Latest Odisha News

BREAKING NEWS

Browsing Category

ଓଡିଶା

Odisha

[ଭିଡ଼ିଓ] ସବୁଜ ବାଣକୁ ଗ୍ରୀନ୍ ସିଗନାଲ

କଟକ : ଚଳିତ ବର୍ଷ ବାଣ ଫୁଟାଇବା ପାଇଁ ମିଳିଛି ଅନୁମତି । ଆଉ ଏହି ଅନୁମତି ଦେଇଛନ୍ତି ହାଇକୋର୍ଟ । କେବଳ ଗ୍ରୀନ୍ ବାଣ ଫୁଟାଇବା ପାଇଁ ହାଇକୋର୍ଟ ଦେଇଛନ୍ତି ସବୁଜ ସଙ୍କେତ । ଅଲ୍ ଓଡ଼ିଶା ଫାୟାର ୱାର୍କ୍ସ ଡିଲର୍ସ ଆସୋସିଏସନ୍ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ରାୟ ଦେଇଛନ୍ତି…

ପୁରୀ ମଙ୍ଗଳା ନଦୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

ପୁରୀ : ପୁରୀ ବାସେଳି ସାହି ଥାନା ଅନ୍ତର୍ଗତ ମଙ୍ଗଳା ନଦୀରେ ଅଘଟଣ । ନଦୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ମଙ୍ଗଳା ଘାଟର ମାଗୁଣି ନାୟକ । ଆଜି ଅପରାହ୍ନରେ ମାଗୁଣି ମଙ୍ଗଳା ନଦୀକୁ ଶୌଚ ପାଇଁ ଯାଇଥିଲେ । କିନ୍ତୁ ନଦୀରେ ଗୋଡ ଖସିଯିବାରୁ ନଦୀ ଭିତରକୁ ଚାଲି ଯାଇଥିଲେ…

ଆରଟିଓର ନୂଆ ବିଲ୍ଡିଂ ଓ ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ବ୍ୟବସ୍ଥାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆରଟିଓର ନୂତନ ବିଲ୍ଡିଂ ଓ ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ଉଦଘାଟିତ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)୧ର ନୂତନ ଭବନ ଓ ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ବ୍ୟବସ୍ଥା ଉଦଘାଟନ କରିଛନ୍ତି।୩.୯୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି…

ରାଜ୍ୟରେ ଭଲ ଅଛି କରୋନା ସ୍ଥିତି, ସଂକ୍ରମଣରେ ଆସୁଛି ସୁଧାର

ଭୁବନେଶ୍ବର : ରାଜ୍ୟରେ ଭଲ ଅଛି କରୋନା ସ୍ଥିତି । ଧିରେ ଧିରେ ସଂକ୍ରମଣ ସ୍ଥିତିରେ ଆସୁଛି ସୁଧାର । କିନ୍ତୁ ଚିନ୍ତା ବଢ଼ାଇଛି ପଡ଼ୋଶୀ ରାଜ୍ୟରେ ବଢୁଥିବା ସଂକ୍ରମଣ । ହେଲେ ଏଥିପାଇଁ ସଚେତନ ରହିଛି ସ୍ବାସ୍ଥ୍ୟ ବିଭାଗ । ବିଶେଷ କରି ସୀମାବର୍ତ୍ତୀ ଅଞ୍ଚଳରେ ସତର୍କ ରହିବାକୁ ପଡ଼ିବ ବୋଲି…

କେନ୍ଦୁଝରରେ ବିଜେପିର ବିକ୍ଷୋଭ, ପୋଲିସର ଲାଠିଚାର୍ଜରେ ୪ ଗୁରୁତର

କେନ୍ଦୁଝର : ମମିତା ମେହେର ହତ୍ୟା ଘଟଣାରେ ୪ ଦଫା ଦାବି ନେଇ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କେନ୍ଦୁଝର ଏସପି ଅଫିସ ଘେରାଉ କରାଯାଇଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ସେହିପରି ଜିଲ୍ଲାରେ ଲଗାତର ୪ ଦିନରେ ୪ଟି…

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ

ମୟୂରଭଞ୍ଜ : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ଆଜି ସକାଳୁ ଖୋଲିଛି ଶିମିଳିପାଳ । ଶିମିଳିପାଳ ଅଭୟାରଣ୍ୟକୁ କେବଳ ପରିଭ୍ରମଣ କରି ଫେରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ ଉଭୟ ଲୁଲୁଙ୍ଗ ଏବଂ ଯଶୀପୁର ଫାଟକ ଦେଇ ଅନୁମତି ପାଶ ନେଇ ଯାଇପାରିବେ । ସେହିପରି…

କାଲି ସମ୍ବଲପୁର ଯିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ BSKY ସ୍ମାର୍ଟ କାର୍ଡ

ଭୁବନେଶ୍ବର : ଆସନ୍ତାକାଲି ସମ୍ବଲପୁର ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ସ୍ମାର୍ଟକାର୍ଡ ବଣ୍ଟନ କରିବେ । ଏହାସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ…

ଟ୍ବିନ୍ ସିଟିରେ ଥିବା ବାରରେ ବାଉନ୍ସର ନିଯୁକ୍ତି ଉପରେ ଲାଗିଲା କଟକଣା

ଭୁବନେଶ୍ବର : ଟ୍ବିନ୍ ସିଟିରେ ଥିବା ବାରରେ ବାଉନ୍ସର ନିଯୁକ୍ତି ଉପରେ ଲାଗିଲା କଟକଣା । ଦୁଇ ମାସ ପାଇଁ କଟକଣା ଲଗାଇଛି କମିଶନରେଟ ପୋଲିସ । ବାଉନ୍ସର ନିଯୁକ୍ତି ପୂର୍ବରୁ ଚରିତ୍ର ଦେଖିବା ବାଧ୍ୟତାମୂଳକ ବୋଲି କହିଛି କହିଛି କମିଶନରେଟ୍ ପୋଲିସ । ବାର୍ ମାଲିକ ପଞ୍ଜୀକୃତ ସଂସ୍ଥାରୁ…

ଦେଶୀ ମଦ ଭାଟିରେ ପୋଲିସର ଚଢାଉ, ଚମ୍ପଟ ମାରିଲେ ବ୍ୟବସାୟୀ

କାମାକ୍ଷାନଗର : ଦେଶୀ ମଦ ତିଆରି ଭାଟିରେ ପୋଲିସର ଚଢାଉ । ଦେଶୀ ମଦର ଭୂସ୍ୱର୍ଗ ପାଲଟିଥିବା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ଥିବା  ବିଭିନ୍ନ ମଦ ଭାଟିରେ ପୋଲିସ ଚଢାଉ କରିଛି । ପ୍ରାୟ ୫୦ରୁ ଅଧିକ ଦେଶୀ ମଦ ତିଆରି ଭାଟିରେ ଚଢାଉ କରିଛି ପରଜଙ୍ଗ ପୋଲିସ। ସେଥିମଧ୍ୟରୁ ୧୬…

ଭଦ୍ରକରେ ଜନ୍ମନେଲା ବିରଳ ପ୍ରଜାତିର ବାଛୁରୀ ଛୁଆ, ଦେଖିବା ପାଇଁ ଲୋକଙ୍କ ଭିଡ

ଭଦ୍ରକ : ଜନ୍ମନେଲା ବିରଳ ପ୍ରଜାତିର ବାଛୁରୀ ଛୁଆ । ଭଦ୍ରକ ଚରମ୍ପାରେ ବିରଳ ପ୍ରଜାତିର ବାଛୁରୀ ଛୁଆ ଜନ୍ମ ନେଇଥିବା ଦେଖିବାକୁ ମିଳିଛି। ଏହି ବାଛୁରୀର ଗୋଟିଏ ଆଖି,ଗୋଟିଏ ସିଙ୍ଘ ଓ ଗୋଟିଏ ନାକ ରହିଛି। ଏହି ବିରଳ ପ୍ରଜାତିର ବାଛୁରୀ ଛୁଆଟି ଭଦ୍ରକ ଚରମ୍ପା ବରାଳପୋଖରୀ ହନୁମାନ ସାହିର ଅକ୍ଷୟ…