Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗଜପତିରୁ ୫୦ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ, ୩ ଫେରାର

ଗଜପତି : ଗଜପତି ପୋଲିସକୁ ବଡ଼ ସଫଳତା । ଆର. ଉଦୟଗିରି ଥାନା ପୋଲିସର ପାଟ୍ରୋଲିଂ ବେଳେ ଜବତ ହୋଇଛି ବିପୁଳ ପରିମାଣର ଗଞ୍ଜେଇ । ପତେଇଗୁଡା ଗ୍ରାମ ଓ ଅନୁଗୁରୁ ଗ୍ରାମ ମଧ୍ୟରେ ଥିବା ଘଞ୍ଚ ଜଙ୍ଗଲରୁ ୯ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ପୋଲିସ । ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା…

ରାତି ପାହିଲେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା

କଳାହାଣ୍ଡି : ରାତି ପାହିଲେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ମହାମାରୀ କରୋନା ପାଇଁ ଏଥର ବିନା ଭକ୍ତରେ ହେବ ଛତର ଯାତ୍ରା । ଆଜି ରାତି ୮ଟାରୁ ଆସନ୍ତାକାଲି ଅପରାହ୍ନ ୪ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ହେବ । ଭବାନୀପାଟଣା ସହରର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବ ।…

ବିଧାୟକଙ୍କ ଗାଡ଼ିକୁ ବୋମାମାଡ଼ ଘଟଣା: ୯ବିଜେପି ବିଧାୟକଙ୍କ ବିକ୍ଷୋଭ ପ୍ରଦର୍ଶନ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ବିଧାୟକ ମୋହନ ମାଝିଙ୍କ ଗାଡ଼ିକୁ ବୋମାମାଡ଼ ଘଟଣା। ୭୨ଘଣ୍ଟା ବିତିଯାଇଥିଲେ ବି ପୁଲିସ୍ ହାତ ଖାଲି। ଏହାକୁ ପ୍ରତିବାଦ କରି ୯ଜଣ ବିଜେପି ବିଧାୟକଙ୍କ ସମେତ ଶତାଧିକ କର୍ମୀ ଜାତୀୟ ରାଜପଥ ଅବରୋଧ କରିଥିଲେ। ଗାନ୍ଧୀ ଛକରେ ବିଜେପି କର୍ମୀମାନେ ରାସ୍ତାରୋକ…

ମା’ମଙ୍ଗଳାଙ୍କ ମହିଷାମର୍ଦ୍ଦିନୀ ବେଶ

କାକଟପୁର: ମା’ଙ୍କର ଚାଲିଛି ଷୋଡଶ ଉପଚାରରେ ପୂଜା। ଅନ୍ୟ ସ୍ଥାନ ଭଳି କାକଟପୁରରେ ମା’ ମଙ୍ଗଳାଙ୍କ ପୂଜା ରୀତିନୀତିର ସହ କରାଯାଉଛି । ଷୋଡଶ ଉପଚାର ପୂଜା ଷୋଡଦିନାତ୍ମକ ଜାରିରହିଥିଲା ବେଳେ ନବପତ୍ରିକା ଠାରୁ ଚଣ୍ଡୀପୁରାଣ ମତ ଅନୁଯାଇ ମା’ଦୁର୍ଗାଙ୍କ ନଅ ଗୋଟି ସ୍ୱରୂପକୁ ଆବାହନ କରାଯାଇ ସେହି…

ଆସିଲା ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ, ଶ୍ୱାସରୁଦ୍ଧ ହୋଇ ମନୀଷ ଅନୁରାଗଙ୍କ ହୋଇଛି ମୃତ୍ୟୁ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲାର ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ  ଆସିଛି । ଶ୍ୱାସରୁଦ୍ଧ ହୋଇ ମନୀଷ ଅନୁରାଗଙ୍କ ମୃତ୍ୟୁ ହୋଇଥିବା ନେଇ ଏଥିରୁ ସ୍ପଷ୍ଟ ହୋଇଛି । ଏସଂପର୍କରେ ଏମ୍ସ ପିଆରଓ ପ୍ରଭାସ ତ୍ରିପାଠୀ ସୂଚନା ଦେଇଛନ୍ତି । ଦିନେ ଦୁଇ ଦିନରେ…

