Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜାଡ଼ ଭାଙ୍ଗିବ ହାଡ଼: ୪-୫ ଦିନରେ ଆହୁରି ଥରିବ ଓଡ଼ିଶା

ଭୁବନେଶ୍ୱର: ଖସୁଛି ପାରଦ । ବଢୁଛି ଶୀତ । ରାଜ୍ୟରେ ଥଣ୍ଡା ଲହରି ଆରମ୍ଭ ହୋଇଛି । ଦୁଇ ଚାରି ଦିନରେ ଆହୁରି ଖସିବ ରାତିର ତାପମାତ୍ରା । ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ଖସିବା ସମ୍ଭାବନା ରହିଛି । ଫଳରେ ଶୀତର ପ୍ରକୋପ ଆହୁରି ବଢ଼ିବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…

ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ

ସମ୍ୱଲପୁର: ରଙ୍ଗବତୀ ଗୀତର ଗୀତିକାର ତଥା ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ସମ୍ୱଲପୁର ମେଡିକାଲରୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ଛାତିରେ ଯନ୍ତ୍ରଣା ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ମିତ୍ରଭାନୁ ଗୌନ୍ତିଆ ଜଣେ ଓଡ଼ିଆ ଓ…

ବେଙ୍ଗଳା କରୁଥିବା ସମୟରେ ଅସାବଧାନତା କାରଣରୁ କଟିଗଲା ହାତ

କାମାକ୍ଷାନଗର : ବେଙ୍ଗଳା କରୁଥିବା ସମୟରେ ଅଘଟଣ ଘଟି ଜଣେ ଶ୍ରମିକଙ୍କ ହାତ କଟି ଯାଇଛି । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅଂଚଳରେ  ଏପରି ଅଘଟଣ ଘଟିଛି । ଗୁରୁତର ଜଣକ ହେଲେ ଧୂଳିଗୋଠ ଗ୍ରାମର ମଧୂସୁଦନ ବାଗ । ମଧୂସୁଦନ ଗ୍ରାମର ଶ୍ୟାମ ହେମ୍ବ୍ରମଙ୍କ ଧାନ ଫସଲ ଗୁଡ଼ିକ ମେସିନରେ…

[ଭିଡ଼ିଓ] ଚିତ୍ତ ହତ୍ୟା ଘଟଣାର ନୂଆ ମୋଡ଼: ନ୍ୟାୟ ଅପେକ୍ଷାରେ ପରିବାର

ପୁରୀ: ବହୁ ଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ହତ୍ୟା ଘଟଣା । ଏବେ ଏହି ଘଟଣା ନୂଆ ମୋଡ ନେଇଛି । କାଲି ପରିବାର ଲୋକେ ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାଶବର୍ମାଙ୍କ ନାଁରେ ଅଭିଯୋଗ ଆଣିଥିଲେ ଆଉ ଆଜି କିଛି ଅଲଗା । ଚିତ୍ତଙ୍କ ହତ୍ୟାରେ ତାଙ୍କ ବନ୍ଧୁଙ୍କ ହାତ ରହିଥିବା ଜଣାଇ ପୁରୀ…

ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲର ଶତବାର୍ଷିକୀ : “ସ୍ମୃତିର ଷଠିଘର” କାର୍ଯ୍ୟକ୍ରମ ଆରମ୍ଭ

କଟକ : ରେଭେନ୍ସା ବିଶ୍ୱ ବିଦ୍ୟାଳୟର ପ୍ରତିଷ୍ଟିତ ଇଷ୍ଟ ହଷ୍ଟେଲ ଶତବାର୍ଷିକୀ ପାଳନ କରୁଛି । ଏହି ଐତିହାସିକ ଉତ୍ସବରେ ଇଷ୍ଟ ହଷ୍ଟଲେ ଆଲୁମିନି ଆସୋସିଏସନ୍ ଏବଂ ଏହାର ଅନ୍ତେବାସୀଙ୍କ ଦ୍ୱାରା ଅନେକ ସୃଜନଶୀଳ ପଦକ୍ଷେପ ନିଆଯାଇଛି । ଏହି କାର୍ଯ୍ୟକ୍ରମ ନାଁ ହେଉଛି "ସ୍ମୃତିର ଷଠିଘର" …

