Latest Odisha News

BREAKING NEWS

Browsing Category

ଓଡିଶା

Odisha

ସମ୍ବଲପୁରରେ ଭିଜିଲାନ୍ସ ରେଡ୍: ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର

ସମ୍ବଲପୁର: ସମ୍ବଲପୁରରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁରରେ ଭିଜିଲାନ୍ସ ରେଡ୍ ।  ଚିଫ୍ ଇଂଜିନିୟର ତଥା ଚିଫ୍ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ସୁନୀଲ କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକକାଳୀନ ୪ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ  ।…

କରୋନା ସଂକ୍ରମଣରେ ଲାଗିଲା ବ୍ରେକ୍: ହଜାରେ ତଳକୁ ଖସିଲା ସଂକ୍ରମଣ

ଭୁବନେଶ୍ୱର : କରୋନା ସଂକ୍ରମଣରେ ଲାଗିଲା ବ୍ରେକ୍ । ରାଜ୍ୟରେ ହଜାରେ ତଳକୁ ଖସିଲା କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ରାଜ୍ୟରେ ୮୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୦୫ ଜଣ ପଜିଟିଭ୍ ହୋଇଛନ୍ତି । କୋରାପୁଟରୁ ୭୧, କଟକରୁ ୬୫, ସୁନ୍ଦରଗଡ଼ରୁ ୬୨, ଯାଜପୁରରୁ ୪୫ ଜଣ…

ବଡ଼ ଦାଣ୍ଡରେ କୁନି ପୁଅ ରାଜବୀରର ଜୀବନ ଭିକ୍ଷା କଲେ ବାପା ମାଆ

ପୁରୀ: କୁନି ପୁଅର ଜୀବନ ଭିକ୍ଷା । ଚିକିତ୍ସା ପାଇଁ ଆଉ ୪୦ ଦିନ ବାକି ଅଛି । ହେଲେ ଅର୍ଥ ଦାଉ ସାଧୁଛି । ଶେଷରେ ନିରାଶ ଆଉ ନିରୁପାୟ ହୋଇ ବାପା ମାଆ ବଡ ଦାଣ୍ଡରେ ଶ୍ରୀଜଗନ୍ନାଥଙ୍କ ଶରଣରେ ବସିଛନ୍ତି । ଫୁଲବାଣୀ ଆମ୍ବପୋଡ଼ା ଗାଁର ଦେଢ ବର୍ଷର ଶିଶୁ ରାଜବୀର ବିରଳ ସ୍ପାଇନାଲ ମସକୁଲାର…

ପ୍ରଶାସନକୁ ସ୍ବାଗତ କଲେ ଢ଼ିଙ୍କିଆ ଗ୍ରାମବାସୀ, ଗାଁରେ ଶାନ୍ତି ସ୍ଥାପନ ପାଇଁ ଜିଲ୍ଲା ପ୍ରଶାସନର ନିବେଦନ

ପାରାଦୀପ: ଜଗତସିଂହପୁର ଜିଲ୍ଲାର ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ଗାଁରେ ଆଜି ଏକ ଭିନ୍ନ ବାତାବରଣ ସୃଷ୍ଟି ହୋଇଛି। ଯେଉଁ ଗାଁ’ରେ ଜିଲ୍ଲା ପ୍ରଶାସନକୁ ବିରୋଧ କରାଯାଉଥିଲା ଆଜି ସେହି ଗାଁର ଲୋକମାନେ ଜିଲ୍ଲାପାଳ ପାରୁଲ ପଟୱାରୀ,ଏସପି ଅଖିଳେଶ୍ବର ସିଂ କୁ ଫୁଲତୋଡ଼ା ଦେଇ ସ୍ବାଗତ…

ପ୍ରମିଳାଙ୍କୁ ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରଚାର କରିବାକୁ ବାରଣ କଲା ରାଜ୍ୟ ନିର୍ବାଚନ କମିସନ

ଭୁବନେଶ୍ୱର: ପ୍ରଚାର କରି ପାରିବେ ନାହିଁ ବିଂଝାରପୁର ବିଧାୟିକା ତଥା ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲିକ । ରାଜ୍ୟ ନିର୍ବାଚନ କମିସନ ଲଗାଇଲେ କଟକଣା । ନିର୍ବାଚନ ବିଧି ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ରାଜ୍ୟର କୌଣସି ସ୍ଥାନରେ ନିର୍ବାଚନ ପ୍ରଚାର କରିବାକୁ ବାରଣ କରାଯାଇଛି । ଫଳରେ ୪୮…

[ଦେଖନ୍ତୁ ଭିଡିଓ] ନିର୍ବାଚନୀ ମଇଦାନରେ ଅଢ଼େଇକୁଳ ପଞ୍ଚାୟତର ହେଭି ଫାଇଟ

ଜଗତସିଂହପୁର: ଜଗତସିଂହପୁର ୨-ନମ୍ବର ଜୋନର ଅଢ଼େଇକୁଳ ପଞ୍ଚାୟତରେ ହେଭି ଫାଇଟ । ଏଠାରେ ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ଚୟନକୁ ନେଇ ଦଳୀୟ ଅସନ୍ତୋଷ କାରଣରୁ ବହୁ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବାର ଦେଖିବାକୁ ମିଳୁଛି । ବିକାଶକୁ ପ୍ରମୁଖ ଆୟୁଧ କରି ନିଜ ସପକ୍ଷରେ ଅଧିକରୁ ଅଧିକ ଜନମତ…

ବିଶ୍ୱ ରେଡ଼ିଓ ଦିବସ: ଏବେ ବି ରେଡ଼ିଓ ସବୁଠୁ ଆଗରେ

ଭୁବନେଶ୍ୱର: ବିଶ୍ୱ ରେଡ଼ିଓ ଦିବସ । ଆଜି ଫେବୃଆରୀ ୧୩ ତାରିଖ । ଏହି ଦିବସଟି ଦେଶବାସୀଙ୍କ ପାଇଁ ବେଶ ମହତ୍ତ୍ୱ ରଖେ । ପ୍ରତି ସମୟରେ ଲୋକମାନଙ୍କ ମନୋରଞ୍ଜନ କରୁଥିବା ରେଡ଼ିଓ ପାଇଁ ଦିନଟିଏ । ଆଜିର ଏହି ଦିନରେ ବିଶ୍ୱ ଆଜି ପାଳନ କରୁଛି ବିଶ୍ୱ ରେଡ଼ିଓ ଦିବସ । ୟୁନେସ୍କୋରେ ୨୦୧୧ ମସିହା…

ଓଡ଼ିଶାରେ ରେଡିଓର ଜୟଯାତ୍ରା

ସୁବ୍ରତ କୁମାର ପତି ଗୋଟିଏ ସମୟରେ ମୁର୍ମୂଷୁ ହୋଇ ପଡିଥିବା ରେଡିଓ ଦେହରେ ଏବେ ନୂତନ ପ୍ରାଣ ସଞ୍ଚାର ହୋଇଛି। ରେଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ "ମନ୍ କୀ ବାତ୍" କାର୍ଯ୍ୟକ୍ରମ ଆକାଶବାଣୀ ପ୍ରତି ଲୋକଙ୍କ ଆଗ୍ରହ ବଢାଇଥିବା ବେଳେ ମନୋରଞ୍ଜନ କ୍ଷେତ୍ରରେ ଘରୋଇ ରେଡିଓ…

[ଦେଖନ୍ତୁ ଭିଡିଓ] ବେଳାଭୂମିରେ ବାଲୁକା କଳାରେ ବିଶ୍ୱ ରେଡ଼ିଓ ଦିବସ

ପୁରୀ: ବିଶ୍ୱ ରେଡ଼ିଓ ଦିବସ । ୧୩ ଫେବୃଆରୀକୁ ବିଶ୍ୱ ରେଡ଼ିଓ ଦିବସ ଭାବେ ପାଳନ କରାଯାଏ । ୟୁନେସ୍କୋ ପକ୍ଷରୁ ଏହି ଦିବସ ଘୋଷଣା ପରେ ସାରା ବିଶ୍ୱରେ ୱାର୍ଲଡ଼ ରେଡ଼ିଓ ଡେ ଭାବେ ପାଳନ କରାଯାଉଛି । ବିଶେଷ କରି ରେଡିଓର ଇତିହାସ ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦେଶ୍ୟରେ ଏହି ଦିବସ ପାଳନ…

ଗିରଫ ହେଲେ ସୁନ୍ଦରଗଡ଼ର କୋଟିପତି ଏଡିଏମ୍ ବିଶ୍ୱଜିତ ମହାପାତ୍ର

ସୁନ୍ଦରଗଡ଼: ଅତିରିକ୍ତ ଜିଲ୍ଲାପାଳଙ୍କୁ ମହଙ୍ଗା ପଡ଼ିଲା ଆୟଠୁ ଅଧିକ ସମ୍ପତ୍ତି ଠୁଳ । ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଦୁଇ ଦିନର ମାରାଥନ୍ ରେଡ୍ ଓ ଜେରା ପରେ ତାଙ୍କୁ ଗିରଫ କରାଯାଇଛି । କୋଟିପତି ଏଡିଏମ୍ ଓ ତାଙ୍କ ପତ୍ନୀଙ୍କ…