Latest Odisha News

BREAKING NEWS

Browsing Category

ଓଡିଶା

Odisha

ସଡ଼କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅଭିନବ ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ’ ଉଦ୍‌ଘାଟିତ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟର ଠାରେ ସଡକ ସୁରକ୍ଷା ପାଇଁ ଏକ ଅଭିନବ ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ’ର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ପରିବହନ ବିଭାଗ ଦ୍ୱାରା ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ୩୦ ହଜାର ପ୍ରଥମ ଜୀବନ ରକ୍ଷାକାରୀ…

ସ୍ତ୍ରୀକୁ ହତ୍ୟା କରି କୂଅରେ ଫିଙ୍ଗିଲା ସୈତାନ ସ୍ୱାମୀ

ବାରିପଦା : ସ୍ତ୍ରୀକୁ ହତ୍ୟା କରି କୂଅରେ ଫିଙ୍ଗିଲା ସୈତାନ ସ୍ୱାମୀ । କୂଅ ଭିତରୁ ଉଦ୍ଧାର ହେଲା ମୃତ ଦେହ । ଏହି ଘଟଣା ଘଟିଛି ବ।ରିପଦା ବୈଦିପୁର ଗାଁରେ । କିଛି ଦିନ ତଳେ ମୁନସୀ ମାରାଣ୍ଡିଙ୍କ ସ୍ତ୍ରୀ କର୍ମୀ ମାରାଣ୍ଡିଙ୍କ ମଧ୍ୟରେ ମଧ୍ୟରେ ସାମାନ୍ୟ କଥାରୁ ବଚସା ହୋଇଥିଲା । ଆଉ ଏହି…

ମମିତା ହତ୍ୟାକାଣ୍ଡ ଘଟଣାରେ ଆସନ୍ତା ୧୨ ତାରିଖରେ ପୁଣି କଂଗ୍ରେସର ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର : ମମିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା । ଚଳିତ ମାସ ୧୨ ତାରିଖରେ କଂଗ୍ରେସ ପକ୍ଷରୁ ସକାଳ ୬ ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯିବ। ମମିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ଏହି ବନ୍ଦ ଡାକରା ଦେବ ବୋଲି ଜିଲ୍ଲା କଂଗ୍ରେସ…

ଅଁଳା ନବମୀରେ ଶ୍ରଦ୍ଧାଳୁଙ୍କୁ ପୁରୀ ସାକ୍ଷୀଗୋପାଳ ମନା

ସାକ୍ଷୀଗୋପାଳ : ଆଉ ଦୁଇ ଦିନ ପରେ ଅଁଳା ନବମୀ । ସେଥିପାଇଁ ସାକ୍ଷୀଗୋପାଳରେ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଆଗାମୀ ଅଁଳା ନବମୀ ଓ ବଡ ଏକାଦଶୀରେ ସାକ୍ଷୀଗୋପୀନାଥ ମନ୍ଦିରକୁ ଭକ୍ତଙ୍କୁ ବାରଣ କରାଯାଇଛି । ଏହି ଦୁଇ ଦିନ ପ୍ରବଳ ଭକ୍ତଙ୍କ ସମାଗମକୁ ନଜରରେ ରଖି କୋଭିଡ଼ କଟକଣା ଲାଗୁ କରିଛି…

ଧାନ ଚାଷରେ ଦାଉ ସାଧୁଛି ରୋଗ ପୋକ

ଭଦ୍ରକ : ଧାନ ଚାଷରେ ଦାଉ ସାଜିଛି ରୋଗପୋକ । ଅମଳ ସମୟ ଯେତିକି ପାଖଉ ଆସୁଛି , ରୋଗ ସେତିକି ପରିମାଣରେ ମାଡିଆସୁଛି । କୀଟନାଶକ ଏବଂ ଔଷଧ ମଧ୍ୟ କାମ କରୁନାହିଁ । ଚିନ୍ତାରେ ଏବେ ଚାଷୀ । ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ଦେଖିବାକୁ ଲାଗିଛି ଏପରି ଘଟଣା । ଏବେ ଧାନ ଅମଳର ସମୟ।…

୬ ସହରରେ ୧୫ ଡ଼ିଗ୍ରୀ ତଳେ ତାପମାତ୍ରା

ଭୁବନେଶ୍ବର : ୬ ସହରରେ ୧୫ ଡ଼ିଗ୍ରୀ ତଳେ ତାପମାତ୍ରା । ୧୧ ଡ଼ିଗ୍ରୀ ସହ ଆଜି ବି ଦାରିଙ୍ଗବାଡି ରାଜ୍ୟର ସବୁଠୁ ଥଣ୍ଡା ସହର । ଫୁଲବାଣୀରେ ତାପମାତ୍ରା ୧୩.୨ ଡ଼ିଗ୍ରୀ ଥିବା ବେଳେ, ଟିଟଲାଗଡରେ ୧୪.୫ ଡ଼ିଗ୍ରୀ, ଝାରସୁଗୁଡାରେ ୧୪.୬ ଡ଼ିଗ୍ରୀ, କେନ୍ଦୁଝରରେ ୧୪ .୮ ଡ଼ିଗ୍ରୀ, ଏବଂ ସୋନପୁରରେ…

ବ୍ରହ୍ମଗିରି ନାଥପୁର ବୋମା ମାଡ଼ ଘଟଣାରେ ଗିରଫ ସଂଖ୍ୟା ୧୦କୁ ବୃଦ୍ଧି

ପୁରୀ : ପୁରୀ ଜିଲ୍ଲା ସାତପଡ଼ା ଅଞ୍ଚଳର ନାଥପୁରରେ ବୋମାମାଡ଼ ମାମଲାରେ ବଢୁଛି ଗିରଫଦାରୀ । ବୋମାମାଡ ଘଟଣା ପରେ ଗାଁ ପୁରୁଷଶୂନ୍ୟ ହୋଇପଡିଥିବା ବେଳେ, ଗିରଫ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଏବେ ବି ଗାଷରେ ୪ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ତେବେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା…

ନଭେମ୍ବର ୧୫ରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲା ସ୍କୁଲ ଯିବେ : ଗଣଶିକ୍ଷା ମନ୍ତ୍ରୀ

ସୋନପୁର : ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ବିଦ୍ୟାଳୟ। ନଭେମ୍ବର ୧୫ରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ସ୍କୁଲ ଖୋଲିବା ନେଇ ଗଣଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି । ସୁବର୍ଣ୍ଣପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର…

[ଭିଡ଼ିଓ] ବୋମାମାଡ ଘଟଣା ପରେ ପୁରୁଷ ଶୂନ୍ୟ ଗାଁ

ସାତପଡା: ପୁରୀ ସାତପଡା ନାଥପୁରରେ ବୋମାମାଡ ଘଟଣା ପରେ ଦୁଇଟି ଗାଁ ପୁରୁଷ ଶୂନ୍ୟ ହୋଇପଡିଛି । ଘଟଣା ନେଇ ପୋଲିସ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାସ୍ଥଳରେ ଶାନ୍ତି ଫେରାଇ ଆଣିବା ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଛି । ସେହିପରି ଘଟଣା ସ୍ଥଳରେ…

ମରୁଡ଼ି ଅଞ୍ଚଳ ପାଇଁ ଉପଯୋଗୀ ଧାନ ଯୋଗାଇ ଦେବାପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ

ବଲାଙ୍ଗୀର : ବଲାଙ୍ଗୀର ଲର୍କିପାଲି ଠାରେ ଧାନ ଗବେଷଣା କରାଯାଇଛି। ଯେଉଁ ଧାନ ମରୁଡ଼ି ଅଞ୍ଚଳ ପାଇଁ ଉପ ଯୋଗୀ ତାହା ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଚାଷୀ। ବଲାଙ୍ଗିର ଲର୍କିପାଲି ଠାରେ ଥିବା ବିହନ ଗବେଷଣା କେନ୍ଦ୍ରରେ ଫିଲିପାଇନସ ଠାରେ ଥିବା ଆର୍ନ୍ତଜାତୀୟ ବିହନ…