Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶାର କିଛି ଜିଲ୍ଲାରେ କୋହଲା ପାଗ ସହ ହାଲୁକା ବର୍ଷା, ୧୩ଆଉ ଏକ ଲଘୁଚାପ

ଭୁବନେଶ୍ୱର: ପୁଣି ଆସୁଛି ଆଉ ଏକ ଲଘୁଚାପ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ସକ୍ରିୟ ରହିଛି। ଯାହା ଫଳରେ ଓଡ଼ିଶାର ଜିଲ୍ଲାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି। ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଗଜପତି ଜିଲ୍ଲାରେ ପାଗ କୋହଲା ରହିବା…

ପଞ୍ଚକରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ ମନା: ଆଜିଠୁ ପୀଠରେ ଲାଗିଲା ୧୪୪ ଧାରା

ଆଠଗଡ଼: ଚଳିତବର୍ଷ ପଞ୍ଚକରେ ବାବା ଧବଳେଶ୍ୱରଙ୍କ ଦର୍ଶନ ମନା । ପଞ୍ଚକ ଓ ବଡ଼ଓଷା ପାଇଁ ଧବଳେଶ୍ୱର ପୀଠରେ ଆଜିଠୁ ପ୍ରଶାସନ ଲଗାଇଛି ୧୪୪ ଧାରା । ଆଜି ପବିତ୍ର ଅଁଳା ନବମାଠାକୁ କାର୍ତ୍ତିକ ପୂର୍ଣ୍ଣିମା ଯାଏ ସର୍ବସାଧାରଣ ଦର୍ଶ ବନ୍ଦ । ୧୯ ତାରିଖ ଯାଏ ଧବଳେଶ୍ୱର ପୀଠରେ ଜାରି ରହିବ ୧୪୪ ଧାରା…

ପବିତ୍ର ଅଁଳା ନବମୀ: ଶ୍ରୀରାଧାପାଦ ଦର୍ଶନରୁ ବଞ୍ଚିତ ଭକ୍ତ

ସାକ୍ଷୀଗୋପାଳ: ଆଜି ପବିତ୍ର ଅଁଳା ନବମୀ । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ କରାଯାଇଥାଏ । ତେବେ ଚଳିତବର୍ଷ କରୋନା କଟକଣା ଯୋଗୁ ରାଧାପାଦ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ । ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିରର ୨୦୦ ମିଟର ବ୍ୟାସାର୍ଦ୍ଧ ଭିତରେ…

ଓଡ଼ିଶାରେ କଂଗ୍ରେସର ୬ ଘଣ୍ଟିଆ ହରତାଳ ପାଳନ

ଭୁବନେଶ୍ୱର: ଆଜି ଓଡ଼ିଶା ବନ୍ଦ ପାଳନ କରୁଛି କଂଗ୍ରେସ । ସକାଳ ୬ଟାରୁ ରାଜ୍ୟବ୍ୟାପୀ ୬ ଘଣ୍ଟିଆ ହରତାଳ କରିଛି ଦଳ । ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ କଂଗ୍ରେସ ଏହି ହରତାଳ କରୁଛି । ହାଇକୋର୍ଟଙ୍କ…

ଭିଜିଲାନ୍ସ ଜାଲରେ ମେଡିକାଲ ସେକ୍ସନ ଅଫିସର

ସମ୍ବଲପୁର : ଭିଜିଲାନ୍ସ ଜାଲରେ ସମ୍ବଲପୁର ସଦର ମେଡିକାଲ ସିଡିଏମଓ କାର୍ଯ୍ୟାଳୟର ସେକ୍ସନ ଅଫିସର । ସମ୍ବଲପୁର ସଦର ମେଡ଼ିକାଲରେ ସେକ୍ସନ ଅଫିସର ମନୋରଞ୍ଜନ ପ୍ରଧାନଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । ମେଡିକାଲର ଜଣେ କର୍ମଚାରୀଙ୍କ ଏରିଅର କରାଇଦେବା ନାଁରେ ୧୦ ହଜାର ଟଙ୍କା ଲାଞ୍ଚ…

ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ୬୭ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼ : ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ୬୭ଟି ରୂପାନ୍ତରିତ ସରକାରୀ ହାଇସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୁନ୍ଦରଗଡ଼କୁ ମିଶାଇ ୫ଟି ଜିଲ୍ଲାରେ ରୂପାନ୍ତରିତ ମୋଟ ୧୪୨ଟି ହାଇସ୍କୁଲର ଲୋକାର୍ପଣ ହୋଇଛି । ଭିଡିଓ କନଫରେନ୍ସିଂରେ ସାମିଲ ହୋଇ ବିଭିନ୍ନ ଜିଲ୍ଲାରେ…

ଆସନ୍ତାକାଲି ଓଡ଼ିଶା ବନ୍ଦ, ଟ୍ବିନ୍ ସିଟିରେ ମୁତୟନ ହେବେ ୩୫ ପ୍ଲାଟୁନ ଫୋର୍ସ

ଭୁବନେଶ୍ବର : ମମିତା ମେହେର ହତ୍ୟା ମାମଲାରେ ଆସନ୍ତାକାଲି ୬ ଘଣ୍ଟିଆ ଓଡ଼ିଶା ବନ୍ଦ କରୁଛି କଂଗ୍ରେସ । ଏଥିରେ ସମସ୍ତେ ସାମିଲ ହେବାକୁ ନିବେଦନ କରିଛି କଂଗ୍ରେସ । ତେବେ ବନ୍ଦ ସମୟରେ ଜରୁରୀ ସେବା ଜାରି ରହିବ । ଶାନ୍ତିପୂର୍ଣ୍ଣ ଭାବେ ଓଡ଼ିଶା ବନ୍ଦ କରାଯିବ ବୋଲି କହିଛି କଂଗ୍ରେସ । ହେଲେ…

ସନ୍ଦେହ ଜନକ ଅବସ୍ଥାରେ ଯୁକ୍ତ ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନିମାପଡ଼ା : ସନ୍ଦେହ ଜନକ ଅବସ୍ଥାରେ ଉଦ୍ଧାର ହୋଇଛି ଯୁକ୍ତ ୨ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ । ପୁରୀ ଜିଲ୍ଲା ନିମାପଡ଼ା ଗୁହାଳପଡା କୋଡ଼ ରୋଡ଼ ସ୍ଥିତ ସାଇ ବିଦ୍ବାନ କୋଚିଂ ସେଣ୍ଟରରେ ପାଠ ପଢୁଥିବା ଯୁକ୍ତ ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ହଷ୍ଟେଲରୁ ଉଦ୍ଧାର କରିଛି ନିମାପଡ଼ା ପୋଲିସ ।…

କୋଣାର୍କ ମହୋତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

କୋଣାର୍କ : କୋଣାର୍କ ମହୋତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଅନୁଷ୍ଠିତ ହୋଇଛି ପ୍ରଥମ ପ୍ରସ୍ତୁତି ବୈଠକ । କୋଣାର୍କ ଯାତ୍ରୀ ନିବାସ ଠାରେ ଅନୁଷ୍ଠିତ ବୈଠକରେ ପୁରୀ ଜିଲ୍ଲା ପ୍ରଶାସନ ସହ ସମସ୍ତ ଅଧିକାରୀ ଯୋଗ ଦେଇଥିଲେ । କୋଭିଡ କଟକଣା ଭିତରେ କିପରି କୋଣାର୍କ ମହୋତ୍ସବକୁ…

୫ଟି ଜିଲ୍ଲାର ୧୪୨ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜିଠାରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତର ପର୍ବ । 5T ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଶେଷ ହୋଇଛି । ସାତ ଦିନ ଧରି ଚାଲିବାକୁ ଥିବା ଏହି ପର୍ବର ପ୍ରଥମ ଦିନରେ ଆଜି ସୁନ୍ଦରଗଡ, କଟକ,…