Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜୋର ଧରିଲା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି

ଭଦ୍ରକ:ଭଦ୍ରକରେ ଜୋର ଧରିଲା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି। କଳାହାଣ୍ଡି ଜିଲ୍ଲା ମହାଲିଙ୍ଗି ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ କୁଶପୁତ୍ତଳିକା ଦାହ କଲା ଭଦ୍ରକ ବିଜେପି ମହିଳା ମୋର୍ଚ୍ଚା। ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ପ୍ରଥମେ ଅପହରଣ…

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ

କଟକ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ। ତଦନ୍ତରେ ସହଯୋଗ କରିବା ଓ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ । ତେବେ ନିମ୍ନ ଅଦାଲତ ଜାମିନର ସର୍ତ୍ତ ଧାର୍ଯ୍ୟ କରିବେ ବୋଲି କୋର୍ଟ…

[ଭିଡ଼ିଓ ] ଗୁଣି ସନ୍ଦେହରେ ହତ୍ୟା ମାମଲା, ୯ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ରାୟଗଡା : ରାୟଗଡ଼ାରେ ଗୁଣିଆ ସନ୍ଦେହରେ ହତ୍ୟା ମାମଲା । ଗୁଣି ଗାରେଡି ସନ୍ଦେହ କରି ୩ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ସମ୍ପୃକ୍ତି ନେଇ ୯ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଜିଲ୍ଲା ଦୌରାଜଜ୍ । ଏବେ ବି ସେହି ୯ଜଣଙ୍କର ଫାଶୀ ଦଣ୍ଡାଦେଶ କାଏମ ରହିଛି। ରାୟଗଡା…

ଆଜିଠୁ ଏକାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ, ସ୍କୁଲ ଆସିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ଆଜିଠୁ ଆରମ୍ଭ ହେଲା ଏକାଦଶ ଶ୍ରେଣୀ ପାଠପଢ଼ା । ୧୮ମାସ ପରେ ସ୍କୁଲ ଆସିଲେ ଛାତ୍ରଛାତ୍ରୀ। କୋଭିଡ଼ କଟକଣାରେ ସକାଳ ୧୦ଟାରୁ ଦିନ ୧ଟା ୩୦ ଯାଏଁ ପାଠପଢ଼ା ହୋଇଥିଲା। ଶ୍ରେଣୀ ଗୃହରେ ଚୌକି, ବେଞ୍ଚ, ଲାଇବ୍ରେରୀ, ଲାବ୍ରୋଟୋରୀ, ଶୌଚାଳୟ ଆଦିକୁ ବିଶୋଧନ…

ମୟୂରଭଞ୍ଜରେ ପୋଲିସ ସହିଦ ଦିବସ ପାଳିତ

ମୟୂରଭଞ୍ଜ : ଆଜି ପୋଲିସ ସହିଦ ଦିବସ । ୬୨ ତମ ଓଡ଼ିଶା ପୋଲିସ ସହିଦ ଦିବସ ମୟୂରଭଞ୍ଜ ଜିଲ୍ଲା ପୋଲିସ ପକ୍ଷରୁ ସ୍ଥାନୀୟ ରିଜର୍ଭ ପୋଲିସ ପଡ଼ିଆଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍କୃତି ପ୍ୟାରେଡ ସମାରୋହର ଆୟୋଜନ ହୋଇଥିବା ବେଳେ ସହିଦଙ୍କ ଅମର ଆତ୍ମାର ସତଗତି ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ…

୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: କୋରାପୁଟ ପୁଲିସକୁ ମିଳିଲା ବଡ଼ ସଫଳତା । ପୁଣି ଜବତ ହୋଇଛି ଗଞ୍ଜେଇ ।  ପୋଲିସ ଖଡାପୁଟ ଗ୍ରାମ ନିକଟ ଜଲାପୁଟ ଜଳଭଣ୍ଡାର ନିକଟରେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ପ୍ରସ୍ତୁତ ହେଉଥିବା ଖବର ପାଇ ଚଢାଉ କରି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି । ଅନ୍ଧାରର ସୁଯୋଗ ନେଇ…

୩୨୪ବୋତଲ କୋଡ଼ିନ ମିଶ୍ରିତ କଫ୍ ସିରଫ ଜବତ

ବରଗଡ଼: ବିପୁଳ ପରିମାଣରେ କୋଡ଼ିନ ମିଶ୍ରିତ କଫ୍ ସିରଫ ଜବତ। ବରଗଡ଼ ଜିଲ୍ଲା ଅମ୍ବାଭନା ବ୍ଲକ ଭୁକ୍ତା ଅଞ୍ଚଳରୁ ୩୨୪ବୋତଲ କୋଡ଼ିନ ମିଶ୍ରିତ କଫ୍ ସିରଫ ଜବତ ହୋଇଛିି। ଅବକାରୀ ଗୁଇନ୍ଦା ସଂସ୍ଥା, ସମ୍ବଲପୁର ଓ ଭଟଲି ଅବକାରୀ ବିଭାଗ ମିଳିତଭାବେ ଚଢ଼ାଉ କରିଥିଲେ। କୌଣସି ସୂତ୍ରରୁ ଖବର ମିଳିବା ପରେ…

କଟକରେ ୬୨ ତମ ପୋଲିସ ସହିଦ ଦିବସ ପାଳିତ

କଟକ : ଆଜି ପୋଲିସ ସହିଦ ଦିବସ । କଟକ ବକ୍ସିବଜାର ସ୍ଥିତ ରାଜ୍ୟ ପୋଲିସ କାର୍ଯ୍ୟାଳୟରେ ପାଳିତ ହୋଇଛି ୬୨ ତମ ପୋଲିସ ସ୍କୁୃତି ଦିବସ। ଏହି ଉତ୍ସବରେ ଗତ ବର୍ଷ କୋଭିଡରେ ସହିଦ ହୋଇଥିବା ୨୨ ଜଣ ଏବଂ ୪ ଜଣ ଆଇନଶୃଙ୍ଖଳା ରକ୍ଷା କରି ସହିଦ ହୋଇଥିବା ପୋଲିସଙ୍କର ଅମର ଆତ୍ମାର ସତଗତି ପାଇଁ…

ପୋଲିସ ବିରୋଧରେ ଗ୍ୟାଙ୍ଗଷ୍ଟର ହାଇଦରର ପତ୍ନୀଙ୍କ ଏତଲା

ବାଲେଶ୍ୱର: ପୋଲିସ ବିରୋଧରେ ଏତଲା ଦେଇଛନ୍ତି ଗ୍ୟାଙ୍ଗଷ୍ଟର ହାଇଦରର ପତ୍ନୀ। ପୋଲିସ କବଜାରୁ ଖସି ପଳାଇବାକୁ ଉଦ୍ୟମ କରୁଥିବାବେଳେ ଏନକାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଶେଖ୍ ହାଇଦରର ମୃତ୍ୟୁ ହୋଇଥିଲା। ଘଟଣାର ୩ମାସ ପରେ ଶେଖ୍ ହାଇଦରର ପତ୍ନୀ ହାସିନା ବିବି ସିମୁଳିଆ ଥାନାରେ ଲିଖିତ ଅଭିଯୋଗ…

ମା’ ସୁନାଦେଈଙ୍କ ବୁଏଲ ଯାତ୍ରା ସମ୍ପନ୍ନ, ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ

ନୂଆପଡ଼ା: ସୁନାବେଡ଼ାରେ ବହୁ ପ୍ରସିଦ୍ଧ ମା’ ସୁନାଦେଈଙ୍କ ବୁଏଲ ଯାତ୍ରା ସମ୍ପନ୍ନ ହୋଇଛି। ସୁନାବେଡ଼ା ଅଞ୍ଚଳର ୮୪ଟି ଛୋଟ ବଡ଼ ସାହିର ଇଷ୍ଟଦେବୀ ହେଉଛନ୍ତି ମା’ ସୁନାଦେଈ। ମା’ ସୁନାଦେଈଙ୍କ ଯାତ୍ରା ବର୍ଷକୁ ଦୁଇଥର ହୋଇଥାଏ। ମାତ୍ର ଅଶ୍ୱିନୀ ମାସ ପୂର୍ଣ୍ଣିମା ତିଥିରେ ହେଉଥିବା ବୁଏଲ ଯାତ୍ରା…