Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦେଶୀମଦ ବୋଝେଇ ବୋଲେରୋ ଜବତ, ଗାଡି ଛାଡ଼ି ଘଟଣାସ୍ଥଳରୁ ଆସାମୀ ଫେରାର

ଭଦ୍ରକ : କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗକୁ ବଡ଼ ସଫଳତା । ବିପୁଳ ପରିମାଣର ଦେଶୀ ମଦ ଜବତ ଜରିଛି ଅବକାରୀ ବିଭାଗ । ମଦ ବୋଝେଇ ବୋଲେରୋକୁ ଜବତ କରାଯାଇଥିବା ବେଳେ, ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଡ୍ରାଇଭର । ସୂଚନା ଅନୁଯାୟୀ, ବୋଲେରୋ ଯୋଗେ ଦେଶୀ ମଦ ବାହାରକୁ ଚାଲାଣ ହେଉଥିଲା ।…

ପଛକୁ ହଟିଲା ପଶ୍ଚିମବଙ୍ଗ, ଭାଙ୍ଗିଲା ନିର୍ମାଣ କରିଥିବା ପାଚେରି

ବାଲେଶ୍ବର : ପଛକୁ ହଟିଲା ପଶ୍ଚିମବଙ୍ଗ ପ୍ରଶାସନ । ବିରୋଧ ପରେ ଭାଙ୍ଗିଲା ନିର୍ମାଣ କରିଥିବା ପାଚେରି । ଓଡ଼ିଶା ସୀମା ଭିତରରେ ପଶ୍ଚିମବଙ୍ଗ ପ୍ରଶାସନ ଜୋର ଜବରଦସ୍ତ ପାଚେରି ନିର୍ମାଣ କରୁଥିଲା । କିନ୍ତୁ ସେହି ପାଚେରିକୁ ରାତି ଅଧିଆ ଭାଙ୍ଗି ଦେଇଛି ପଶ୍ଚିମବଙ୍ଗ ପ୍ରଶାସନ । ଓଡିଶାର…

ବାୟୁ ପ୍ରଦୂଷଣରେ ବର୍ଷକୁ ଯାଉଛି ୭୦ ଲକ୍ଷ ଜୀବନ, ଚିନ୍ତା ପ୍ରକଟ କଲା WHO

ନୂଆଦିଲ୍ଲୀ : ବିଶ୍ବରେ ବଢୁଛି ବାୟୁ ପ୍ରଦୂଷଣ । ବିଷାକ୍ତ ବାୟୁ ଯୋଗୁ ରୋଗ ବଢିବା ସହ ବଢୁଛି ମୃତ୍ୟୁସଂଖ୍ୟା । ବାୟୁର ଗୁଣାବତ୍ତା କମୁଥିବାରୁ ହୃଦ ରୋଗ ଓ ଲଙ୍ଗସଜନିତ ରୋଗ ବୃଦ୍ଧି ପାଇବାରେ ଲାଗିଛି । ବାୟୁ ପ୍ରଦୂଷଣ ଯୋଗୁଁ ବର୍ଷକୁ ବିଶ୍ବରେ ପ୍ରାୟ ୭୦ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି…

ଝାରସୁଗୁଡାରେ ଚାଂଚଲ୍ୟ ଖେଳାଇଲା ନକଲି ମାଓବାଦୀ ଗିରଫ ମାମଲା

ଝାରସୁଗୁଡା: ମାଓବାଦୀ ନାଁରେ ଟଙ୍କା ହଡପ କରିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । ଏକ ଧମକପୂର୍ଣ୍ଣ ଚିଠିକୁ ନେଇ ତଦନ୍ତ କରୁଥିବା ଝାରସୁଗୁଡା ପୋଲିସ ହାତରେ ଧରାପଡିଛି ମୁଖ୍ୟ କାର୍ପଟଦାର୍ । ବେଦାନ୍ତ ଆଲୁମିନା ଅଧିନରେ ସିମେନ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ କମ୍ପାନୀର ସାଇଟ୍…

ପ୍ରାଥମିକ ସ୍କୁଲ ଖୋଲିବା ନେଇ ନିଷ୍ପତି ହୋଇନାହିଁ – ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ୱର :ପ୍ରାଥମିକ ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା । ଏଯାଏ ପ୍ରାଥମିକ ସ୍କୁଲ ଖୋଲିବା ନେଇ ନିଷ୍ପତି ହୋଇନାହିଁ। ବିଭିନ୍ନ ବିଭାଗରୁ ପ୍ରସ୍ତାବ ଆସୁଛି । ସରକାର ନିଷ୍ପତି ନେଇନାହାନ୍ତି । ପିଲାମାନଙ୍କ ବ୍ୟସ୍ତତା ବୃଦ୍ଧି ପାଇଲାଣି । ପୂଜା ପାଇଁ…

ଅପମିଶ୍ରଣ ଅଭିଯୋଗରେ ବେକେରୀ ଫ୍ୟାକ୍ଟ୍ରି ଉପରେ ଚଢାଉ

କଟକ : ଆମେ ଖାଉଥିବା ପାଉଁରୁଟି କେତେ ସତେଜ? ଏହି ପାଉଁରୁଟି ଖାଇବା ଶରୀର ପକ୍ଷେ କେତେ କ୍ଷତିକାରକ ତାହା ଆମେ ଜାଣିନେ । କଟକର ଏମିତି କିଛି ଅପମିଶ୍ରିତ ବେକେରୀ ଫ୍ୟାକ୍ଟ୍ରି ଉପରେ ଅତର୍କିତ ରେଡ୍ କରିଛି ମହାନଗର ନିଗମର ସ୍ୱାସ୍ଥ୍ୟ ବିଭାଗ ।  ଶିଖରପୁର ଅଞ୍ଚଳର ୩ଟି ବେକେରୀ ଫ୍ୟାକ୍ଟ୍ରି…

ପୋଲିସ ପଞ୍ଝାରେ ବ୍ରାଉନସୁଗାର ବେପାରୀ ,୩ ଗିରଫ

ପୁରୀ : ପୁରୀରେ ଧରାହେଲେ ବ୍ରାଉନସୁଗାର ବେପାରୀ । ପୁରୀ ଏସଟିଏଫ ଟିମକୁ ମିଳିଛି ସଫଳତା । ପୁରୀ ଏସଟିଏଫ ଟିମ୍ ଚଢଉ କରି ୩ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନଙ୍କ ଠାରୁ ୧୦ ଟି ପଲିଥିନ ପ୍ୟାକେଟରେ ୪୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଯାହାର ଆନୁମାନିକ…

ଓଡ଼ିଆ ଛାତ୍ରଙ୍କ କମାଲ୍, ମିନି ଫ୍ରିଜ୍ ତିଆରି କରି ସାଉଁଟିଲେ ପ୍ରଶଂସା

ଭଦ୍ରକ: କିଛି ନୂଆ କରିବାର ନିଶା ଦେଲା ଏକ ସ୍ୱତନ୍ତ୍ର ପରିଚୟ । ମିନି ଫ୍ରିଜ୍ ତିଆରି କରି ଚର୍ଚ୍ଚାରେ ଓଡ଼ିଆ ପୁଅ । ଏନେଇ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନୀତ ହୋଇଛନ୍ତି ଭଦ୍ରକ ଜଗନ୍ନାଥପୁର ଅଞ୍ଚଳର କମଳ କିଶୋର ମାଝୀ । କୃଷ୍ଣଚନ୍ଦ୍ର ମାଝୀ ଓ କୁନ୍ତଳା ମାଝୀଙ୍କ ବଡ଼ପୁଅ କମଲ । କମଳ…

ପ୍ରେମୀଯୁଗଳଙ୍କ ଭିଡିଓ ଭାଇରାଲ୍‌, ଆକ୍ସନ ମୋଡରେ ମାଲକାନଗିରି ପୋଲିସ

ମାଲକାନଗିରି: ପୁଣି ସାମ୍ନାକୁ ଆସିଲା ଭଦ୍ରମୁଖା ସମାଜର କୁତ୍ସିତ ଚେହେରା । ଜଙ୍ଗଲ ମଝିରେ ପ୍ରେମୀଯୁଗଳଙ୍କ ଅନ୍ତରଙ୍ଗ ମୁହୁରତ୍ତ୍ୱର ଭିଡିଓ ଉତ୍ତୋଳନ କରି କିଛି ଯୁବକ ଏହାକୁ ସୋସିଆଲ ମିଡିଆରେ ଭାଇରାଲ୍ କରିଛନ୍ତି । ଏଭଳି ଏକ ଘୃଣ୍ୟ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ମାଲକାନଗିରି ଜିଲ୍ଲା ।…

ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସମ୍ଭାବନା , ୨୫ରୁ ପ୍ରବଳ ବର୍ଷା

ଭୁବନେଶ୍ୱର : ବଙ୍ଗୋପସାଗରରେ ବୁଧବାର ଠାରୁ ଘୁର୍ଣ୍ଣି ବଳୟ ସୃଷ୍ଟି ହୋଇଛି । ଏବେ ଘନିଭୂତ ହେଉଛି ମିଆଁମାରରେ ଉପକୂଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣି ବଳୟ।  ଏହାର ପ୍ରଭାବରେ ୨୪ ତାରିଖ ସନ୍ଧ୍ୟା ବେଳକୁ ଉତ୍ତର-ପୂର୍ବ ଓ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି…