Latest Odisha News

BREAKING NEWS

Browsing Category

ଓଡିଶା

Odisha

କଟକ ମହାନଦୀ ବିହାରରେ ଉଦଘାଟିତ ହେଲା ରୁଚି-ଫ୍ରୋଜିଟର ଫୁଡ଼୍ ଆଉଟଲେଟ୍

କଟକ: କଟକ ମହାନଦୀ ବିହାର ଜଷ୍ଟିସ୍ ଛକ ନିକଟରେ ଉଦଘାଟିତ ହେଲା ରୁଚି ଫ୍ରୋଜିଟର ନୂତନ ତଥା ରୁଚିର ସର୍ବବୃହତ ଫୁଡ଼୍ ଆଉଟଲେଟ୍। ଓଡ଼ିଶାର ଅଗ୍ରଣୀ ମସଲା ଏବଂ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ରୁଚି ଫୁଡ଼୍ ଲାଇନ୍ ଟିଭି ଦ୍ୱାରା ଏହା ପରିଚାଳିତ। ଏହାକୁ ଉଦଘାଟନ କରିଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର…

ପୋଲିସ୍ ହାତରେ ଏଟିଏମ୍ ଲୁଟେରା

ସୁବର୍ଣ୍ଣପୁର: ସାହାଯ୍ୟ କରିବା ବାହାନାରେ ଏଟିଏମରୁ ଚୋରୀ କରୁଥିବା ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ସୁବର୍ଣ୍ଣପୁର ପୋଲିସ୍। ଗିରଫ ଅଭିଯୁକ୍ତ ଜିଲ୍ଲାର ବୀରମହାରାଜପୁର ବ୍ଲକ ସଦେଇପୁର ଗାଁର ୪୪ବର୍ଷିୟ ସୂର୍ଯ୍ୟନାରାୟଣ ବିଶ୍ୱାଳ। ଗତ କିଛି ଦିନତଳେ ସୁବର୍ଣ୍ଣପୁର ଜିଲ୍ଲା ସଦର…

ଘୂର୍ଣ୍ଣି ବଳୟ ସକ୍ରିୟ , ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣି ବଳୟ ସକ୍ରିୟ ହୋଇଛି ଏହାର ପ୍ରଭାବରେ ୩୬ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ଏହା ଘନିଭୂତ ହୋଇ ୪ ରୁ ୫ ଦିନ ଯାଏଁ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଲଘୁଚାପ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରମୁହାଁ ହେବ । ତେବେ ବାତ୍ୟା…

ଟ୍ରକ ଧକ୍କାରେ ଶ୍ରମିକ ମୃତ

ତାଳଚେର : ଟ୍ରକ୍ ଧକ୍କାରେ ଶ୍ରମିକଙ୍କ ଜୀବନ ଗଲା । ତାଳଚେର କଳିଙ୍ଗ ଖଣି ଅଞ୍ଚଳର ସୋଲଡା ଅଞ୍ଚଳରେ ଟ୍ରକ ଆସୋସିଏସନ ଇନ୍ ଗେଟ ଠାରେ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ଜଣକ ହେଲେ ଝାଡ଼ଖଣ୍ଡ ଅଞ୍ଚଳର ସନ୍ତୁରି ତପନ । ଘଟଣା ସ୍ଥଳରେ ଗୋପାଳପ୍ରସାଦ ଫାଣ୍ଡି ପୋଲିସ ପହଁଚି…

ଢେଙ୍କାନାଳରେ କର୍ଣ୍ଣାଟକ ପୋଲିସର ଚଢାଉ, ଧରାପଡିଲା ସାଇବର ଠକ

ଢେଙ୍କାନାଳ: ତାଜା ସ୍ଥିତିରେ ସାଇବର ଠକାମୀର ଧାରା ଅପ୍ରତ୍ୟଶିତ ଭାବେ ବଢିବାରେ ଲାଗିଛି । ପ୍ରତିଦିନ କେଉଁଠି ନା କେଉଁଠି ଏ ନେଇ ଅଭିଯୋଗ ସାମ୍ନାକୁ ଆସୁଛି । ନିକଟରେ କର୍ଣ୍ଣାଟକ ପୋଲିସ ହାତରେ ଓଡିଶାର ଜଣେ ସାଇବର ଠକ ଧରାପଡିଛି । ଢେଙ୍କାନାଳ ଜିଲ୍ଲାରୁ ଜଣେ ଯୁବକ କର୍ଣ୍ଣାଟକ ପୋଲିସ…

ବିନା ଭକ୍ତ ଓ କଟକଣା ଭିତରେ ହେବ ଛତର ଯାତ୍ରା

ଭବାନୀପାଟଣା: ବିଭିନ୍ନ ପୀଠ ଗୁଡିକରେ ଚାଲିଛି ମାଆଙ୍କର ପୂଜାର୍ଚ୍ଚନା । ମଣ୍ଡପରେ ଷଷ୍ଠୀ ପୂଜା ଆରମ୍ଭ ହୋଇଯାଇଥିବା ବେଳେ ପୀଠ ଗୁଡିକରେ ଚାଲିଛି ସପ୍ତମୀ ପୂଜା । କୋଭିଡ଼ କଟକଣା ଭିତରେ ସମସ୍ତ ପୂଜାର୍ଚ୍ଚନା କରାଯାଉଛି । ସେହିଭଳି  କଳାହାଣ୍ଡିରେ ମାଆ ମାଣିକେଶ୍ୱରୀଙ୍କ ନିକଟରେ ଚାଲିଛି…

ରାଜ୍ୟ କ୍ୟାବିନେଟ ବୈଠକରେ ୧୬ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗରୁତ୍ୱପୁର୍ଣ୍ଣ ବୈଠକ ଆଜି ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୬ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏସବୁ ନିଷ୍ପତ୍ତି ଗୁଡ଼ିକ ହେଲା ଅର୍ଥ, ଖାଦ୍ୟଯୋଗାଣ ଓ ଖାଉଟି…

ବାଲୁକା କଳାରେ ଅମିତାଭ ବଚ୍ଚନଙ୍କୁ ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ବଲିଉଡ଼ ସୁପରଷ୍ଟାର ଅଭିନେତା ଅମିତାଭ ବଚ୍ଚନଙ୍କ ଜନ୍ମଦିନ। ୭ଟନ୍ ବାଲି ସାହାଯ୍ୟରେ ପ୍ରାୟ ୧୨ଫୁଟ ଲମ୍ବ ଓ ୫ଫୁଟ୍ ଉଚ୍ଚତା ବିଶିଷ୍ଟ ଏହି କଳାକୃତି ନିର୍ମାଣ କରି ବିଗ୍ ବିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଜି ସେ ୭୯ବର୍ଷରେ ପଦାର୍ପଣ କଲେ। ତାଙ୍କର ଏହି ଜନ୍ମ ଦିବସ ଅବସରରେ ଫ୍ୟାନ୍,…

ହାତୀ ଦାନ୍ତ ବିକ୍ରି ବେଳେ ମାଡ଼ି ବସିଲା ସ୍ପେଶାଲ୍ ସ୍କ୍ୱାଡ୍

ଦେବଗଡ଼: ହାତୀ ଦାନ୍ତ ବିକ୍ରି ଉଦ୍ୟମ ବେଳେ ଚଢ଼ାଉ କଲା ସ୍ପେଶାଲ ସ୍କ୍ୱାଡ୍ । ଦେବଗଡ଼ ଜିଲ୍ଲାରୁ ଜଣେ ହାତୀ ଦାନ୍ତ ବେପାରୀ ଗିରଫ ହୋଇଛି । ତା ନାଁ ସୁନୀଲ ପୋଢ଼ । ତା ନିକଟରୁ ୨ଟି ହାତୀଦାନ୍ତ ଜବତ ହୋଇଛି । ପ୍ରଭାଷୁଣି ଗାଁ ନିକଟରେ ସୁନୀଲକୁ ଗିରଫ କଲା ପୋଲିସର ସ୍ପେଶାଲ ସ୍କ୍ୱାଡ୍ ।…

ଆଜି ଠାରୁ ରାତି ୮ଟା ପରେ ଟ୍ବିନ୍‌ ସିଟିରେ ‌ମୋ ବସ୍‌ ସେବା ବନ୍ଦ

ଭୁବନେଶ୍ୱର: ସୋମବାର ଠାରୁ କଟକ ଏବଂ ଭୁବନେଶ୍ୱରର ଟ୍ବିନ୍‌ ସିଟିରେ ରାତ୍ରି କର୍ଫ୍ୟୁ ଲାଗୁ ହେବା ସହିତ ମୋ ବସ୍ ସେବା ରାତି ୮ ଟା ପରେ ଉପଲବ୍ଧ ହେବ ନାହିଁ। ଏକ ପ୍ରେସ ବିଜ୍ଞପ୍ତିରେ ରାଜଧାନୀ ଆଞ୍ଚଳିକ ସହରାଞ୍ଚଳ ପରିବହନ (CRUT) କହିଛି ଯେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ…