Latest Odisha News

BREAKING NEWS

Browsing Category

ଓଡିଶା

Odisha

ଛୁଇଁଲା ମୌସୁମୀ, ପ୍ରଥମ ବର୍ଷାରେ ଭିଜିଲା ରାୟଗଡା

ରାୟଗଡା: ଗ୍ରୀଷ୍ମ ପ୍ରବାହରୁ ରାୟଗଡା ଜିଲ୍ଲାକୁ ନିସ୍ତାର ମିଳିଛି । ଲଗାତାର ଭାବେ ଦୁଇଦିନ ଧରି ଅବିଶ୍ରାନ୍ତ ବର୍ଷା ଓ କୋହଲା ପାଗ ଲୋକଙ୍କୁ ରୌଦ୍ର ତାପରୁ ଆସ୍ୱସ୍ତି ଦେଇଛି । ପାଣିପାଗ ବିଭାଗ ଦ୍ୱାରା ଜୁନ୍ ଦ୍ୱିତୀୟ ସପ୍ତାହ ସୁଦ୍ଧା ସାରା ରାଜ୍ୟରେ ମୌସୁମୀ ପ୍ରବେଶ ଆକଳନ ସତ ହୋଇଛି ।…

ନକଲି ଔଷଧ କାରବାରର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର : ନକଲି ଔଷଧ କାରବାରର କ୍ରାଇମବ୍ରାଞ୍ଚ କରିବ ତଦନ୍ତ । କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକରୁ ବିପୁଳ ପରିମାଣର ନକଲି ଔଷଧ ଠାବ ହେବା ପରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଚଢ଼ାଉ ବେଳେ ଫାଭିପିରାଭିର ସହ…

ଗଛ ମଣିଷ ବୁଦ୍ଧିଆ ସେଠୀ

ରାୟଗଡା: କମିବାରେ ଲାଗିଛି ପ୍ରାକୃତିକ ଜଙ୍ଗଲ । କାୟା ବିସ୍ତାର କରୁଛି କଂକ୍ରିଟ୍ ଦୁନିଆ । ସବୁଜିମା ପ୍ରକୃତି ବଦଳରେ ଆଜିର ଆଧୁନିକ ସମାଜ ଚିକମିକ୍ ଲମ୍ବାଲମ୍ବା ବିଲ୍ଡିଂକୁ ଅଧିକ ପ୍ରାଧାନ୍ୟ ଦେଉଛି । କଟା ଚାଲିଛି ଗଛ, ନିର୍ମିତ ହେଉଛି ସୁଉଚ୍ଚ ଅଟ୍ଟାଳିକା । ହେଲେ ଏହାରି ଭିତରେ ଜଣେ…

କରୋନାରେ ଶିଳ୍ପପତି ତଥା ଦୈନିକ ‘ଇଶ୍ବର’ର ପରିଚାଳନା ସମ୍ପାଦକ ସୁନୀଲ ମହାପାତ୍ରଙ୍କ ବିୟୋଗ

ଭୁବନେଶ୍ବର : ରାଉରକେଲାର ଜଣାଶୁଣା ଶିଳ୍ପପତି ତଥା ଦୈନିକ ‘ଇଶ୍ବର’ର ପରିଚାଳନା ସମ୍ପାଦକ ସୁନୀଲ ମହାପାତ୍ରଙ୍କ ପରଲୋକ । କରୋନାରେ ଆକ୍ରାନ୍ତ ହେବା ପରେ ଆପୋଲୋ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ…

ଗଞ୍ଜାମ ପାଟପୁରରୁ ନକଲି ମୃଦୁ ପାନୀୟ କାରଖାନା ଠାବ

ଗଞ୍ଜାମ : ଗଞ୍ଜାମ ପାଟପୁରରୁ ଠାବ ହେଲା ନକଲି ଥଣ୍ଡା ଓ ମୃଦୁ ପାନୀୟ କାରଖାନା । ପୋଲିସର ଚଢ଼ାଉ ବେଳେ ଠାବ ହୋଇଛି ଏହି ନକଲି ମୃଦୁ ପାନୀୟ କାରଖାନା । ଏହାସହ କୁରକୁରେ କାରଖାନା ମଧ୍ୟ ଠାବ କରିଛି ପୋଲିସ । ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପାଟପୁର ପୋଲିସ । ଖବର ପାଇଁ ଆଜି ପାଟପୁର…

୧୬ରୁ ଖୋଲିବ ସମସ୍ତ କେନ୍ଦ୍ରୀୟ ଐତିହ୍ୟ ସ୍ଥଳୀ

ନୂଆଦିଲ୍ଲୀ : ଜୁନ୍‌ ୧୬ରୁ ଖୋଲିବ ଦେଶର ସମସ୍ତ ଐତିହ୍ୟ ସ୍ଥଳୀ । ଏଏସଆଇ ଦ୍ବାରା ପରିଚାଳିତ ଏହି କୀର୍ତ୍ତିରାଜୀ ବା ଐତିହ୍ୟସ୍ଥଳୀ କରୋନା ମହାମାରୀ କାରଣରୁ ବନ୍ଦ ଥିଲା । ଏବେ ଏହି ଐତିହ୍ୟସ୍ଥଳୀ ଓ ସଂଗ୍ରହାଳୟକୁ ଆସନ୍ତା ୧୬ ତାରିଖରୁ ଖୋଲିବାକୁ ନିଷ୍ପତ୍ତି ନେଇଛି ଏଏସଆଇ । ଏହି ସମୟରେ…

ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା, ଷ୍ଟ୍ରେଚର୍ ଭରସାରେ ରୋଗୀ

ମାଲକାନଗିରି: ଲୋକେ ଚନ୍ଦ୍ରରେ ଜାଗା କିଣିଲେଣି । ମଙ୍ଗଳ ଗ୍ରହରେ ଜୀବନର ଉତ୍ସ ଖୋଜିଲେଣି । ତଥାପି ମାଲକାନଗିରି ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳର ରାସ୍ତା ଏ ପର୍ମ୍ୟନ୍ତ ବର୍ଷା ମାଡକୁ ସହିପାରୁନି । ନିର୍ମିତ ହୋଇପାରୁନି ପକ୍କା ରାସ୍ତା । ଫଳରେ ଦୈନନ୍ଦିନ ଜୀବନରେ ଯାତାୟାତ ହେଉ ଅବା…

ବଲାଙ୍ଗୀର ଉପକଣ୍ଠରେ ସଡକ ଦୁର୍ଘଟଣା, ୩ ଗୁରୁତର

ବଲାଙ୍ଗୀର: ଦୁଇଟି କାର ମୁହାଁମୁହିଁ ହେବା ଫଳରେ ୩ ଗୁରୁତର । ଆଜି ସକାଳେ ସିନଖମନଠାରେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ତୀବ୍ର ଧକ୍କାରେ ଦୁଇଟି କାର ଚୁରମାର ହୋଇଥିବା ଜଣାପଡିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଆଜି ସକାଳ ପ୍ରାୟ ୮ଟା ସମୟରେ ଟିଟଲାଗଡରୁ ଆସୁଥିବା ଏକ କାର ସହ…

ଜୁନ୍ ୧୬ରୁ ଖୋଲିବ କୋଣାର୍କ ସମେତ ବିଭିନ୍ନ ଐତିହ୍ୟ ସ୍ଥଳୀ

ଭୁବନେଶ୍ୱର: ଜୁନ୍ ୧୬ ରୁ ଜନସାଧାରଣଙ୍କ ପାଇଁ ଖୋଲିବ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଅଫ୍ ଇଣ୍ଡିଆ (ଏଏସଆଇ) ଅଧୀନରେ ଥିବା କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀ ଏବଂ ସଂଗ୍ରହାଳୟ। “ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଏବଂ ଏସଓପି ଗୁଡିକ ପର୍ଯ୍ୟଟକଙ୍କ ଭିଡକୁ ନିୟନ୍ତ୍ରଣ କରିବାରେ ଅନୁସରଣ…

ସଂକ୍ରମଣ ହାର ଓ ଲୋକଙ୍କ ବ୍ୟବହାର ଉପରେ ନିର୍ଭର ଅନଲକ୍ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ହାର କମିବା ଓ ଲୋକଙ୍କ ବ୍ୟବହାର ଉପରେ ଅନଲକ୍ ଜାରି ହେବା ନିଷ୍ପତ୍ତି ନିର୍ଭର କରୁଛି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି। କୋଭିଡ ଟେଷ୍ଟ ପଜିଟିଭିଟି ହାର (ଟିପିଆର) ହ୍ରାସ ପାଉଛି ଏବଂ ଏହା ଆହୁରି ହ୍ରାସ ପାଇବ। ପରିସ୍ଥିତିକୁ ଦୃଷ୍ଟିରେ ରଖି…