Latest Odisha News

BREAKING NEWS

Browsing Category

ଓଡିଶା

Odisha

ରେଳ ଷ୍ଟେସନରୁ ଲୁଟେରା ଗିରଫ

ଭଦ୍ରକ:  ଭଦ୍ରକ ରେଳ ଷ୍ଟେସନରୁ ଗିରଫ ହେଲା ଜଣେ ଆନ୍ତଃରାଜ୍ୟ ମୋବାଇଲ୍ ଲୁଟେରା | ଗିରଫ ଅଭିଯୁକ୍ତ ଠାରୁ ୯ଟି ନାମିଦାମୀ ମୋବାଇଲ୍ ଫୋନ ଜବତ କରିଛି ରେଳବାଇ ସୁରକ୍ଷା ପୁଲିସ | ଭଦ୍ରକ ରେଳ ଷ୍ଟେସନରେ ଜଣେ ଯୁବକ ସନ୍ଦେହ ଜନକ ଅବସ୍ଥାରେ ଷ୍ଟେସନରେ ବୁଲୁଥିବା ବେଳେ ଆରପିଏଫ୍ ପୁଲିସର ସଦ୍ଦେହ…

ଚୋରା ଚାଲାଣ ବେଳେ୧୫ କ୍ଵିଣ୍ଟାଲ ଗଞ୍ଜେଇ ଜବତ

ଉଲୁଣ୍ଡା : କଣ୍ଟେନର ସହ ୧୫ କ୍ଵିଣ୍ଟାଲ ଗଞ୍ଜେଇ ଜବତ । ଅଭିନବ ଢ଼ଙ୍ଗରରେ ଗଞ୍ଜେଇ ଚୋରା ଚାଲାଣ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ରକ୍ସା ଛକରେ ଧରିଲ ପୋଲିସ । ଏକ କନଣ୍ଟେନରରେ ପ୍ଲାଷ୍ଟିକ ଅଖା ବସ୍ତା ଭିତରେ ୧୫ କ୍ବିଣ୍ଟାଲ ଗଞ୍ଜେଇ ନେଇ ଯାଉଥିବା ବେଳେ ପୋଲିସ କୌଣସି ସୂତ୍ରରୁ ଖବର…

ରାଜ୍ୟରେ ଜୁଲାଇ ୧୬ ଯାଏ ଆଂଶିକ ଲକ୍‌ଡାଉନ୍‌

ଭୁବନେଶ୍ବର: ସାରା ରାଜ୍ୟରେ ଜୁଲାଇ ୬ ଯାଏ ଆଂଶିକ ଲକ୍‌ଡାଉନ୍ ଲାଗୁ କରାଯାଇଛି। ଜୁଲାଇ ୧ ସକାଳ ୬ଟାରୁ ଜୁଲାଇ ୧୬ ସକାଳ ୬ଟା ଯାଏ ଏହା ଲାଗୁ ହେବ। ୱିକେଣ୍ଡ ସଟ୍‌ଡାଉନ୍‌ କେବଳ ୧୦ଟି ଜିଲ୍ଲାରେ ଜାରି ରହିବ ବୋଲି ଆଜି ମୁଖ୍ୟ ଶାସନ ସଚିବ ଘୋଷଣା କରିଛନ୍ତି। ସମଗ୍ର ରାଜ୍ୟରେ ସନ୍ଧ୍ୟ‌ା…

ବିରଳ ପ୍ରଜାତିର ଷ୍ଟେନେଲା ଡଲଫିନର ମୃତ ଦେହ ଉଦ୍ଧାର

ପାରାଦ୍ଵୀପ: ପାରାଦ୍ଵୀପ ସମୁଦ୍ର କୂଳରୁ ମିଳିଛି ବିରଳ ପ୍ରଜାତିର ଷ୍ଟେନେଲା ଡଲଫିନ । ସାଢ଼େ ଚାରିଫୁଟ ଲମ୍ବର ଏହି ଡଲଫିନର ଓଜନ ପାଖାପାଖି ୨୦ ରୁ ୨୫ କିଲୋ ମଧ୍ୟରେ ହେବ । ଏହି ଷ୍ଟେନେଲା ପ୍ରଜାତିର ଡଲଫିନ ସାଧାରଣତଃ ଆମ ସମୁଦ୍ରରେ ଖୁବ୍ କମ୍ ଦେଖିବାକୁ ମିଳିଥାଏ । ପାରାଦ୍ଵୀପ ବନ୍ଦରର ୫…

ଓଡ଼ିଶାରେ ଜୁନରେ ୧୭% କମ୍ ବର୍ଷା, ୧୪ ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତ

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଜୁନରେ ବର୍ଷା ହୋଇଛି । କିନ୍ତୁ ଜୁନରେ ବର୍ଷା ପରିମାଣ କମିଛି । ସ୍ୱାଭାବିକଠାରୁ ୧୭ ପ୍ରତିଶତ କମ୍ ବର୍ଷା ହୋଇଛି । ଅର୍ଥାତ୍ ସ୍ୱାଭାବିକ ବର୍ଷା ୨୧୭ ମିଲିମିଟର ଥିବା ବେଳେ ଜୁନ୍ ୧ରୁ ଆଜି ଭିତରେ ୧୮୧.୩ ମିଲିମିଟର ବର୍ଷା…

କାଳିଆ ଯୋଜନାର ଭୂମିହୀନଙ୍କୁ ସ୍ୱତନ୍ତ୍ର କୋଭିଡ ସହାୟତାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କାଳିଆ ଯୋଜନା ହିତାଧିକାରୀଙ୍କୁ ମିଳିବ କୋଭିଡ୍ ସହାୟତା । ୧୮ ଲକ୍ଷ ଭୂମିହୀନ କୃଷକଙ୍କ ପରିବାରକୁ ୩୮୬ କୋଟି ଟଙ୍କାର ସ୍ୱତନ୍ତ୍ର କୋଭିଡ୍ ସହାୟତା ପ୍ରଦାନ କରିବେ ସରକାର । ଆଜି ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣ ସାଢ଼େ ୫ଟାରେ ଏହି…

ରାଜ୍ୟରୁ କରୋନା ନେଲା ଆଉ ଜଣେ ଡାକ୍ତରଙ୍କ ଜୀବନ

ଫୁଲବାଣୀ: କରୋନା ଲଢ଼େଇରେ ହାରିଗଲେ ଆଉ ଜଣେ ସମ୍ମୁଖ ଯୋଦ୍ଧା । ରାଜ୍ୟରେ ଆଉ ଜଣେ ଡାକ୍ତର କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ମୃତକ ହେଉଛନ୍ତି ଡାକ୍ତର ସ୍ନେହାଶିଷ ଗିରି । ଗତକାଲି ରାତିରେ ସେ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ମେଡିକାଲରେ ପ୍ରାଣ ହରାଇଛନ୍ତି । ସ୍ନେହାଶିଷ…

କୋଭିଡ୍ ନେଗେଟିଭ୍ ମୃତଦେହକୁ ନେଇପାରିବେ ପରିବାର ଲୋକ, ମାନିବାକୁ ପଡ଼ିବ ଏହି ସର୍ତ୍ତ

ଭୁବନେଶ୍ୱର: କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଆକ୍ରାନ୍ତଙ୍କ ମୃତ୍ୟୁ ହେଲେ ପ୍ରଶାସନ ଶବ ସତ୍କାର କରୁଛି । ଏଣିକି ପରିବାର ଲୋକଙ୍କୁ ସର୍ତ୍ତ ସହ ମୃତଦେହ ଦିଆଯିବ । ଯଦି ମୃତକ ଜଣଙ୍କ କୋଭିଡ୍ ନେଗେଟିଭ୍ ଥିବେ ତାଙ୍କ ମରଶରୀରକୁ ନେଇ ପାରିବେ ପରିବାର ଲୋକ । ଏନେଇ ନୂଆ…

ଲକଡାଉନ୍ ଖୋଲିବ ନା ବଢ଼ିବ: ଜୁଲାଇ ଗାଇଡଲାଇନ୍ ନେଇ ଅପରାହ୍ଣ ସାଢ଼େ ୨ଟାରେ ମୁଖ୍ୟ ସଚିବଙ୍କ ପ୍ରେସ ବିବୃତ୍ତି

ଭୁବନେଶ୍ୱର: ଆସନ୍ତାକାଲି ସକାଳ ୫ଟାରେ ରାଜ୍ୟରେ ସରୁଛି ଆଂଶିକ ଲକଡାଉନ୍ । ଆଜି ଆସିବ ଜୁଲାଇ ମାସ ପାଇଁ ଗାଇଡଲାଇନ୍ । ଅପରାହ୍ଣ ସାଢ଼େ ୨ଟାରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ପ୍ରେସ ବିବୃତି ଜାରି କରିବେ । ଜୁଲାଇରେ ସଂକ୍ରମଣ ହାର କମିଥିବାରୁ ଆଉ କେଉଁ ସବୁ ଜିଲ୍ଲା କାଟାଗୋରୀ-ଇକୁ ଯିବ ?…

ରାଜ୍ୟରେ ଦିନକରେ ୭୫ ହଜାର କୋଭିଡ୍ ଟେଷ୍ଟିଂ, ଚିହ୍ନଟ ହେଲେ ୩୩୭୧ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ଦିନେ କମୁଛି, ପୁଣି ଦିନେ ବଢୁଛି । ଗତକାଲି ୩ ହଜାରରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ସଂଖ୍ୟା ପୁଣି ଥରେ ୩ ହଜାର ପାର କରିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୩୭୧ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୨ହଜାର ୬୪୦…