Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ୫୭ ପ୍ରତିଶତ ସରିଲାଣି ଟିକାକରଣ

ଭୁବନେଶ୍ବର : ରାଜ୍ୟରେ ଏଯାଏଁ ଦିଆ ସରିଲାଣି ୨ କୋଟି ୩୬ ଲକ୍ଷ କରୋନା ଟିକା । ୧ କୋଟି ୭୮ ଲକ୍ଷ ଲୋକ ପ୍ରଥମ ଡୋଜ୍ ନେଇଥିବା ବେଳେ, ୫୮ ଲକ୍ଷ ଲୋକ ଦ୍ବିତୀୟ ଡୋଜ୍ ନେଇଛନ୍ତି । ଯାହାକି ରାଜ୍ୟରେ ୫୭ ପ୍ରତିଶତ ଟିକାକରଣ ଶେଷ ହେଲାଣି । ସେହିପରି ଏପର୍ଯ୍ୟନ୍ତ ୧ ଲକ୍ଷ ୧୪ହଜାର ଗର୍ଭବତୀଙ୍କୁ…

ରିମାଣ୍ଡରେ ଗଲେ ଓ୍ବେବ୍ ପୋର୍ଟାଲ ସମ୍ପାଦକ ଓ ସାମ୍ବାଦିକ

ଭୁବନେଶ୍ବର : ଦୂତୀ ଚାନ୍ଦଙ୍କ ସମ୍ପର୍କରେ ମିଥ୍ୟା ଖବର ପ୍ରସାରଣ ମାମଲାରେ ରିମାଣ୍ଡରେ ଓ୍ବେବ୍ ପୋର୍ଟାଲ ସମ୍ପାଦ୍ ଓ ସାମ୍ବାଦିକ । ଓ୍ବେବ୍ ପୋର୍ଟାଲର ସମ୍ପାଦକ ସୁଧାଂଶୁ ରାଉତ ଓ ରିପୋର୍ଟର ସ୍ମୃତି ରଞ୍ଜନ ବେହେରାଙ୍କୁ ଆଜି ଦିନିକିଆ ରିମାଣ୍ଡରେ ନେଇଛି ପୋଲିସ । ଉଭୟଙ୍କୁ ଦିନିକିଆ…

ଚାଷୀ ଆତ୍ମହତ୍ୟା ଅଭିଯୋଗ

ବଲାଙ୍ଗୀର: ପୁଣି ଚାଷୀ ଆତ୍ମହତ୍ୟା । ବଲାଙ୍ଗୀର ଜିଲ୍ଲାରେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାରଲୋକ । ଧୂବଳପଡ଼ା ପଞ୍ଚାୟତ ଅନ୍ତର୍ଗତ ଭାଳୁଜୁରୀ ଗାଁ ରେ ଏପରି ଅଘଟଣ ଘଟିଛି । ଗାଁ ର ଅନିରୁଦ୍ଧ ଭୁଏଙ୍କ ପୁଅ ଯୁଧିଷ୍ଠିର ଭୁଏ ଭାଗଚାଷରେ ୫ ଏକର ଧାନ ଚାଷ ଓ ଦୁଇ ଏକରରେ କପା ଚାଷ…

ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୩ ଗିରଫ,ଏକ ଟନ୍ ୮ କେ.ଜି ଗଞ୍ଜେଇ ଜବତ

ଜୟପୁର : ଜୟପୁର ପୋଲିସକୁ ସଫଳତା । ଜୟପୁର ସଦର ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ ବେଳେ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତଙ୍କୁ ଧରିଛି ପୋଲିସ। ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି । ଦୁଇ ଜଣ ଗଞ୍ଜେଇ ସପ୍ଲାୟର ହୋଇଥିବା ବେଳେ ଜଣେ ବସ୍ ମାଲିକ ମଧ୍ୟ ଅଛନ୍ତି ବୋଲି ପୋଲିସ ସୂଚନା…

ଅନ୍ ଲାଇନ୍ ଠକେଇ ଅଭିଯୋଗ

ଜୟପୁର: ଫୋନ୍ ପେ ରେ ଠକାମିର ଶିକାର । ଥାନାର ଦ୍ୱାରସ୍ଥ ହେଲେ ଏକାଧିକ ମହିଳା । ବୈପାରିଗୁଡା ଥାନା ପୋଡେଇଗୁଡା ଗାଁ ରେ ଏପରି ଘଟଣା ଘଟିଛି। ଗାଁ ର ମହିଳାମାନେ ଜୟପୁର ସ୍ଥିତ ସ୍ୱତନ୍ତ୍ର ପାଇନାନ୍ସ କମ୍ପାନୀଠାରୁ ଋଣ ଆଣିଥିଲେ। କିସ୍ତି ହିସାବରେ ସେମାନେ ସପ୍ତାହକୁ ଥରେ ଟଙ୍କା ପୈଠ…

ମୟୁରଭଂଜରେ ଖୋଲିଲା ରାଜ୍ୟର ପ୍ରଥମ ବାର୍ଦ୍ଧକ୍ୟ ଜନିତ ଭିନ୍ନକ୍ଷମ ଚିକିତ୍ସା କେନ୍ଦ୍ର

ବାରିପଦା: ଏକ ଭିନ୍ନ ଦୃଷ୍ଟାନ୍ତମୂଳକ ପଦକ୍ଷେପ ପାଇଁ ଚର୍ଚ୍ଚାକୁ ଆସିଛି ମୟୁରଭଂଜ ଜିଲ୍ଲା । ଜିଲ୍ଲାର ସଦର ମହକୁମା ବାରିପଦାରେ ଖୋଲିଲା ରାଜ୍ୟର ପ୍ରଥମ ବାର୍ଦ୍ଧକ୍ୟ ଜନିତ ଭିନ୍ନକ୍ଷମ ଚିକିତ୍ସା କେନ୍ଦ୍ର । ଏହି ଚିକିତ୍ସା କେନ୍ଦ୍ରକୁ ଖୋଦ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଆନୁଷ୍ଠାନିକ…

ଲଘୁଚାପ ପ୍ରଭାବ; ୩ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବ ଯୋଗୁ ରାଜ୍ୟରେ ଆସନ୍ତା ତିନି ଦିନ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତ ପାଣିପାଗ ବିଭାଗ (ଆଇଏମଡି)। “ଏହାର ପ୍ରଭାବରେ ଦକ୍ଷିଣ ଏବଂ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାର ପ୍ରବଳ ବର୍ଷା ହେବ। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏହା…

କୋଭିଡ୍ ପାଇଁ କେତେ ଖର୍ଚ୍ଚ ହୋଇଛି ? ବିଧାନସଭାରେ ହିସାବ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ୍ ମୁକାବିଲାରେ ରାଜ୍ୟରେ କେତେ ଟଙ୍କା ଖର୍ଚ୍ଚ ହୋଇଛି । କେନ୍ଦ୍ର କେତେ ଟଙ୍କା ଦେଇଛି ? ରାଜ୍ୟ ସରକାର କେତେ ଖର୍ଚ୍ଚ କରିଛନ୍ତି ? ଆଜି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ହିସାବ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ…

ନାବାଳିକାର ମୃତଦେହ ଉଦ୍ଧାର , ପୋଲିସର ତଦନ୍ତ ଜାରି

ଜୟପୁର : ନାବାଳିକାଙ୍କ ମୃତଦେହ ଉଦ୍ଧାର। ଜୟପୁର ଜଗନ୍ନାଥ ସାଗରରୁ ନାବାଳିକାର ଶବକୁ ଉଦ୍ଧାର କରଛି ଟାଉନ ଥାନା ପୋଲିସ। ଆଜି ସକାଳୁ ଜୟନଗର ଧୋବା ତୁଠ ନିକଟରେ ଶବ ଭାଷୁଥିବା ଦେଖି କିଛି ଲୋକମାନେ ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ । ନାବାଳିକା ଜଣକ ଗୌଡ ସାହି ସୁନାଧାର ନାୟକଙ୍କ ଝିଅ ବୋଲି…

ଆସନ୍ତାବର୍ଷରୁ କାର୍ଯ୍ୟକ୍ଷମ ହେବ ସୁନ୍ଦରଗଡ଼ ମେଡିକାଲ କଲେଜ

ଭୁବନେଶ୍ୱର: ଆସନ୍ତାବର୍ଷଠାରୁ କାର୍ଯ୍ୟକ୍ଷମ ହେବ ସୁନ୍ଦରଗଡ଼ ମେଡ଼ିକାଲ କଲେଜ । ଏନେଇ ଆଜି ଗୃହରେ ବିବୃତି ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ସେ କହିଛନ୍ତି, ୨୦୨୨-୨୩ ବର୍ଷରୁ ଆଡମିସନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି । ୧୦୦ ଏମବିବିଏସ୍ ସିଟ୍, ୫୦୦ ଶଯ୍ୟା ବିଶିଷ୍ଟ…