Latest Odisha News

BREAKING NEWS

Browsing Category

ଓଡିଶା

Odisha

ସକ୍ରିୟ ଲାଲବାହିନୀ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଥରିଲା ତେଲେଙ୍ଗାନା ସୀମାନ୍ତ

ମାଲକାନଗିିରି: କରୋନା ମହମାରୀ ଭୟରେ ଆମସମର୍ପଣ କରୁଛନ୍ତି। ହେଲେ ଏବେ ବି ନକ୍ସଲଙ୍କ ମୁହିଁ ଫୁଟାଣୀ କିଛି କମିନାହିଁ। ପୁଣିଥରେ ଘଟାଇଛନ୍ତି ଶକ୍ତିଶାଳୀ ବିସ୍ଫୋରଣ । ଏଥର ଟାର୍ଗେଟ୍ ସାଜିଥିଲା ମାଲକାନଗରି ତେଲେଙ୍ଗାନା ସୀମାନ୍ତ ଭଣ୍ଡାରୀ କୋତାଗୁଡେମ୍ ଜିଲ୍ଲା। ମିଳିଥିବା ରିପୋର୍ଟ…

ରାଜ୍ୟରେ ଥାନା ଓ ଫାଣ୍ଡି ଖୋଲିବା ନେଇ ଗୃହରେ ଉଦବେଗ, ଏହି ନିର୍ଦ୍ଦେଶ ଦେଲେ ବାଚସ୍ପତି

ଭୁବନେଶ୍ୱର: ରାଜ୍ୟରେ ନୂଆ ଥାନା ଓ  ଫାଣ୍ଡି ଖୋଲିବା ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । ୬୮ଟି ନୂଆ ଥାନା, ୧୦୩ଟି ଫାଣ୍ଡି ଓ ୩ ଥାନାର ନବୀକରଣ କରିବା ପାଇଁ ୬୦ଜଣ ବିଧାୟକମାନେ ପ୍ରସ୍ତାବ ଦେଇଥିଲେ । ବାଚସ୍ପତି ରୁଲିଂ ଦେବା ସହ ବିଧାୟକମାନଙ୍କ ପ୍ରସ୍ତାଵ ପରେ ବି ଏହା କାର୍ଯ୍ୟକାରୀ…

ଆମ୍ବୁଲାନ୍ସରେ ଲାଗିଲା ନିଆଁ, ଡ୍ରାଇଭର ଓ ଷ୍ଟାଫ୍ ସୁରକ୍ଷିତ

କେନ୍ଦ୍ରାପଡ଼ା: ଆମ୍ବୁଲାନ୍ସରେ ଲାଗିଲା ନିଆଁ । କଟକରେ ରୋଗୀ ଛାଡ଼ି ଫେରିବା ବେଳେ ହଠାତ୍ 108 ଆମ୍ବୁଲାନ୍ସରେ ନିଆଁ ଲାଗି ଯାଇଥିଲା । କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ମହିପାଳ ଛକରେ ଆଜି ଏହି ଘଟଣା ଘଟିଛି । ବ୍ୟାଟେରୀ ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।…

ଟ୍ବିନ୍‌ ସିଟି ସହ ରାଜ୍ୟର ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସୋମବାର ଓଡିଶାର ୧୭ ଟି ଜିଲ୍ଲା ପାଇଁ ବଜ୍ରପାତ ସହ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ‌ବିଭାଗ। ଖୋର୍ଦ୍ଧା ଜିଲ୍ଲାର କିଛି ଅଞ୍ଚଳରେ (ଭୁବନେଶ୍ୱର ସମେତ), କଟକ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, ନୟାଗଡ଼, ଅନୁଗୁଳ , ଢେଙ୍କାନାଳ,…

କୋଭିଡ୍‌ ଟିକାକରଣରେ ରେକର୍ଡ କଲା ଭୁବନେଶ୍ୱର

ଭୁବନେଶ୍ୱର: କୋଭିଡ-୧୯ ଟିକାକରଣରେ ରେକର୍ଡ କଲା ରାଜଧାନୀ ଭୁବନେଶ୍ବର। ଟିକାକରଣ ଅଭିଯାନରେ ବଡ଼ ସଫଳତା ହାସଲ କରିଛି ରାଜଧାନୀ ଭୁବନେଶ୍ବର। ଏହା ବ୍ୟତୀତ ୩୬,୦୯୦ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ଡୋଜ ଗ୍ରହଣ କରିଛନ୍ତି ଏବଂ ୩୨,୬୧୪ ଦ୍ୱିତୀୟ ଡୋଜ ନେଇଛନ୍ତି। ଫ୍ରଣ୍ଟଲାଇନ କର୍ମଚାରୀଙ୍କ ମଧ୍ୟରେ…

ଆଜିଠୁ ବୈଷୟିକ ଶିକ୍ଷାନୁଷ୍ଠାନରେ ଅଫଲାଇନ୍ ପାଠପଢ଼ା

ଭୁବନେଶ୍ୱର: ଆଜିଠାରୁ ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଖୋଲୁଛି  ବୈଷୟିକ ଶିକ୍ଷାନୁଷ୍ଠାନ । ସ୍ନାତକ (ୟୁଜି), ସ୍ନାତକୋତ୍ତର (ପିଜି), ଆଇଟିଆଇ, ଡିପ୍ଲୋମା ଓ ଇଞ୍ଜିନିୟରିଂର ସମସ୍ତ ଶ୍ରେଣୀ ଛାତ୍ରଛାତ୍ରୀଙ୍କର କ୍ଲାସ ରୁମରେ ପାଠପଢା ଆରମ୍ଭ ହେବ । କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି…

ଅନାବୃଷ୍ଟି ଜନିତ ପରିସ୍ଥିତିର ଜରୁରୀକାଳୀନ ସମୀକ୍ଷା ବୈଠକ

ଭୁବନେଶ୍ବର : ଅନାବୃଷ୍ଟି ଜନିତ ପରିସ୍ଥିତିର ସମୀକ୍ଷା ପାଇଁ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଛି । କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ନିଷ୍ପତ୍ତି ନିଆଯାଇଛି । କ୍ଷେତ୍ର ଅଫିସରମାନେ ଅନାବୃଷ୍ଟି ଜନିତ ପରିସ୍ଥିତିରେ ଚାଷୀ ଓ ଫସଲ ପରିସ୍ଥିତି ସହ…

କାଲିଠୁ ଛଅ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ

ଭୁବନେଶ୍ବର : ଆସନ୍ତାକାଲିଠୁ ଛଅ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶେଶ୍ବର ଟୁଡୁ । ଅସୁସ୍ଥତା କାରଣରୁ ସେ ଓଡ଼ିଶା ଆସିପାରୁନଥିଲେ । ହେଲେ ସୁସ୍ଥ ହେବା ପରେ ପ୍ରଥମ ଥର ପାଇଁ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଛନ୍ତି ।…

ସୀମିତ ଟ୍ରେନରେ ଅଣସଂରକ୍ଷିତ ଟିକେଟରେ ଯାତ୍ରା ପାଇଁ ଅନୁମତି

ଭୁବନେଶ୍ବର : ଯାତ୍ରୀଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ପଦକ୍ଷେପ । କିଛି ସୀମିତ ଟ୍ରେନରେ ଅଣସଂରକ୍ଷିତ (ୟୁଟିଏସ) ଟିକେଟ୍ ବୁକିଂ ଦ୍ବାରା ଯାତ୍ରା କରିବାକୁ ଅନୁମତି ଦେଇଛି ରେବାଇ । ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ମଧ୍ୟରେ ୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ସ୍ପେଶାଲ୍ ଏବଂ…

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତ ହେଲେ ୪୪୩ ଶିକ୍ଷକ

ଭୁବନେଶ୍ବର : ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତି ପାଇଲେ ଶିକ୍ଷକ । ୪୪୩ ଜଣ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଲୋକସେବା ଭବନରେ ଭିଡିଓ କନଫରେନ୍ସ ଜରିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ…