Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅପରାଧୀଙ୍କୁ ଡିଜିପିଙ୍କ ଖୋଲା ଚେତାବନୀ: “ଓଡ଼ିଶାରେ ମାଫିଆଙ୍କ ପାଇଁ ସ୍ଥାନ ନାହିଁ”

ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଧାରିବା ଏବଂ ଅପରାଧମୁକ୍ତ ଓଡ଼ିଶା ଗଠନ ପାଇଁ ପୋଲିସ ମହାନିର୍ଦ୍ଦେଶକ ଏକ ବଡ଼ ବୟାନ ଦେଇଛନ୍ତି। ଓଡ଼ିଶାରେ ଅପରାଧୀ ଓ ମାଫିଆଙ୍କ ପାଇଁ କୌଣସି ସ୍ଥାନ ନାହିଁ ବୋଲି ଡିଜିପି ସ୍ପଷ୍ଟ କରିଛନ୍ତି। ଯଦି କୌଣସି ଅପରାଧୀ ପୋଲିସ ଉପରକୁ ଆକ୍ରମଣ…

ସମ୍ବଲପୁରରେ ପୋଲିସ ଏନକାଉଣ୍ଟର: ଗୁଳି ବିନିମୟରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ, ବନ୍ଧୁକ ଓ ଗୁଳି ଜବତ

ସମ୍ବଲପୁର: ଜିଲ୍ଲାରେ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ପୋଲିସ ଏବଂ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ଭାବେ ଆହତ ହୋଇଛି। ଆହତ ଅପରାଧୀ ଜଣକ ହେଉଛି ମହମ୍ମଦ ସାହିଲ। ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ…

ଭିଜିଲାନ୍ସ ଜାଲରେ ଭାପୁର ଗ୍ରାମ୍ୟ ଉନ୍ନୟନ ବିଭାଗ JE

ନୟାଗଡ଼: ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ରବିବାର ଦିନ ନୟାଗଡ଼ ଜିଲ୍ଲା ଭାପୁର ଗ୍ରାମୀଣ କାର୍ଯ୍ୟ ବିଭାଗର ଜଣେ କନିଷ୍ଠ ଯନ୍ତ୍ରୀ ଏବଂ ତାଙ୍କ ସହଯୋଗୀଙ୍କୁ ୧.୩୬ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ଗିରଫ କରିଛନ୍ତି। ଭିଜିଲାନ୍ସର ସୂଚନା ଅନୁଯାୟୀ, ଖଣ୍ଡପଡ଼ା ଅଞ୍ଚଳରେ ୨୦୨୧-୨୨ ପାଇଁ…

କଣାସରେ ବାର୍ଡ ଫ୍ଲୁ ଆଶଙ୍କା: ରାସ୍ତା କଡ଼ରେ କୁଢ଼ କୁଢ଼ ମଲା କୁକୁଡ଼ା, ଆତଙ୍କିତ ସ୍ଥାନୀୟ ଲୋକେ

କଣାସ: ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଏବେ କୁକୁଡ଼ା ମଡ଼କକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଆତଙ୍କ ପ୍ରକାଶ ପାଇଛି। କଣାସ ନୂଆ ଜଗନ୍ନାଥ ସଡ଼କର କଉଡିଆପୁରରୁ କାଦୁଆ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା କଡ଼ରେ ଏକାଧିକ ମଲା ବ୍ରଏଲର କୁକୁଡ଼ା ପଡ଼ି ରହିଥିବା ଦେଖିବାକୁ ମିଳିଛି।…

ଟାଙ୍ଗି ବ୍ଲକ ହଙ୍ଗାମା: ବିଜେପି ନେତା ଅରିନ୍ଦମ ରୟଙ୍କ ନାମରେ ସଙ୍ଗିନ ମାମଲା, କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡିର ୨୪…

ଟାଙ୍ଗି: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ପରିସରରେ ଏବିଡ଼ିଓ ଶାଶ୍ଵତ ଜେନାଙ୍କୁ ଧମକ ଚମକ ଦେବା ଘଟଣାରେ ଏବେ ରାଜନୀତି ଗରମ ହେବାରେ ଲାଗିଛି। ଏହି ବିବାଦୀୟ ଘଟଣାରେ ବିଜେପି ନେତା ଅରିନ୍ଦମ ରୟ ଏବଂ ଅଭୟ ବାରିକଙ୍କ ନାମ ସାମ୍ନାକୁ ଆସିବା ପରେ ମାମଲା ଉଗ୍ର ରୂପ ଧାରଣ କରିଛି।…

