Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭିଜିଲାନ୍ସ ବିଭାଗ ଆଇଜି ଭାବେ ଯୋଗଦେଲେ ବରିଷ୍ଠ IPS ଅସିତ୍ ପାଣିଗ୍ରାହୀ

ଭୁବନେଶ୍ୱର : ଭିଜିଲାନ୍ସ ବିଭାଗ ଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ୍ ଅଫିସର ଅସିତ୍ ପାଣିଗ୍ରାହୀ । ୧୯୯୭ ବ୍ୟାଚର ଆଇପିଏସ୍ ଅଧିକାରୀ ଅସିତ୍ ପାଣିଗ୍ରାହୀ ବୁଧବାର ଭିଜିଲାନ୍ସ ନିର୍ଦ୍ଦେଶାଳୟରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଶ୍ରୀ ପାଣିଗ୍ରାହୀ ପୂର୍ବରୁ ଅଗ୍ନିଶମ ବିଭାଗ, ରାଜ୍ୟ…

ପିସିଭି ଟୀକା ପ୍ରଚାର ରଥ ଶୁଭାରମ୍ଭ

ସୋନପୁର : ସୋନପୁର ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରଠାରେ ଏକ ପ୍ରଚାର ରଥର ଶୁଭାରମ୍ଭ ହୋଇଯାଇଛି । ପିସିଭି ଟୀକାର ନିୟମିତ ଟୀକାକରଣ ସୂଚୀରେ ସାମିଲ ହେବା ଅବସରରେ ବ୍ୟାପକ ଜନ ସଚେତନତା ସୃଷ୍ଟି ପାଇଁ ପ୍ରଚାର ରଥର ଶୁଭାରମ୍ଭ ହୋଇଛି । ଆଗାମୀ ୯ ଜୁଲାଇ ଯାଏଁ ନାଇକେନପାଲି ଗୋଷ୍ଠୀ…

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଅଭିଯୋଗ, ଜଣେ ଗିରଫ

ଅନୁଗୁଳ: ସମାଜରେ ଡାକ୍ତରଙ୍କୁ ମିଳିଛି ଦ୍ୱିତୀୟ ଭଗବାନଙ୍କ ଆଖ୍ୟା । ହେଲେ ସେହି ମଣିଷ ରୂପି ଭଗବାନଙ୍କୁ ଜଣେ ବ୍ୟକ୍ତିର ସଇତାନୀ ମାନସିକତା ଅପମାନିତ କରିଛି । ଜାଣି ଚକିତ ହେବେ ଜଣେ ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ଭଳି ଘୃଣ୍ୟ ଘଟଣା ସାମ୍ନାକୁ ଆସିଛି । ଏପରି ଏକ ଘଟଣାକୁ ନେଇ ଲଜ୍ଜା…

ଆଜିଓ ନେଇ ଆସିଛି ଭାରତର ହଟେଷ୍ଟ ଫ୍ୟାସନ ସେଲ୍‌ : ଆଜିଓ ବିଗ୍ ବୋଲ୍ଡ ସେଲ୍‌

ମୁମ୍ବାଇ : ଗ୍ରାହକଙ୍କ ପାଇଁ ଅକ୍ସକ୍ଲ୍ୟୁସିଭ୍ ଅଫର । ଭାରତର ଅଗ୍ରଣୀ ଅନଲାଇନ୍ ଫ୍ୟାସନ ଇ-ରିଟେଲର ଏବଂ ନୂତନ ଟ୍ରେଣ୍ଡ୍‌, ସଦ୍ୟତମ ଷ୍ଟାଇଲ୍ ଓ ହାଇ-ଅନ୍ ଫ୍ୟାସନ ପାଇଁ ଲୋକପ୍ରିୟ ଆଜିଓ ନେଇ ଆସିଛି ବିଗ୍ ବୋଲ୍ଡ ସେଲ୍‌ । ଯେଉଁଥିରେ ୬ ଲକ୍ଷରୁ ଅଧିକ ଷ୍ଟାଇଲ୍ ଓ ୨୫୦୦ରୁ ଅଧିକ ବ୍ରାଣ୍ଡ୍…

ଓଡ଼ିଶାର ମୋନା ବିଶ୍ବରୂପା ମହାନ୍ତିଙ୍କୁ ମିଳିଲା ଦୁବାଇର ‘ଗୋଲ୍ଡେନ୍ ଭିସା’

ଭୁବନେଶ୍ବର : ଓଡ଼ିଶା ଲାଗି ଗର୍ବ ଆଣିଲେ ମୋନା ବିଶ୍ବରୂପା ମହାନ୍ତି । ମୟୂରଭଞ୍ଜର ମୋନାଙ୍କୁ ମିଳିଛି ୟୁନାଇଟେଡ ଆରବ ଏମିରେଟସର ଗୋଲ୍ଡେନ ଭିସା । ଏହି ଭିସା ଯୋଗୁ ସେ ୧୦ ବର୍ଷ ଲାଗି ଦୀର୍ଘସ୍ଥାୟୀ ଯୋଜନାରେ ସେଠାରେ ରହିପାରିବେ । ଏହା ସହ ତାଙ୍କୁ ଅନ୍ୟାନ୍ୟ ସୁବିଧା ବି ମିଳିବ । କଳା,…