ବାଲେଶ୍ୱରର ଅଧିଷ୍ଠାତ୍ରୀ ଦେବୀ ମା’ କନକ ଦୁର୍ଗା

ବାଲେଶ୍ୱର: ଓଡିଶାର କୋଣଅନୁକୋଣରେ କୌଣସି ନା କୌଣସି ଦେବାଦବୀଙ୍କର ବିଶିଷ୍ଟତା ରହିଛି । ପ୍ରତ୍ୟେକ ସ୍ଥାନରେ ଏମିତି ଜଣେଜଣେ ପ୍ରତ୍ୟକ୍ଷ ଦେବୀ ରହିଛନ୍ତି, ଯିଏ କି ସମଗ୍ର ଅଂଚଳର ରକ୍ଷାକର୍ତ୍ତା ଭାବେ ବିରାଜମାନ ରହିଥାନ୍ତି । ଏହି ଧାରାରେ ବାଲେଶ୍ୱର ଜିଲ୍ଲା ସୁନାହାଟ ଗାଁର ପ୍ରତ୍ୟକ୍ଷ…

[ ଭିଡ଼ିଓ] ମା’ ଦୁର୍ଗାଙ୍କ ମହାସପ୍ତମୀ ପୂଜା

କଟକ: ଧରାପୃଷ୍ଠକୁ ଅବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା । ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ସିଲଭର୍ ସିଟି କଟକ । ଆଜି ମାଆଙ୍କ ମହାସପ୍ତମୀ ପୂଜା କରାଯାଇଛି । ସହରର ପ୍ରତ୍ୟକଟି ମଣ୍ଡପରେ ମାଆଙ୍କୁ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଛି । ଗତକାଲି ବିଲ୍ୱବରଣ ହେବା ପରେ ମହାନଦୀରୁ…

ବିପଦ ସୃଷ୍ଟି କରୁଛି ଫଳ ବଜାରର ଭିଡ଼

ବାଲେଶ୍ୱର: ଘନଉଛି ବିପଦ। ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍। ଦୈନିକ ସଂକ୍ରମଣ କେତେବେଳେ ୫୦୦ତଳକୁ ତ ଆଉ କେତେବେଳେ ୬୦୦ ଉପରକୁ ରହୁଛି। ଗତକାଲି ୨୪ଘଣ୍ଟା ମଧ୍ୟରେ ୫୨୯ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ସେପଟେ ବଜାରରେ ବହୁ ପରିମାଣରେ ଭିଡ଼ ଏବେ ବିପଦ ସୃଷ୍ଟି କରୁଛି। ଏପରି ଦୃଶ୍ୟ…

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କାମାକ୍ଷାନଗର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କନ୍ତିଓପୁଟ ସାହିରେ ଭୁତୁକୁଣି ନିକଟରୁ ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତ ଦେହ ପୋଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ଗାଁର ରାଜେଶ ବେହେରା ବୋଲି ଜଣାପଡ଼ିଛି । ପରିବାର ଲୋକ ତାଙ୍କ ପୁଅ କୁ କେହି…

ଅମର ଅକ୍ଷୟ. . .

ଭୁବନେଶ୍ୱର: ହୃଦୟର ଶୂନ୍ୟତାରୁ ଆପେଆପେ ଶୁଭୁଥିବା ଗୋଟେ ସୁମଧୁର ସଙ୍ଗୀତ , ଗୋଟେ ନାଁ ନୁହେଁ, ଗୋଟେ ଆବେଗ  । ଓଡ଼ିଆ ଆଧୁନିକ ସଙ୍ଗୀତର ଯୁଗ ସ୍ରଷ୍ଟା । ଓଡ଼ିଶାର ସଙ୍ଗୀତ ସମ୍ରାଟ ଚିର ସବୁଜ ଅକ୍ଷୟ ମହାନ୍ତି। ସେ ଆଜି ଆମ ଗହଣରେ ନାହାନ୍ତି ସତ କିନ୍ତୁ ତାଙ୍କ ସଙ୍ଗୀତର ଯୁଗଳବନ୍ଦୀ ଯୁଗେ ଯୁଗେ…