Latest Odisha News

BREAKING NEWS

Browsing Category

ଓଡିଶା

Odisha

ସୁନ୍ଦରଗଡ଼ ବଣାଇରେ ହାତୀ ଆତଙ୍କ, ଭାଙ୍ଗିଲେ ଘର, ଖାଇଲେ ଚାଉଳ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ବଣାଇରେ ପୁଣି ମାତିଲେ ହାତୀପଲ । ଘର ଭାଙ୍ଗିବା ସହ ଖାଇଗଲେ ଚାଉଳ । ଆକ୍ରମଣରେ ଜଣେ ଶିଶୁର ଗୋଡ ଭାଙ୍ଗି ଯାଇଥିବା ବେଳେ, ଅନ୍ୟ ଜଣେ ଆହତ ହୋଇଛି । ଦୁଇ ଶିଶୁଙ୍କୁ ବନ ବିଭାଗ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଛି । ସୁନ୍ଦରଗଡ଼…

ଟିକାକରଣରେ ସାରା ଦେଶରେ ଆଗରେ ଓଡ଼ିଶା

ଭୁବନେଶ୍ବର : କୋଭିଡ ମହାମାରୀ ବିରୋଧରେ ଚାଲିଥିବା ଟିକାକରଣରେ ସାରା ଦେଶରେ ଆଗରେ ଓଡ଼ିଶା । ଏବେ ଯାଏଁ ଟିକା ନେଇ ସାରିଲେଣି ୪.୦୩ କୋଟି ଲୋକ ସେମାନଙ୍କ ମଧ୍ୟରୁ ୨ କୋଟି ୬୮ ଲକ୍ଷ ୪ ହଜାର ଲୋକଙ୍କ ଦିଆଯାଇଛି ପ୍ରଥମ ଡୋଜ୍ । ସେହିପରି ୧ କୋଟି ୩୪ ଲକ୍ଷ ୯୬ ହଜାର ଲୋକଙ୍କୁ…

JSW ପ୍ରକଳ୍ପ ପାଇଁ ନିଆଯାଉଛି ଲୋକଙ୍କ ମତ, ଗଡ଼କୁଜଙ୍ଗରେ ପ୍ରଶାସନର ବୈଠକ

ପାରାଦୀପ : ଜେଏସଡବ୍ଲ୍ୟୁ ପ୍ରକଳ୍ପ ପାଇଁ ନିଆଯାଉଛି ଲୋକଙ୍କ ମତାମତ । ଜିଲ୍ଲା ପ୍ରଶାସନ ପକ୍ଷରୁ ସିଧାସଳଖ ଲୋକଙ୍କ ମତ ନେବା ପାଇଁ ଗଡ଼କୁଜଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ବୈଠକ । ବୈଠକରେ ଗଡ଼କୁଜଙ୍ଗ ପଞ୍ଚାୟତର ବହୁ ମହିଳା ଓ ମୁରବୀ ସାମିଲ ହୋଇଛନ୍ତି । କମ୍ପାନୀ…

ବ୍ରାଉନସୁଗାର ଜବତ,୨ ଗିରଫ

ଭୁବନେଶ୍ୱର : ବ୍ରାଉନସୁଗାର ଜବତ । ଭୁବନେଶ୍ୱର ବାଲିଅନ୍ତା ଥାନା ଅନ୍ତର୍ଗତ ପୁରୀ କେନାଲ ନିକଟରୁ ୩୦୦ ଶହ ଗ୍ରାମ ବ୍ରାଉନସୁଗାର ଜବତ କଲା ପୋଲିସ । ଘଟଣା ସ୍ଥଳରୁ ଅଭିଯୁକ୍ତ ଅନୀଲ ନାୟକ ଓ ଶେଖ ସାମଶୁଦ୍ଧିନ ନାମକ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ପୋଲିସ ଚଢାଉ ସମୟରେ ଅଭିଯୁକ୍ତଙ୍କ…

ପୋଲିସ ଚାକିରି ନାଁରେ ଦେଢ଼ କୋଟି ଠକେଇ ମାମଲା, ପୁଣି ୨ ଦିନିଆ ରିମାଣ୍ଡରେ ଗଲା ବୈକୁଣ୍ଠ

ଭୁବନେଶ୍ବର : ପୋଲିସ ଚାକିରି କରାଇବା ନାଁରେ ଦେଢ଼ କୋଟି ଠକେଇ ମାମଲାରେ ତନାଘନା । ପୁଣି ୨ ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ ବୈକୁଣ୍ଠ ନାୟକ । ଠକ ବୈକୁଣ୍ଠନାଥର ମିଛ ନିଯୁକ୍ତି ଠକେଇର ଗୁମର ଖୋଲିବ ଇଓଡବ୍ଲ୍ୟୁ । ବୈକୁଣ୍ଠକୁ ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଇଓଡବ୍ଲ୍ୟୁ ।…

କରୋନା ଟିକାକରଣରେ ସାରା ଦେଶରେ ଓଡିଶା ଆଗରେ

ଭୁବନେଶ୍ୱର : କରୋନା ଟିକା କରଣରେ ସାରା ଦେଶରେ ଓଡିଶା ଆଗରେ । ରାଜ୍ୟରେ ଟିକାକରଣର ୱେଷ୍ଟଜ ହାର କମିଛି ।ଏପର୍ଯ୍ୟନ୍ତ ୪.୦୩ କୋଟି ଲୋକଙ୍କୁ ଦିଆଯାଇଛି ଟିକା । ଅନ୍ୟପଟେ ୨ କୋଟି ୬୮ଲକ୍ଷ ୪ ହଜାର ଲୋକଙ୍କୁ ପ୍ରଥମ ଡୋଜ୍ ଟିକା ଦିଆ ସରିଛି ।୧ କୋଟି ୩୪ ଲକ୍ଷ ୯୬ ହଜାର ଲୋକ ଦ୍ୱିତୀୟ ଡୋଜ…

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଅଣ୍ଡାମାଡ଼

ଜଗତସିଂହପୁର: କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଅଣ୍ଡାମାଡ଼ । କେନ୍ଦ୍ର ଜଳଶକ୍ତି ଏବଂ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଜଗତସିଂହପୁରରେ କେନ୍ଦ୍ରମନ୍ତ୍ରୀଙ୍କୁ ହୋଇଛି ଅଣ୍ଡାମାଡ଼। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ…

ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

ଯାଜପୁର: ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି । ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ମହାମାରୀ ସମୟରେ ଗଣମାଧ୍ୟମ:ଏକ ନୂତନ ଆହ୍ୱାନ ବିଷୟବସ୍ତୁ ଉପରେ ଆଲୋଚନା…

ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନସଚିବ ରବିନାରାୟଣ ଦାସଙ୍କର ଆଜି ପରଲୋକ

ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନସଚିବ ରବିନାରାୟଣ ଦାସଙ୍କର ଆଜି ପରଲୋକ ହୋଇଛି। ସେ ତାଙ୍କ ଫରେଷ୍ଟ ପାର୍କ ହାଉସ ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ୧୯୫୯ ବ୍ୟାଚର ଆଇଏଏସ୍ ଶ୍ରୀ ଦାସ ୧୯୯୨ ମସିହା ଡିସେମ୍ବର ୧ ତାରିଖରୁ ୧୯୯୫ ମସିହା ସେପ୍ଟେମ୍ବର ୩୦ ତାରିଖ…

ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣବେଳେ ପୋଲିସର ଚଢ଼ାଉ, ଦୁଇ ଅଭିଯୁକ୍ତ ଗିରଫ

କୋରାପୁଟ: ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣବେଳେ ସଦର ପୋଲିସ ଚଢ଼ାଉ କରି ପଣ୍ଡ କରିଛି । ଜାତୀୟ ରାଜପଥ ୨୬ର ଜୟପୁର ଘାଟି ଶିବ ମନ୍ଦିର ନିକଟରେ ଚଢ଼ାଉ କରିଛି । ଏହି ମାମଲାରେ ୨ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହେଲେ ଉତ୍ତର ପ୍ରଦେଶର ପରଭେଜ ଓ ବିରେନ୍ଦ୍ର ସିଂ । ପୋଲିସ ସୂଚନା…