ଫୋକସ ମାଲକାନଗିରି : କାର୍ଯ୍ୟାନୁଷ୍ଠାନର ଭୟ ନାହିଁ; ସ୍ବାଭିମାନ ଅଞ୍ଚଳ ପାଲଟିଛି ଗଞ୍ଜେଇ ଚାଷର ଭୂସ୍ବର୍ଗ

ମାଲକାନଗିରି: ଗଞ୍ଜେଇ ଚାଷ ମାଲକାନଗିରିର ଘଞ୍ଚ ଜଙ୍ଗଲରେ ଥିବା ଗାଁଗୁଡ଼ିକ ପାଇଁ ଯେମିତି କୁଟୀର ଶିଳ୍ପ ପାଲଟିସାରିଲାଣି। ବାଲିମେଳା ଜଳଭଣ୍ଡାର ନିକଟବର୍ତ୍ତୀ ଶତାଧିକ ଗାଁର ଲୋକେ ଏହି ଚାଷରେ ମାତିଛନ୍ତି। ଏଥିରୁ ଲାଭ ଏତେ ଅଧିକ ଯେ ସେମାନେ ଲୋଭରେ ପଡ଼ି ନିଜ ଜୀବନକୁ ମଧ୍ୟ ବିପନ୍ନ କରିବାକୁ…

ଖୋର୍ଦ୍ଧା ରୋଡ୍ ଓ ଉଦନା (ସୁରଟ) ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ଯାତ୍ରୀଙ୍କ ସୁବିଧା ଓ ପଶ୍ଚିମ ଭାରତକୁ ଯାତାୟାତ କରୁଥିବା ନିୟମିତ ଟ୍ରେନ୍ ଗୁଡିକରେ ମାତ୍ରାଧିକ ଓ୍ବେଟିଂ ଲିଷ୍ଟକୁ ଏଡାଇବା ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ । ଗୁଜୁରାଟର ସୁରଟ ନିକଟସ୍ଥ ଉଦନା ଷ୍ଟେସନ ମଧ୍ୟରେ ଏକ ସ୍ବତନ୍ତ୍ର ଟ୍ରେନ୍ ଚଳାଇବାକୁ…

ପିସିଭି ଟିକାକରଣର ଶୁଭାରମ୍ଭ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା : ଝାରସୁଗୁଡାରେ ପିସିଭି ଟିକାକରଣର ଶୁଭାରମ୍ଭ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ୫ ବର୍ଷରୁ କମ୍‌ ବୟସର ଶିଶୁ, କମ୍‌ ରୋଗ ପ୍ରତିରୋଧକ ଶକ୍ତି ଥିବା ଶିଶୁ, ଅପପୁଷ୍ଟିର ଶିକାର ହେଉଥିବା ଶିଶୁଙ୍କ ପାଇଁ ଏହି ଟିକା ସାହାଯ୍ୟ କରିବ । ଟିକାକରଣ ପାଇଁ ୮୮ ହଜାର ୪୦୦…

ଏଣିକି ୧୦୨ ନୁହେଁ ଗର୍ଭବତୀଙ୍କ ପାଇଁ ଡାଏଲ ୧୦୮ ଆମ୍ବୁଲାନ୍ସ ସେବା

ଭୁବନେଶ୍ବର : ଏଣିକି ୧୦୨ ନୁହେଁ, କେବଳ ୧୦୮ । ଗର୍ଭବତୀ ଓ ଛୋଟ ଶିଶୁଙ୍କ ଆମ୍ବୁଲାନ୍ସ ପାଇଁ ଏଣିକି କେବଳ ଡାଏଲ କରିବାକୁ ହେବ ୧୦୮ । ପୂର୍ବରୁ ଗର୍ଭବତୀ ଓ ନବଜାତ ଶିଶୁଙ୍କ ପାଇଁ ଉପଲବ୍ଧ ଥିବା ୧୦୨ ଆମ୍ବୁଲାନ୍ସ ସେବାକୁ ୧୦୮ ନମ୍ବର ସହ ମିଶ୍ରଣ କରାଯାଇଛି । ଫଳରେ ଏଣିକି ଗର୍ଭବତୀ ଓ…

କୋହଳ ହେଲା କଟକଣା, ୨୦ ଜିଲ୍ଲାରେ ହଟିଲା ସପ୍ତାହାନ୍ତ ସଟଡାଉନ୍

ଭୁବନେଶ୍ବର : ଆସିଲା ଜୁଲାଇ ମାସର ଗାଇଡଲାଇନ୍ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି ନୂଆ ଗାଇଡଲାଇନ୍ । ତେବେ ନୂଆ ଘୋଷଣା ଅନୁସାରେ, ସାରା ରାଜ୍ୟରେ ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଆଂଶିକ ଲକଡାଉନ୍ । ଏଥର ବି କାଟେଗୋରୀ ଏ ଓ କାଟେଗୋରି ବିରେ ରାଜ୍ୟକୁ ଦୁଇ…