Latest Odisha News

BREAKING NEWS

Browsing Category

ଓଡିଶା

Odisha

[ଭିଡ଼ିଓ]ମିସ୍ ଓଡ଼ିଶା ରନର୍ସ ଅପ୍ ଟାଇଟେଲ ଜିତିଲେ ଉମରକୋଟର ଝିଅ ପୂଜା

ଉମରକୋଟ: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଯାଇ ମିସ୍ ଓଡ଼ିଶା ରନର୍ସଅପ୍ ଟାଇଟେଲ ବିଜୟିନୀ । ନବରଙ୍ଗପୁର ଜିଲ୍ଲା ପାଇଁ ଗୌରବ ଆଣିଲେ ଉମରକୋଟର ଝିଅ ପୂଜା ମିସ୍ତ୍ରୀ । ଗୋପାଳପୁର ବେଳାଭୂମିରେ ଅନୁଷ୍ଠିତ ମିସ୍ ଓଡ଼ିଶା ବିୟୁଟି ପ୍ରତିଯୋଗିତାରେ ପ୍ରଥମ ରନର୍ସଅପ୍ ହୋଇପାରିଛନ୍ତି । ଉମରକୋଟ ବ୍ଲକ…

ହକରଙ୍କୁ ୬୦୦୦ ଟଙ୍କା ଲେଖାଏ କୋଭିଡ ସହାୟତା ଦେଲ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଖବର କାଗଜ ହକର ମାନଙ୍କୁ ସହାୟତା ଦେଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ  ଆଜି ରାଜ୍ୟର ଖବର କାଗଜ ହକର ମାନଙ୍କୁ ସେମାନଙ୍କର ହକ୍‌ ପ୍ରଦାନ କରିଛନ୍ତି। ସେମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇ ସେମାନଙ୍କୁ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିବା…

କାଉନସେଲିଂରେ ବିଳମ୍ବ ହେବାରୁ SCB ମେଡିକାଲରେ ପିଜି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

କଟକ : ଏସିବି ମେଡିକାଲର ଛାତ୍ରଛାତ୍ରୀ ଆନ୍ଦୋଳନ ଜାରି ରହିଛି । ନିଟ ପିଜି କାଉନସେଲିଂରେ ବିଳମ୍ବକୁ ନେଇ ପିଜି ଛାତ୍ରଛାତ୍ରୀ ମାନେ ପ୍ରତିବାଦ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଯୋଗୁଁ ଏସିବିରେ ଏମରଜେନ୍ସି ଓ ଆଉଟଡୋର ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । ପ୍ରାୟ ୪୩୨ ଜଣ ପିଜି…

ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ପ୍ରଳୟ’ର ଦ୍ୱିତୀୟ ଦିନରେ ପରୀକ୍ଷଣ ସଫଳ

ଭଦ୍ରକ : ଭଦ୍ରକ ଧାମରା ଏପିଜେ ଅବଦୁଲ କାଲାମ ଦୀପରୁ ପ୍ରଳୟ’ ମିଜାଇଲ ପରୀକ୍ଷଣ ସଫଳ ହୋଇଛି । ଗୁରୁବାର ସକାଳ ୯.୩୦ ସମୟରେ ଦ୍ୱିତୀୟ ଦିନ ପାଇଁ କ୍ଷେପଣାସ୍ତ୍ର ‘ପ୍ରଳୟର’ ପରୀକ୍ଷଣ କରାଯାଇଛି । ୫୦୦ କିଲୋମିଟର ଫ୍ଲାଟଫର୍ମ ସହିତ କ୍ଷେପଣାସ୍ତ୍ରର ବିକାଶମୂଳକ ପରୀକ୍ଷଣ ସଫଳ ହୋଇଥିଲା ।…

ରାଜ୍ୟରେ ଆଉ ୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଆଉ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଆଇଏଲଏସ୍ ଅବଗତ କର।।ଇଥିବା ଜଣାପଡିଛି । ଏହା ପୂର୍ବରୁ ମଧ୍ୟ ୨ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ଓଡ଼ିଶାର ୧୫ଟି ସ୍ଥାନରେ ୧୦ଡ଼ିଗ୍ରୀ କିମ୍ବା କମ୍ ରାତ୍ର ତାପମାତ୍ରା ରେକର୍ଡ଼

ଭୁବନେଶ୍ୱର: ଓଡ଼ିଶାର ୧୫ଟି ସ୍ଥାନରେ ୧୦ ଡ଼ିଗ୍ରୀ କିମ୍ବା ତାଠାରୁ କମ୍ ରାତି ତାପମାତ୍ରା ରେକର୍ଡ଼ ହୋଇଛି । ୫ଡ଼ିଗ୍ରୀ ରାତି ତାପମାତ୍ରା ସହ ଫୁଲବାଣୀ ଓଡ଼ିଶା ସବୁଠୁ ଥଣ୍ଡା ସହର ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୧୦ ଡ଼ିଗ୍ରୀ ତଳେ ଥିବା ସ୍ଥାନଗୁଡ଼ିକ…

ରାଜ୍ୟରେ କରୋନାରେ ଆଉ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଗଲା ଆଉ ଏକ ଜୀବନ । ଗତ ୨୪ଘଣ୍ଟା ମଧ୍ୟରେ ୧୫୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକ ଜଣକ ଯାଜପୁରର ବୋଲି ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ଗାଁରେ ୨୦ ଟିକିଆ ହାତୀ ପଲ ଆତଙ୍କ

ଟାଙ୍ଗୀ : ବିଭିନ୍ନ ସ୍ଥାନରେ ହାତୀ ଆତଙ୍କ। ଦିନ ଦିପହରରେ ବି ହାତୀ ପଲ ଗାଁ ଗଣ୍ଡାରେ ପଶି ଆତଙ୍କ ଖେଳାଉଛନ୍ତି । ଘରଦ୍ୱାର ଭାଙ୍ଗିବା ସହ ଏକର ଏକର ଫସଲ ସବୁ ନଷ୍ଟ କରିଚାଲିଛନ୍ତି । ସେହିଭଳି ଟାଙ୍ଗୀ ଅଞ୍ଚଳରେ ରାତି ହୋଇଗଲେ ହାତୀ ଉପଦ୍ରବ ଜାରି ରହିଛି । ଖୋର୍ଦ୍ଧା ବନ ଖଣ୍ଡ ଟାଙ୍ଗୀ…

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୫୫ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ଭିତରେ ୧୫୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ସଙ୍ଗରୋଧରୁ ୯୧ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୬୪ଜଣ ଆକ୍ଟିଭ୍ କେସ୍ ରହିଛି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୩୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ…

ଆଜି ହକରମାନଙ୍କୁ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ହକରମାନଙ୍କୁ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ନଭେମ୍ବର ୩୦ତାରିଖରେ ରାଜ୍ୟ ସମ୍ବାଦପତ୍ର ହକରମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କରିଥିଲେ । ଲୋକସେବା ଭବନ କନଭେନସନ ସେଣ୍ଟରରେ ଏନେଇ ଏକ କାର୍ଯ୍ୟକ୍ରମର ଆୟୋଜନ…