଙ୍କୁ ଜଗି ରହିଛି । ଖବର ଅନୁସାରେ, ରବିବାର ଅପରାହ୍ନ ସମୟରେ ୨ଟି ହାତୀ ନରାଜ ନିକଟରେ ଫସି…

କଟକ ମହାନଗର ନିଗମର ବିଜେପି ତରଫରୁ ଶ୍ରୀତମ ଦାସ ମେୟର ପ୍ରାର୍ଥୀ

କଟକ: କଟକ ମହାନଗର ନିଗମ ମେୟର ପ୍ରାର୍ଥୀ ଶ୍ରୀତମ ଦାସ । ଅଭିନେତା ଶ୍ରୀତମ ଦାସଙ୍କ ନାଁରେ ମୋହର ମାରିଛି ବିଜେପି । ଓଡ଼ିଆ ସିନେଜଗତର ଜଣାଶୁଣା ଅଭିନେତା-ନିର୍ଦ୍ଦେଶକ ଶ୍ରୀତମ ଦାସ ବିଜେପିର କଟକ ମେୟର ପ୍ରାର୍ଥୀ ଭାବେ ପୌର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ଶ୍ରୀତମ । ଶ୍ରୀତମ ଦାସ…