Latest Odisha News

BREAKING NEWS

Browsing Category

ଓଡିଶା

Odisha

ମମିତା ମେହେର ହତ୍ୟା ମାମଲା: ପୋଲିସ୍‌ ଉପରକୁ ଟମାଟୋ ମାଡ଼

ଭୁବନେଶ୍ୱର: ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣା । ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ । ପ୍ରତିବାଦ କରି ଡିଜିଙ୍କ ଭୁବନେଶ୍ୱର…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଏଥର ୭ଟି ଗ୍ରାମ ପଞ୍ଚାୟତରେ ହେବନି ନିର୍ବାଚନ

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିଶନଙ୍କ ପଞ୍ଚାୟତ ପ୍ରସ୍ତୁତି । ଏଥର ୬ ହଜାର ୭୯୪ ଗ୍ରାମ ପଞ୍ଚାୟତରେ ହେବ ନିର୍ବାଚନ ।୨୦୧୭ରେ ୬ ହଜାର ୮୦୧ ପଞ୍ଚାୟତରେ ନିର୍ବାଚନ ହୋଇଥିଲା ।ଏଥର ୭ ଟି ପଞ୍ଚାୟତ ଏନଏସସିରେ ମିଶିଛିା ତେଣୁ ସେସବୁ ସ୍ଥାନରେ ପଞ୍ଚାୟତ ନିର୍ବାଚନ ହେବ ନାହିଁ । ବାଲେଶ୍ୱର…

ଆଗାମୀ ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ କେନ୍ଦ୍ର ମଙ୍ଗଳବାର ଦିନ କୋରାପୁଟ, ରାୟାଗଡା, ଗଜପତି ଏବଂ ଗଞ୍ଜାମ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଦକ୍ଷିଣ ଓଡିଶାର କିଛି ସ୍ଥାନ ଏବଂ ଉତ୍ତର ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା…

କାର୍ତ୍ତିକ ପୂର୍ଣ୍ଣିମା ଯାଏ ରାଜ୍ୟରେ ଶୀତ ପ୍ରକୋପ କମିବ

ଭୁବନେଶ୍ୱର : କାର୍ତ୍ତିକ ପୂର୍ଣ୍ଣିମା ଯାଏ ରାଜ୍ୟରେ ଶୀତ ଅନୁଭୂତ ହେବ ନାହିଁ । ବର୍ଷା ଓ ମେଘୁଆ ପାଗ ଯୋଗୁଁ ଗତ କିଛି ଦିନ ହେବ ରାଜ୍ୟରେ ଶୀତର ପ୍ରକୋପ କମିଛି । ପାରଦ ସ୍ତର ସ୍ଥିର ରହିଥିବା ବେଳେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେ‌ଷ ପରିବର୍ତ୍ତନର ସମ୍ଭାବନା ନାହିଁ।…

[ଭିଡ଼ିଓ] ମହାପ୍ରଭୁଙ୍କ ପାଇଁ ପଦ୍ମ ତୁଳସୀ

ପୁରୀ: ଶ୍ରୀଜଗନ୍ନାଥଙ୍କ ପ୍ରତି ଅଗାଢ ବିଶ୍ୱାସ । ବର୍ଷକୁ ଥରେ ହେଉ ପଛେ ଦର୍ଶନ କରିବାକୁ ଦଉଡି ଆସିଥାଏ ଭକ୍ତଟିଏ । ସେମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ପୁରୀ ଶ୍ରୀକ୍ଷେତ୍ରରେ । ପାତାଳି ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁରରୁ କିଛି ଶ୍ରଦ୍ଧାଳୁ ଦିଅଁଙ୍କୁ ଦର୍ଶନ କରିବାକୁ ଆସିଥିଲେ ।…

BMCର ୱାର୍ଡ ସଂରକ୍ଷଣ ତାଲିକା ଚୁଡାନ୍ତ ,ଏଥର ବିଏମସିରେ ସାମିଲ ହେବ ୬ ଟି ନୂଆ ପଞ୍ଚାୟତ

ଭୁବନେଶ୍ୱର: ଖୁବ୍ ଶିଘ୍ର ହେବ ପୌର ନିର୍ବାଚନ ।ଏଥିପାଇଁ ପକ୍ରିୟା ଆରମ୍ଭ ହେଲାଣି । ଏନେଇ ବିଏମସିର ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ୱାର୍ଡର ସଂଖ୍ୟା ବୃଦ୍ଧି ନେଇ ଯେଉଁ କଳ୍ପନା ଯଳ୍ପନା ଲାଗି ରହିଥିଲା ୱାର୍ଡ ସଂଖ୍ୟା ବୃଦ୍ଧି ହେବା ନେଇ ତାହା ଏବେ ଅନ୍ତ ଘଟିଛି । ଭୁବନେଶ୍ୱର…

ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ପୋର୍ଟାଲ, ଘରେ ବସି ଡ଼ାଉନଲୋଡ଼ କରିହେବ ଗାଡ଼ିର ସମସ୍ତ କାଗଜପତ୍ର

ଭୁବନେଶ୍ୱର: ଘରେ ବସି ଡ଼ାଉନଲୋଡ଼ କରି ହେବ ଗାଡ଼ିର ସମସ୍ତ କାଗଜପତ୍ର । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ବିଜ୍ଞପ୍ତି ଜାରି କରିଛି । ବାଣିଜ୍ୟ ଓ ପରିବହନ ବିଭାଗ ଏନେଇ ଏକ ସ୍ୱତନ୍ତ୍ର ପୋର୍ଟାଲ ପ୍ରସ୍ତୁତ କରୁଛି । ଆସନ୍ତା ଜାନୁଆରୀ ୧ତାରିଖରୁ ଏହି ସୁବିଧା ଉପଲବ୍ଧ ହେବାକୁ ଯାଉଛି । ଏଥିରେ…

ଓଡ଼ିଶାରୁ ୧୦ ଦିନରେ ୩୪୮୮ ଫେରାର୍ ଆସାମୀ ଗିରଫ

ଭୁବନେଶ୍ୱର: ଓଡ଼ିଶା ପୋଲିସକୁ ବଡ଼ ସଫଳତା । ୧୦ ଦିନରେ ସ୍ୱତନ୍ତ୍ର ଅଭିଯାନରେ ଗିରଫ ହୋଇଛନ୍ତି ୩ହଜାର ୪୮୮ ଫେରାର ଆସାମୀ । ଗତ ୫ ତାରିଖରୁ ୧୪ ତାରିଖ ଯାଏ ଓଡ଼ିଶା ପୋଲିସ୍ ଏହି ଅଭିଯାନ ଚଳାଇଥିଲା । ଓଡ଼ିଶା ପୋଲିସର ଏହି ସ୍ୱତନ୍ତ୍ର ଅଭିଯାନରେ ବାଲେଶ୍ୱରର ସର୍ବାଧିକ ୫୯୨ ଫେରାର ଆସାମୀ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବାଙ୍କଚୂଡ଼ା ବେଶରେ ଦର୍ଶନ କରିବେ ଭକ୍ତ

ପୁରୀ: କାର୍ତ୍ତିକ ମାସର ପବିତ୍ର ପଞ୍ଚୁକର ଆଜି ଦ୍ୱିତୀୟ ଦିନ । ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କୁ ବାଙ୍କଚୂଡ଼ା ବେଶରେ ଦର୍ଶନ କରିବେ ଭକ୍ତ । ମହାପ୍ରଭୁଙ୍କ ବେଶ ମଧ୍ୟରେ ବାଙ୍କଚୂଡ଼ା ବେଶ ଅନ୍ୟତମ । କାର୍ତ୍ତିକ ମାସର ପଞ୍ଚୁକ ମଧ୍ୟରେ ପଡ଼ୁଥିବା ଶୁକ୍ଳ ଦ୍ୱାଦଶୀ ତିଥିରେ ରତ୍ନ ସିଂହାସନରେ…

ଆଜି ବି ରାଜ୍ୟରେ କୋହଲା ପାଗ

ଭୁବନେଶ୍ୱର: ରାଜ୍ୟରେ କୋହଲା ପାଗ ଜାରି ରହିଛି । କିଛି ସ୍ଥାନରେ ବର୍ଷା ବି ହେଉଛି । ଆଜି ବି ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ କୋହଲା ପାଗ ଲାଗି ରହିବ । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବାୟୁମଣ୍ଡଳରେ ଅହେତୁକ ଜଳୀୟବାଷ୍ପର ପରିଣାମ…