Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାଲକାନଗିରି ଜିଲ୍ଲାରେ ଗଡିଲା ରାଜସ୍ୱ ରଥ, ଆଉ ତହସିଲ୍ ଅଫିସ ଆସିବା ଦରକାର ନାହିଁ

ମାଲକାନଗିରି: କରୋନା ମହାମାରୀକୁ ଦୃଷ୍ଟିରେ ରଖି ମାଲକାନଗିରି ତହସିଲ କାର୍ଯ୍ୟାଳୟ ପକ୍ଷରୁ ସାଧାରଣ ଲୋକଙ୍କ ସୁବିଧା ପାଇଁ ଆରମ୍ଭ ହୋଇଛି ରାଜସ୍ୱ ରଥ । ଏଣିକି ଆଉ ହିତାଧିକାରାଙ୍କୁ କୌଣସି ପ୍ରମାଣପତ୍ର କିମ୍ବା ଜମି ପଟ୍ଟା ଲାଗି ତହସିଲ କାର୍ଯ୍ୟାଳୟକୁ ଦୌଡିବାକୁ ପଡିବ ନାହିଁ । ଅନଲାଇନରେ…

ଲକଡାଉନରେ ନିୟମିତ ‘ମୋ ବସ୍’ ସେବା ବନ୍ଦ ରହିବ, କେବଳ ଏହି ରୁଟରେ ଚାଲିବ

ଭୁବନେଶ୍ୱର: କରୋନା ସେକେଣ୍ଡ ଓ୍ୱେଭରେ ଆଜିଠୁ ରାଜ୍ୟବ୍ୟାପୀ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଆରମ୍ଭ ହୋଇଛି । ଜୁନ୍ 1 ତାରିଖ ଯାଏ ବଳବତ୍ତର ରହିବ । ବର୍ଦ୍ଧିତ ଲକ୍‌ଡାଉନ୍‌ରେ ନିୟମିତ ‘ମୋ ବସ୍’ ସେବା ବନ୍ଦ ରହିବ ।  ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କହିଛି କ୍ରୁଟ୍ । ଏନେଇ…

ପରିବା ବଜାରରେ ପାଟିତୁଣ୍ଡ

ପୁରୀ :ପୁରୀ ବଡ଼ ଶଙ୍ଖ ପରିବା ବଜାରରେ ଉତେଜନା । ଲକ ଡାଉନରେ ପୋଲିସ ପକ୍ଷରୁ ବଜାରରେ ଉଠା ଦୋକାନୀଙ୍କୁ ସାମାଜିକ ଦୂରତା ରକ୍ଷା ନେଇ ଯାଞ୍ଚ କରାଯାଉଥିଲା । ଯାଞ୍ଚ ବେଳେ ପୋଲିସର ଦୁର୍ବ୍ୟବହାରକୁ ନେଇ ଉତେଜନା ଦେଖା ଦେଇଥିଲା । ଜଣେ ଉଠା ଦୋକାନୀକୁ ପୋଲିସ ମାଡ଼ ମାରି ଆହତ କରିବା ଘଟଣା ନେଇ…

ସୁସ୍ଥ ହେଉଛନ୍ତି ପ୍ରଦୀପ୍ତ ନାଏକ, କଥା କହିବା ଆରମ୍ଭ କଲେଣି

ଭୁବନେଶ୍ୱର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି । ଏବେ ସେ ଧୀରେ ଧୀରେ କଥା କହିବା ଆରମ୍ଭ କଲେଣି । ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍ସର ସୁପରିଟେଣ୍ଡେଣ୍ଟ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି । କରୋନା ସଂକ୍ରମିତ ହେବା ପରେ ଭୁବନେଶ୍ୱର ଏମ୍ସରେ…

ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ଦାବି

କଳାହାଣ୍ଡି: ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗରିବ ଆଦିବାସୀଙ୍କ ପାଇଁ ପିଇବା ପାଣିର ସୁବିଧା କରୁଛନ୍ତି । ହେଲେ କିଛି ଅଞ୍ଚଳ ଲୋକେ ଏଥିରୁ ବଞ୍ଚିତ ରହୁଛନ୍ତି । କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ରାମପୁର ବ୍ଲକ ଅନ୍ତର୍ଗତ ବିରମଳ…

ଦନ୍ତା ଆକ୍ରମଣରେ ଚାଷୀ ଗୁରୁତର

ଢେଙ୍କାନାଳ:ଥମୁନି ଦନ୍ତା ଆତଙ୍କ । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର କଙ୍କିଳି ଗାଁ ପାଖ ଆମ୍ବତୋଟାରେ ଦନ୍ତା ଆତଙ୍କ । ଆକ୍ରମଣରେ ଜଣେ ଚାଷୀ ଗୁରୁତର ହୋଇଛନ୍ତି । ଗୁରୁତର ଚାଷୀ ଜଣଙ୍କ କଙ୍କିଳି ଜରିତଇଳା ଗାଁର ରେଣୁ ସେଠୀ । ରେଣୁ ବୁଧବାର ଭୋର ସମୟରୁ ଆମ୍ବ ଗୋଟାଇବା ପାଇଁ ଗାଁ ପାଖ ଆମ୍ବ…

କରୋନାରେ ସ୍ଥପତି ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତଙ୍କ ଏମ୍ସରେ ଦେହାନ୍ତ

ଭୁବନେଶ୍ୱର: ବାପାଙ୍କ ପରେ ଚାