Latest Odisha News

BREAKING NEWS

Browsing Category

ଓଡିଶା

Odisha

ଖଡ଼ିଆଳ ଅଞ୍ଚଳ ପାଇଁ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ନୂଆପଡ଼ା: ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି । ଆସନ୍ତା ୧୧ତାରିଖରେ ନୂଆଁଖାଇ ପାଳନ ହେବାକୁ ଥିବା ବେଳେ ଖଡ଼ିଆଳ ଅଞ୍ଚଳ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି। ଆଜି ଖଡ଼ିଆଳ ରାଜ ଦରବାର ପ୍ରାଙ୍ଗଣଠାରେ ଖଡ଼ିଆଳ ଯୁବରାଜ ଦେଵ ଦେଵ ସିଂ ଦେଓ ,ରାଜ ପୁରୋହିତ ପ୍ରଫୁଲ୍ଲ କୁମାର ରଥ …

୯ ମ ଶ୍ରେଣୀ ଛାତ୍ର ଦଶମ ପାସ୍ ହେବା ଘଟଣା,୩ ଜଣିଆ କମିଟିର ତଦନ୍ତ

ରାୟଗଡା: ୯ ମ ଶ୍ରେଣୀ ଛାତ୍ର ଦଶମ ପାସ୍ ହେବା ଘଟଣା । ତଦନ୍ତ ପାଇଁ ଗଠନ ହେଲା ୩ ଜଣିଆ କମିଟି । ରାୟଗଡା ଜିଲ୍ଲା ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଙ୍କ ଦଶମ ପାସ୍ ହେବା ଘଟଣାର ଆରମ୍ଭ ହୋଇଛି ଖୋଲତାଡ । ଛାତ୍ର ଜଣକ ୫ ହଜାର ଟଙ୍କା ଲାଞ୍ଚ ଦେଇ ଦଶମ ଶ୍ରେଣୀରେ ପାସ୍ ହେବା ଘଟଣା ପ୍ରଘଟ…

ଆତ୍ମସମର୍ପଣ କଲା କୁଖ୍ୟାତ ମାଓନେତା ସୀତାରାମ ରେଡ୍ଡୀ

ମାଲକାନଗିରି: ପୋଲିସକୁ ମିଳିଲା ବଡ଼ ସଫଳତା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ହାର୍ଡଖୋର ମାଓ ନେତା ସୀତାରାମ ରେଡ୍ଡୀ ଓରଫ ଶିବାନ୍ନା ତେଲେଙ୍ଗାନାର ଖମାମ ଜିଲ୍ଲା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ମାଓ ନେତା ସୀତାରାମ ରେଡ୍ଡୀଙ୍କ ନିଜ ଘର…

ଏସ୍‌ସିବି ରେ ୯ଟି ଏକ୍‌ମୋ ମେସିନ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଟକର ଶ୍ରୀରାମଚନ୍ଦ୍ର ଭଂଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ସ୍ଥାପିତ ହୋଇଥିବା ୯ଟି ଏକ୍‌ମୋ ମେସିନକୁ ଜନସାଧାରଣଙ୍କ ପାଇଁ ଲୋକାର୍ପିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଡାକ୍ତରଖାନାରେ ସ୍ଥାପିତ ହୋଇଥିବା ଏକ୍‌ମୋ ମେସିନ ଗୁଡିକୁ ବୁଲି…

ମହଙ୍ଗା ପଡ଼ିଲା ମହିଳାଙ୍କୁ ଦୁର୍ବ୍ୟବହାର, ଗିରଫ ହେଲେ ପୁଲିସ୍ ବାବୁ

ଅନୁଗୁଳ: ପୁଣି ଖାକିରେ କଳଙ୍କ । ମହଙ୍ଗା ପଡ଼ିଲା ମହିଳାଙ୍କୁ ଦୁର୍ବ୍ୟବହାର । ଶେଷରେ ବନ୍ଧା ହେଇଛନ୍ତି ପୋଲିସ ବାବୁ । ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ରାତି ଅଧିଆ ମହିଳାଙ୍କ ଘରେ ପଶି ଦୁର୍ବ୍ୟବହାର କରିବା ମହଙ୍ଗା ପଡ଼ିଛି ପୋଲିସ ବାବୁଙ୍କୁ । ଏହି…

