Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ହକରମାନଙ୍କୁ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ହକରମାନଙ୍କୁ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ନଭେମ୍ବର ୩୦ତାରିଖରେ ରାଜ୍ୟ ସମ୍ବାଦପତ୍ର ହକରମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କରିଥିଲେ । ଲୋକସେବା ଭବନ କନଭେନସନ ସେଣ୍ଟରରେ ଏନେଇ ଏକ କାର୍ଯ୍ୟକ୍ରମର ଆୟୋଜନ…

ସୁମିତ୍- ତପସ୍ୱିନୀ ବିବାଦ ମାମଲା, ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ରାଜଭବନରୁ ନିର୍ଦ୍ଦେଶ

ବ୍ରହ୍ମପୁର: ସୁମିତ୍ ତପସ୍ୱିନୀ ମାମଲା । ଦିନକୁ ଦିନ ଘଟଣାର ମୋଡ଼ ବଦଳୁଛି । ହେଲେ ସମାଧାନର ବାଟ ଫିଟୁନି । ଶାଶୁଘର ବାରଣ୍ଡାରେ ଦୀର୍ଘଦିନ ହେବ ଧାରଣାରେ ବସିରହିଛନ୍ତି ତପସ୍ୱିନୀ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତପସ୍ୱିନୀ ନ୍ୟାୟ ପାଇଁ ସେ ୨୦ତାରିଖରେ ରାଜ୍ୟପାଳଙ୍କ ନିକଟକୁ ପତ୍ର…

ସବୁଠୁ ଥଣ୍ଡା ସହର ଫୁଲବାଣୀ

ଭୁବନେଶ୍ୱର: ଜାଡ଼ରେ ଥରୁଛି ସାରା ଓଡ଼ିଶା । ଶୀତ ଲହରି ଜାରି ରହିଛି । ସକାଳରୁ ରାତି ଯାଏ ଅସମ୍ଭାଳ ଥଣ୍ଡା । କନ୍ଧମାଳ ଜିଲ୍ଲାରେ ଜାଡ଼ ହାଡ଼ ଭାଙ୍ଗୁଛି । ଆଜି ସବୁଠୁ ଥଣ୍ଡା ସହର ପାଲଟିଛି ଫୁଲବାଣୀ । ସେଠାରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।…

ଅନୁଗୋଳରୁ ଭୁବନେଶ୍ୱର ଭାୟା ଢେଙ୍କାନାଳ NH-୫୫ରେ ବସ୍ ଚଳାଚଳ ବନ୍ଦ

ଭୁବନେଶ୍ୱର: ଅନୁଗୋଳରୁ ଢେଙ୍କାନାଳ ଦେଇ କଟକ-ଭୁବନେଶ୍ୱରକୁ ବସ୍ ଚଳାଚଳ ବନ୍ଦ । ୫୫ ନମ୍ବର ଜାତୀୟ ରାଜପଥରେ ଆଜି ବନ୍ଦ ରହିଛି ବସ୍ ଚଳାଚଳ । ଏନଏଚ୍ ୫୫ରେ ମଙ୍ଗୁଳି-ସମ୍ବଲପୁର ଜାତୀୟ ରାଜପଥ ମରାମତି ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବସ୍ ମାଲିକ ସଂଘ । ଜାତୀୟ ରାଜପଥ ପ୍ରାଧିକରଣ…

ଅଖା ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର

ପାରାଦୀପ: ଅଖା ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର । ଜଗତସିଂହପୁର ଜିଲ୍ଲା ଏରସମା ଥାନା କୁଞ୍ଜକୋଠି ଗାଁର ଜଣେ ବ୍ୟକ୍ତିଙ୍କ ଘର ଭିତରୁ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ଘର ଅଜଗରବେଦୀ ଗାଁର ବୋଲି ସୂଚନା ମିଳିଛି । ତାଙ୍କୁ ହତ୍ୟା ପରେ ଅଖା ଭିତରେ ଭର୍ତ୍ତି କରାଯାଇଥିବା ସନ୍ଦେହ କରାଯାଉଛି…

ଧାନକିଣା ଓ ମଣ୍ଡି ସମସ୍ୟାକୁ ନେଇ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଭେଟିଲା ବିଜେପି ଟିମ୍

ନୂଆଦିଲ୍ଲୀ:ମଣ୍ଡି ଓ ଧାନକିଣା ସମସ୍ୟାକୁ ନେଇ କେନ୍ଦ୍ର ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟିଲା ବିଜେପି ଟିମ୍ । ମଣ୍ଡିରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ପଡି ନଷ୍ଟ ହେଉଛି ।ଏନେଇ ପୀୟୁଷ ଗୋଏଲଙ୍କୁ ଜଣାଇଲା ବିଜେପି ଟିମ୍ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦ ଥିବା…

ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କୁ ଚିତ୍ର କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ପ୍ରତିବର୍ଷ ୨୨ ଡିସେମ୍ବରକୁ ଜାତୀୟ ଗଣିତ ଦିବସ ଭାବେ ପାଳନ କରାଯାଇଥାଏ । ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ ଆୟାଙ୍ଗରଙ୍କ ୧୨୫ ତମ ଜନ୍ମ ବାର୍ଷିକୀ । ଜନ୍ମ ବାର୍ଷିକୀ ପାଳନ ଅବସରରେ ୨୬ ଫେବୃଆରୀ ୨୦୧୨ରେ ମାଡ୍ରାସ ବିଶ୍ୱବିଦ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ…

ମଣ୍ଡିରେ ସମସ୍ୟା: ଧାନ ବୋଝେଇ ଟ୍ରାକ୍ଟର ରଖି ଚାଷୀଙ୍କ ବିରୋଧ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରୀଗୁଡା ଧାନ ମଣ୍ଡିରେ ପିଛା ଛାଡ଼ୁନି ସମସ୍ୟା। ଆଜିବି ଚାଷୀଙ୍କ ଧାନ ଉଠିପାରିନଥିଲା। ନିୟନ୍ତ୍ରିତ ବଜାର କମିଟି ଅଧିକାରୀଙ୍କ ସମେତ ଧାନ କିଣିବା ଦାୟିତ୍ୱରେ ଥିବା ସ୍ୱୟଂ ସହାୟକ ଦଳ ଉପସ୍ଥିତ ଥିଲେ ବି କୌଣସି ମିଲର ଆସିନଥୁବାରୁ…

ବାଲିଷ୍ଟିକ୍ ମିସାଇଲ୍ ‘ପ୍ରଳୟ’ର ସଫଳ ପରୀକ୍ଷଣ

ବାଲେଶ୍ୱର: ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ସଫଳତା । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା କ୍ଷେପଣାସ୍ତ୍ର ‘ପ୍ରଳୟ’ ସଫଳତାର ସହ ପରୀକ୍ଷଣ କରାଯାଇଥିଲା । ଡ଼ିଆରଡ଼ିଓ ପକ୍ଷରୁ ବୁଧବାର ଓଡ଼ିଶା ଉପକୂଳ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ପ୍ରଳୟର ପରୀକ୍ଷଣ ହୋଇଥିଲା । ଯାହା ସମ୍ପୂର୍ଣ୍ଣ ସଫଳ…

ସମ୍‌ରେ ଜଟିଳ ହୃଦରୋଗର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ସମରେ ଜଟିଳ ହୃଦରୋଗର ସଫଳ ଅସ୍ତ୍ରୋପଚାର । ଜନ୍ମରୁ ଜଟିଳ ହୃଦରୋଗରେ ପୀଡିତ ଥିବା ମହିଳାଙ୍କର ଅସ୍ତ୍ରୋପଚାର କରି ତାକୁ ସୁସ୍ଥ କରିବାରେ ସଫଳ ହୋଇ ପାରିଛନ୍ତି ସମ୍ ହସ୍ପିଟାଲର ଡାକ୍ତର । ହୃଦରୋଗ କୋଆର୍କଟେସନ ଅଫ୍ ଆଓର୍ଟା ଭଳି ସମସ୍ୟାରେ ପିଡିତ ଥିବା ଯାଜପୁର ଅଞ୍ଚଳର ୩୪…