Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିପଦ ଡାକୁଛି ନାଗାବଳୀ ନଦୀ, ଅନିଶ୍ଚିତତା ଘେରରେ ୨୩ ଗାଁ

ରାୟଗଡା : ବିପଦ ଡାକୁଛି ନାଗାବଳୀ ନଦୀ । ଅନିଶ୍ଚିତତା ଘେରରେ ୨୩ ଗାଁ । କଲ୍ୟାଣି ଏବଂ ନାଗାବଳୀ ନଦୀର ସଙ୍ଗମସ୍ଥଳ କଲ୍ୟାଣସିଂପୁରକୁ ଆଣିଦେଇଛି ବିପତ୍ତି । କେଉଁ ମୁହୁର୍ତ୍ତରେ ନଦୀ ଗର୍ଭରେ ଲୀନ ହୋଇଯିବ ଏହି ଗାଁ ତାହା କହିହେବନି । ଦଶନ୍ଧି ଧରି ଗାଁର ଲୋକେ ଏମିତି ବିପଦ ସଙ୍କୁଳ ଅବସ୍ଥାରେ…

କିସ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର : କିସ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ପ୍ରଥମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି। ଆତ୍ମନିର୍ଭର ଭାରତ ନିର୍ମାଣରେ ଯୁବଗୋଷ୍ଠୀଙ୍କ ଯୋଗଦାନ ରହିବା ଉଚିତ ବୋଲି କହିଛନ୍ତି ପ୍ରଫେସର ଗଣେଶୀ ଲାଲ୍‍ ।…

ଜଣକ ଘରୁ ୧୪ ସାପ ଉଦ୍ଧାର

ଭୁବନେଶ୍ୱର:  ଜଣେ ବ୍ୟକ୍ତିଙ୍କ ଘରୁ ୧୪ ସାପ ଉଦ୍ଧାର ହୋଇଛି । ରଘୁନାଥପୁରରେ ରହୁଥିବା କାଳନ୍ଦୀ ଦାସଙ୍କ ଘରେ ଏକ ସାପ ପଶି ଯାଇଥିଲା । ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ପୂର୍ଣ ଚନ୍ଦ୍ର ଦାସ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ସାପଟି ଏକ କାଉଚିଆ ସାପ ଥିଲା, କିନ୍ତୁ…

ଭୁବନେଶ୍ୱର ସାଇ ଇଣ୍ଟରନ୍ୟାସନାଲ୍ ପକ୍ଷରୁ ବିଶ୍ୱସ୍ତରୀୟ ପଠନ ଉତ୍ସବ, ସାମିଲ ହେଲେ ୫୦୦ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ବିଶ୍ୱସ୍ତରୀୟ ପଠନ ଉତ୍ସବ ‘Booktopia’ । ଏହି କାର୍ୟ୍ୟକ୍ରମରେ ଭାରତ ସମେତ ୬ଟି ଦେଶରୁ ଯୋଡ଼ି ହୋଇଥିଲେ ପାଖାପାଖି ୫୦୦ ଛାତ୍ରଛାତ୍ରୀ । ପଢ଼ିବାକୁ ପ୍ରତ୍ସୋହନ କରିବା ଦିଗରେ ଏହି ଉତ୍ସବର ଆୟୋଜନ କରାଯାଇଥିଲା ।…

ନାଗକୁ ମିଳିଲା ନୂଆ ଜୀବନ

ଭୁବନେଶ୍ୱର: ନାଗ ପାଇଁ ଦେବଦୂତ ସାଜିଲେ ଫାୟାର ମ୍ୟାନ ବବୁଲ । ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଅନ୍ତର୍ଗତ ତେଲେନପଲି ଗ୍ରାମରେ ପ୍ରସନ୍ନ ପ୍ରଧାନ ଙ୍କ ବାଡ଼ିରେ ଏକ ନାଗ ସାପ ତରଳି ଥିବା ପିଚୁ ରେ ସମ୍ପୂର୍ଣ୍ଣ ଭାବରେ ଲାଖି ଯାଇଥିଲା ।  ଅଗ୍ନିଶମ ବାହିନୀର ଜଣେ ତାଲିମ ପ୍ରାପ୍ତ କର୍ମଚାରୀ…

