Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁଣି ଛାତ୍ରଙ୍କୁ ମାଡ ମାରି ଫସିଲେ ପ୍ରଧାନଶିକ୍ଷକ

ଯାଜପୁର:ପ୍ରଧାନ ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର।ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ହିସ୍ପିଟାଲରେ ଭର୍ତି କରାଯାଇଛି।ଆହତ ଛାତ୍ର ଜଣକ ହେଉଛନ୍ତି ଯାଜପୁର ବିଂଝାରପୁର ମଲିଆ ଫତେପୁର ବରୁଣେଇ ହାଇସ୍କୁଲର ଦଶମ ଶ୍ରେଣୀର ଗୌରଭ ସେଠୀ। ସେ ଆଜି ସ୍କୁଲରେ ପାଠ ପଢିବା ସମୟରେ ଶିକ୍ଷକଙ୍କ ପ୍ରଶ୍ନର…

କଠୋର ହେଲା ଟ୍ରାଫିକ ନିୟମ, ପ୍ରଥମ ଥର ନିୟମ ଉଲ୍ଲଙ୍ଘନରେ ବି ତିନି ମାସ ପାଇଁ ଅସ୍ଥାୟୀ ଭାବେ ରଦ୍ଦ ହେବ ଲାଇସେନ୍ସ

ଏଣିକ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ଆପଣଙ୍କୁ ତଣ୍ଡ ଗଣିବାକୁ ପଡିବ ।ପ୍ରଥମ ଥର ପାଇଁ ନିୟମ ଉଲ୍ଲଙ୍ଘନ କଲେ ବି ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଦ ହେବ। ତିନି ମାସ ପାଇଁ ଅସ୍ଥାୟୀ ଭାବେ ଲାଇସେନ୍ସ ରଦ୍ଦ କରିବାକୁ  ରାଜ୍ୟ ର ସବୁ ପରିବହନ ଅଧିକାରୀ ଓ ଆରଟିଓ କୁ ଚିଠି ଲେଖିଲେ ପରିବହନ…

ଆଜିଠୁ ରାଜ୍ୟରେ ବଢିବ ବର୍ଷା, ୯ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବଢିବ ବର୍ଷା, ୯ ଜିଲ୍ଲାକୁ ସତର୍କ ସୂଚନା । ଅଗଷ୍ଟ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ। ଏଥି ସହ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ମଧ୍ୟ ରାଜ୍ୟବ୍ୟାପୀ ମୌସୁମୀ ବର୍ଷା ହେବ । ଆସନ୍ତା ୨୮ତାରିଖର ଲଘୁଚାପ କ୍ଷେତ୍ର ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ…

ଟ୍ୱିନ୍‌ ସିଟିରେ ପ୍ରବଳ ବ‌ର୍ଷା ସମ୍ଭାବନା

ଭୁବନେଶ୍ୱର: ବୁଧବାର ଅପରାହ୍ନରେ ରାଜଧାନୀ ଭୁବନେଶ୍ବର ସମେତ କଟକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ‌ ନେଇ ଆଇଏମଡି ପୂର୍ବାନୁମାନ କରିଛି ଯେ ସହରରେ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସମାନ ପାଣିପାଗ ପରିସ୍ଥିତି ରହିବ। ରାଜ୍ୟର ୨୨ ଟି ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର…

ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରରେ ହେବ ରୁପା ଛାଉଣୀ

ଭୁବନେଶ୍ୱର: ପ୍ରସ୍ତାବ ଉପରେ ଲାଗିଛି ମୋହର । ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରରେ ହେବ ରୁପା ଛାଉଣୀ ।  ଶ୍ରୀମନ୍ଦିର ଢାଞ୍ଚାରେ ତିଆରି ହେବ ଲିଙ୍ଗରାଜ ମନ୍ଦିରର ଦ୍ୱାର । ବିଏମ୍‌ସି କମିଶନରଙ୍କ ଅଧ୍ୟକ୍ଷତାରେ ଏଏସଆଇ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି…

ନବମରେ ଟିସି ନେଇଥିଲେ ଦଶମ ପରୀକ୍ଷା କେମିତି ଦେଲେ ?

