Latest Odisha News

BREAKING NEWS

Browsing Category

ଓଡିଶା

Odisha

ଟିଟିଲାଗଡ଼ ଟାଙ୍ଗରପଡ଼ା ହତ୍ୟାକାଣ୍ଡର ଆସିଲା ରାୟ

ଟିଟିଲାଗଡ଼ : ଟିଟିଲାଗଡ଼ ସହର ହାଟପଦା ସ୍ଥିତ ଟାଙ୍ଗରପଡ଼ାରେ ୨୦୧୭ ମସିହା ଜୁନ୍ ୨୨ ରେ ହୋଇଥିବା ହତ୍ୟାକାଣ୍ଡର ରାୟ ଶୁଣାଣି ହୋଇଛି।ହତ୍ୟାକାରୀ ସ୍ୱାମୀକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସହ ୧ ଲକ୍ଷଟଙ୍କା ଫାଇନ କରାଯାଇଛି।ଫାଇନ ଅନାଦେୟ ଦୁଇ ବର୍ଷ ଅତିରିକ୍ତ ଜେଲ ଦଣ୍ଡର ଶୁଣାଣି କରିଛନ୍ତି…

ମାଲକାନଗିରିରେ ଆମ୍ବୁଲାନ୍ସ ସେବା ଠପ୍

ମାଲକାନଗିରି : ମାଲକାନଗିରିରେ ଆମ୍ବୁଲାନ୍ସ ମାଲିକ ଓ ଡ୍ରାଇଭର ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୩ରୁ ୪ ମାସ ହୋଇଯିବ ଆମ୍ବୁଲାନ୍ସ ଡ୍ରାଇଭର ମାନେ ଦରମା ପାଉନାହାନ୍ତି । ଫଳରେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡ୍ରାଇଭରମାନେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟଳୟ…

ରାଜ୍ୟର ଏହି ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି; ବଜ୍ରପାତ ସହ ବ‌ର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶାର ୧୮ ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡିକ ହେଉଛି ସୁନ୍ଦରଗଡ, ଦେଓଗଡ, ଗଜପତି, ରାୟଗଡା, ଗଞ୍ଜାମ, ମୟୂରଭଞ୍ଜ, ବାଲାଶ୍ବର, କେନ୍ଦୁଝର, ଅନୁଗୁଳ, ଢ‌େଙ୍କାନାଳର ଯାଜପୁର, କୋରାପୁଟ, ମାଲକାନଗିରି, କନ୍ଧମାଳ, ଜଗତସିଂହପୁର,…

କେଉଁ ଦୋଷ ପାଇଁ ଉପେକ୍ଷିତ ସବିତା ରାୟ ?

ମାଲକାନଗିରି: ଅତ୍ୟାଧୁନିକ ଯୁଗରେ ବୋଧ ହୁଏ ମଣିଷ ପାଶ୍ଚାତ୍ୟ ପରମ୍ପରାକୁ ଆପଣାଇନେଇଛି । ଆଧୁନିକ ସମାଜ ଓ ବୈବାହିକ ଜୀବନ ଆଗରେ ଫିକା ପଡିଛି ମାଆର ମମତା । ସୁଦୂର ମାଲକାନଗିରି ଜିଲ୍ଲାର ଜଣେ ଅସହାୟ ବୃଦ୍ଧା ନିଜ ପୁଅବୋହୁଙ୍କଠାରୁ ତଡା ଖାଇ ବଂଚି ରହିବାକୁ ଅହରହ ସଂଘର୍ଷ ଚଳାଇଛନ୍ତି ।…

ଦାଦନ ଶ୍ରମିକରୁ ଫ୍ୟାସନ୍ ଡିଜାଇନର୍

ରାୟଗଡ଼ା : ନିୟମଗିରିର ପୁଅ ବନିଗଲେ ଫ୍ୟାସନ୍ ଡିଜାଇନର। ନିୟମଗିରି ବିଷମକଟକ ବ୍ଲକ ଚାଟିକୋଣା ଗାଁ ପୁଅ ହେଉଛନ୍ତି ଅଜୟ ସୁନା। ଗରିବ ପରିବାରରେ ଜନ୍ମ ତାଙ୍କର । ବାପା ମା ଙ୍କ ମୃତ୍ୟୁ ପରେ ପଲିଟିଦିନରୁ ଅନେକ ସଂଘର୍ଷ କରିଥିଲେ। ଦାଦନ ଖଟିବାକୁ ଯାଇଥିଲେ ଛତିଶଗଡ଼। କୁହାଯାଏ ଇଛାଶକ୍ତି ଥିଲେ…