ମନ୍ କି ବାତରେ ଦିବଂଗତ ଓଡ଼ିଆ IAS ଅଫିସର ଗୁରୁପ୍ରସାଦ ମହାପାତ୍ରଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମନ୍ କି ବାତରେ ଆଜି ଦେଶବାସୀଙ୍କୁ ମନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ ଦିବଂଗତ ଓଡ଼ିଆ ଆଇଏଏସ୍ ଅଫିସର ଗୁରୁପ୍ରସାଦ ମହାପାତ୍ରଙ୍କୁ ସେ ମନେ ପକାଇଛନ୍ତି । ଗତ ୧୯ ତାରିଖରେ କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟାରେ ସେ ପ୍ରାଣ ହରାଇଥିଲେ ।…

ବିଜୁ ମହିଳା ଜନତା ଦଳ ପଦାଧିକାରୀ: ୩ଜଣ କାର୍ଯ୍ୟକାରୀ ସଭାପତି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନକୁ ଫୋକସରେ ରଖି ସଂଗଠନ ସଜାଡ଼ିବା ପ୍ରକ୍ରିୟା ଆରମ୍ଭ କରିଛି ବିଜେଡି । ଗତକାଲି ଜିଲ୍ଲା ପର୍ୟ୍ୟବେକ୍ଷକ ଓ ବରିଷ୍ଠ ପର୍ୟ୍ୟବେକ୍ଷକ ନିଯୁକ୍ତି ପରେ ଆଜି ବିଜୁ ମହିଳା ଜନତା ଦଳର ପଦାଧିକାରୀଙ୍କ ତାଲିକା ଘୋଷଣା କରିଛି ଦଳ । ରାଜ୍ୟସ୍ତରୀୟ ପରାମର୍ଶଦାତା ଭାବେ…

କଟକ ଓ ଭୁବନେଶ୍ବର ସମେତ ଏସବୁ ସ୍ଥାନରେ ଘଡଘଡି ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଓଡିଶାର ୯ଟି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଭାଗ ପକ୍ଷରୁ ଦିନ ୨ଟା ୩୦ମି. ଯାଏଁ ସତର୍କ ସୂଚନା ଜାରି କରାଯାଇଛି। ନୟାଗଡ଼, ଖୋର୍ଦ୍ଧା (ଭୁବନେଶ୍ୱର), କଟକ (କଟକ ସହର), ପୁରୀ,…

ଭୁବନେଶ୍ୱରର ଏହି ଅଞ୍ଚଳ କଣ୍ଟେଣ୍ଟମେଣ୍ଟ ଜୋନ୍ ଘୋଷଣା

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି ପକ୍ଷରୁ) ସହରରେ ଦୁଇଟି କଣ୍ଟେଣ୍ଟମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛି। ବିଏମସିର ନିର୍ଦ୍ଦେଶ ଅନୁଯାୟୀ ସବସିଡାରି ଇଣ୍ଟେଲିଜେନ୍ସ ବ୍ୟୁରୋ (ଏସଆଇବି)ର ଏକ ରେସିଡେଣ୍ଟସିଆଲ୍ କଲୋନୀ, ବିଦ୍ୟୁତ ମାର୍ଗ, ୟୁନିଟ୍-ଭି ଏବଂ ବେହେରା…

ଲଜ୍ଜା ! ୫ ବର୍ଷ ଶିଶୁ କନ୍ୟାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଯାଜପୁର: ଚକୋଲେଟ୍ ଲୋଭ ଦେଖାଇ ଜଣେ ୫ ବର୍ଷର ନିଷ୍ପାପ ଓ ନିରୀହ ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଯାଜପୁର ଜିଲ୍ଲା ବିହାରୀ ପଞ୍ଚାୟତ ଅଞ୍ଚଳରୁ ଏଭଳି ଲଜ୍ଜାଜନକ ଘଟଣା ସାମନାକୁ ଆସିଛି । ଏହି ଘଟଣାରେ ଅଭିଯୁକ୍ତ ପ୍ରଫୁଲ୍ଲ ପଣ୍ଡାକୁ ଗିରଫ କରିଛି ଯାଜପୁର ଥାନା ପୋଲିସ । ଡାକ୍ତରୀ ପରୀକ୍ଷା…