ଟାଇମ୍‍ସ ଆଓ୍ବାର୍ଡସ ଏସିଆ ୨୦୨୧ ପୁରସ୍କାର, କିଟ୍‍କୁ ଲିଡରସିପ୍‍ ଆଣ୍ଡ ମ୍ୟାନେଜମେଣ୍ଟ ଟିମ୍‍ ଅଫ୍‍ ଦି ଇୟର ପୁରସ୍କାର

ଭୁବନେଶ୍ବର : ବିଶ୍ବସ୍ତରରେ କିଟ୍‍ ବିଶ୍ବବିଦ୍ୟାଳୟକୁ ମିଳିଛି ଆଉ ଏକ ସମ୍ମାନଜନକ ପୁରସ୍କାର । ଟାଇମ୍‍ସ ହାଇୟର୍‍ ଏଜୁକେସନ୍‍ ପକ୍ଷରୁ ‘ଆୱାର୍ଡସ ଏସିଆ ୨୦୨୧’ ପୁରସ୍କାର ଘୋଷଣା କରାଯାଇଥିବା ବେଳେ, ସମଗ୍ର ଦେଶ ତଥା ଏସିଆରେ ଏକମାତ୍ର ଅନୁଷ୍ଠାନ ଭାବେ କିଟ୍‍ ବିଶ୍ବବିଦ୍ୟାଳୟ ଏହି ଗୌରବର…

ବିଜୟ ହଜାରେ ଟ୍ରଫି: ପ୍ରଭାବୀ ପ୍ରଦର୍ଶନ ସତ୍ୱେ ନକଆଉଟକୁ ଉନ୍ନୀତ ହୋଇପାରିଲାନି ଓଡିଶା

ଭୁବନେଶ୍ୱର: ଚମତ୍କାର ପ୍ରଦର୍ଶନ ସତ୍ୱେ ଓଡିଶା ଚଳିତ ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟର ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରି ନାହିଁ । ମଙ୍ଗଳବାର ଏଲିଟ ଗ୍ରୁପ ଏ ମୁକାବିଲାରେ ଓଡିଶା ୬୩ ରନରେ ହିମାଚଳପ୍ରଦେଶଠାରୁ ହାରିଯାଇଛି । ହିମାଚଳ ପ୍ରଦେଶ ପ୍ରଥମେ ବ୍ୟାଟିଂ କରି ୫୦…

ଆସନ୍ତାକାଲି କେନ୍ଦ୍ରାପଡ଼ାରେ ବିଏସକେଓ୍ବାଇ ସ୍ମାର୍ଟ କାର୍ଡ ବଣ୍ଟନର ହେବ ଶୁଭାରମ୍ଭ

ଭୁବନେଶ୍ବର : ସ୍ବାସ୍ଥ୍ୟ ସେବାରେ ସ୍ମାର୍ଟ ହେବ କେନ୍ଦ୍ରାପଡ଼ା । ଆସନ୍ତାକାଲି କେନ୍ଦ୍ରାପଡ଼ାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ୧୧ଟା ୩୦ରେ ଏହି ଯୋଜନାର ଶୁଭାରମ୍ଭ ହେବ । ଭିଡିଓ କନଫେରନ୍ସ…

ଜଗତସିଂହପୁରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ବଣ୍ଟାଗଲା ସ୍ମାର୍ଟ ହେଲଥ କାର୍ଡ

ଭୁବନେଶ୍ବର : ଜଗତସିଂହପୁର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସ ଜରିଆରେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି…

କୋରାପୁଟରେ ଆରକ୍ଷୀ ଅଧିକାରୀଙ୍କ ଅଫିସ ଘେରାଉ କଲା କଂଗ୍ରେସ

କୋରାପୁଟ: ମମିତା ମେହେରଙ୍କୁ ନ୍ୟାୟ ଏବଂ କଂଗ୍ରେସ କାର୍ଯ୍ୟାଳୟ ମଧ୍ୟରେ ରାଜ୍ୟ ପୋଲିସ ପ୍ରବେଶ କରି କର୍ମୀଙ୍କୁ ମାଡ଼ ମାରିବା ଘଟଣାରେ କଂଗ୍ରେସ ଶେଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲା । କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ଶତାଧିକ କର୍ମୀ ମାଉସୀ ମା’ ମନ୍ଦିରରୁ ଏକ ଶୋଭାଯାତ୍ରାରେ…