Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଧାନ ପରିଷଦ ଗଠନ ପ୍ରସଙ୍ଗ, କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର ଆଶ୍ଚର୍ଯ୍ୟ ଚକିତ କରିଛି : ବାଚସ୍ପତି

ଭୁବନେଶ୍ୱର: ସଂସଦରେ ବିଧାନ ପରିଷଦ ସଙ୍କଳ୍ପ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି ବିଧାନସଭାରେ ସଙ୍କଳ୍ପ ପାରିତ ହେବା ପରେ ୨୦୧୮ ସେପ୍ଟେମ୍ବର ୧୮ ତାରିଖରେ ପ୍ରସ୍ତାବକୁ କେନ୍ଦ୍ର ନିକଟକୁ ପଠାଯାଇଥିଲା ।ରାଜ୍ୟସଭା ଓ ଲୋକସଭା ସଚ୍ଚିବଙ୍କୁ…

ପରଲୋକରେ କୋକସରାର ପୂର୍ବତନ ବିଧାୟିକା ରୋଶନୀ ସିଂହଦେଓ

ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲାର ପୂର୍ବତନ କୋକସରା ବିଧାୟିକା ରୋଶନୀ ସିଂହଦେଓଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ଭୁବନେଶ୍ୱରରେ ପୁଅ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ବାସ ଭବନରେ ତାଙ୍କର ପରଲୋକ ହୋଇଛି ।କିଛି ଦିନ ହେବ ସେ ଅସୁସ୍ଥ…

ରାଜ୍ୟରେ ସଂକ୍ରମଣ ସ୍ଥିତି ଧୀରେ ଧୀରେ ଭଲ ଆଡକୁ ଆସୁଛି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର :ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ରାଜ୍ୟରେ ସଂକ୍ରମଣ ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।ରାଜ୍ୟରେ ଯେତିକି କରୋନା ଭାରାଆଣ୍ଟ ଅଛି , ସେତିକି ଓମିକ୍ରନ ଭାରିଆଣ୍ଟ ଅଛି ବୋଲି ବିଜୟ ମହାପାତ୍ର କହିଛନ୍ତି । ଯଦି…

ଆଜି ପ୍ରୋମିଜ ଡେ’ : ପ୍ରତିଶ୍ରୁତି ବିନା ପ୍ରେମ ଅଧୁରା

ଭୁବନେଶ୍ୱର : ପ୍ରେମ ଓ ପ୍ରତିଶ୍ରୁତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ  । ଆଜି ହେଉଛି ସେହି ପ୍ରତିଶ୍ରୁତି ବା ପ୍ରୋମିଜ ଡେ’ । ପ୍ରେମ ସପ୍ତାହରେ ପଞ୍ଚମ ଦିନ ପ୍ରୋମିଜ ଡେ’ରେ ପ୍ରତିଶ୍ରୁତିରେ ଆବଦ୍ଧ ହୁଅନ୍ତି ପ୍ରେମି ଯୁଗଳ । ମନର ମଣିଷକୁ ସାତ ଜନ୍ମ ପାଇଁ ସାଥୀ କରିବା ପାଇଁ ନେଇଥାନ୍ତି…

[ଭିଡିଓ] ପ୍ରଚାର ସମୟରେ କରୋନା କଟକଣା ଉଲ୍ଲଙ୍ଘନ କଲା ବିଜେଡି , ଅଭିଯୋଗ ଆଣିଲା ବିଜେପି

ପିପିଲି : ପଞ୍ଚାୟତ ନିର୍ବାଚନକୁ ଆଉ କେଇଟା ଦିନ ବାକି ଥିବା ବେଳେ । ଶାସକ ବଜେଡି ଦଳ ପିପିଲିରେ ମାରାଥନ ପ୍ରଚାର ଜାରି ରଖିଛି । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ବିଧାୟକ ରୁଦ୍ର ଲପ୍ରତାପ ମହାର୍ଥୀ ୨୩ ନମ୍ବର ଓ ୨୪ ନମ୍ବର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଜାରି ରଖିଛନ୍ତି…

କୋରାପୁଟରେ ପୋଲିସ ଡିଜି: ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଓ ମାଓ ମୁକାବିଲାର ସମୀକ୍ଷା

କୋରାପୁଟ: ଦିନିକିଆ କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ କୁମାର ବଂଶଲ । ସୁନାବେଡାରେ ପହଞ୍ଚି କୋରାପୁଟ ଜିଲ୍ଲାରେ ମାଓ ସ୍ଥିତିର ସମୀକ୍ଷା କରିଛନ୍ତି । ଏଥିସହ ଶାନ୍ତିପୂର୍ଣ୍ଣ ପଞ୍ଚାୟତ ନିର୍ବାଚନ ନେଇ ସମୀକ୍ଷା କରିଛନ୍ତି ପୋଲିସ ଡିଜି । କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ସୀମା…

ରାଜ୍ୟରେ କରୋନା ନେଲା ଆଉ ୨୦ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ନେଲା ଆଉ ୨୦ ଜୀବନ । ଯାଜପୁରରୁ ସର୍ବାଧିକ ୪ ଜଣ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା, ବାଲେଶ୍ୱର ଓ କେନ୍ଦ୍ରାପଡା ଜିଲ୍ଲାରୁ ୩ ଲେଖାଏ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ମୟୁରଭଞ୍ଜରୁ ଆଉ ୨ଜଣ ପ୍ରାଣ ହରାଇଛନ୍ତି । ସେହିପରି ନବରଙ୍ଗପୁର, କେନ୍ଦୁଝର,…

ରାଜ୍ୟରେ ସ୍ଥିର ରହିଛି ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି ଦୈନିକ କରୋନା ସଂକ୍ରମଣ । ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ହଜାର ଭିତରେ ରହୁଛି । ଗତକାଲି ଅପେକ୍ଷା ଆଜି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ସାମାମନ୍ୟ ବଢ଼ିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୫୭୨ ପଜିଟିଭ୍ । କ୍ୱାରେଣ୍ଟିନରୁ ୯୧୮ ଓ ଲୋକାଲ୍ କଣ୍ଟାକ୍ଟ…

ସୁନ୍ଦରଗଡ଼ ଏଡିଏମଙ୍କ ଘରେ ଭିଜିଲାନ୍ସ ରେଡ୍, ୭ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼: ଭିଜିଲାନ୍ସ ପଞ୍ଝାରେ ସୁନ୍ଦରଗଡ଼ ଏଡିଏମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଏକକାଳୀନ ୭ଟି ସ୍ଥାନରେ ରେଡ୍ ଚାଲିଛି । ସୁନ୍ଦରଗଡ଼, ଭୁବନେଶ୍ୱର ଓ ଜଗତସିଂହପୁର ଜିଲ୍ଲାର…

ଆଜି ସ୍ୱାଭିମାନ ଅଞ୍ଚଳ ଗସ୍ତ କରିବେ ପୋଲିସ ଡିଜି

ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଗସ୍ତ କରିବେ ପୋଲିସ ଡିଜି ସୁନୀଲ ବଂଶଲ । ପୋଲିସ ଡିଜି ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ସ୍ୱାଭିମାନ ଅଞ୍ଚଳ ଗସ୍ତ କରିବେ । ଦିନ ୧୧ଟା ବେଳେ ହନ୍ତାଳଗୁଡା ବିଏସଏଫ୍ କ୍ୟାମ୍ପରେ ପହଞ୍ଚିବା ପରେ ମାଲକାନଗିରି ଗସ୍ତ…