Latest Odisha News

BREAKING NEWS

Browsing Category

ଓଡିଶା

Odisha

ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ , ସ୍ଥଗିତ ହେଲା ନିର୍ବାଚନ

ନବରଙ୍ଗପୁର : ନିର୍ବାଚନ ସଂଗ୍ରାମ ପୂର୍ବରୁ ଜୀବନ ସଂଗ୍ରାମରେ ହାରିଗଲେ ସରପଞ୍ଚ ପ୍ରାର୍ଥୀ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବି . ମାଳିଗୁଡା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାଗିରଥୀ ଅମନାତ୍ୟଙ୍କ ମୃତ୍ୟୁ ହୋଇଯାଇଛି । ଗତ କିଛି ଦିନ ଧରି ସେ ଅସୁସ୍ଥ ହୋଇପଡିଥିଲେ । ରାତିରେ ଦେହ…

କୃଷ୍ଣପ୍ରସାଦ ବୋମାମାଡ଼ ଘଟଣା: ବିଜେଡି ଉପରେ ଆରୋପ ଲଗାଇଲା ବିଜେପି

ପୁରୀ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଆନ୍ଦଳା ଗ୍ରାମପଞ୍ଚାୟତରେ ଆନ୍ଦଳା ବୁଥରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ସଂଘର୍ଷ ଓ ବୋମାମାଡ଼ ଫଳରେ ୪୦ରୁ ଅଧିକ ଲୋକ ଏଠାରେ ଗୁରୁତର ହୋଇଛନ୍ତି । ଏହି ଘଟଣାରେ ୨୫ରୁ ଅଧିକ ବାଇକ୍ ନଷ୍ଟ ହୋଇଥିବା…

ବ୍ରହ୍ମଗିରିରେ ନିର୍ବାଚନୀ ହିଂସା ଘଟି ୪ ଗରୁତର

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରିରେ ନିର୍ବାଚନୀ ହିଂସା ଘଟିଥିବା ଜଣାପଡ଼ିଛି । ଏହି ହିଂସାକାଣ୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୪ ଜଣ ଗୁରୁତର ହୋଇଥିବା ଜଣା ପଡ଼ିଛି । ସୂଚନା ଅନୁସାରେ, ଆଜି ରାହାଡ଼ମଲ ଗ୍ରାମପଞ୍ଚାୟତର ନିଶିଭଅଁରର ବୁଥ ନମ୍ବର ୮ରେ ମତଦାନ ଚାଲିଥିଲା । ଏହି…

ପଞ୍ଚାୟତ ନିର୍ବାଚନ : ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ସରିଲା ପ୍ରଥମ ପଯ୍ୟାୟ ମତଦାନ ।  ରାଜ୍ୟରେ ୩୦ ଟି ଜିଲ୍ଲାରେ ୭୧ ଟି ବ୍ଲକରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ମତଦାନ । ସକାଳ ୭ ଟାରୁ ଦିନ ୧ ଟାଏ ଯାଏ ମତଦାନ ଚାଲିଥିଲା । ଭୋଟର ମାନେ ଆସି ନିଜେ ନିଜେ ମନସ୍ଥ କରିଥିବା ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି…

ଫରେଷ୍ଟ ଗାର୍ଡଙ୍କ ସାହସକୁ ସଲାମ, ଜୀବନକୁ ବାଜି ଲଗାଇ ଦନ୍ତା ସହ ମୁହାଁମୁହିଁ

ସମ୍ବଲପୁର : ଫରେଷ୍ଟ ଗାର୍ଡଙ୍କ ଦୁଃସାହସ। ଗାଁର ଲୋକଙ୍କୁ ରକ୍ଷା କରିବାକୁ ଯାଇ ଦନ୍ତା ସହିତ ମୁହାଁମୁହିଁ। ନିଜ ଜୀବନକୁ ବାଜି ଲଗାଇ ହାତରେ ମଶାଲ ଧରି ଜଙ୍ଗଲୀ ଦନ୍ତା ସହିତ ମୁକାବିଲା କରୁଛନ୍ତି ଫରେଷ୍ଟ ଗାର୍ଡ ଜଣକ। ଆଉ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।ଫରେଷ୍ଟ…

ସାଲେପୁରରେ ସମିତିସଭ୍ୟ ପ୍ରାର୍ଥୀଙ୍କ ଘରକୁ ବୋମାମାଡ, ଦିଲ୍ଲୀପଙ୍କ ପତ୍ନୀ ଗୁରୁତର

ସାଲେପୁର : ସାଲେପୁରରେ ସମିତି ସଭ୍ୟ ପ୍ରାର୍ଥୀଙ୍କ ଘରକୁ ବୋମାମାଡ । ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ତଥା ପ୍ରାର୍ଥୀ ଦିଲ୍ଲୀପ କୁମାର ଦାସଙ୍କ ଘରକୁ ବୋମାମାଡ ହୋଇଛି ।ତାଙ୍କ ଶିଶୁଆ ସ୍ଥିତ ବାସ ଭବନକୁ ବୋମାମାଡ ହୋଇଛି ।ବୋମାମାଡରେ ଦିଲ୍ଲୀପଙ୍କ ପତ୍ନୀ ନିରୁପମା ଆହତ ହୋଇଛନ୍ତି ।ଗତକାଲି…

ବୋରିଗୁମ୍ମାରେ ନିର୍ବାଚନୀ ହିଂସା , ମନ୍ତ୍ରୀଙ୍କ ପ୍ରତିନିଧିଙ୍କୁ ବିଜେପି କର୍ମୀଙ୍କ ମରଣାତ୍ମକ ଆକ୍ରମଣ ଅଭିଯୋଗ

କୋରାପୁଟ  : ବୋରିଗୁମ୍ମାରେ ନିର୍ବାଚନୀ ହିଂସାକାଣ୍ଡ ।ବୋରିଗୁମ୍ମା ବ୍ଲକ କସାଗୁଡା ଗାଁରେ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ପ୍ରତିନିଧି ନରେନ୍ଦ୍ର ବିଶୋଇଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ମନ୍ତ୍ରୀଙ୍କ ପ୍ରତିନିଧିଙ୍କୁ ଗୁରୁତର ଅବସ୍ଥାରେ ବୋରିଗୁମ୍ମା ହସ୍ପିଟାଲରେ ଭର୍ତି…

କଂଗ୍ରେସକୁ ଝଟକା, ଡେଲାଙ୍ଗ ୧୫ ନମ୍ବର ଜୋନ୍ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ବିଜେଡିରେ ମିଶିଲେ

ପିପିଲି : ପଞ୍ଚାୟତ ନିର୍ବାଚନ ଚାଲିଥିବା ସମୟରେ କଂଗ୍ରେସକୁ ବଡ ଝଟକା । ପିପିଲି ନିର୍ବାଚନ ମଣ୍ଡଳୀ ଅଧିନ ଡେଲାଙ୍ଗ ବ୍ଲକ ୧୫ ନମ୍ବର ଜୋନ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ସୁକାନ୍ତି ସାହୁ ବିଜେଡିରେ ସାମିଲ ହୋଇଛନ୍ତି । କଂଗ୍ରେସ ତାଙ୍କୁ ଅସମ୍ମାନ କରିଥିବାରୁ ସେ ବିଜେଡିରେ ଯୋଗଦାନ…

ଭୋଟ୍ ଦେଲେ ହେଭିୱେଟ୍ ମନ୍ତ୍ରୀ

ଭୁବନେଶ୍ୱର: ଭୋଟ୍ ଦେଲେ ମନ୍ତ୍ରୀ । ଆଜି ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ୟ୍ୟାୟରେ ଭୋଟ୍ ଦେଇଛନ୍ତି ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ମହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଳେଶ୍ୱରପୁର ପଞ୍ଚାୟତର ୧୧ ନମ୍ବର ବୁଥରେ ନିଜ ପରିବାର ସହ ଭୋଟ୍ ଦେଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ପ୍ରକ୍ରିୟା ଜାରି

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ସକାଳ ୭ଟାରୁ ୩୦ ଜିଲ୍ଲାର ୧ ହଜାର ୬୬୯ଟି ପଞ୍ଚାୟତରେ ଆରମ୍ଭ ହୋଇଛି ମତଦାନ । ୨୨ ହଜାର ୩୭୯ ବୁଥରେ ମତାଧିକାର ସାବ୍ୟସ୍ତ କରୁଛନ୍ତି ୬୭ ଲକ୍ଷ ୫୧ ହଜାରରୁ ଅଧିକ ଭୋଟର । ପ୍ରଥମ ପର୍ଯ୍ୟାୟରେ ଆଜି ୨୦୦ ଜିଲ୍ଲା…