ଶ୍ରୀମନ୍ଦିରରେ ଲାଗି ହେବ ରାହୁରେଖା ନୀତି,ଅପରାହ୍ନରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ଶୁକ୍ରବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ସମ୍ପନ୍ନ ହେବ। ଏଣୁ ଅପରାହ୍ନ ୨ ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅପରାହ୍ନରେ ଦଇତା ପତି ସେବକ ମାନେ ରାହୁରେଖା ନୀତି ପାଇଁ…

ବିଦ୍ୟୁତ ଆଘାତରେ ଡ୍ରାଇଭରଙ୍କ ମୃତ୍ୟୁ

ବଲାଙ୍ଗୀର:ବଲାଙ୍ଗୀରରେ ଅଘଟଣ । ବିଦ୍ୟୁତ ତାର ଲାଗି ଏକ ସିମେଣ୍ଟ ବୋଝେଇ ଟ୍ରକଟି ଜଳି ଯାଇଛି ।ଫଳରେ ଘଟଣା ସ୍ଥଳରେ ଡ୍ରାଇଭରର ମୃତ୍ୟୁ ହୋଇଯାଇଛି ।ଟ୍ରକଟି ବରଗଡରୁ ସିମେଣ୍ଟ ଆଣି ତୁଷାରାଡାହିମାଲକୁ ଆସୁଥିବା ସମୟରେ ଏପରି ଅଘଟଣ ଘଟିଛି ।ଟ୍ରକରେ ବିଦ୍ୟୁତ ତାର ଲାଗିଯିବା ଯୋଗୁଁ ଡ୍ରାଇଭର…

ରାଜ୍ୟରେ ୮୧୬ ନୂଆ ସଂକ୍ରମିତ ଚିହ୍ନଟ; ୧୦୬ ଛୁଆ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ଖସୁଛି କରୋନା ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮୧୬ ଜଣ କରୋନା ଆକ୍ରାନ୍ତ। ଆଜି ୦-୧୮ ବର୍ଷ ଭିତରେ ୧୦୬ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ୪୭୫ ଜଣ ପଜିଟିଭ ହୋଇଥିବା ବେଳେ ଓ ଲୋକାଲ୍ କଣ୍ଟାକ୍ଟ କେସ୍…

ସରକାରୀ ଡିଗ୍ରୀ କଲେଜ ରିଫ୍ରେସର୍ କୋର୍ସ, ସେପ୍ଟେମ୍ବର ୧ରୁ ପଂଜିକରଣ ଆରମ୍ଭ

ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟର ୫୮ଟି ସରକାରୀ ଡିଗ୍ରୀ କଲେଜରେ ନିଯୁକ୍ତ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ପାଇଁ ରିଫ୍ରେସର୍ କୋର୍ସ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି ବିଧିବଦ୍ଧ ଭାବେ ଶେଷ ହୋଇଛି। ରିଫ୍ରେସର୍ କୋର୍ସରେ ସାମିଲ ହେବା ପାଇଁ ଅନଲାଇନ୍…

ସୁନ୍ଦରଗଡ଼ କୁତ୍ରାରେ ଜନଶୁଣାଣିକୁ ବିରୋଧ, ପୋଲିସ ବିକ୍ଷୋଭକାରୀ ମୁହାଁମୁହିଁ

ସୁନ୍ଦରଗଡ : ସୁନ୍ଦରଗଡ଼ କୁତ୍ରାରେ ଜେ ଏସ ଡବ୍ଲୁର ଶିବା ସିମେଣ୍ଟ କାରଖାନା ସମ୍ପସାରଣ ଜନଶୁଣାଣିକୁ ବିରୋଧ । ଆଜି ତେଲିଘନା ଓ କନ୍ଦେଇମୁଣ୍ଡା ଗ୍ରାମବାସୀଙ୍କୁ ନେଇ ପ୍ରଶାସନ ପକ୍ଷରୁ ହୋଇଥିବା ଜନଶୁଣାଣିକୁ ବିରୋଧ କରାଯାଇଛି । ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ…