Latest Odisha News

BREAKING NEWS

Browsing Category

ଓଡିଶା

Odisha

ଫେରିଲା ଜାଡ଼: ୪୮ ଘଣ୍ଟାରେ ୩-୪ ଡିଗ୍ରୀ ଖସିବ ରାତିର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିଲା ଶୀତ । ଆଜିଠାରୁ ୩୦ ତାରିଖ ଯାଏ ରାଜ୍ୟରେ ଜାରି ରହିବ ଶୀତ ଲହରି । ଏନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଆଜିଠୁ ଆହୁରି ଖସିବ ରାତିର ତାପମାତ୍ରା । ରାଜ୍ୟକୁ ପ୍ରବେଶ କରୁଛି ଉତ୍ତରା-ପଶ୍ଚିମା ଥଣ୍ଡା-ଶୁଷ୍କ ବାୟୁ । ଏହାର ପ୍ରଭାବରେ ୪୮…

ସର୍ବସାଧାରଣ ଦର୍ଶନ ପାଇଁ ଖୋଲିବ କି ଶ୍ରୀମନ୍ଦିର, ଆଜି ନିଷ୍ପତ୍ତି

ପୁରୀ: ସର୍ବସାଧାରଣ ଦର୍ଶନ ପାଇଁ ଖୋଲିବ କି ଶ୍ରୀମନ୍ଦିର ? ଆଜି ହୋଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଶ୍ରୀମନ୍ଦିର ଖୋଲିବା ନେଇ ଆଜି ପୁରୀରେ ବସୁଛି ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଅପରାହ୍ଣ ସାଢ଼େ ୪ଟାରେ ଏହି ବୈଠକ…

ଯାଜପୁରରେ ଲଜ୍ଜା: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୬୦ବର୍ଷୀୟ ବୃଦ୍ଧ ଗିରଫ

ଯାଜପୁର: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୬୦ ବର୍ଷୀୟ ବୃଦ୍ଧ ଗିରଫ । ଯାଜପୁର ଜିଲ୍ଲା ବିଞ୍ଝାପୁର ଥାନା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି । ୯ ବର୍ଷର ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିବା ଅଭିଯୋଗରେ ବୃଦ୍ଧଙ୍କୁ ଗିରଫ କରିଛି ପୋଲିସ । ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ…

ରାଜ୍ୟରେ ଆଜି ଆକ୍ରାନ୍ତ ତୁଳନାରେ ସୁସ୍ଥ ସଂଖ୍ୟା ଅଧିକ

ଭୁବନେଶ୍ୱର: ରାଜ୍ୟରେ ଆଜି ୧୧ ହଜାର ୧୭୫ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୬୫୩ ଜଣ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୬୩ହଜାର ୩୯୬ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

ପଞ୍ଚାୟତ ନିର୍ବାଚନ: ଜିଲ୍ଲା ପରିଷଦରେ ୩୪୦୭ ଜଣ ପ୍ରାର୍ଥୀ

ଭୁବନେଶ୍ୱର: ଜିଲ୍ଲା ପରିଷଦ ପ୍ରାର୍ଥୀ ସଂଖ୍ୟା ଘୋଷଣା କଲେ ନିର୍ବାଚନ କମିଶନ । ଏଥର ପଞ୍ଚାୟତ ନିର୍ବାଚନ ମଇଦାନରେ ୮୫୨ଟି ଜିଲ୍ଲା ପରିଷଦ ଜୋନରୁ ୩୪୦୭ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ତାଲିକା ପ୍ରକାଶ ପାଇଛି । ସେଥିମଧ୍ୟରୁ ବିଜେଡିର ୮୫୧, ବିଜେପିର ୮୪୮ ଓ କଂଗ୍ରେସର ୮୩୬…

[ଭିଡ଼ିଓ] ବର୍ଷିଆନ୍ ଓଡ଼ିଶୀ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀଙ୍କ ସଙ୍ଗୀତ ଯାତ୍ରା …

ଭୁବନେଶ୍ୱର : ସେ ଭକତ ଭାବରେ ବନ୍ଧା .. .ସେ ହେଉଛନ୍ତି ଜଗତର ନାଥ ଜଗନ୍ନାଥ । ତାଙ୍କରି ନାଁରେ ଏହି ଭବସାଗର ପାରି ହେବ । ଆଜି ଯାହା ବି ସଫଳତା ମିଳିଛି ସବୁ ସେଇ ଜଗନ୍ନାଥଙ୍କ ପାଇଁ। ନିଜ ଜୀବନର ସମସ୍ତ ସଫଳତାର ପଦ୍ମଶ୍ରୀ ସମ୍ମାନ ପାଇଁ ମଧ୍ୟ ସମସ୍ତ ଶ୍ରେୟ ଦେଇଛନ୍ତି ପ୍ରଭୁ ଜଗନ୍ନାଥଙ୍କୁ…

[ଭିଡ଼ିଓ] କଟକରୁ ଧରାପଡ଼ିଲା ଲକ୍ଷାଧିକ ଟଙ୍କାର ଧଳାଜହର

କଟକ: ମାତିଛନ୍ତି ମାଫିଆ । ଜମୁଛି ନିଶା କାରବାର । ବେଧଡକ ଭାବେ ଦିନ ଦିପହରରେ ନିଶା କାରବାର ହେଉଥିବା ବେଳେ ଏବେ ପୁଣି ପୁଲିସ ହାବୁଡରେ ପଡିଛନ୍ତି କିଛି ନିଶା ବେପାରୀ । କଟକରୁ ପୁଣି ଥରେ ଜବତ ହେଲା ଧଳାଜହର । ୧୦୬ ଗ୍ରାମ ବ୍ରାଉନସୁଗର ଜବତ କଲା ଲାଲବାଗ ଥାନା ପୋଲିସ । ଯାହାର…

ଖୋଲିପାରେ ଶ୍ରୀମନ୍ଦିର ! ଆସନ୍ତାକାଲି ବସିବ ବୈଠକ

ପୁରୀ : ଖୋଲିପାରେ ଶ୍ରୀମନ୍ଦିର । ଆସନ୍ତା କାଲି ଶ୍ରୀମନ୍ଦିର ଖୋଲିବା ନେଇ ବସିବ ବୈଠକ । ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଏହି ବୈଠଳରେ ସେବାୟତ ପ୍ରତିନିଧି ଓ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହିବେ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି…

ବିଜେପି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ, ନିର୍ବାଚନ କମିଶନରଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର :ବିଜେପି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ନେଇ ନିର୍ବାଚନ କମିଶନରଙ୍କୁ ଭେଟିଲା ବିଜେଡି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଜେପି ଶୁଣୁନଥିବା ଅଭିଯୋଗ କରି ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେଡି । ବରଗଡ , ଭିଡେନ ବ୍ଲକ ଏବଂ ଅତାବିରାରେ ରେ ପଞ୍ଚାୟତ ନିର୍ବାଚନ…

ସ୍ପଞ୍ଜ ଆଇରନ କାରଖାନାରେ ବିସ୍ଫୋରଣ: ଜଣେ ମୃତ ଓ ୩ ଗୁରୁତର

ଝାରସୁଗୁଡ଼ା: ସ୍ପଞ୍ଜ ଆଇରନ କାରଖାନାରେ ବିସ୍ଫୋରଣ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଛନ୍ତି । ଝାରସୁଗୁଡ଼ା କୋଲାବିରା ଥାନା ରଘୁନାଥପାଲି କପାଗୁଡ଼ାଠାରେ ଥିବା ସ୍ପଞ୍ଜ ଆଇରନ କାରଖାନା ଜୟ ହନୁମାନ ଉଦ୍ୟୋଗ ଲିମିଟେଡ଼ରେ ଏହି ବିସ୍ଫୋରଣ ଘଟିଛି । ୱେଲଡ଼ିଂ…