Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅଗଷ୍ଟ ସୁଦ୍ଧା ଭୁବନେଶ୍ୱରରେ ସରିବ ସମ୍ପୂର୍ଣ୍ଣ ଟିକାକରଣ !

ଭୁବନେଶ୍ୱର: ରାଜ୍ୟରେ ଜୋରଦାର ହୋଇଛି ଟିକାକପଣ ଅଭିଯାନ । ରାଜଧାନୀ ଭୁବନେଶ୍ୱରେ ଅଧିକରୁ ଅଧିକ ଲୋକଙ୍କୁ ଟିକା ଦିଆଯାଉଛି । ଟାର୍ଗେଟ ଅଛି ଅଗଷ୍ଟ ସୁଦ୍ଧା ଭୁବନେଶ୍ୱରରେ ସମସ୍ତଙ୍କୁ ଟିକା ଦିଆଯିବ । ଏବେ ବିଏମସି ଅଞ୍ଚଳରେ ଦୈନିକ ୩୦ ହଜାର ଡୋଜ୍ ଟିକା ଦିଆଯାଉଛି । ଦିଲ୍ଲୀ, ମୁମ୍ୱାଇ,…

ସିମ୍ ବନ୍ଦ ହୋଇଯିବ କହି ଆକାଉଣ୍ଟରୁ ନେଇଗଲେ ୧ ଲକ୍ଷ ୨୫ ହଜାର ଟଙ୍କା

ଅନୁଗୋଳ: ମାତିଛନ୍ତି ସାଇବର ଠକ । କେୱାଇସିରେ ତ୍ରୁଟି ଯୋଗୁଁ ସିମ୍ ବ୍ଳକ୍ ହୋଇଯିବ କହି ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ନେଇଗଲେ । ଅନୁଗୋଳ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜଣେ କର୍ମଚାରୀ ସାଇବର ଠକଙ୍କ ଲୁଟର ଶିକାର ହୋଇଛନ୍ତି । ୪ଟି ପର୍ଯ୍ୟାୟରେ ତାଙ୍କ ଆକାଉଣ୍ଟରୁ ନେଇ…

ରାଜ୍ୟରେ ୯ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୦୮ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ୯ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ଦୈନିକ ସଂକ୍ରମଣ ସ୍ଥିର ରହିଛି । ପ୍ରତିଦିନ ଚିହ୍ନଟ ହେଉଛନ୍ତି ୩-୪ ହଜାର ଭିତରେ ନୂଆ ଆକ୍ରାନ୍ତ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୪୦୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୯ଶହ ୪୩ ଓ…

୩୯ କ୍ରୀଡ଼ାବିତଙ୍କୁ ଓଡିଶା ପୋଲିସରେ ଚାକିରି

ଭୁବନେଶ୍ୱର: ଓଡିଶା ପୋଲିସରେ ଯୋଗ ଦେଲେ ୩୯ କ୍ରୀଡାବିତ । ୩୦ ଜଣ ମହିଳା ଓ ୯ ଜଣ ପୁରୁଷ ଅଛନ୍ତି । ବିଭିନ୍ନ କ୍ରୀଡାରେ ଉଲେଖନୀୟ ସଫଳତା ହାସଲ କରିଥିବା କ୍ରୀଡ଼ାବିତଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, କ୍ରୀଡାବିତଙ୍କ ସବୁ ସ୍ଵପ୍ନ…

ମା’ ଚଣ୍ଡୀଙ୍କ ଆଶ୍ରାରେ ଜଙ୍ଗଲୀ ଭାଲୁ

ଘୁଂଚାପାଲି : ବଣ ପାହାଡ ଘେରା ଅଞ୍ଚଳ । ମନୋରମ ପରିବେଶ ଭିତରେ ରହିଛନ୍ତି ମା’ଚଣ୍ଡୀ । ଛତିଶଗଡ଼ ଘୁଂଚାପାଲିରେ ରହିଛି ଏହି ମା’ ଚଣ୍ଡୀ ମନ୍ଦିର । ମା’ଙ୍କ ନିକଟରେ ଆଗାଢ ବିଶ୍ୱାସ ଯୋଗୁ ନିତି ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ତେବେ ମନ୍ଦିରରେ ପ୍ରତିଦିନ ଘଟୁଛି ଚମତ୍କାର । ସଂଜ ନଇଁଗଲା ପରେ…

ବିନା ଡିଗ୍ରୀରେ ଚାଲିଥିଲା ଚିକିତ୍ସା, ଗିରଫ ୩ କ୍ୱାକ୍ ଡାକ୍ତର

ମାଲକାନଗିରି: କରୋନା ମହମାରୀରେ ଅସ୍ତବ୍ୟସ୍ତ ହୋଇପଡିଛି ଧନଜୀବନ । ଏହାରି ଭିତରେ କିଛି ଅସାଧୁଙ୍କୁ ମିଳିଥିଲା ମାଲାମାଲ ହେବାକୁ ସଯୋଗ । ଏହି ଧାରାରେ ମାଲକାନଗିରି ଜିଲ୍ଲାରେ ପୋଲିସ ଜାଲରେ ପଡିଛନ୍ତି ତିନିଜଣ କ୍ୱାକ୍ (ଦେଶୀ) ଡାକ୍ତର । ଜାଣି ଚକିତ ହେବେ ବିନା ଡିଗ୍ରୀରେ ଚାଲିଥିଲା…

ରାଉରକେଲା ଲୁଙ୍ଗେଇ ବସ୍ତି ଅଞ୍ଚଳରେ ଅଘଟଣ, ନାଳରେ ବୁଡି ୨ ଶିଶୁ ମୃତ

ରାଉରକେଲା : ରାଉରକେଲା ଲୁଙ୍ଗେଇ ବସ୍ତି ଅଞ୍ଚଳରେ ଅଘଟଣ । ନାଳରେ ପଡ଼ି ୨ ଜଣ ଶିଶୁ ପୁତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଖେଳୁଥିବା ବେଳେ ଦୁଇ ଜଣ ଶିଶୁ ନାଳରେ ପଡିଯାଇଥିଲେ । ଫଳରେ ଘଟଣାସ୍ଥଲରେ ଦେଢ଼ ବର୍ଷର ୨ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା । ମୃତକ ଦୁଇ ଶିଶୁ ଲୁଙ୍ଗେଇ…

ଭଦ୍ରକ ତିହିଡି ଅଞ୍ଚଳରୁ ବିପୁଳ ପରିମାଣର ଚୋରା ମଦ ଜବତ, ୩ ଗିରଫ

ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରୁ ବିପୁଳ ପରିମାଣର ଚୋରା ମଦ ଜବତ । ଭଦ୍ରକ ତହସିଲଦାର ଓ ପୋଲିସର ମିଳିତ ଉଦ୍ୟମରେ ଦୁଇଟି ଜାଗାରେ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି । ଚୋରା ମଦ କାରବାର ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।…

ଖୁଣ୍ଟୁଣୀ ରାଧାରମଣପୁରରେ ଉଦଘାଟିତ ହେଲା ନୂଆ ଜେଲ୍

କଟକ : ଉଦଘାଟିତ ହୋଇଛି ଓଡ଼ିଶାର ପ୍ରଥମ ଆଦର୍ଶ କଏଦୀ କାରାଗାର । ଆଠଗଡ ବ୍ଲକ ଖୁଣ୍ଟୁଣୀ ରାଧାରମଣପୁରରେ ଉଦଘାଟିତ ହୋଇଛି ଏହି ନୂତନ ଜେଲ୍ । ମୋଟ୍ ୨୦ଟି ଓ୍ବାଡରେ ରହିପାରିବେ ୫୦୦ କଏଦୀ । ଏହାଛଡା ଅତ୍ୟାଧୁନିକ ଆବଶ୍ୟକୀୟ ଉପକରଣ ମଧ୍ୟ ଏହି କାରାଗାରରେ ରଖାଯାଇଛି । ଖାଦ୍ୟ ଯୋଗାଣ ବିଭାଗ…

ଦରମା ନମିଳିବାରୁ ଏନଏମଆର କର୍ମଚାରୀଙ୍କ ଆତ୍ମାହୁତି ଉଦ୍ୟମ

ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁରରେ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ । ଦରମା ନିମିଳିବା ଅଭିଯୋଗରେ ଏପରି ଘଟଣା ଘଟିଛି । ବାସୁଦେବପୁର ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଏନଏମଆର ଦିବାକର ଦାସ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି । ତେବେ…