Latest Odisha News

BREAKING NEWS

Browsing Category

ଓଡିଶା

Odisha

ପାରାଦୀପରେ ଭାରତୀୟ ବନ୍ଦର ମଜଦୁର ସଂଘର ଦୁଇ ଦିନିଆ କର୍ମଶାଳା

ପାରାଦୀପ: ଭାରତୀୟ ବନ୍ଦର ମଜଦୁର ସଂଘର ଦୁଇଦିନିଆ କର୍ମଶାଳା ପାରାଦୀପଠାରେ ଉଦଘାଟିତ ହୋଇଯାଇଛି । ଭାରତର ବିଭିନ୍ନ ବନ୍ଦରରେ ଥିବା ଶ୍ରମିକ ସଂଗଠନର ମୁଖ୍ୟ ଏଥିରେ ଯୋଗ ଦେଇଛନ୍ତି । ଶ୍ରମିକମାନଙ୍କ ସ୍ୱାର୍ଥ ପାଇଁ ଶ୍ରମିକ ସଂଗଠନ ମାନେ ସବୁବେଳେ ପ୍ରୟାସ କରୁଛନ୍ତି । କିନ୍ତୁ ବନ୍ଦର ପ୍ରଶାସନ…

ଆଜି ଓଡ଼ିଶାରୁ ୮୦୫ କରୋନା ଆକ୍ରାନ୍ତ ଚିହ୍ନଟ, ଆଉ ୧୩୧ ଛୁଆ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଏବେ ସ୍ଥିର ରହିଛି । ୮ଶହ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ୮୦୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ଆଉ ୧୩୧ ଶିଶୁ ଓ କିଶୋର ସଂକ୍ରମିତ । କ୍ୱାରେଣ୍ଟାଇନରୁ ୪୬୭ ଆକ୍ରାନ୍ତ ଚିହ୍ନଟ…

୨୧୭୧ କୋଟିର ୧୦ଟି ପ୍ରସ୍ତାବିତ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ କମିଟିର ଅନୁମୋଦନ

ଭୁବନେଶ୍ବର : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ ୧୦ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ୨୧୭୧.୮୨ କୋଟି ଟଙ୍କାର ପ୍ରସ୍ତାବିତ ପ୍ରକଳ୍ପକୁ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ…

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଓ୍ବେବ୍ ପୋର୍ଟାଲ ସାମ୍ବାଦିକ

ଭୁବନେଶ୍ବର : ଅଲିମ୍ପିଆନ୍ ଦୂତୀ ଚାନ୍ଦଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆକ୍ଷେପମୂଳକ ମନ୍ତବ୍ୟ ଦେବା ଅଭିଯୋଗରେ ପୋଲିସ କାର୍ଯ୍ୟାନୁଷ୍ଠାନ । ଓ୍ବେବ୍ ପୋର୍ଟାଲର ସମ୍ପାଦକ ସୁଧାଂଶୁ ଶେଖର ରାଉତ ଓ ସାମ୍ବାଦିକ ସ୍ମୃତି ରଞ୍ଜନ ବେହେରାଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତୁ ପଠାଇ ଦିଆଯାଇଛି ।…

ସାର ସଙ୍କଟକୁ ନେଇ ତାତିଲେ ଚାଷୀ, ନନ୍ଦାହାଣ୍ଡିରେ ଲ୍ୟାମ୍ପରେ ପକାଇଲେ ତାଲା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଥମୁନି ସାର ସଙ୍କଟ । ସାର ନମିଳିବାରୁ ନନ୍ଦାହାଣ୍ଡି ଲ୍ୟାମ୍ପରେ ତାଲା ପକାଇଛନ୍ତି ଶତାଧିକ ଚାଷୀ । ସାର ପାଇଁ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ସାର ନ ମିଳିବାରୁ ଏଭଳି ତାତିଛନ୍ତି ଚାଷୀ । ଗତ ସୋମବାର ଓ ମଙ୍ଗଳବାର ଲ୍ୟାମ୍ପକୁ ଦୁଇଟି ପର୍ଯ୍ୟାୟରେ ୨୦୦୦…

ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ, ଅକ୍ଟୋବର ୩ରେ ଗଣତି

ଭୁବନେଶ୍ବର : ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ହେବ ପିପିଲି ଉପନିର୍ବାଚନ । ଅକ୍ଟୋବର ୩ ତାରିଖରେ ହେବ ଭୋଟ ଗଣତି । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ । ଆସନ୍ତା ସେପ୍ଟେମ୍ବର ୬ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ଏହାସହ ଆଜିଠୁ ଲାଗୁ ହୋଇଛି ନିର୍ବାଚନ ଆଚରଣ ବିଧି…

ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍ : କୋଭିଡ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ନାହାନ୍ତି ସରକାର

ଭୁବନେଶ୍ବର : ନିୟନ୍ତ୍ରଣରେ କୋଭିଡ ଦ୍ବିତୀୟ ଲହରୀ । ଆଗକୁ ଆସୁଛି ତୃତୀୟ ଲହରୀ । ଏଥିପାଇଁ ଲୋକଙ୍କ ମନରେ ଏକ ପ୍ରକାର ଚିନ୍ତା ବି ବଢ଼ିବାରେ ଲାଗିଲାଣି । କିନ୍ତୁ ତୃତୀୟ ଲହରୀକୁ ନେଇ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ରାଜ୍ୟ ବିଜେପି । ତୃତୀୟ ଲହରରେ ଶିଶୁ ମାନେ ବିଶେଷ ଭାବେ…

ପାରା ଅଲିମ୍ପିକ୍ସ : ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ଜିତିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ

ଟୋକିଓ : ଟୋକିଓ ପାରା ଅଲିମ୍ପିକ୍ସରେ ଇତିହାସ ରଚିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ । ବ୍ୟାଡମିଣ୍ଟନ ଫାଇନାଲରେ ସ୍ବର୍ଣ୍ଣ ପଦକ ହାସଲ କରି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ପ୍ରମୋଦ ଭଗତ । ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଗ୍ରେଟ୍ ବ୍ରିଟେନର ଡାନିଏଲ ବେଥେଲଙ୍କୁ ହରାଇଛନ୍ତି । ଡାନିଏଲଙ୍କୁ…

କୁଡୁମୀ ସେନାର ଦିଲ୍ଲୀ ଯାତ୍ରା

ମୟୂରଭଞ୍ଜ: ମୟୂରଭଞ୍ଜ କୁଡୁମୀ ସମ୍ପ୍ରଦାୟ ଦିଲ୍ଲୀ ଯାତ୍ରାରେ । କୁଡୁମୀ ଜାତୀକୁ ଆଦିବାସୀ ତାଲିକା ଭୁକ୍ତ କରିବା ଦାବି ନେଇ ଶନିବାର ଦିଲ୍ଲୀ ଯାତ୍ରା କରିଛନ୍ତି କୁଡୁମୀ ସେନା ସଦସ୍ୟ । କୁଡୁମୀ ସେନାର ରାଜ୍ୟ ସଭାପତି ଜୟମୁନୀ ମହାନ୍ତ ଙ୍କ ନେତୃତ୍ୱରେ ଦିଲ୍ଲୀ ଯାତ୍ରା କରିଛନ୍ତି ସେନା…

ଟିଟିଲାଗଡ଼ ଟାଙ୍ଗରପଡ଼ା ହତ୍ୟାକାଣ୍ଡର ଆସିଲା ରାୟ

ଟିଟିଲାଗଡ଼ : ଟିଟିଲାଗଡ଼ ସହର ହାଟପଦା ସ୍ଥିତ ଟାଙ୍ଗରପଡ଼ାରେ ୨୦୧୭ ମସିହା ଜୁନ୍ ୨୨ ରେ ହୋଇଥିବା ହତ୍ୟାକାଣ୍ଡର ରାୟ ଶୁଣାଣି ହୋଇଛି।ହତ୍ୟାକାରୀ ସ୍ୱାମୀକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସହ ୧ ଲକ୍ଷଟଙ୍କା ଫାଇନ କରାଯାଇଛି।ଫାଇନ ଅନାଦେୟ ଦୁଇ ବର୍ଷ ଅତିରିକ୍ତ ଜେଲ ଦଣ୍ଡର ଶୁଣାଣି କରିଛନ୍ତି…