Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ଆଉ ୪୩ ଜଣଙ୍କ ମୃତ୍ୟୁ; ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ସହ କରୋନା ମୃତ୍ୟୁ ସଂଖ୍ୟା ଧିରେଧିରେ କମିବାରେ ଲାଗିଛି। ଗୋଟିଏ ଦିନରେ ରାଜ୍ୟରେ ପ୍ରାଣ ହରାଇଛନ୍ତି ଆଉ ୪୩ ଜଣ ଆକ୍ରାନ୍ତ। ଯାହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୩ ହଜାର ୯୩୦କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛି ରାଜ୍ୟ…

ଆଜି ଓଡ଼ିଶାରୁ ୩୩୧୯ କରୋନା ପଜିଟିଭ୍, ଦୈନିକ ସଂକ୍ରମଣରେ ଖୋର୍ଦ୍ଧାକୁ ଟପିଲା କଟକ

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୩-୪ ହଜାର ଭିତରେ ରହୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୩ହଜାର ୩୧୯ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୮ଶହ ୯୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪ଶହ ୨୩ । ଖୋର୍ଦ୍ଧାକୁ ଆଜି ସଂକ୍ରମଣରେ ଟପି…

ଦୁଇ ମାସ ପରେ ଆଜିଠୁ ଖୋଲିଲା ଭୁବନେଶ୍ୱର ଏମ୍ସ ଓପିଡି

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୁଇ ମାସ ହେବ ବନ୍ଦ ରହିଥିବା ଭୁବନେଶ୍ୱର ଏମସ୍ ବର୍ହିବିଭାଗ(ଓପିଡି) ଆଜିଠୁ ଖୋଲିଛି । ସଂକ୍ରମଣ ସ୍ଥିତିରେ ସୁଧାର ଆସିଥିବାରୁ ଆଜିଠାରୁ ଓପିଡିରେ ଆରମ୍ଭ ହୋଇଛି ସାଧାରଣ ରୋଗୀଙ୍କ ଚିକିତ୍ସା । ତେବେ ପ୍ରାଥମିକ ପର୍ଯ୍ୟାୟରେ ଓପିଡିରେ କମ୍…

ସୁପ୍ରତିଷ୍ଠିତ ଯୁବ ବାୟକ : ମନୋଜ କୁମାର ମହାପାତ୍ର

ପାଲା ଗାୟକଙ୍କର ମୁଖ୍ୟ ସହଯୋଗୀ ହେଉଛନ୍ତି ବାୟକ । ବାୟକ ଉପଯୁକ୍ତ ନହେଲେ ଜଣେ ଗାୟକ ଉଚ୍ଚକୋଟୀର ଗାୟନ କରିବାରେ ସଫଳ ହୋଇପାରିନଥାନ୍ତି । ବହୁ ବିଶିଷ୍ଟ ଗାୟକଙ୍କ ପାଖରେ ବାୟକ ଭାବେ ବାଦ୍ୟ ପରିବେଷଣ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଯୁବ ବାୟକ ମନୋଜ କୁମାର ମହାପାତ୍ର ।…

ସଡକ ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ଦେହାନ୍ତ

ଭୁବନେଶ୍ୱର: ପରଲୋକରେ ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜ । ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା । କିଛି ସମୟ ତଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଭୁବନେଶ୍ୱର ଉପକଣ୍ଠ ଯାଁଳା ନିକଟରେ ଏକ…

ବିଜୟ କୁମାର ସାହୁଙ୍କୁ ସାଇ ଇଣ୍ଟରନ୍ୟାସନାଲ୍ ପକ୍ଷରୁ ନିଆରା ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ୍ ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ୍ ଡଃ ବିଜୟ କୁମାର ସାହୁଙ୍କର ଅକାଳ ବିୟୋଗରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସ୍କୁଲର ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ଭର୍ଚୁଆଲ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ସ୍କୁଲର…

ଜୋରସୋରରେ ଆଗେଇ ଚାଲିଛି ରଥ ଯାତ୍ରା କାମ

ପୁରୀ: ଶ୍ରୀଜିଉଙ୍କ ସୁନା ଅଳଙ୍କାରର ହେବ ମରାମତି । ଶ୍ରୀଅଙ୍ଗରେ ଲାଗିବାକୁ ଥିବା ବିଭିନ୍ନ ସୁନା ଅଳଙ୍କାରର ମରାମତି କରାଯିବ । ଏନେଇ ଏକ ଜୁଏଲର୍ସକୁ ଚିଠି କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀଜିଉ ଓ ବଡ଼ ଠାକୁର ବଳଭଦ୍ରଙ୍କ ସୁନା କୁଣ୍ଡଳ, ଶ୍ରୀଭୁଜ ଚାରୋଟିର ମରାମତି କରାଯିବ । ରଥଯାତ୍ରା…

ଦିନ ଦ୍ୱିପହରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ବିଭତ୍ସ ହତ୍ୟା

ଝାରସୁଗୁଡା : ବିନ ଦ୍ୱିପ୍ରହରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଧ୍ରୁବ ନାୟକଙ୍କୁ ବିଭତ୍ସ ହତ୍ୟା । ସେ ଘରେ ଥିବା ବେଳେ ଜଣେ ଦୁର୍ବୁତ ତାଙ୍କୁ ଘରେ ପଶି ଟାଙ୍ଗିଆରେ ହାଣି ହତ୍ୟା କରିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେଠାରେ…

ଗାଁରେ ସ୍ୱପ୍ନ ବିକାଶର ଚିତ୍ର

ରାୟଗଡା : ଚାରିଆଡେ ଡଙ୍ଗର ଆଉ ମଝିରେ ଗାଁ । ସାତ ଦଶନ୍ଦି ପରେ ବି ଲୋକେ ପାଉନାହାନ୍ତି ମୌଳିକ ସୁବିଧା । ବିକାଶର ଛାଇ ସ।ତ ସପନ ହୋଇଯାଇଛି ରାୟଗଡା ଜିଲ୍ଲାରେ । ଜିଲ୍ଲାର ଚିତ୍ର ସଂପୂର୍ଣ୍ଣ ଅଲଗା ।  ଜିଲାର ସଦର ମହକୁଠାରୁ ମାତ୍ର କେଇ କିଲୋମିଟର ଦୂରରେ ଥିବା ସେରାପଡି ଗାଁ । ରାୟଗଡା…

ପଥରରେ ନନ୍ଦିଘୋଷ ରଥ

ପୁରୀ : ସାରା ବିଶ୍ୱରେ ଏବେ କୋଭିଡ ମହାମାରୀ ଆତଙ୍କ । ଏହି ପରିସ୍ଥିତିରେ ଚଳିତ ବର୍ଷ ବି ମହାପ୍ରଭୁଙ୍କ ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବ । ତେବେ ମହାପ୍ରଭୁଙ୍କ ରଥଯାତ୍ରା ବିନା ଭକ୍ତରେ ହେବାକୁ ଥିବାରୁ ଏହି ସ୍ମୃତିରେ ପୁରୀର ଜଣେ ପଥର ଶିଳ୍ପୀ ନିର୍ମାଣ କରିଛନ୍ତି ମହାପ୍ରଭୁଙ୍କ…