Latest Odisha News

BREAKING NEWS

Browsing Category

ଓଡିଶା

Odisha

କୋରାପୁଟରେ ଆରକ୍ଷୀ ଅଧିକାରୀଙ୍କ ଅଫିସ ଘେରାଉ କଲା କଂଗ୍ରେସ

କୋରାପୁଟ: ମମିତା ମେହେରଙ୍କୁ ନ୍ୟାୟ ଏବଂ କଂଗ୍ରେସ କାର୍ଯ୍ୟାଳୟ ମଧ୍ୟରେ ରାଜ୍ୟ ପୋଲିସ ପ୍ରବେଶ କରି କର୍ମୀଙ୍କୁ ମାଡ଼ ମାରିବା ଘଟଣାରେ କଂଗ୍ରେସ ଶେଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲା । କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ଶତାଧିକ କର୍ମୀ ମାଉସୀ ମା’ ମନ୍ଦିରରୁ ଏକ ଶୋଭାଯାତ୍ରାରେ…

ରୋଷେଇ ଘରେ ନିଆଁ ଲାଗି ମହିଳା ଗୁରୁତର

କାମାକ୍ଷାନଗର : କାମାକ୍ଷାନଗର ଗ୍ୟାସରେ ରୋଷେଇ କରୁଥିବା ଅଘଟଣ । ଗ୍ୟାସ ନିଆଁରେ ଜଳିଗଲେ ମହିଳା । ଗୁରୁତର ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ ହେଲେ ମହିଳା । ଗୁରୁତର ମହିଳା ଜଣଙ୍କ କଙ୍କଡ଼ାହାଡ଼ ଥାନା ରୋଡ଼ଙ୍ଗ ଗାଁ ପଡିଆସାହିର ବିଳାସିନୀ ସିଂହ…

ରାଜ୍ୟରେ ଖୋଲିବ ୧୧ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା

ଭୁବନେଶ୍ବର : ସାରା ବିଶ୍ବ ପାଇଁ ଚିନ୍ତାର କାରଣ ହୋଇଛି ସାଇବର ଅପରାଧ । ଦେଶ ତଥା ଆମ ରାଜ୍ୟରେ ମଧ୍ୟ ସାଇବର ଅପରାଧର ଅନେକ ଘଟଣା ନଜରକୁ ଆସୁଛି । ସାଇବର ଅପରାଧ, ବ୍ୟାଙ୍କ ଦେଣନେଣ ତଥା ଜଟିଳ ଡିଜିଟାଲ ଦେଣନେଣରେ ଅଧିକ ଭାବରେ ସଂପୃକ୍ତ । ତେଣୁ ଏସବୁ ଅପରାଧର ଯଥାର୍ଥ ଅନୁସନ୍ଧାନ ଓ…

ଗରମ ଡାଲି ପଡି ଶ୍ରୀମନ୍ଦିରରେ ସୁଆର ସେବାୟତ ଗୁରୁତର

ପୁରୀ : ପୁରୀରେ ପୁଣି ଗରମ ଡାଲି ପଡି ସେବାୟତ ଗୁରୁତର । ମହାପ୍ରାସଦ ନେଇ ଯାଉଥିବା ବେଳେ ଗୋଡ ଖସି ଯିବାରୁ ଜଣେ ସୁଆର  ଆହତ ହୋଇଛନ୍ତି । ସୁଆର ଜଣକ ହଚରଣ୍ଡି ସାହିର ନରସିଂହ ମହାପାତ୍ର । ସେ ଭୋଗ ମଣ୍ଡପରୁ ଆନନ୍ଦ ବଜାରକୁ ମହାପ୍ରସାଦ ନେଇ ଯାଉଥିବା ବେଳେ ଗୋଡ ଖସିଯାଇଥିଲା ।ଗରମ ଡାଲି ପଡି…

[ଭିଡ଼ିଓ]ନିଜ ସାଥୀର ଜୀବନ ବଞ୍ଚାଇବା ପାଇଁ ବିଷଧର ସାପ ସହ ଝିଟିପିଟିର ଲଢ଼େଇ

ଭୁବନେଶ୍ୱର: ସାପ ଓ ନେଉଳର ଲଢ଼େଇ ଅନେକଥର ଦେଖିଥିବେ । ଦୁହିଁଙ୍କ ଲଢ଼େଇ ମଧ୍ୟରେ ନେଉଳ ସାପ ଉପରେ ଅଧିକ ପ୍ରଭାବଶାଳୀ ହୋଇଥାଏ । ହେଲେ ସାପ ଯଦି ଅନ୍ୟ କୌଣସି ଜୀବ ସହିତ ଲଢ଼େଇ କରେ, ତାହେଲେ ସାପ ପ୍ରଭାବଶାଳୀ ହେଉଥିବା ଦେଖିବାକୁ ମିଳେ । ଆମେ ସମସ୍ତେ ଜାଣୁ ଯେ, ସାପର ବିଭିନ୍ନ ପ୍ରଜାତି…

