Latest Odisha News

BREAKING NEWS

Browsing Category

ଓଡିଶା

Odisha

ଡଃ ଗୋପବନ୍ଧୁ ଦାଶଙ୍କ ଗବେଷଣାତ୍ମକ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସହଯୋଗ ଉପରେ ଡଃ ଗୋପବନ୍ଧୁ ଦାଶଙ୍କ ଲିଖିତ ଗବେଷଣାଭିତ୍ତିକ ପୁସ୍ତକ Dynamics of Indo-South African Cooperation in a Chaning Worldର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ…

ମୋ ସରକାରର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ମୋ ସରକାରର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଭାଗୀୟ ଅଧିକାରୀମାନଙ୍କୁ ଏ କ୍ଷେତ୍ରରେ ଆହୁରି କ୍ରିୟାଶୀଳ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ସମସ୍ତେ ବିଭିନ୍ନ କ୍ଷେତ୍ରରେ ସରକାରୀ ସେବା ପାଉଛନ୍ତି ବା ବିଭିନ୍ନ କଲ୍ୟାଣକାରୀ…

୪ ଦଫା ଦାବିରେ ପିଡବ୍ଲ୍ୟୁଡି ଅଫିସ୍ ଘେରିଲା ବରଗଡ ନଗର କଂଗ୍ରେସ

ବରଗଡ଼ : ବରଗଡ ସହରରେ ଅଧପନ୍ତରିଆ ଅବସ୍ଥାରେ ପଡି ରହିଛି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ । ପୁରୁଣା ଜିରା ନଦୀ ବ୍ରିଜର ଚୁକ୍ତି ସମୟ ସୀମା ଶେଷ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରିଲାନି ନିର୍ମାଣ କାର୍ଯ୍ୟ । ତେଣୁ କାର୍ଯ୍ୟ ଦାୟିତ୍ବ ନେଇଥିବା ଠିକାଦାରର ଟେଣ୍ଡରକୁ ଶେଷ କରି ନୂଆ ଟେଣ୍ଡର…

ଦୁର୍ଘଟଣାରେ ଯୁବକଙ୍କ ଅକାଳ ବିୟୋଗ

ଟିଟିଲାଗଡ଼ : ଦୁର୍ଘଟଣାରେ ଯୁବକଙ୍କ ଜୀବନ ଗଲା । ଟିଟିଲାଗଡ଼ ସଇଁତଲା ମୁଖ୍ୟ ରାସ୍ତାର ଶଗଡ଼ଘାଟି ନିକଟରେ ରାସ୍ତା ଉପରେ ଜଣେ ଯୁବକ ଦୁର୍ଘଟଣାରେ ଶିକାର ହୋଇ ଗୁରୁତର ହୋଇ ପଡ଼ିଥିଲେ। ଟିଟିଲାଗଡ଼ ଥାନା ଅଧିକାରୀ ରଞ୍ଜନ ବରିହା ସୂଚନା ପାଇ ଶଗଡ଼ଘାଟି ଗାଁ ନିକଟରୁ ମୁର୍ମୁଷ ଅବସ୍ଥାରେ ଯୁବକଙ୍କୁ…

ବିଜେପି ହାତ ଛାଡିବେ ଜୟରାମ ପାଙ୍ଗି : ଗଠନ କଲେ ଦଣ୍ଡକାରାଣ୍ୟ ପର୍ବତମାଳା ବିକାଶ ପରିଷଦ

କୋରାପୁଟ : ବିଜେପି ଛାଡିବେ କି ଜୟରାମ ପାଙ୍ଗି । ମାଟିର ବିକାଶ ପାଇଁ ବିଜେପି ଛାଡିବେ ଜୟରାମ ପାଙ୍ଗି । ଆଦିବାସୀଙ୍କ ସ୍ବାର୍ଥ ଓ ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ପାଇଁ ଦଳ ଛାଡିବେ କହିଛନ୍ତି ଜୟରାମ ପାଙ୍ଗି । ଏହାସହ ଗଠନ କରିଛନ୍ତି ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ।…

କୋଭାକ୍ସିନକୁ ଆଜି ମିଳିପାରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଅନୁମତି

ନୂଆଦିଲ୍ଲୀ : ଭାରତ ବାୟୋଟେକର କୋଭିଡ ଟିକା କୋଭାକ୍ସିନକୁ ଆଜି ମିଳିପାରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଅନୁମତି । ଯଦି ଏହି ଟିକାକୁ ଅନୁମତି ମିଳେ ତେବେ ଏହାର ରପ୍ତାନୀ ଓ ଭାରତୀୟଙ୍କ ବିଦେଶ ଯାତ୍ରା ଲାଗି ବାଟ ସଫା ହେବ । ଯଦି ଅନୁମତି ମିଳେ ତେବେ ଭାରତୀୟ ଯାତ୍ରୀଙ୍କୁ ବିଦେଶରେ…

ୟୁପି ଚାଷୀ ମୃତ୍ୟୁ ଘଟଣା : ସୋନପୁର ଶ୍ରମିକ କୃଷକ ଏକତା ମଞ୍ଚର ବିକ୍ଷୋଭ

ସୋନପୁର : ଉତ୍ତର ପ୍ରଦେଶ ଚାଷୀ ମୃତ୍ୟୁ ଘଟଣାକୁ ନେଇ ସୋନପୁର ଜିଲ୍ଲାରେ ପ୍ରତିବାଦ । ଉତ୍ତର ପ୍ରଦେଶ ଲଖିପୁର ଠାରେ ହୋଇଥିବା ଚାଷୀ ମୃତ୍ୟୁ ଘଟଣାକୁ ନିନ୍ଦା କରି ସୁବର୍ଣ୍ଣପୁର ଜିଲ୍ଲା ଶ୍ରମିକ କୃଷକ ଏକତା  ମଞ୍ଚ ପକ୍ଷରୁ ବିରମହାରାଜପୁର ମୁଖ୍ୟ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।…

ଫିଟୁଛି ମୁମ୍ବାଇ ଡ୍ରଗ୍ସ କାରବାରର ଗୁମର, ୧୨ ଜଣଙ୍କୁ ବାନ୍ଧିଲାଣି ଏନସିବି

ମୁମ୍ବାଇ : ଫିଟୁଛି ମୁମ୍ବାଇ ଡ୍ରଗ୍ସ କାରବାରର ଗୁମର । ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟି ଗୋଟି ତଥ୍ୟ ହାସଲ କରୁଛି ଏନସିବି । ତେବେ ଜେରା ବେଳେ କ୍ରିପ୍ଟୋକରେନ୍ସି ଜରିଆରେ ଅଭିଯୁକ୍ତମାନେ ମାଦକ ଦ୍ରବ୍ୟ କ୍ରୟ କରିଥିଲେ ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଛି । ଏଡାସହ ଶାହରୁଖଙ୍କ ପୁଅ ଆର୍ଯ୍ୟନଙ୍କ…

ଏଣିକି ସ୍ବୟଂ ସହାୟକ ଗୋଷ୍ଠୀ ଆଦାୟ କରିବ ବିଜୁଳି ବିଲ୍

ଭୁବନେଶ୍ବର : ଏଣିକି ସ୍ବୟଂ ସହାୟକ ଗୋଷ୍ଠୀ ଆଦାୟ କରିବ ବିଜୁଳି ବିଲ୍‌ । ଘରକୁ ଯାଇ ବିଲ୍‌ ଆଦାୟ କରିବ ଏସଏଚଜି । ଯେଉଁ ଘରକୁ ବିଜୁଳି ସଂଯୋଗ ଦିଆଯାଇନି, ତୁରନ୍ତ ଦିଆଯିବ । ଲୋକଙ୍କ ଘରେ ଲାଗିବ ପ୍ରିପେଡ ସ୍ମାର୍ଟ ମିଟର । ସିମ୍ କାର୍ଡ ଜରିଆରେ ଜଣେ ଯେତିକି ପେମେଣ୍ଟ କରିବ, ସେତିକି…

ପୂଜା ପୂର୍ବରୁ ମୁକୁଳା ଡ୍ରେନରେ ପଡିବ ସ୍ଲାବ୍‌, ବିଧାନସଭାର ଷ୍ଟାଣ୍ଡିଙ୍ଗ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକରେ…

ଭୁବନେଶ୍ବର : ଅଘଟଣ ପରେ ଚେତା ପଶିଲା । ଏବେ ମୁକୁଳା ଡ୍ରେନ ଉପରେ ପଡିବ ସ୍ଲାବ୍‌ । ଡ୍ରେନ ଉପରେ ଜବର ଦଖଲ ଉଚ୍ଛେଦ ହେବ । ସହରାଞ୍ଚଳରେ ଡ୍ରେନେଜ ସମସ୍ୟା ନେଇ ବିଧାନସଭାର ଷ୍ଟାଣ୍ଡିଙ୍ଗ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପୂଜା ପୂର୍ବରୁ ସମସ୍ତ କାମ ସାରିବାକୁ…