Latest Odisha News

BREAKING NEWS

Browsing Category

ଓଡିଶା

Odisha

ଢେଙ୍କାନାଳରେ ଜମୁଛି ଗଜଲକ୍ଷ୍ମୀ ପୂଜା

ଢେଙ୍କାନାଳ : ଢେଙ୍କାନାଳରେ ଆରମ୍ଭ ହେଲା ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଗଜଲକ୍ଷ୍ମୀ ପୂଜାକୁ ନେଇ ସବୁଠି ଏବେ ଉତ୍ସବର ମାହୋଲ। ଅଧିକାଂଶ ପୂଜା ମଣ୍ଡପରେ ଆରମ୍ଭ ହୋଇଛି ମାଙ୍କ ପୂଜାପାଠ ଓ ଆରାଧନା । ଏଥର ୩୮ଟି ପୂଜା ମଣ୍ଡପରେ ଘଣ୍ଟ ଏବଂ ଶଙ୍ଖ ଧ୍ବନୀରେ ପ୍ରକମ୍ପିତ ହେଉଛି ପରିବେଶ ।…

ନାଲକୋର ଲିନ୍ ସ୍ଲରି ପ୍ରକଳ୍ପ ଉଦଘାଟନ କଲେ କେନ୍ଦ୍ର ଖଣି ସଚିବ

ଭୁବନେଶ୍ବର : ଅନୁଗୁଳରେ ରାଷ୍ଟ୍ରାୟତ୍ତ ନବରତ୍ନ କମ୍ପାନୀ ନାଲକୋର ଲିନ୍ ସ୍ଲରି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଖଣି ସଚିବ ଆଲୋକ ଟଣ୍ଡନ୍ । ନାଲକୋର ବ୍ୟବସାୟିକ ସଫଳତା ତଥା ପରିବେଶ ପରିଚାଳନା ଏବଂ ଉତ୍ତମ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି କୁହାଯାଉଛି…

ତେଜିଲା ମମିତା ତାତି, ଆସନ୍ତାକାଲି ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ ଡାକରା ଦେଲା ବିଜେପି

ବଲାଙ୍ଗିର : କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁକୁ ନେଇ ଉଷ୍ମ ହେଲା ରାଜନୀତି । ଏହି ଘଟଣାରେ ଆସନ୍ତାକାଲି ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ ଡାକରା ଦେଇଛି ବିଜେପି । ଘଟଣାର ସିବିଆଇ କିମ୍ବା ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ବିଜେପି । ଏହାସହ ମନ୍ତ୍ରୀ ଦିବ୍ୟ…

ନାଟଓ୍ବେଷ୍ଟ ଗ୍ରୁପ୍ ଆର୍ଥ ହିରୋଜ୍ ଆଓ୍ବାର୍ଡ : ଡିଏଫଓ ନୀତୀଶ କୁମାରଙ୍କୁ ‘ଗ୍ରୀନ୍ ଓ୍ବାରିୟର’ ପୁରସ୍କାର

ଭୁବନେଶ୍ବର : ନାଟଓ୍ବେଷ୍ଟ ଗ୍ରୁପ୍ ଆର୍ଥ ହିରୋଜ ଆଓ୍ବାର୍ଡସର ୧୧ତମ ସଂସ୍କରଣର ବିଜେତାଙ୍କ ନାମ ଘୋଷିତ ହୋଇଛି । ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର କଳାହାଣ୍ଡି ନର୍ଥ ଡିଭିଜନର ଡିଏଫଓ ନୀତୀଶ କୁମାରଙ୍କୁ ‘ଗ୍ରୀନ୍ ଓ୍ବାରିୟର’ ପୁରସ୍କାର ପ୍ରଦାନ କରାଯାଇଛି । ୨୦୨୧ ବର୍ଷର…

ଜଗତସିଂହପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ପାରୁଲ ପଟୁଆରୀ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ପାରୁଲ ପଟୁଆରୀ । ଆଜି ସକାଳେ ଜଗତସିଂହପୁର ସର୍କିଟ ହାଉସରେ ପହଞ୍ଚିବା ପରେ ସେଠାରେ କିଛି ସମୟ ରହିଥିଲେ । ଏହାପରେ ସେଠାରୁ ଯାଇ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ନୂଆ ଜିଲ୍ଲାପାଳ…

ଆରପିଏଫ କର୍ମଚାରୀଙ୍କୁ ହତ୍ୟା କରି ଫ୍ୟାନ୍‌ରେ ଝୁଲାଇ ଦେଲେ ଦୁର୍ବୃତ୍ତ

ନୟାଗଡ଼ : ନୟାଗଡ଼ରେ ଅଭାବନୀୟ ଘଟଣା । ଆରପିଏଫ କର୍ମଚାରୀଙ୍କୁ ହତ୍ୟା କରି ଫ୍ୟାନ୍‌ରେ ଝୁଲାଇ ଦେଲେ ଦୁର୍ବୃତ୍ତ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମୃତ ଆରପିଏଫ୍ କର୍ମଚାରୀଙ୍କ ପରିବାର ଲୋକ । ମୃତକ ହେଲେ ଆଲୋକ କୁମାର ସାହୁ । ଛତିଶଗଡ଼ ରାୟପୁର ମହାଶମୁଣ୍ଡ ଜିଲ୍ଲା ରେଲୱେ ଷ୍ଟେସନରେ…

ବିଜେପି ଛାଡିଲେ ଯାଜପୁର ବରୀ ବିଧାୟକ ପ୍ରାର୍ଥୀ ବିଶ୍ୱ ରଞ୍ଜନ ମଲ୍ଲିକ

ଯାଜପୁର : ରାଜ୍ୟ ବିଜେପିକୁ ବଡ ଝଟକା । ବିଜେପି ଛାଡିଲେ ଯାଜପୁର ବରୀ ବିଧାୟକ ପ୍ରାର୍ଥୀ ବିଶ୍ୱ ରଞ୍ଜନ ମଲ୍ଲିକ । ଦଳ ଭିତରେ ଥିବା କନ୍ଦଳ , ରାଜ୍ୟ ଓ ଜିଲ୍ଲା ନେତ୍ୱତ୍ୱରେ ଥିବା ଭେଦଭାବ ଓ କାମ କରିବା ନେଇ ତାଙ୍କୁ ସୁଯୋଗ ମିଳୁନଥିବାରୁ ସେ ବିଜେପି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା…

କଟକରେ ବିଜେପିର ବିକ୍ଷୋଭ, ଜୋର୍ ଧରିଲା ମନ୍ତ୍ରୀଙ୍କ ଗିରଫ ଦାବି

କଟକ : କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ସ୍କୁଲ ପ୍ରିନ୍ସିପାଲ ମମିତା ମେହେର ମୃତ୍ୟୁ ଘଟଣାରେ ତୀବ୍ର ହେଲା ବିରୋଧ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ପୋଲିସ ଗିରଫ କରିଛି । ତେବେ ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଦର୍ଶାଇ ବିରୋଧ କରିଛି କଟକ…

ମମିତା ମେହେର ହତ୍ୟା ଘଟଣା : ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବିରେ ରାଜ୍ୟପାଳଙ୍କୁ କଂଗ୍ରେସର…

ଭୁବନେଶ୍ବର : କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପ୍ଲବିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ଜୋର ଧରିଲା ବିରୋଦ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ପୋଲିସ ଗିରଫ କରିଥିବା ବେଳେ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ କରିଛି…

ରାଉରକେଲାରେ ଲଜ୍ଜା, ନାବାଳିକା ଝିଅକୁ ବାପାର ଦୁଷ୍କର୍ମ ଅଭିଯୋଗ

ରାଉରକେଲା : ରାଉରକେଲା ସହରରେ ଲଜ୍ଜା । ନିଜର ୧୫ ବର୍ଷୀୟ ନାବାଳିକା ଝିଅକୁ ଦୁଷ୍କର୍ମ କରିଛି ବାପା । ଏନେଇ ପ୍ଲାଣ୍ଟ ସାଇଟ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା ନାବାଳିକା । ସବୁଠୁ ଚାଞ୍ଚଲ୍ୟକର କଥା ଏହା ଯେ, ଏ ସବୁକିଛି ଘଟଣା ବିଷୟରେ ଜାଣିଛି ଜନ୍ମକଲା ମା’ । ଅର୍ଥାତ ମା’ର ଜାଣତରେ…