Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜିଠୁ ଓଜେଇଇ କାଉନସେଲିଂ

ଭୁବନେଶ୍ୱର: ଆଜିଠୁ ଓଜେଇଇ କାଉନସେଲିଂ । ଆଜିଠୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା OJEE ପାଇଁ କାଉନସେଲିଂ ପ୍ରକ୍ରିୟା । MBA, MCA, MTech, ଏମ୍ ଆର୍କ, ଏମ୍ ଫାର୍ମା, ଲାଟେରାଲ ଟେକ୍‍ , ଲାଟେରାଲ ଟେକ୍ ବିଏସ୍ ସି, ଲାଟେରାଲ ଫାର୍ମା, ଏମ୍ ଇଣ୍ଟିଗ୍ରେଟେଡ ଏମ୍ ବିଏରେ ନାମ…

୨୧୬ଟି ଫାଣ୍ଡି ଦାୟିତ୍ୱରେ ରହିବେ ସବ୍‌-ଇନ୍ସପେକ୍ଟର

ଭୁବନେଶ୍ୱର : ଏଣିକି ସବ୍‌-ଇନ୍ସପେକ୍ଟର ମାନେ ଓଡ଼ିଶା ପୋଲିସ ବିଭାଗର ଫାଣ୍ଡି ଦାୟିତ୍ୱରେ ରହିବାର ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ୨୧୬ ଟି ଫାଣ୍ଡି ଦାୟିତ୍ୱରେ ସବ୍‌ ଇନ୍‌ସପେକ୍ଟର ମାନେ ରହିବେ । ପୂର୍ବରୁ ସହକାରୀ ସବ୍ଇନିସପେକ୍ଟର ମାନେ ଏହି ଫାଣ୍ଡି ଦାୟିତ୍ୱରେ ରହୁଥିବା ବେଳେ ଏବେ…

ଗହଣା ଦୋକାନରେ GST ଚଢ଼ାଉ

ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳର ଦୁଇଟି ସୁନା ବ୍ୟବସାୟୀଙ୍କ ଦୋକାନରେ GST ବିଭାଗ ତରଫରୁ ଚଢ଼ାଉ କରାଯାଇଛି । ଖଡ଼ିଆଳ ସହରରେ ଥିବା ଗୋବିନ୍ଦ ଅଗ୍ରୱାଲ ଓ ଉମେଶ ଅଗ୍ରୱାଲଙ୍କ ଦୁଇ ଗୋଟି ସୁନା ଅଳଙ୍କାର ଦୋକାନରେ ଜିଏସଟି ବିଭାଗ ନୂଆପଡା ୟୁନିଟ ଡେ଼ପୁଟି କମିଶନର ପ୍ରିୟବ୍ରତ ଗଡତିଆଙ୍କ…

ଟ୍ରେଜେରିକୁ ଯିବ କଳାହାଟ ଦ୍ୱାର ୫ଶହ କେଜି ରୁପା

ପୁରୀ : ଟ୍ରେଜେରିକୁ ଯିବ କଳାହାଟ ଦ୍ୱାର ୫ଶହ କେଜି ରୁପା । ନୀଳାଦ୍ରି ଭକ୍ତ ନିବାସ ଷ୍ଟ୍ରଙ୍ଗରୁମରୁ ଜିଲ୍ଲା ଟ୍ରେଜେରିକୁ ଯିବ ଶ୍ରୀମନ୍ଦିର କଳାହାଟ ଦ୍ୱାର ରୁପା ଚାଦର । ଶ୍ରୀମନ୍ଦିର ପ୍ରଶାସନ କଳାହାଟ ଦ୍ୱାରର ସୁରକ୍ଷା ଦାୟିତ୍ବରୁ ନିଜକୁ ମୁକ୍ତ କରି ଜିଲ୍ଲା ପ୍ରଶାସନକୁ ଏହି ଦାୟିତ୍ବ…

ବେଆଇନ୍ ବିସ୍ଫୋରକ ଗୋଦାମରେ ଚଢ଼ଉ, ୨ଟି ବେଆଇନ୍ ଗୋଦାମ ସିଲ୍‌

ଯାଜପୁର: ବେଆଇନ୍ ବିସ୍ଫୋରକ ଗୋଦାମରେ ଚଢ଼ଉ, ୨ଟି ବେଆଇନ୍ ଗୋଦାମ ସିଲ୍‌ । ଧର୍ମଶାଳା ତହସିଲର କଳାପଥର ଖାଦାନରେ ବିସ୍ଫୋରକ ସାମଗ୍ରୀ । ଗତକାଲିଠାରୁ ଜେନାପୁର ଥାନା ଅଞ୍ଚଳରେ ପୁଲିସ ଚଢ଼ଉ କରି ୨ଟି ବେଆଇନ୍ ଗୋଦାମକୁ ସିଲ୍‌ କରିଛି । ଏହି ଗୋଦାମରୁ ବିପୁଳ ପରିମାଣ ବିସ୍ଫୋରକ ସାମଗ୍ରୀ…

୮ ସୁଦ୍ଧା କାର୍ଯ୍ୟରେ ଯୋଗ ନଦେଲେ କାର୍ଯ୍ୟାନୁଷ୍ଠାନ; ପ୍ରଧାନ ଶିକ୍ଷକ ଭାବରେ ପଦୋନ୍ନତି ପାଇଥିବା ଶିକ୍ଷକମାନଙ୍କୁ…

ଭୁବନେଶ୍ୱର: ନିକଟରେ ପ୍ରଧାନ ଶିକ୍ଷକ ଭାବରେ ପଦୋନ୍ନତି ପାଇଥିବା ଶିକ୍ଷକମାନଙ୍କୁ ଅକ୍ଟୋବର ୮ ସୁଦ୍ଧା କାର୍ଯ୍ୟରେ ଯୋଗଦେବାକୁ ଓଡିଶା ସରକାର କହିଛନ୍ତି। କାର୍ଯ୍ୟରେ ଯୋଗ ନଦେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସରକାର କହିଛନ୍ତି। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ…

ରାଜ୍ୟରେ ୪୫୩ ନୂଆ ଆକ୍ରାନ୍ତ; ୫୩ ଛୁଆ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ଖସୁଛି ଦୈନିକ କରୋନା ମାମଲା। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୪୫୩ଟି କରୋନା ମାମଲା ରିପୋର୍ଟ ହୋଇଛି। ସେଥିରୁ ୧୮ ବର୍ଷ ଭିତରେ ୫୩ ଜଣ ଛୁଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୬୫ ଜଣ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ଲୋକାଲ୍‌ କେସ୍‌ ରହିଛି ୧୮୮।…

ଘର ଆଗରେ ଧାରଣାରେ ବସିଛନ୍ତି ସଫେଇ କର୍ମଚାରୀ, ସମସ୍ୟା ସମାଧାନରେ ଅସହାୟ ବିଧାୟକ

ବାଲେଶ୍ବର : ବାଲେଶ୍ବର ପୌରପାଳିକା ଅଞ୍ଚଳରେ ସଫେଇ କାର୍ଯ୍ୟ ଟେଣ୍ଡର ଓ କର୍ମଚାରୀ ନିଯୁକ୍ତିକୁ ନେଇ ବଢ଼ିବାରେ ଲାଗିଛି ବିବାଦ । ଦୁଇ ଗୋଷ୍ଠୀରେ ସଫେଇ କର୍ମଚାରୀ ବିଭକ୍ତ ହୋଇଥିବା ବେଳେ, ଗୋଟିଏ ଗୋଷ୍ଠୀ ବିଭିନ୍ନ ଦାବି ନେଇ ସଦର ବିଧାୟକ ସୂରୂପ ଦାସଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ।…

ଜୁଆ ଆଡ୍ଡାରେ ପୋଲିସର ଅତର୍କିତ ଚଢାଉ, ୫ ଅଟକ

ସମ୍ବଲପୁର: ଜୁଆଡିଙ୍କ ନାକେଦମ କରିଛି ସମ୍ବଲପୁର ପୋଲିସ । ଜିଲ୍ଲାରେ ପ୍ରତିଦିନ ଜାରି ରହିଛି ଅତର୍କିତ ଚଢାଉ । ଆଜି ମାନେଶ୍ୱର ଗାଁରେ ଜୁଆ ଖେଳ ଚାଲିଥିବା ସମୟରେ ସଦର ପୋଲିସ ଅତର୍କିତ ଭାବେ ଚଢାଉ କରିଥିଲା । ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ମାନେଶ୍ୱର ଗାଁର କେନାଲପଡାରେ ପୋଲିସ ଚଢାଉ…

ଅଲ୍ ଇଣ୍ଡିଆ ସାନ୍ତାଳ’ ହୋ’ ମୁଣ୍ଡା କଳାକାର ସଂଘର ସାଧାରଣ ବୈଠକ ଅନୁଷ୍ଠିତ

ବାରିପଦା: ମୟୁରଭଂଜ ଜିଲ୍ଲା ବାରିପଦା ସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ଆଜି ଅଲ୍ ଇଣ୍ଡିଆ ସାନ୍ତାଳ’ ହୋ’ ମୁଣ୍ଡା (AISHMAA) କଳାକାର ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କେନ୍ଦ୍ରୀୟ କମିଟିର ଅନୁମୋଦନ କ୍ରମେ ଓଡିଶା ପାଇଁ ୧୨ ଜଣିଆ ଏକ୍‌ଜିକ୍ୟୁଟିଭ୍ କମିଟି ଗଠନ କରାଯାଇଛି…