ରାତି ସାରା ଅନିଦ୍ରା ରହିଲେ ମହାପ୍ରଭୁ: ଶ୍ରୀମନ୍ଦିରରେ ହେଲାନି ରାତିର ପହୁଡ଼ ନୀତି

ପୁରୀ: ଶ୍ରୀମନ୍ଦିରରେ ପୁଣି ସାମ୍ନାକୁ ଆସିଛି ବଡ଼ଧରଣର ନୀତି ବିଶୃଙ୍ଖଳା। ଚନ୍ଦନ ଯାତ୍ରାର ଏକ ଗୁରୁତ୍ଵପୂର୍ଣ୍ଣ ଦିନରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ନୀତି ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି, ଯାହାଫଳରେ ଶ୍ରୀଜିଉମାନେ ରାତି ସାରା ଅନିଦ୍ରା ରହିଛନ୍ତି। ଏହି ପ୍ରଶାସନିକ ଅବହେଳାକୁ ନେଇ…

ନୟାଗଡ଼ରେ ପୁଣି ବିଭତ୍ସ ହତ୍ୟାକାଣ୍ଡ: ଘରୁ ଡାକିଆଣି କ୍ରସର ମାଲିକଙ୍କ ପୁଅକୁ ପଥର ଖଣିରେ ଫୋପାଡିଦେଲେ ଦୁର୍ବୃତ୍ତ

ନୟାଗଡ଼: ଜିଲ୍ଲାରେ ପୁଣି ଏକ ବୀଭତ୍ସ କଲାଭଳି ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ରଣପୁର ବ୍ଲକ ରାଇପଡା ଗାଁ ନିକଟସ୍ଥ ଏକ ପଥର କ୍ରସର ଖାଦାନରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଉଛନ୍ତି ଚାନ୍ଦପୁର ଥାନା ନୂଆପଡ଼ା ଗାଁର ପ୍ରତାପ କୁମାର ପାଟ୍ଟଶାଣୀ ଓରଫ ଜଗୁ (୩୫)।…

ବଢୁଥିବା ତୈଳ ଦର ମଧ୍ୟରେ ଶକ୍ତି ସଂରକ୍ଷଣ, ସୀମିତ ସମ୍ବଳର ସଦୁପଯୋଗ ନେଇ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟକୁ ରାଜ୍ୟପାଳଙ୍କ…

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ସମଗ୍ର ବିଶ୍ବରେ ତ‌ୈଲ ସଙ୍କଟ ଦେଖାଯାଇଛି । ଏଥିରୁ ଭାରତ ମଧ୍ୟ ବାଦ୍ ପଡିନି । ତେଲର ସଦୁପଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାର୍ତ୍ତା ଦେଲା ପରେ ଏହାକୁ ପ୍ରାୟ ସବୁ ଅନୁଷ୍ଠାନ ପକ୍ଷରୁ ପାଳନ ନେଇ ଚେଷ୍ଟା ଜାରି ରହିଛି । ଏହି…

ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର ରିଟେଲ୍ ଆଉଟଲେଟ୍ ସ୍ଥିର କରାଯିବ, ସ୍ୱାଭାବିକ ରହିବ ପବ୍ଲିକ୍ ଟ୍ରାନ୍ସପୋର୍ଟ…

କଟକ: ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ପବ୍ଲିକ ଟ୍ରାନ୍ସପୋର୍ଟ ସେବାର ସୁଚାରୁ ପରିଚାଳନା ପାଇଁ ବସ୍ ଓ ଟ୍ରକ୍‌ ମାଲିକ ସଙ୍ଘ ସହ STAର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବସ୍ ଓ ଟ୍ରକ ମାଲିକମାନେ ପର୍ଯ୍ୟାପ୍ତ ଇନ୍ଧନ ପାଉନଥିବା ଅଭିଯୋଗ କରିଥିଲେ । ଏହି…

ସରକାରଙ୍କ ତରଫରୁ କଳାବଜାରୀ ଉପରେ କାର୍ଯ୍ୟାନୁଷ୍ଠାନ; ୫୦୫ ଲିଟର ଡିଜେଲ ଜବତ

ଭୁବନେଶ୍ବର: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ସମଗ୍ର ବିଶ୍ବ ଏବେ ତୈଳ ସଙ୍କଟର ସାମ୍ନା କରୁଛି । ଯାହାର ପ୍ରଭାବ ଓଡିଶାରେ ମଧ୍ୟ ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ତେଲର କଳାବଜାରୀ ଦେଖିବାକୁ ମିଳୁଛି । ଆଉ ଏହା ଉପରେ ରୋକ ଲଗେଇବାକୁ ସରକାରଙ୍କ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ…