Latest Odisha News

BREAKING NEWS

Browsing Category

ଓଡିଶା

Odisha

୨୨୫୬ କିଲୋ ଗଞ୍ଜେଇ ଜବତ ,୩ ଗିରଫ

ମାଲକାନଗିରି : ଅଭିନବ ଉପାୟରେ ହେଉଥିଲା ଗଞ୍ଜେଇ ଚୋରାଚାଲଣ । ମାଲକାନଗିରି ଜିଲ୍ଲା ଚିତ୍ରୋକୋଣ୍ଡା ଅଞ୍ଚଳରୁ ରାୟପୁରକୁ କୋଇଲା ବୋଝେଇ ଟ୍ରକରେ ହେଉଥିଲା ଗଞ୍ଜେଇ ଚୋରାଚାଲଣ । ୨୨୫୬ କେଜି ଗଞ୍ଜେଇ ଜବତ ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ କୋଟିରୁ…

କାଳ ହେଉଛି ମୁକୁଳା ଡ୍ରେନ୍‌; ୬ ବର୍ଷରେ ଗଲାଣି ୭ ଜଣଙ୍କ ଜୀବନ

ଭୁବନେଶ୍ୱର: କାଳ ହେଉଛି ମୁକୁଳା ଡ୍ରେନ୍‌। ୬ ବର୍ଷରେ ନେଲାଣି ୭ ଜଣଙ୍କ ଜୀବନ। ରବିବାର ଅପରାହ୍ନରେ ରାଜଧାନୀ ଭୁବନେଶ୍ବରରେ ଏକ ଖୋଲା ଡ୍ରେନ୍‌ରେ ଭାସିଯାଇ ୧୫ ବର୍ଷର ବାଳକର ମୃତ୍ୟୁ ଘଟଣା ଲୋକଙ୍କୁ ଭୟଭୀତ କରିଦେଇଛି। ୧୫ ବର୍ଷୀୟ ଜ୍ୟୋତି ପ୍ରକାଶ ବେହେରାଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଛି ଯେ…

ଜୟପୁରରେ ବ୍ରାଉନସୁଗାର ଜବତ ,୩ ଅଭିଯୁକ୍ତ ଗିରଫ

ଜୟପୁର : ଜୟପୁର ଟାଉନ ଥାନା ପୋଲିସକୁ ସଫଳତା । ବ୍ରାଉନସୁଗାର ଜବତ କଲା ଜୟପୁର ଟାଉନ ଥାନା ପୋଲିସ । ଗେଟଗୁଡା ନିକଟ ଆମ୍ବାତୋଟାରେ ପୋଲିସ ଚଢଉ କରି ବ୍ରାଉନ ସୁଗାରକୁ ଜବତ କରିଛି । ଏହା ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ସେମାନଙ୍କ ଠାରୁ ୨.୭୧ ଗ୍ରାମ ବ୍ରାଉନସୁଗାର ପୋଲିସ…

ବିଜେଡିର ମିଶ୍ରଣ ପର୍ବ, ସାମିଲ ହେଲେ ରାୟଗଡାର ବହୁ କଂଗ୍ରେସ ନେତା

ଗୁଣୁପୁର: ରାୟଗଡା ଜିଲ୍ଲାରେ କଂଗ୍ରେସର ଦୁର୍ଗ ଏବେ ଧିରେଧିରେ ଦୁର୍ବଳ ହେବାରେ ଲାଗିଛି । ଦଳର ବହୁ ଟାଣୁଆ ତଥା ଆଗଧାଡିର ନେତା ଗୋଟିଏ ପରେ ଗୋଟିଏ ବିଜେଡିରେ ସାମିଲ ହୋଇଛନ୍ତି । ଆଜି ରାଜଧାନୀ ଭୁବନେଶ୍ୱରରେ ବିଜେଡିର ମିଶ୍ର ପର୍ବରେ ରାୟଗଡା ଜିଲ୍ଲାର ବହୁ କଂଗ୍ରେସ ନେତା ଯୋଗଦେଇଥିଲେ ।…

[ଭିଡିଓ] ଫାର୍ମାଷିଷ୍ଟଙ୍କ କ୍ୱାର୍ଟରୁ ମିଳିଲା ଲକ୍ଷାଧିକ ଟଙ୍କାର ଏକ୍ସପାରୀ ଔଷଧ

ଅନୁଗୁଳ: ରୋଗୀଙ୍କୁ ମିଳୁନି ହେଲେ ଫିଙ୍ଗା ହେଉଛି ଏକ୍ସପାରୀ ଡେଟ୍ ଥିବା ଔଷଧ । ଫାର୍ମାଷିଷ୍ଟଙ୍କ କ୍ୱାର୍ଟରୁ ମିଳିଲା ଲକ୍ଷାଧିକ ଟଙ୍କାର ଏକ୍ସପାରୀ ମେଡିସିନ୍ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ପରିସରରେ ଥିବା ପୁରୁଣା ସରକାରୀ କ୍ୱାର୍ଟର ଭଙ୍ଗା ହେବା ବେଳେ ଲକ୍ଷାଧିକ ଟଙ୍କାର…

ରାୟଗଡାରେ ଡେଙ୍ଗୁ ଜ୍ୱର ଆତଙ୍କ, ଚିକିତ୍ସା ପାଇଁ ଆନ୍ଧ୍ର ଧାଉଁଛନ୍ତି ଲୋକେ

ରାୟଗଡା: କରୋନା ମହାମାରୀ ପରେ ଡେଙ୍ଗୁ ଜ୍ୱରକୁ ନେଇ ଚିନ୍ତାରେ ପଡିଛନ୍ତି ରାଜ୍ୟ ସରକାର । ଏହି ଧାରାରେ ଏବେ ରାୟଗଡା ଜିଲ୍ଲାର ବିଭିନ୍ନ ଅଂଚଳରେ ଡେଙ୍ଗୁ ଆକ୍ରାନ୍ତଙ୍କ ଚିହ୍ନଟ ହେବାରେ ଲାଗିଛି । ଜିଲ୍ଲାର ଲେଲବାଡି ଗାଁରେ ଗତ ତିନିଦିନ ମଧ୍ୟରେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ପ୍ରଦୀପ…

ନାଳରେ ଭାସିଯାଇ ଛାତ୍ର ଜ୍ୟୋତିପ୍ରକାଶ ମୃତ୍ୟୁ ଘଟଣା, ବିଏମସି ଅଫିସକୁ ଘେରଉ କଲା ବିଜେପି

ଭୁବନେଶ୍ୱର :ନାଳରେ ଭାସିଯାଇ ଛାତ୍ର ଜ୍ୟୋତିପ୍ରକାଶ ମୃତ୍ୟୁ ଘଟଣା । ବିଏମସି ଅଫିସ ଘେରଉ କଲା ବିଜେପି । ବିଏମସି କୁ ଦାୟୀ କରି ବିଜେପି କର୍ମୀମାନେ ବିଏମସି ଅଫିସ  ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଏମସି ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି ବିଜେପି ଦଳୀୟ…

ରାଜ୍ୟରେ କମୁଛି କରୋନା କାୟା: ଆଜି ୫୧୦ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା କାୟା । ଦୈନିକ ସଂକ୍ରମଣ ଏବେ ୫ଶହକୁ ଖସିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୧୦ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨୯୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୧୩ଟି । ରାଜ୍ୟରେ ୧୮ ବର୍ଷ ଭିତରେ ଆଉ ୭୯ ଜଣ ସଂକ୍ରମିତ ହୋଇଛନ୍ତି । ଆଜି ୨୪ ଜିଲ୍ଲାରୁ…

ରାଜଧାନୀ ଡ୍ରେନରେ ଭାସି ଛାତ୍ର ନିଖୋଜ ଘଟଣା: ୧୮ ଘଣ୍ଟା ପରେ ମିଳିଲା ମୃତଦେହ

ଭୁବନେଶ୍ୱର: ରାଜଧାନୀରେ ଖୋଲା ଡ୍ରେନରେ ଭାସି ନିଖୋଜ ଛାତ୍ରଙ୍କ ମିଳିଲା ମୃତଦେହ । ୧୮ ଘଣ୍ଟା ଖୋଜାଖୋଜି ପରେ ପଞ୍ଚସଖା ନଗର ନାଳରୁ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ଟିମ୍ । ଗତକାଲି ଟ୍ୟୁସନ୍ ଯାଇ ଫେରିବା ବେଳେ ଖୋଲା ଡ୍ରେନରେ ଖସି…

ଆଜିଠୁ +୩ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କର କ୍ଲାସରୁମ୍ ପାଠପଢ଼ା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ୩ ଦ୍ୱିତୀୟ ବର୍ଷ ତଥା ୨୦୨୦-୨୧ ଶିକ୍ଷାବର୍ଷର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା । କରୋନା କଟକଣା ମଧ୍ୟରେ ଛାତ୍ରଛାତ୍ରୀଙ୍କ କ୍ଲାସ ଆରମ୍ଭ ହୋଇଛି । ସସସ୍ତେ ମାନିବେ କୋଭିଡ୍ ଗାଇଡଲାଇନ୍ । ଛାତ୍ରଛାତ୍ରୀ ଓ ଅଧ୍ୟାପକ…