ଆସିଲା ନୂଆ କିଟ୍, ମାତ୍ର ୯୦ ମିନିଟରେ ଚିହ୍ନଟ ହେବ ଓମିକ୍ରନ ଭାରିଆଣ୍ଟ

ନୂଆଦିଲ୍ଲୀ : ଦେଶରେ ଚିନ୍ତା ବଢ଼ାଇଲାଣି ନୂଆ ଭାରିଆଣ୍ଟ ଓମିକ୍ରନ୍ । ଜଣକ ପରେ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ ସୃଷ୍ଟି ହେଲାଣି ଆତଙ୍କ । ହେଲେ ଏହି ଓମିକ୍ରନ ଭାରିଆଣ୍ଟକୁ ଏଣିକି ମାତ୍ର ୯୦ ମିନିଟରେ ଚିହ୍ନଟ କରାଯାଇପାରିବ । ଦିଲ୍ଲୀ ଆଇଆଇଟିର କୁସୁମ ସ୍କୁଲ ଅଫ ବାୟୋଲୋଜିକାଲ…

ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ

ଭୁବନେଶ୍ବର : ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ । ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ସେ ଆଲୋଚନା କରିବେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ଏହି ସମୟରେ ରାଜ୍ୟ ସ୍ବାର୍ଥ…

ଆସନ୍ତା ୧୬ ଓ ୧୭ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ : ସରକାରଙ୍କ ଆର୍ଥିକ ନୀତି ପ୍ରତିବାଦରେ ଆସନ୍ତା ୧୬ ଓ ୧୭ ତାରିଖରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ । ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଘରୋଇକରଣ ନିଷ୍ପତ୍ତି ପ୍ରତିବାଦରେ ଆନ୍ଦୋଳନ ଡାକରା ଦେଇଛି ସର୍ବଭାରତୀୟ ବ୍ୟାଙ୍କ ଅଫିସର ମହାସଂଘ । ସଙ୍ଗଠନର ସାଧାରଣ ସମ୍ପାଦକ ସଞ୍ଜୟ ଦାସ…

ପୁରୀରେ ଚାଂଚଲ୍ୟ, ଯୁବତୀଙ୍କ ନଗ୍ନ ଭିଡିଓ ଉତ୍ତୋଳନ ଅଭିଯୋଗରେ ହୋଟେଲ ବୟ ଗିରଫ

ପୁରୀ: ଶ୍ରୀକ୍ଷେତ୍ରରେ ଜଣେ ଯୁବତୀଙ୍କ ନଗ୍ନ ଭିଡିଓ ରେକର୍ଡିଂ ମାମଲାରେ ଚାଂଚଲ୍ୟ ସୃଷ୍ଟି କରିଛି । ଏହି ମାମଲାରେ ଜଣେ ହୋଟେଲ ବୟ ଗିରଫ ହୋଇଛି । ଅନ୍ୟପଟେ ନଗ୍ନ ଭିଡିଓ ଉତ୍ତୋଳନ ଖବରକୁ ନେଇ ଓଡିଶା ତଥା ଓଡିଶା ବାହାରର ପର୍ଯ୍ୟଟକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି । ପୋଲିସ ରିପୋର୍ଟ…

[ଭିଡ଼ିଓ] ପ୍ରତିବାଦ ସହ ଡିସିପି କାର୍ଯ୍ୟାଳୟ ଘେରିଲା କଂଗ୍ରେସ

ଭୁବନେଶ୍ୱର: ପୋଲିସର ମାଡ ପ୍ରତିବାଦରେ ଡିସିପି କାର୍ଯ୍ୟାଳୟ ଘେରିଲା କଂଗ୍ରେସ । ବିଧାନସଭା ଘେରାଉ ବେଳେ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସର ମାଡ ମାରିବା ଘଟଣାକୁ ବିରୋଧ କରି ଭୁବନେଶ୍ୱର ଡିସିପି ଅଫିସ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ମମିତା ମେହେର ହତ୍ୟାକାଣ୍ଡରେ…