Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ଆରମ୍ଭ ହେଲା ‘ପ୍ରୋଜେକ୍ଟ ଉତ୍କର୍ଷ’

ଭୁବନେଶ୍ବର : ଗୁରୁ ଦିବସ ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ଫାଉଣ୍ଡେସନ ପକ୍ଷରୁ ଆରମ୍ଭ ହୋଇଛି ‘ପ୍ରୋଜେକ୍ଟ ଉତ୍କର୍ଷ’ । ସିଭିଲ ସର୍ଭିସ କୋଚିଂ ପାଇଁ ଭୁବନେଶ୍ବରର ଅଗ୍ରଣୀ ଅନୁଷ୍ଠାନ ଆଇଏଏସ୍ ଗୁରୁକୁଳ ସହଯୋଗରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ଅନୁଗୁଳ ଜିଲ୍ଲାର ସାମାଜିକ…

ଗଜପତି ଗୁଡା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା, ୨ ଭାଇ ମୃତ

ଗଜପତି : ଗଜପତି ଜିଲ୍ଲା ରାୟଗଡ଼ ଥାନା ଗୁଡ଼ା ଘାଟିରେ ମର୍ମନ୍ତୁଦ ବାଇକ୍ ଦୁର୍ଘଟଣା । ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣା ହେବାରୁ ୨ ଭାଇଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ରାୟଗଡ ଗ୍ରାମର ହର୍ଷ ରଞ୍ଜନ ସ୍ବାଲସିଂଙ୍କ ଦୁଇ ପୁଅ କ୍ଲିଣ୍ଟନ ସ୍ବାଲସିଂ ଓ ବିଟୁନ ସ୍ବାଲସିଂ । ସୂଚନା…

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉତ୍କର୍ଷ କେନ୍ଦ୍ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭର୍ଚୁଆଲ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଆଦର୍ଶ ବିଦ୍ୟାଳୟ ଭୁବନେଶ୍ବର ଉପକଣ୍ଠରେ ଥିବା ଅନ୍ଧାରୁଆରେ ୨୫ ଏକର…

ରେଙ୍ଗାଲିରୁ ଜବତ ଲିଟରଲିଟର ଦେଶୀ ମଦ, ୩ ଗିରଫ

ବଲାଙ୍ଗୀର: ପାଟଣାଗଡ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ରେଙ୍ଗାଲି ଗାଁରୁ ଜବତ ହୋଇଛି ୧୧୦ ଲିଟର ଦେଶୀ ରନ୍ଧା ମଦ । ଅବକାରୀ ବିଭାଗର ଚଢାଉରେ ଦେଶୀ ମଦ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଦେଶୀ ମଦ ବିଷୟରେ ଖବର ପାଇ ଅବକାରୀ ବିଭାଗର ବଲାଙ୍ଗୀର ମୋବାଇଲ…

ନିଶାଶକ୍ତ ଯୁବକଙ୍କ ପାଇଁ ଅଗ୍ନିଶମ ବିଭାଗ ନାକେଦମ

ବାରିପଦା: ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କ ପାଇଁ ନାକେଦମ ହେଲା ଅଗ୍ନିଶମ ବିଭାଗ । ଗତକାଲି ଅପରାହ୍ନରେ କିଛି ଏମତି ଏକ ଘଟଣାକୁ ନେଇ ଖୁଣ୍ଟା ଥାନା ଅନ୍ତର୍ଗତ ବାସିପିଠା ଗାଁ ଚର୍ଚ୍ଚାକୁ ଆସିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ବାସିପିଠା ଗାଁର ସୁନ୍ଦର ମୋହନ ସିଂଙ୍କ…

କାର୍ ଧକ୍କାରେ ଗଲା କନଷ୍ଟେବଳଙ୍କ ଜୀବନ

କଟକ: ମର୍ଣ୍ଣଂ ଓ୍ୱାକରେ ଯିବା ବେଳେ ଧକ୍କା ଦେଲା କାର୍ । ଦୁର୍ଘଟଣା ନେଲା କନଷ୍ଟେବଳଙ୍କ ଜୀବନ । କଟକ ଜିଲ୍ଲା ବାଙ୍କୀ ଥାନା କଇଁମୁଣ୍ଡି ଚାରିଘରିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକ ହେଲେ କଇଁମୁଣ୍ଡି ଫାଣ୍ଡିର କନେଷ୍ଟବଳ ରମେଶ ଚନ୍ଦ୍ର ପରିଡ଼ା । ମର୍ଣ୍ଣିଂ ଓ୍ୱାକରେ ଯିବା ବେଳେ…

ଘର ଭିତରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ: ଘର ଭିତରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର । ତଳେ ଚଟାଣରେ ସ୍ତ୍ରୀର ମୃତ୍ୟଦେହ ପଡ଼ିଥିବା ବେଳେ ଝୁଲନ୍ତା ଅବସ୍ଥାରେ ସ୍ୱାମୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଗଞ୍ଜାମ ଜିଲ୍ଲା ପୋଲସରା ଅନ୍ତର୍ଗତ ସୋଡ଼କ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସ୍ତ୍ରୀକୁ…

ସେକ୍ସ ରାକେଟ୍ ଧରାପଡ଼ିବା ପରେ ଭରତପୁର କଳିଙ୍ଗନଗରରେ ହିମାବତୀ ପ୍ୟାଲେସ୍‌ ସିଲ୍‌

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ସେକ୍ସ ରାକେଟ କାବରା । ଧରାପଡ଼ିବା ପରେ ହୋଟେଲ୍ ସିଲ୍ ହେଲା । ଭୁବନେଶ୍ୱର ଭରତପୁର କଳିଙ୍ଗନଗରରେ ହିମାବତୀ ପ୍ୟାଲେସକୁ ସିଲ୍ କରିଛି କମିଶନରେଟ ପୋଲିସ । ହୋଟେଲ ମାଲିକ ଫେରାର ଅଛନ୍ତି । ତାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା କହିଛି ପୋଲିସ ।…

ଗୁରୁଦିସରେ ଓଡ଼ିଶାର ୨ଜଣଙ୍କ ସମେତ ୪୪ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ପୁରସ୍କାର ପ୍ରଦାନ

ନୂଆଦିଲ୍ଲୀ: ଆଜି ହେଉଛି ଗୁରୁ ଦିବସ । ଏହି ଅବସରରେ ଓଡ଼ିଶାର ୨ଜଣ ଶିକ୍ଷକଙ୍କ ସମେତ ଦେଶର ୪୪ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର-୨୦୨୧ରେ ସମ୍ମାନିତ କରାଯାଇଛି । ରାଷ୍ଚ୍ରପତି ରାମନାଥ କୋବିନ୍ଦ ସେମାନଙ୍କୁ ଭିଡିଓ କନଫରେନ୍ସିଂରେ ସମ୍ମାନିତ କରିଛନ୍ତି । ରାଷ୍ଟ୍ରୀୟ ଶିକ୍ଷକ…

୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ, କାଲିଠୁ ଦୁଇ ଦିନ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ଆସୁଛି ଆଉ ଗୋଟିଏ ଲଘୁଚାପ । ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦାନା ବାନ୍ଧିବ । ଏବେ ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ସାଇକ୍ଲୋନିକ୍ ସାର୍କୁଲେସନ୍ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତାକାଲିଠୁ…