Latest Odisha News

BREAKING NEWS

Browsing Category

ଓଡିଶା

Odisha

ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ମତଦାନ ବନ୍ଦ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାର୍ଥୀଙ୍କ ଅକାଳ ବିୟୋଗ । ଫଳରେ ନିର୍ବାଚନ ବାତିଲ ହୋଇଛି । କଟକ ସଦର ବ୍ଲକ ଯଶପଡ଼ା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀନୀ ନମିତା ବେହେରା (୩୨)ଙ୍କର ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି । ଏଜେଣ୍ଟ ଓ ସମର୍ଥକଙ୍କ ସହ ରାତି ସାଢ଼େ ୧୦ଟାରେ ଆଲୋଚନା…

କୁବେର ପୋଲିସ ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ କାବା: ୨୨ ଘଣ୍ଟା ରେଡ୍, ୨୨କୋଟିରୁ ଅଧିକ ସମ୍ପତ୍ତି

ଭୁବନେଶ୍ୱର: ଖୋଲୁଛି କୁବେର ପୋଲିସ ବାବୁ ତ୍ରିନାଥ ମିଶ୍ରଙ୍କ କଳାଧନର ଗୁମର । ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ସମ୍ପତ୍ତି ତାଲିକା ଦେଖି କାବା ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ । ଅମାପ ସମ୍ପତ୍ତି । ୨୨ ଘଣ୍ଟାର ମାରାଥନ୍ ରେଡ୍ ପରେ ପାଖାପାଖି ୨୨ କୋଟିରୁ ଅଧିକ ଟଙ୍କା ସ୍ଥାବର ଓ…

ଆଜି ରାଜ୍ୟରୁ ୮୫୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଭିତରେ ରହିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮୫୨ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୪୯୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୫୭ । ୧୮ ବର୍ଷ ଭିତରେ ଆଉ ୧୮୧ ଜଣ ସଂକ୍ରମିତ ହୋଇଛନ୍ତି ।…

ପଞ୍ଚାୟତ ନିର୍ବାଚନ: ମହିଳା ଭୋଟରଙ୍କ ଭିତରେ ଜବରଦସ୍ତ ଉତ୍ସାହ

ଭୁବନେଶ୍ୱର: ନିର୍ବାଚନରେ ମହିଳା । ପ୍ରାର୍ଥୀ ହୁଅନ୍ତୁ କି ଭୋଟର । ନିର୍ବାଚନରେ ସେମାନଙ୍କର ସଂଖ୍ୟା ବଢୁଛି । ଚଳିତ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ପଦବୀରେ ମହିଳା ପ୍ରତିଦ୍ୱନ୍ଦିତା କରୁଛନ୍ତି । ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ବେଳେ ବି ମହିଳା ଭୋଟରଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି ।…

ଫୋକସରେ ମାଓ ଇଲାକାରେ ମତଦାନ, ସୁରକ୍ଷା ଦାୟିତ୍ୱରେ ୨୩୫ ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ସୁରକ୍ଷିତ ଓ ଶୃଙ୍ଖଳିତ ମତଦାନ ଉପରେ ଫୋକସ୍ କରାଯାଉଛି । ରାଜ୍ୟର ମାଓ ଅଧ୍ୟୁଷିତ ଅଞ୍ଚଳରେ ବି ଆରମ୍ଭ ହୋଇଛି ମତଦାନ । ସେସବୁ ସ୍ଥାନରେ ସମ୍ବେଦନଶୀଳ ବୁଥ୍ ଉପରେ ପୋଲିସର…

ପଞ୍ଚାୟତ ନିର୍ବାଚନ: ଆଜି ପ୍ରଥମ ପର୍ଯ୍ୟାୟ ମତଦାନ

ଭୁବନେଶ୍ୱର: ଆଜି ଭୋଟିଂ ଡେ । ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୩୦ ଜିଲ୍ଲାର ୭୧ଟି ବ୍ଲକର ୨୦୦ ଜିଲ୍ଲା ପରିଷଦ ଆସନରେ ଭୋଟ୍ ନିଆଯାଉଛି । ସେହିପରି ୧୬୬୯ଟି ଗ୍ରାମ ପଞ୍ଚାୟତ ପାଇଁ ମତଦାନ ଚାଲିଛି । ଏଥିପାଇଁ କରାଯାଇଛି ୨୨ହଜାର ୩୭୯ଟି…

କୋଟିଆ ପଞ୍ଚାୟତ ନିର୍ବାଚନ: ପ୍ରାର୍ଥୀ ତାଲିକା ସଂଗ୍ରହ ପାଇଁ ପଟାଙ୍ଗିରେ ଆନ୍ଧ୍ର ଟିମ୍

କୋଟିଆ: ଆଉ କିଛି ଦିନ ପରେ କୋଟିଆରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ । ରାଜନୈତିକ ବିଚାର ବିମର୍ଷ ଚାଲିଥିବା ବେଳେ ଏଜେଣ୍ଟଙ୍କ ମାଧ୍ୟମରେ ଅନୁପ୍ରବେଶ ଜାରି ରଖିଛି ଆନ୍ଧ୍ର ପ୍ରଶାସନ । ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ସୁପ୍ରିମକୋର୍ଟରେ ମାମଲାର…

ନିଖୋଜ ଛାତ୍ର ସାଇବର ଲୁଟେରା , ୩ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର : ଜାମତରା ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଝାଡଖଣ୍ଡର ରହମତ ଅନସାରୀ, ବିଶାଲ ପାଣ୍ଡେ, ବିହାରର ଶେଖର ଗୌତମ । ସମ୍ବଲପୁର ଅଇଁଠାପାଲି ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତଙ୍କ ନିକଟରୁ ଲକ୍ଷେ ୧୩ ହଜାର ଟଙ୍କା ,…

ଅକାଳରେ ଚାଲିଗଲା ସରପଞ୍ଚ ପ୍ରାର୍ଥୀଙ୍କ ଜୀବନ , କେଲେଣ୍ଡାପାଲି ପଞ୍ଚାୟତରେ ନିର୍ବାଚନ ସ୍ଥଗିତ

ବରଗଡ଼ : ଅକାଳରେ ଚାଲିଗଲା ସରପଞ୍ଚ ପ୍ରାର୍ଥୀଙ୍କ ଜୀବନ । ବରଗଡ ଜିଲ୍ଲା ଭଟଲୀ ବ୍ଲକ କେଲେଣ୍ଡାପାଲି ପଞ୍ଚାୟତରେ ନିର୍ବାଚନ ପୂର୍ବରୁ ସରପଞ୍ଚ ପ୍ରାର୍ଥୀ ସରୋଜ ସେଠ୍ ଙ୍କ ମୃତ୍ୟୁ ହୋଇଯାଇଛି ।ଫଳରେ ନିର୍ବାଚନକୁ ସ୍ଥଗିତ ରଖାଯାଇଛିାଏନେଇ ବରଗଡ ଜିଲ୍ଲାପାଳଶୁଭେନ୍ଦ୍ର ସାମଲ ସୁଚନା ଦେଇଛନ୍ତି…

[ଦେଖନ୍ତୁ ଭିଡିଓ] ଯୋରନ୍ଦା ଗାଦିରେ ମାଘ ଚତୁର୍ଦ୍ଦଶୀ ମହିମା ନୀତି

ଢେଙ୍କାନାଳ: ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା । ମାଘ ଚତୁର୍ଦ୍ଦଶୀ ମହିମା ଗୋଷାଇଁଙ୍କ ମହାପ୍ରୟାଣ ଦିବସରେ ମାଘ ମେଳା ଆରମ୍ଭ । ଏଥିରେ ଦେଶର କୋଣ ଅନୁକୋଣରୁ ଶହ ଶହ ମହିମା ସାଧୁଙ୍କ ସମାଗମ ହୋଇଥାଏ । ଉଭୟ ବକ୍କଳଧାରୀ ଏବଂ କୌପୁନିଧାରୀଙ୍କ ଗାଦି ମନ୍ଦିର, ଧୁନି ମନ୍ଦିର, ବତୀ ମନ୍ଦିରରେ…