ରାୟଗଡା:ଦଶମ ଶ୍ରେଣୀ ପରୀକ୍ଷାରେ ସାଙ୍ଘାତିକ ବ୍ୟତିକ୍ରମ । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ର ନବମରେ ଟିସି ନେଇଯାଇଥିଲେ ।ହେଲେ ସେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଉତିନ୍ନ ହୋଇଛନ୍ତି ।ଯାହାକୁ ନେଇ ବିବାଦ ଦେଖିଦେଇଛିା ଛାତ୍ରଜଣକ ହେଉଛନ୍ତି…

ବିକାଶରୁ ବଞ୍ଚିତ ନିୟମଗିରି ଡଙ୍ଗରିଆ

ରାୟଗଡା: ବିକାଶରୁ ବଞ୍ଚିତ ନିୟମଗିରି ଡଙ୍ଗରିଆ, ଓପିଇଲିପି ମାରି ନେଉଛି ଲକ୍ଷ ଲକ୍ଷ ଟଙ୍କା । ଆରମ୍ଭ ହୋଇଛି ମେଳି । ଆଦିବାସୀ ଜନଜାତିଙ୍କ ଉନ୍ନତି ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ହେଲେ ତାହା କେବଳ ଯୋଜନାରେ ରହିଛି । ରାଜ୍ୟ ସରକାରଙ୍କ OPELIP ସଂସ୍ଥା କୋଟି କୋଟି ଟଙ୍କା ହଡପ…

[ଭିଡିଓ] କଟକରୁ ଧରାପଡିଲା କୁଖ୍ୟାତ ଲୁଟେରା

କଟକ: ଲୁଟେରାଙ୍କ ଟାର୍ଗେଟରେ ଥିଲା ରାଜଧାନୀ ଭୁବନେଶ୍ୱର ଓ କଟକ ସହରର ଭିଆଇପି ଅଂଚଳ । ସମୟ ସୁଯୋଗ ଉଣ୍ଡି ମୋବାଇଲ ଛଡାଇ ଚମ୍ପଟ ମାରୁଥିଲା କୁଖ୍ୟାତ ମୋବାଇଲ ଲୁଟେରା ଆକାଶ ନାୟକ । ଶେଷରେ ଆକାଶ ନାୟକର ସାମ୍ରାଜ୍ୟରେ ଯବନିକା ପକାଇଛି କଟକ ପୋଲିସ । ମିଳିଥିବା ସୂଚନା ଅନୁଯାୟୀ ଅଶ୍ୱିନୀ…

ହାଇକୋର୍ଟରେ ପୌର ନିର୍ବାଚନ ମାମଲା: ୪ ସପ୍ତାହରେ ଜବାବ ଦାଖଲ ନିର୍ଦ୍ଦେଶ

କଟକ: ହାଇକୋର୍ଟରେ ପୌର ନିର୍ବାଚନ ମାମଲାର ଶୁଣାଣି ହୋଇଛି । ୪ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କୁ ନୋଟିସ୍ ଜାରି କରିଛନ୍ତି କୋର୍ଟ । ଏଥିସହ ମୁଖ୍ୟ ଶାସନ ସଚିବଙ୍କୁ ବି ଜବାବ ତଲବ ହୋଇଛି । ଚାରି ସପ୍ତାହ ଭିତରେ ସେମାନେ ଉତ୍ତର ରଖିବେ । ଏନେଇ ସୂଚନା ଦେଇଛନ୍ତି…

ଦେଢ଼ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ୭ ମହିଳାଙ୍କ ସମେତ ୨୭ ଗିରଫ

ମୋହନା: ଦେଢ଼ କୋଟିରୁ ଅଧିକ ତାଙ୍କର ଗଞ୍ଜେଇ ଜବତ। ୨୬ ଜଣଙ୍କୁ ଗିରଫ କରାଯାଇଛି। ଏଭଳି ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣ ଗ୍ୟାଙ୍ଗକୁ ଧରିଛି ଗଜପତି ପୋଲିସ। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨୧ କ୍ଵିଣ୍ଟାଲ ଗଞ୍ଜେଇ ଜବତ କରିଛି  ଆର. ଉଦୟଗିରି ଥାନା ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ…