Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁରୀରେ ପୁଣି ଆରମ୍ଭ ଉଚ୍ଛେଦ କାର୍ଯ୍ୟ

ପୁରୀ  : ଦୀର୍ଘଦିନ ପରେ ପୁଣି ଆଜିଠାରୁ ଆରମ୍ଭ ହେଲା ଶ୍ରୀମନ୍ଦିର ୭୫ ମିଟର ଐତିହ କରିଡରର ଉଚ୍ଛେଦ କାର୍ଯ୍ୟ । ଶ୍ରୀମନ୍ଦିର ପରିକ୍ରମା କାର୍ଯ୍ୟକୁ ତ୍ବାରାନ୍ବିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟାଭିଡି ଥିବାବେଳେ ଆଜି ବାସେଳୀ ସାହି ଠାକୁରାଣୀଙ୍କ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ।…

ରାଜଧାନୀରେ ଡେଙ୍ଗୁ ଆତଙ୍କ

ଭୁବନେଶ୍ୱର: ରାଜ୍ୟରେ କରୋନା ପରେ ଡରାଇଲାଣି ଡେଙ୍ଗୁ। ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଆତଙ୍କ । ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପାଖାପାଖି ହଜାରେ ଡେଙ୍ଗୁ କେସ୍‌ ରହିଛି। ଡେଙ୍ଗୁ ସ୍ଥିତି ନେଇ ଆଜି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ…

ବୁର୍ଲା ଏମସିଏଲରେ ଭୟାବହ ଅଗ୍ନିକାଣ୍ଡ

ସମ୍ବଲପୁର: ବୁର୍ଲା ଏମସିଏଲରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗିବା ଫଳରେ ନଷ୍ଟ ହୋଇଯାଇଛି ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି । ଆନନ୍ଦ ବିହାରସ୍ଥିତ ପାର୍କ ନିକଟରେ ଥିବା କମ୍ୟୁନିଟି ସେଣ୍ଟରରେ ଲାଗିଲା ନିଆଁ । ସଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଅଗ୍ନିଶମବାହିନୀ ନିଆଁକୁ…

ପୁଣି ଠକେଇ, ନୃତ୍ୟଶିଳ୍ପୀଙ୍କଠାରୁ ୩.୪ ଲକ୍ଷ ଟଙ୍କା ଲୁଟ୍

ଭୁବନେଶ୍ୱର: ରାଜଧାନୀରେ ପୁଣି ଠକେଇ । ଜଣେ ମହିଳା କୋରିଓ ଗ୍ରାଫର କିଛି ନୃତ୍ୟଶିଳ୍ପୀ ମାନଙ୍କଠାରୁ ୩.୪ ଲକ୍ଷ ଟଙ୍କା ଲୁଟି ନେଇଥିବା ହୋଇଛି ଅଭିଯୋଗ । ଦୁବାଇ ଓ ସିଙ୍ଗାପୁରରେ ଅଭିନୟ କରାଇଦେବ ନାଁରେ ମହିଳା କୋରିଓ ଗ୍ରାଫର ଜଣକ ମୋଟା ଅଙ୍କର ଅର୍ଥ ନେଇ ଠକି ଦେଇଛନ୍ତି । ଠକାମୀର ଶିକାର…

ବିଦ୍ୟୁତ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ନୂଆପଡା : ନୂଆପଡା କୋମନା ବ୍ଲକ ଠିକପାଲି ଗାଁରେ ବିଦ୍ୟୁତ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ।  ଜଣେ କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀଙ୍କୁ ସେହି ଗାଁର ଦୁଇଜଣ ଦୁର୍ବୁର୍ତ୍ତ ମରଣାନ୍ତକ ଆକ୍ରମଣ କରିଥିବା ଆଭିଯୋଗ ହୋଇଛି । କୁରୁମପୁରୀ ବିଦ୍ୟୁତ ସେକ୍ସନର ଠିକପାଲି ଗାଁକୁ ବିଦ୍ୟୁତ ସରବରାହ ଓ…

ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ

ଟିଟିଲାଗଡ଼: ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ । ଆଜି ପୁଣି ବଲାଙ୍ଗୀର ଜିଲ୍ଲାରେ ଭିଜିଲାନ୍ସ ବିଭାଗ ଏକ କୋଟି ପତି ସରକାରୀ କର୍ମଚାରୀଙ୍କୁ ଟାର୍ଗେଟ କରିଛି । ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକରେ ବରିଷ୍ଠ କିରାଣୀ ଭାବରେ କାମ କରୁଥିବା ରବୀନ୍ଦ୍ର ମହାନ୍ତିଙ୍କ ବାସ ଭବନରେ ଚଢ଼ାଉ କରିଛି…

ଏସସିବିରେ ୧୫ରୁ ଆରମ୍ଭ ହେବ କରୋନା ରୋଗୀଙ୍କ ECMO ଚିକିତ୍ସା

ଭୁବନେଶ୍ୱର: କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଆସନ୍ତା ଅଗଷ୍ଟ ୧୫ରୁ କରୋନା ରୋଗୀଙ୍କ ପାଇଁ ECMO ଚିକିତ୍ସା ଆରମ୍ଭ ହେବ। ଏନେଇ ଡାଇରେକ୍ଟର ମେଡିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ (DMET) ସିବିକେ ମହାନ୍ତି ଶନିବାର କହିଛନ୍ତି। “ଏସସିବିରେ ନଅଟି ECMO ମେସିନ୍ ସ୍ଥାପିତ…

ଅଗଷ୍ଟ ୧୪ରୁ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ଆସନ୍ତା ଅଗଷ୍ଟ ୧୪ରୁ ୧୬ ଭିତରେ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଗତ ବର୍ଷ ଅଗଷ୍ଟ ୨୧ରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଏହା ସପ୍ତାହ ପୂର୍ବରୁ ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ସେ…

ରାଜ୍ୟରୁ ୧୦୯୬ ନୂଆ ପଜିଟିଭ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ ମାମଲା। ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦୯୬ଟି ନୂଆ ପଜିଟିଭ କେସ୍‌ ଚିହ୍ନଟ ହୋଇଛି। ଏହାବ୍ୟତୀତ ସଙ୍ଗରୋଧରୁ ୬୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫୯ଟି ଲୋକାଲ୍‌ କେସ୍‌ ରହିଛି। ଅନୁଗୁଳରୁ ୪୦, ବାଲେଶ୍ବରରୁ ୭୭, ବରଗଡରୁ ୧୧,…

ବିପର୍ଯ୍ୟସ୍ତ ଅବସ୍ଥାରେ ଡାକ୍ତରଖାନା

ରାଜଗାଙ୍ଗପୁର: ବିପର୍ଯ୍ୟସ୍ତ ଅବସ୍ଥାରେ ଡାକ୍ତରଖାନା । ରାଜଗାଙ୍ଗପୁର ଆଇଟି କଲୋନୀ ଠାରେ ରାଜ୍ୟ ସ୍ୱାସ୍ଥ୍ୟ ବୀମା କର୍ମାଚାରୀଙ୍କ ପାଇଁ ଏକ ଇଏସଆଇ ଡାକ୍ତରଖାନା ରହିଛି । ସରକାରଙ୍କ ବୈମାତୃକ ମନୋଭାବ ଯୋଗୁ ଜର୍ଜରିତ ଅବସ୍ଥାରେ ପଡିରହିଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୫ ହଜାର ପାଖାପାଖି…