Latest Odisha News

BREAKING NEWS

Browsing Category

ଓଡିଶା

Odisha

୨୬ ରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମଙ୍ଗଳବାର ସକାଳେ ପଶ୍ଚିମବଙ୍ଗର ଦକ୍ଷିଣ ଭାଗ ଏକ ଲଘୁଚାପ ସୃଷ୍ଟି ହୋଇଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ପାଣିପାଗ ବିଭାଗ ବୁଧବାର ଦିନ ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କଳାହାଣ୍ଡି, ବଲାଙ୍ଗୀର, ନୁଆପଡା, ସୋନେପୁର, ସମ୍ବଲପୁର ଏବଂ ଦେଓଗଡର ଗୋଟିଏ…

ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ୨ ଗିରଫ

ସୋନପୁର : ଯୁବତୀଙ୍କୁ ଅସଦାଚରଣ କରିବା ପଡ଼ିଲା ମହଙ୍ଗା । ସୋନପୁର ସହର ଗୋକରନେଶ୍ୱର ପଡ଼ାରୁ ଜଣେ ଯୁବତୀଙ୍କୁ ନିଶାସକ୍ତ କରି ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି । ଅଭିଯୁକ୍ତ ଦୁଇଜଣ ସହରର ସ୍ୱେଚ୍ଛାସେବୀ ବୋଲାଉଥିବା ଗଣେଶ ସାହୁ ଓ ବିଦ୍ୟୁତ…

ଅଦାଲତ ପାର୍ଶ୍ବରେ ହେବ ପାଦଚଲା ସେତୁ

ଭୁବନେଶ୍ବର: କମିସନରେଟ୍‌ ପୋଲିସଭୁବନେଶ୍ବର କାର୍ଯ୍ୟାଳୟ ସୋମବାର ଅପରାହ୍ନରେ ପୋଲିସ ଆୟୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବର ଓକିଲ ସଂଘର ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆୟୁକ୍ତ ଅଦାଲତ ସାମ୍‌ନାରେ ପ୍ରତିଦିନ ଉପୁଜୁଥିବା ଟ୍ରାଫିକ୍‌ ସମସ୍ୟା…

ଆଉ ୮ଟି ଗେଟ୍‌ ଖୋଲିଲା ହୀରାକୁଦ ଡ୍ୟାମ୍‌

ସମ୍ବଲପୁର: ମହାନାଦୀର ବନ୍ୟା ଜଳ ସମ୍ପୂର୍ଣ୍ଣ ଜଳଭଣ୍ଡାର ସ୍ତର (FRL) ନିକଟରେ ପହଞ୍ଚିବା ପରେ ଡ୍ୟାମ କର୍ତ୍ତୃପକ୍ଷ ଜଳଭଣ୍ଡାରର ଜଳ ସ୍ତରର ନିୟନ୍ତ୍ରଣ‌ ବଜାୟ ରଖିବା ପାଇଁ ମଙ୍ଗଳବାର ଦିନ ଆଉ ଦୁଇଟି ଗେଟ୍‌ ଖୋଲିଛନ୍ତି। ସୂଚନାଯୋଗ୍ୟ, ଡ୍ୟାମ କର୍ତ୍ତୃପକ୍ଷ ସୋମବାର ବନ୍ୟା ଜଳକୁ ମୁକ୍ତ…

କେନ୍ଦୁଝର ବିଦ୍ୟୁତ ବିଭାଗର ଏସ୍‌ଡିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କେନ୍ଦୁଝର: କେନ୍ଦୁଝର ବିଦ୍ୟୁତ ବିଭାଗର ଏସ୍‌ଡିଓ ମହେଶ୍ଵର ସେଠୀଙ୍କ ଘରେ ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି । ତାଙ୍କର ସ୍ପଞ୍ଜ କଲୋନୀ ଓ ଘଟଗାଁ ସ୍ଥିତ ଘରେ ଭିଜିଲାନ୍ସ ଚଢାଉ କରିଛି। ସେହିପରି ରିମୁଳି ସ୍ଥିତ ତାଙ୍କ ଶ୍ଵଶୁର ଘର ଏବଂ ଘଟଗାଁ ରେ ଥିବା ନିଜ…

ଆଜି ୪୬୨ ନୂଆ ଆକ୍ରାନ୍ତ ଚିହ୍ନଟ; ୭୦ ଛୁଆ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ କମୁଛି କରୋନା କାୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୬୨ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨୬୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୯୪ଟି । ରାଜ୍ୟରେ ୧୮ ବର୍ଷ ଭିତରେ ଆଉ ୭୦ ଜଣ ସଂକ୍ରମିତ ହୋଇଛନ୍ତି । ଅନୁଗୁଳରୁ ୬, ବାଲେଶ୍ବରରୁ ୧୧, ବରଗଡରୁ ୪, ଭଦ୍ରକରୁ…

ଜୟପୁର କଲେଜ ଛାତ୍ରଙ୍କୁ ଅପହରଣ ଓ ବଳାତ୍କାର ମାମଲାର ରାୟ ପ୍ରକାଶ

ଜୟପୁର : ଜୟପୁର କଲେଜ ଛାତ୍ରଙ୍କୁ ଅପହରଣ ଓ ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି । ଜୟପୁର ସ୍ଥିତ ସ୍ୱତନ୍ତ୍ର ଫାଷ୍ଟଟ୍ରାକ ପୋକ୍ସୋ କୋର୍ଟରେ ଏହି ମାମଲାର ରାୟ ପ୍ରାକାଶ ପାଇଛି । ଜଜ ପ୍ରଦୀପ କୁମାର ସାସମଲ ରାୟର ଶୁଣାଣି କରିଛନ୍ତି। ବିଂସିପୁର ଅଞ୍ଚଳର ଅଭିଯୁକ୍ତ ସୁମନ ବାଘକୁ ୩ ଟି…

ବୈତରଣୀରେ କମୁଛି ବନ୍ୟା ପାଣି, ଶହ ଶହ ହେକ୍ଟର ଚାଷ ଜମିରେ ଲହଡି ମାରୁଛି ପାଣି

ଭଦ୍ରକ : ଭଦ୍ରକରେ ଟଳିଲା ବନ୍ୟା ଆଶଙ୍କା । ବୈତରଣୀ ନଦୀର ତଳମୁଣ୍ଡରେ ହ୍ରାସ ପାଉଛି ଜଳସ୍ତର । ଫଳରେ ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁରରେ ବନ୍ୟାପାଣି କମିବାରେ ଲାଗିଛି । ଆଜି ପୂର୍ଣ୍ଣିମା ଥିବାରୁ ଜୁଆର ସମୟରେ ବନ୍ୟାପାଣି ନିଷ୍କାସନରେ ବାଧା ଉପୁଜିଛି । ଗୋଟିଏ ପଟେ ବନ୍ୟା କମିଥିବା…

ମୟୂରଭଞ୍ଜ ଗସ୍ତରେ ମନ୍ତ୍ରୀ ସୁଦାମ ମାରାଣ୍ଡି

ମୟୂରଭଞ୍ଜ : ମୟୂରଭଞ୍ଜ ଗସ୍ତରେ ଗଲେ ମନ୍ତ୍ରୀ ସୁଦାମ ମାରାଣ୍ଡି । ବନ୍ୟା ପରିସ୍ଥିତି ସମୀକ୍ଷା କରିବା ସହ ଲୋକଙ୍କ ଦୁଃଖ ବୁଝିଲେ । ରାଜ୍ୟ ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି ଦିନିକିଆ ମୟୂରଭଞ୍ଜ ଗସ୍ତରେ ଯାଇଛନ୍ତି ।ସେ ହେଲିକେପ୍ଟର ଯୋଗେ ମୟୂରଭଞ୍ଜରେ…

ଚାଲିଥିଲା ବାଘଛାଲ ଡିଲ୍‌, ମାଡିବସିଲା ବାରିପଦା ବନ ବିଭାଗ

ବାରିପଦା: ମୟୁରଭଂଜ ଜିଲ୍ଲାରେ ଚାଂଚଲ୍ୟ ଖେଳାଇଛି ବାଘଛାଲ ଡିଲ୍ । ଏହି ମାମଲାରେ ବାରିପଦା ବନ ବିଭାଗ ହାତରେ ଧରାପଡିଛନ୍ତି ଦୁଇ ଅଭିଯୁକ୍ତ । ଅଧିକ ତଥ୍ୟ ପାଇଁ ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରହିଛି । ବାରିପଦାର ଏକ ହୋଟେଲରେ ଚାଲିଥିଲା ବାଘଛାଲ ଡିଲ୍ । କୌଣସି ସୁତ୍ରରୁ ଖବର ପାଇ…