ଜାତୀୟ ସ୍ତରରେ ଚମକିଲେ କୋରାପୁଟର ଝିଅ

କୋରାପୁଟ : ରାୟପୁରରେ ଚମକିଲେ କୋରାପୁଟିଆ ଝିଅ । ଜାତୀୟ ସ୍ତରୀୟ ସୌନ୍ଦର୍ଯ୍ୟ କରଣ ପ୍ରତିଯୋଗିତାର ୨୦୨୧ ରେ କୋରାପୁଟର କୋଟପାଡ ଝିଅଙ୍କ କମାଲ୍ । କୋରାପୁଟ ଜିଲ୍ଲା କୋଟପାଡ ଧୁଶାସେଟ ପରିବାର ସଲିମଉଦିନ ଓ ସକିନା ବାନୁଙ୍କ ଝିଅ ରିଜୱାନା। ସେ ଜଣେ ବିବାହିତା । ଅଗଷ୍ଟ ୨୭ ତାରିଖରେ ଛତିଶଗଡ଼…

ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଘନ୍ୟ ହତ୍ୟାକାଣ୍ଡ

ଅନୁଗୁଳ: ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଅନୁଗୁଳ ଜିଲ୍ଲା । ଗତକାଲି ବନ୍ତଳା ଥାନା ପୁରୁଣାଗଡ କରମଙ୍ଗା ସାହିରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ମିଳିଥିବା ରିପୋର୍ଟ ଅନୁଯାୟୀ ରାତି ପ୍ରାୟ ୧୦ଟାରେ କରମଙ୍ଗା ସାହିର…

ଠିକା କର୍ମଚାରୀଙ୍କୁ ନିର୍ମମ ହତ୍ୟା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା FCIର ଚର୍ଚ୍ଚ ନିକଟରେ ହତ୍ୟାକାଣ୍ଡ । ଲୁହା ରଡରେ ମାଡ ମାରି ନାଲକୋର ଜଣେ ଠିକା କର୍ମଚାରୀଙ୍କୁ ହତ୍ୟା କରି ଦୁର୍ବୃତ୍ତ ଫେରାର ହୋଇ ଯାଇଛି । ନୟାଗଡ଼ ଜିଲ୍ଲାର ଜିତେନ୍ଦ୍ର ସାଥୁଆ ନାମକ ଜଣେ ବ୍ୟକ୍ତି ନାଲକୋରେ ଠିକା କର୍ମଚାରୀ ଭାବେ କାମ…

ଫେଲ୍ ମାରିଲା ଇକ୍‌ମୋ ଚିକିତ୍ସା, ହାରିଗଲେ ଅଭିଷେକ

ଭୁବନେଶ୍ୱର: କରୋନା ସହ ଲଢେଇ କରି ଶେଷରେ ହାରିଲେ ଅଭିଷେକ ମହାପାତ୍ର । ବଞ୍ଚାଇପାରିଲାନି ଇକ୍‌ମୋ ଚିକିତ୍ସା । କରୋନା ଆକ୍ରାନ୍ତ ହେବା ପରେ  ମାସାଧିକ କାଳ କୋଲକାତାରେ ଚିକିତ୍ସାଧୀନ ଥିଲେ ଯୁବ ଇଞ୍ଜିନିୟର ଅଭିଷେକ। ଏୟାର ଆମ୍ବୁଲାନ୍ସରେ ଅଭିଷେକଙ୍କୁ ଭୁବନେଶ୍ୱରରୁ କୋଲକାତା ନିଆଯାଇଥିଲା ।…

ରାଜ୍ୟରେ ୬୮୧ ନୂଆ ଆକ୍ରାନ୍ତ ଚିହ୍ନଟ; ୧୧୮ ଛୁଆ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ଖସୁଛି କରୋନା ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୮୧ ଜଣ କରୋନା ଆକ୍ରାନ୍ତ। ଆଜି ୦-୧୮ ବର୍ଷ ଭିତରେ ୧୧୮ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ୩୯୮ ଜଣ ପଜିଟିଭ ହୋଇଥିବା ବେଳେ ଓ ଲୋକାଲ୍ କଣ୍ଟାକ୍ଟ କେସ୍…