Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଜିଲ୍ଲାର ଶହ ଶହ ଶ୍ରମିକ ଓ ଶ୍ରମିକ ନେତାଙ୍କ ବିକ୍ଷୋଭ

ନୂଆପଡ଼ା: ନିର୍ମାଣ ଶ୍ରମିକ, ଦାଦନ ଶ୍ରମିକ ଓ ମନରେଗା ଶ୍ରମିକଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ନୂଆପଡ଼ା ଜିଲ୍ଲା ଶ୍ରମିକ ମହାସଂଘ ତରଫରୁ ଆବାହକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଛି । ୧୧ଦଫା ଦାବି ପତ୍ର…

ବ୍ୟାଗ ଭିତରୁ ନବଜାତର ମୃତଦେହ ଉଦ୍ଧାର

ପୁରୀ: ବେଳାଭୂମି ନିକଟରେ ଅଭାବନୀୟ ଦୃଶ୍ୟ । ବ୍ୟାଗ ଭିତରୁ ନବଜାତର ମୃତଦେହ ଉଦ୍ଧାର । ପୁରୀ ଚକ୍ରତୀର୍ଥ ରୋଡ ହୋଟେଲ ହଲିଡେ ରିସର୍ଟ ପଛ ପାଖ ଏକ ଭଙ୍ଗା ଘରୁ ଶିଶୁର ମୃତଦେହ ଉଦ୍ଧାର ହୋଇଛି । ବ୍ୟାଗ ଭିତରେ ନବଜାତର ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ମିଳିଥିବା ସୂଚନା…

‘ଆଟ୍ ରିସ୍କ କଣ୍ଟ୍ରି’ରୁ ଓଡ଼ିଶା ଆସିଥିବା ୪ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କେହି ଓମିକ୍ରନ୍ ସଂକ୍ରମିତ ହୋଇ ନାହାନ୍ତି । କିନ୍ତୁ 'ଆଟ ରିସ୍କ କଣ୍ଟ୍ରି'ରୁ ଓଡ଼ିଶା ଫେରିଥିବା ୪ ଜଣଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ସେମାନଙ୍କୁ ସାମ୍ପୁଲ୍ ଜିନୋମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଛି। ଏହି ସୂଚନା ଦେଇଛନ୍ତି ରାଜ୍ୟ…

ରାଜ୍ୟରେ ଗତ ୨୪ଘଣ୍ଟାରେ ୨୫୫ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୨୫୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୨ଜଣ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ସଂକ୍ରମଣରୁ ୧୦୩ଜଣ କୋଭିଡ଼ ପଜିଟିଭ ହୋଇଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୫୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

କଟକ ରେଳ ଷ୍ଟେସନରୁ ଜଣେ ଯବାନ ନିଖୋଜ

କଟକ: ଦିଲ୍ଲୀରୁ ଆସିଥିଲେ ଯବାନ । କଟକ ରେଲଓ୍ୱେ ଷ୍ଟେସନରୁ ନିଖୋଜ ହୋଇଛନ୍ତି । ଚୌଦ୍ୱାର ଚାରବାଟିଆକୁ ଟ୍ରେନିଂ ପାଇଁ ଆସିଥିବା ବେଳେ କଟକ ରେଳ ଷ୍ଟେସନରୁ ଜଣେ ଯବାନ ନିଖୋଜ ହୋଇଛନ୍ତି । ତାଙ୍କ ନାଁ ଟେନଜିନ୍ ଗାଓ୍ୱା । ସେ ଦିଲ୍ଲୀରୁ ଆସିଥିଲେ । ନିଖୋଜ ନେଇ ଅଭିଯୋଗ ପରେ ଖୋଳତାଡ ଆରମ୍ଭ…

ଘନ କୁହୁଡ଼ିର ଆସ୍ତରଣ: ଗାଡ଼ି ଚଳାଚଳ ପ୍ରଭାବିତ

କାମାକ୍ଷାନଗର: ବାତ୍ୟା ଜୱାଦ ପରେ ପ୍ରଥମ ଥର ପାଇଁ କାମାକ୍ଷାନଗର ଉପଖଣ୍ଡରେ ଘନ କୁହୁଡ଼ିର ଆସ୍ତରଣ । କୁହୁଡ଼ିର ପ୍ରଭାବରେ ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ପ୍ରାୟ ୩୦ମିଟର ପର୍ଯ୍ୟନ୍ତ ସ୍ପଷ୍ଟଭାବେ ରାସ୍ତା ଦୃଶ୍ୟମାନ ହେଉନଥିଲା । ପ୍ରବଳ କୁହୁଡ଼ି ର ପ୍ରଭାବରେ କାକର ବିନ୍ଦୁ…

ପଞ୍ଚଭୂତରେ ଲୀନ ହେଲେ ନନ୍ଦ ସାର

ଯାଜପୁର: ଅଲବିଦା ନନ୍ଦ ସାର । ପଞ୍ଚଭୂତରେ ବିଲୀନ ହୋଇଛନ୍ତି ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି । ଅଫେରା ରାଇଜକୁ ଚାଲି ଯାଇଛନ୍ତି ସବୁରି ପ୍ରିୟ ନନ୍ଦ ସାର । ଜନ୍ମମାଟି ଯାଜପୁର ଜିଲ୍ଲାର ଯାଜପୁର ବୈତରଣୀ ନଦୀ କୂଳରେ ଥିବା ବାରୁଣୀ ମହା ଶ୍ମଶାନରେରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ…

ସମ୍ ଅଲ୍ଟିମେଟରେ ହୃଦ ସମସ୍ୟା ଥିବା ଶିଶୁର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ବର : ସମ୍ ଅଲ୍ଟିମେଟ୍ ମେଡିକେୟାରରେ ହୃଦ ସମସ୍ୟାରେ ପୀଡ଼ିତ ଥିବା ୫ ମାସର ଶିଶୁ ପୁତ୍ରର ସଫଳ ଅସ୍ତ୍ରୋପଚାର କରିଛନ୍ତି ହୃଦରୋଗ ବିଶେଷଜ୍ଞ । ପେଡିଆଟିଉ କାର୍ଡିଆକ୍ କ୍ୟାଥେଟର୍ ଇଂଟରଭେନସନ ଦ୍ବାରା ଶିଶୁଟି ସୁସ୍ଥ ହୋଇପାରିଛି । ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିବା ଶିଶୁଟିକୁ…

ବାଇକ ଡିକି ଭାଙ୍ଗି ୫୦ ହଜାର ଟଙ୍କା ଲୁଟିନେଲେ ଦୁବୃର୍ତ୍ତ

ପିପିଲି : ବାଇକ ଡିକି ଭାଙ୍ଗି ୫୦ ହଜାର ଟଙ୍କା ଲୁଟ୍। ପିପିଲି ଅଞ୍ଚଳରେ ଲୁଟେରା ମାନେ ଦିନ ଦ୍ୱି ପ୍ରହରରେ ଲୁଟି ନେଇଛନ୍ତି ଟଙ୍କା। ସୂଚନା ଅନୁସାରେ ପିପିଲି-ଜଟଣୀ ରାସ୍ତାର ଅନନ୍ତପୁର ଗ୍ରାମ୍ୟଛକ ଠାରେ ଥିବା ଏକ ଚା ଦୋକାନ ସମ୍ମୁଖରେ ଜଣେ ବ୍ୟବସାୟୀଙ୍କ ବାଇକ ଡିକିରୁ ୫୦ ହଜାର ଟଙ୍କା…

ଚାନ୍ଦିପୁର ବାଲିଷ୍ଟିକ୍ ମିସାଇଲ୍ ‘ପ୍ରହାର’ର ପରୀକ୍ଷଣ ସଫଳ

ବାଲେଶ୍ବର : ବାଲିଷ୍ଟିକ୍ ମିସାଇଲ୍ ‘ପ୍ରହାର’ର ସଫଳ ପରୀକ୍ଷଣ ହୋଇଛି । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚପ୍ୟାଡରୁ ମିସାଇଲ ‘ପ୍ରହାର’ର ଉତକ୍ଷେପଣ ହୋଇଛି । ଭୂ-ପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଏହି ମିସାଇଲ । ଏହାର…