Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାଘ ଆକ୍ରମଣରେ ୬ ବର୍ଷୀୟ ନାବାଳକର ମୃତ୍ୟୁ

ନବରଙ୍ଗପୁର: ରାଇଘର ତୁରୁଡିହି ଗାଁରେ ବାଘ ଆତଙ୍କ । ବାଘ ଆକ୍ରମଣରେ ଜଣେ ୬ ବର୍ଷୀୟ ନାବାଳକର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ମୃତ ବାଳକ ଜଣକ ଅମିତ ମର୍କାମ ବୋଲି ଜଣାପଡିଛି । ନିଜ ପରିବାର ସହ ଅମିତ ଛତିଶଗଡର ଶିହୱା ଶୀତଳ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ସେହି…

ସୁବର୍ଣ୍ଣପୁରରେ କରୋନା କଟକଣା ମଧ୍ୟରେ ମା’ଙ୍କ ସପ୍ତମୀ ପୂଜା

ସୁବର୍ଣ୍ଣପୁର : ଧରାବତରଣ କରିଛନ୍ତି ମା’ ଦୁର୍ଗା। ସୁବର୍ଣ୍ଣପୁର ଆଜି ବଭିନ୍ନ ପୂଜା ମଣ୍ଡପରେ ଜଗତଜନନୀ ମା’ ଦୁର୍ଗାଙ୍କ ସପ୍ତମୀ ପୂଜା ଚାଲିଛି। ବେଦମନ୍ତ୍ର ପାଠରେ କମ୍ପି ଉଠୁଛି ପରିବେଶ। ପୀଠରେ ମା’ଙ୍କ ନବରାତ୍ର ପୂଜା ସହ ଚାଲିଛି ଷୋଡଶ ପୂଜା। କରୋନା କଟକଣା ମଧ୍ୟରେ ବିଭିନ୍ନ ପୂଜା…

ଦଶହରାରେ ଓଟିଡ଼ିସିର ପିଠା ଅନ୍ ହ୍ୱିଲ୍, ନିମନ୍ତ୍ରଣରେ ସ୍ୱତନ୍ତ୍ର ବ୍ୟଞ୍ଜନ

ଭୁବନେଶ୍ୱର: ଶାରଦୀୟ ଦୁର୍ଗା ପୂଜା ଅବସରରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଦ୍ୱାରା ରାଜ୍ୟର ବିଭିନ୍ନ ସହରରେ ପାରମ୍ପରିକ ସୁସ୍ୱାଦୁ ଓଡ଼ିଆ ପିଠା ଯୋଗାଇ ଦିଆଯିବ। ଆଜିଠୁ ୧୫ତାରିଖ ପର୍ଯ୍ୟନ୍ତ ଏହି ପିଠା ରାଜଧାନୀ ଭୁବନେଶ୍ୱର ସମେତ କଟକ, ସମ୍ବଲପୁରର ବିଭିନ୍ନ ସ୍ଥାନରେ କାଉଣ୍ଟର ଓ ପିଠା ଅନ୍…

ମା’ ତାରାତାରିଣୀ ପୀଠରେ ଭୟଙ୍କର ଅଗ୍ନିକାଣ୍ଡ

ବ୍ରହ୍ମପୁର: ତାରାତାରିଣୀ ପୀଠରେ ନିଆଁ । ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ମନ୍ଦିର ଦୀପ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମନ୍ଦିର ପସିରରରେ ଥିବା ୩ ଟି ଦୀପ ଘରେ ନିଆଁ ଲାଗିଛି। ନବରାତ୍ରୀ ପୂଜା ଚାଲିଥିବା ସମୟରେ ଏପରି ଅଘଟଣ ଘଟିଛି । ଏଥିରେ କାହାର କୌଣସି…

ନୂଆପଡ଼ା ଜିଲ୍ଲା ଓବିସି ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଓ ବିକ୍ଷୋଭ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଓବିସି ମଞ୍ଚ ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାରତବର୍ଷର ଓବିସି ନାଗରିକଙ୍କୁ ଶିକ୍ଷା, ନିଯୁକ୍ତି, ରାଜନୀତି ଅନ୍ୟାନ୍ୟ କ୍ଷେତ୍ରରେ ୨୭ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି। ମାତ୍ର ଓଡ଼ିଶା ସରକାର…

ସକ୍ରିୟ ହେଉଛି ଘୂର୍ଣ୍ଣବଳୟ ,ଆସନ୍ତାକାଲି ଲଘୁଚାପ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ସକ୍ରିୟ ହେବାରେ ଲାଗିଛି ଘୂର୍ଣ୍ଣବଳୟ । ଏହାର ପ୍ରଭାବରେ ଆସନ୍ତାକାଲି ଲଘୁଚାପ ବର୍ଷା ସମ୍ଭାବନା । ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ଆସନ୍ତାକାଲି ଠାରୁ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର…

NIT ପିଏଚ୍‌.ଡି ଛାତ୍ରଛାତ୍ରୀଙ୍କ ସ୍ୱତନ୍ତ୍ର ଡିଭାଇସ୍‌, ରୋକିବ ଅପରାଧ ଓ ଦୁର୍ଘଟଣା

ରାଉରକେଲା : କୌଣସି ଅପରାଧ କିମ୍ବା ଦୁର୍ଘଟଣା ଘଟିବାପରେ ହିଁ ପୁଲିସକୁ ତଦନ୍ତ ପାଇଁ ସିସିଟିଭି ଫୁଟେଜର ସାହାରା ନେବାକୁ ପଡିଥାଏ । ତେବେ, କେବଳ ଅପରାଧୀଙ୍କୁ ଧରିବାରେ ଏହା ସହାୟକ ହୋଇଥାଏ । କିନ୍ତୁ, ଏନଆଇଟିରେ ଅଧ୍ୟୟନରତ ପିଏଚଡ଼ି ଛାତ୍ରଛାତ୍ରୀ ଏଭଳି ଅଭିନବ ଡିଭାଇସ ତିଆରି କରିଛନ୍ତି ।…

ବିଧାୟକ ମୋହନ ମାଝିଙ୍କୁ ଆକ୍ରମଣ ମାମଲା: ସିସିଟିଭି ଫୁଟେଜ ଜାରି କଲା ପୋଲିସ

କେନ୍ଦୁଝର: ସଦର ବିଧାୟକ ମୋହନ ମାଝିଙ୍କୁ ଆକ୍ରମଣ ଘଟଣା। ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ସିସିଟିଭି ଫୁଟେଜ ଜାରି କଲା କେନ୍ଦୁଝର ପୋଲିସ। ଆକ୍ରମଣ ପରେ ବାଇକରେ ଖସି ପଳାଇବା ସମୟରେ ଏହି ଚିତ୍ର ଉଠାଯାଇଥିଲା। ଏହାକୁ ଚିହ୍ନଟ କଲେ ବା ଧରାଇଦେଲେ ଉପଯୁକ୍ତ ପୁରସ୍କାର ଦିଆଯିବ ବୋଲି ପୋଲିସ୍…

ହାଇକୋର୍ଟରେ ପୁଣି ଜାମିନ ଆବେଦନ କଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

କଟକ: ପୁଣି ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ନିମ୍ନ ଅଦାଲତରେ ଜାମିନ ଖାରଜ ହୋଇଥିବା ବେଳେ ଏବେ ପୁଣି ଥରେ ସେ ହାଇକୋର୍ଟରେ ବେଲ୍ ଆବେଦନ କରିଛନ୍ତି । ପୂର୍ବରୁ ଆଗୁଆ ଜାମିନ ଲୋଡ଼ି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପ୍ରଶାନ୍ତ…

ମାଲକାନଗିରି ତୁଳସୀ ପାହାଡ଼ ଏନକାଣ୍ଟର: ଟଳିଲେ ୩ ମାଓବାଦୀ

ମାଲକାନଗିରି: ସୁପକ୍ଷାକର୍ମୀଙ୍କ ଗୁଳିଲେ ଟଳିଲେ ୩ ମାଓବାଦୀ । ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ଅପରେସନରେ ପୋଲିସକୁ ବଡ଼ ସଫଳତା ମିଳିଛି । ମାଥିଲି ଥାନା ତୁଳସୀ ପାହାଡ଼ରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷ ମଧ୍ୟରେ ଘମାସାନ ଲଢ଼େଇ ହୋଇଛି । ପୋଲିସ ଗୁଳିରେ ୩ ଜଣ…