Latest Odisha News

BREAKING NEWS

Browsing Category

ଓଡିଶା

Odisha

କନ୍ଧମାଳକୁ ରେଳପଥ ସଂଯୋଗ ନେଇ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅଚ୍ୟୁତ ସାମନ୍ତ

ନୂଆଦିଲ୍ଲୀ : କନ୍ଧମାଳକୁ ରେଳପଥ ସଂଯୋଗ ନେଇ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅଚ୍ୟୁତ ସାମନ୍ତ । କନ୍ଧମାଳ ସଂସଦୀୟ କ୍ଷେତ୍ରରେ ରେଳପଥ ନିର୍ମାଣ ନେଇ ସାଂସଦ ଅଚ୍ୟୁତ ସାମନ୍ତ ରେଳମନ୍ତ୍ରୀ ଅଶ୍ବିନ୍‍ ବୈଷ୍ଣବଙ୍କୁ ଭେଟି ଦାବି ଉପସ୍ଥାପନ କରିଛନ୍ତି । ରେଳମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ…

ଚକ୍ ଦେ ଇଣ୍ଡିଆ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛି ହକି ଟିମ୍ । ୪୧ବର୍ଷ ପରେ ଭାରତକୁ ମିଳିଛି ଅଲିମ୍ପିକ୍ସ ପଦକ । ପୁରୁଷ ହକିରେ ଭାରତ ବ୍ରୋଞ୍ଜ ପଦକ ହାତେଇଛି । ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ପଦକ ହାତେଇ ନେଇଛି ଟିମ୍ ଇଣ୍ଡିଆ । ସେପଟେ ମହିଳା ହକି ଟିମ୍‌ର ଭଲ ପ୍ରଦର୍ଶନ ଥିଲେ ବି…

ଶନିବାର ଓ ରବିବାର ବନ୍ଦ ରହିବ ନନ୍ଦନକାନନ

ବାରଙ୍ଗ: ସପ୍ତାହର ୫ ଦିନ ଖୋଲାରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଶନିବାର ଓ ରବିବାର ବନ୍ଦ ରହିବ ନନ୍ଦନକାନନ । କରୋନା ସଂକ୍ରମଣ ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ୩ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ…

ବାଲୁକା କଳାରେ ଖେଳାଳିଙ୍କୁ ଶୁଭେଚ୍ଛା

ପୁରୀ: ବାଲୁକା କଳାରେ ଖେଳାଳିଙ୍କୁ ଶୁଭେଚ୍ଛା । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଜାଭଲିନ ଥ୍ରୋ ଖେଳାଳି ନିରଜ ଚୋପ୍ରାଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି | ସେ ତାଙ୍କ ବାଲୁକା କଳା ମାଧ୍ୟମରେ ଆଶା ବ୍ୟକ୍ତ କରିଛନ୍ତି ଖେଳାଳି ନିରଜ ଚୋପ୍ରା ଅଲିମ୍ପିକ୍ ରେ…

ଢେଙ୍କାନାଳରେ ଅବକାରୀ ବିଭାଗର ଚଢ଼ାଉ, ୮୪୦୦ ଲିଟର ଦେଶୀ ମଦ ଜବତ

ଢେଙ୍କାନାଳ : ଢେଙ୍କାନାଳ କଙ୍କଡାହାଡ ବ୍ଳକରେ ଅବକାରୀ ବିଭାଗର ଚଢ଼ାଉ । ଜବତ ହୋଇଛି ବିପୁଳ ପରିମାଣର ଦେଶୀ ମଦ । ଆଜି ଜିଲ୍ଲା ଅବକାରୀ ବିଭାଗ, କାମାକ୍ଷାନଗର ଅତିରିକ୍ତ ତହସିଲଦାର ଓ କଙ୍କଡାହାଡ଼ ପୋଲିସ ପକ୍ଷରୁ ହୋଇଥିଲା ମିଳିତ ଚଢ଼ାଉ । ଚଢ଼ାଉ ବେଳେ ୮୪୦୦ ଲିଟର ଦେଶୀ ମଦ ସହ ଅନ୍ୟ…

ବିପଦଶଙ୍କୁଳ ମଧୁବନ ମିନି ଷ୍ଟାଡିୟମ

ବାରିପଦା : ବାରିପଦା ଅବହେଳିତ ମଧୁବନ ମିନି ଷ୍ଟାଡିୟମ । ପ୍ରତ୍ୟେକ ଦିନ ପ୍ରାୟ ଦୁଇଶହରୁ ଉର୍ଦ୍ଧ ମହିଳା ଓ ପୁରୁଷ ଏହି ଷ୍ଟାଡିୟମକୁ ପ୍ରାତଃ ଭ୍ରମଣ ପାଇଁ ଆସିଥାନ୍ତି । ବିଭିନ୍ନ ଯୁବ ଖେଳାଳି ମାନେ କ୍ରିକେଟ ଓ ଫୁଟବଲ ଓ ଦୌଡାକୁଦ ଆଦି ଖେଳ ପାଇଁ ଏହା ଉପରେ  ନିର୍ଭର କରିଥାନ୍ତି । ତେବେ…

କଟକ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ମୃତ୍ୟୁ ଘଟଣା, କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ଦେଲେ ପରିବାର ଲୋକ

କଟକ : କଟକ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ମୃତ୍ୟୁ ଘଟଣାରେ ତନାଘନା । ତୁଷାରଙ୍କର କେମିତି ମୃତ୍ୟୁ ହେଲା ? ତାଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ସେନେଇ ଛାନବିନ୍ କରୁଛି ପୋଲିସ । ଏହି ଘଟଣାକୁ ନେଇ ପରିବାର ଲୋକ କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ଦେଇଛନ୍ତି ।…

ସରିଲା ରିମାଣ୍ଡ, ଜେଲ୍ ଗଲେ କୋଟିପତି ପିଏସ ବିରଞ୍ଚି ସାହୁ

ଭୁବନେଶ୍ବର : ଜେଲଗଲେ କୋଟିପତି ପିଏସ ବିରଞ୍ଚି ସାହୁ । ରିମାଣ୍ଡ ସରିବା ପରେ ତାଙ୍କୁ କୋର୍ଟରେ ହାଜର କରିଥିଲା ଭିଜିଲାନ୍ସ । ଏହାପରେ କୋଟିପତି ବିରଞ୍ଚି ସାହୁଙ୍କୁ ଜେଲକୁ ପଠାଇ ଦିଆଯାଇଛି । ରିମାଣ୍ଡ ବେଳେ ଭିଜିଲାନ୍ସ ହାତରେ ଲାଗିଛି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ । ତାଙ୍କ ବ୍ୟାଙ୍କ…

ମେଜର ଧ୍ୟାନଚନ୍ଦଙ୍କ ନାମରେ ମିଳିବ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ନାଁ ବଦଳାଇଛନ୍ତି କେନ୍ଦ୍ର ସରକାର । ଏବେ ରାଜୀବ ଗାନ୍ଧୀଙ୍କ ନାଁ ବଦଳରେ ମେଜର ଧ୍ୟାନଚନ୍ଦଙ୍କ ନାଁରେ ପ୍ରଦାନ କରାଯିବ ଖେଳରତ୍ନ ପୁରସ୍କାର । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ…

ଭୁବନେଶ୍ବର ନାଇଜରକୁ ଡ୍ରୋନ ବ୍ୟବହାର ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅନୁମତି

ଭୁବନେଶ୍ବର : ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥାନ ବା ନାଇଜର ପାଇଁ କୋହଳ ହେଲା ମାନବବିହୀନ ବିମାନ ବ୍ୟବସ୍ଥା (ୟୁଏଏସ) ନିୟମାବଳୀ । ବେସମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବା ଡିଜିସିଏ ପକ୍ଷରୁ ଏ ସଂକ୍ରାନ୍ତରେ ଆବଶ୍ୟକ ଅନୁମତି…