Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜିଠୁ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା, ଏଆଇ ନଜରରେ ସମସ୍ତ ପରୀକ୍ଷାକେନ୍ଦ୍ର

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା। ପରୀକ୍ଷା ଦେବେ ୫ ଲକ୍ଷ ୬୧ ହଜାରରୁ ଅଧିକ ଛାତ୍ରଛାତ୍ରୀ। ସକାଳ ୯ଟାରୁ ପରୀକ୍ଷା, ୮ଟା ୧୫ରେ ଖୋଲିବ ଗେଟ୍। ରାଜ୍ୟର ୩୦୮୨ଟି ସେଣ୍ଟରରେ ହେଉଛି ପରୀକ୍ଷା। ଆଜି ମାତୃଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ସବୁ ପରୀକ୍ଷା କେନ୍ଦ୍ରରେ CCTV…

ମଣିଷ-ହାତୀ ସଂଘର୍ଷ ହ୍ରାସ କରିବାକୁ ଟିପିଏସ୍ଓଡିଏଲ୍ ପକ୍ଷରୁ ‘ଗଜ ସଂରକ୍ଷଣ’ ପ୍ରକଳ୍ପ ଆରମ୍ଭ

ବ୍ରହ୍ମପୁର: ଟିପିଏସ୍ଓଡିଏଲ୍ ପକ୍ଷରୁ ମଣିଷ-ହାତୀ ସଂଘର୍ଷ ହ୍ରାସ କରିବା ପାଇଁ ଗଜ ସଂରକ୍ଷଣ ପ୍ରକଳ୍ପ ଆରମ୍ଭ କରାଯାଇଛି। ସ୍ବେଚ୍ଛାସେବୀ ସଂଗଠନ ସ୍ନେହା ସହାୟତାରେ ଘୁମୁସର ଉତ୍ତର ବନଖଣ୍ଡରେ ପାଇଲଟ୍ ପ୍ରକଳ୍ପ ଭାବେ ଏହା କାର୍ଯ୍ୟକ୍ଷମ କରାଯାଇଛି। ହାତୀଙ୍କୁ ବିଦ୍ୟୁତ ଆଘାତରୁ ଦୂରେଇ ରଖିବା,…

HitAndRun:ବାଇକ୍‌-ପିକଅପ୍‌ ମୁହାଁମୁହିଁ;ଜଣେ ମୃତ, ଗୁରୁତର ହସ୍ପିଟାଲରେ ଭର୍ତ୍ତି

ଜୟପୁର:ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କର ଜୀବନ । ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ବାଇକ୍‌-ପିକଅପ୍‌ ମୁହାଁମୁହିଁ ଧକ୍କା ହୋଇଥିଲେ । ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

Skywalk in Bhubaneswar: ପଳାଶୁଣିରୁ ରସୁଲଗଡ଼ ପର୍ଯ୍ୟନ୍ତ ହେବ ସ୍କାଏୱାକ୍‌

ଭୁବନେଶ୍ବର:ପଥଚାରୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ । ପଳାଶୁଣିରୁ ରସୁଲଗଡ଼ ପର୍ଯ୍ୟନ୍ତ ନିର୍ମାଣ ହେବ ସ୍କାଏୱାକ୍‌ । ଏହି ସ୍କାଏୱାକର ଲମ୍ବ ୫୦୦ ମିଟର ରହିବ । ଏନେଇ ବୁଧବାର NHAI ଆଞ୍ଚଳିକ ଅଫିସ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଳାଶୁଣି-ରସୁଲଗଡ଼…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା,୨୪ ଘଣ୍ଟାରେ ଧରାହେଲେ ଅଭିଯୁକ୍ତ;ରୂପା,ସୁନା ସହ…

ନୂଆପଡ଼ା: ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ନେଇ ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ଚାରିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ନଗଦ ୩୭ ଲକ୍ଷ ୪୦ ହଜାର ୧୨୦ ଟଙ୍କା ଜବତ କରିଛି…

ଟାଟା ସହଭାଗିତାରେ ‘ସେଣ୍ଟର ଅଫ୍ ଏକ୍ସିଲେନ୍ସ’ ଭାବେ ଉନ୍ନିତ ହେବ ୨୨ଟି ସରକାରୀ ITI

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଆଜି ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ ହୋଇଛି। ଏହା ରାଜ୍ୟର ଦକ୍ଷତା ଇକୋସିଷ୍ଟମର ରୂପାନ୍ତରଣ କରିବା ସହ ଶିଳ୍ପ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ କଲେ ଗୁହାରି

ଭୁବନେଶ୍ବର: ଥାଇଲ୍ୟାଣ୍ଡରେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଏବଂ ଭଦ୍ରକ ଜିଲ୍ଲାର ଚାନ୍ଦବାଲିର ଛଅ ଜଣ ଶ୍ରମିକ ଫସି ରହିଛନ୍ତି। ଆଉ ଏବେ ସେମାନଙ୍କୁ ସୁରକ୍ଷିତ ଭାବରେ ଓଡ଼ିଶା ଫେରାଇ ଆଣିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏକ ପ୍ଲାଏଉଡ୍ କାରଖାନାରେ ପ୍ରତ୍ୟେକଙ୍କୁ ୨୫,୦୦୦…

Cuttack Firing:କଟକରେ ଗୁଳିକାଣ୍ଡ;ଯୁବକ ମୃତ, ଛାତିରେ ବାଜିଥିଲା ଗୁଳି

କଟକ:ଗୁଳିମାଡ଼ରେ ଯୁବକଙ୍କ ମୃତ୍ୟୁ ଘଟିଛି । ମଧୁପାଟଣା ଥାନା ଅଞ୍ଚଳରେ ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା ଜଣାପଡ଼ିଛି । ମୃତ ଯୁବକ ସୌମ୍ୟରଂଜନ ଜେନା (୩୪)। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ଗୁଳିମାଡର କାରଣ ଅସ୍ପଷ୍ଟ ରହିଛି। ସେ ଭଲ କ୍ରିକେଟ ଖେଳନ୍ତି।…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ‘ଅରୁଣିମା-୨୦୨୬’ କାର୍ଯ୍ୟକ୍ରମ

ବ୍ରହ୍ମପୁର: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌‌ଏଫ୍‌‌) ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ‘ଅରୁଣିମା-୨୦୨୬’ କନକ୍ଲେଭର ୮ମ ସଂସ୍କରଣରେ ଆର୍ଥିକ ଅନଗ୍ରସର ଅନୁସୂଚିତ ଜାତିର ୬୩୩ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ‘ଜ୍ୟୋତି ଫେଲୋସିପ୍‌‌’ ପ୍ରଦାନ କରାଯାଇଛି।…

ଭୁବନେଶ୍ୱରରେ ଖଣ୍ଡା ଆକ୍ରମଣ ଘଟଣା; ନାବାଳକ ସମେତ ୪ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ତମାଣ୍ଡୋ ଥାନା ଅଧୀନରେ ଥିବା ପାତ୍ରପଡ଼ାର ଏକ କାଫେ ବାହାରେ ସୋମବାର ବିଳମ୍ବିତ ରାତିରେ ଘଟିଥିବା ହିଂସା ଘଟଣାରେ ପୋଲିସ ଚାରି ଜଣଙ୍କୁ ଗିରଫ କରିବା ସହ ଅନ୍ୟ ତିନି ଜଣଙ୍କୁ ଅଟକ ରଖିଛି। ତେବେ ଏହି ଆକ୍ରମଣର ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଥିଲା। ଯାହାକୁ…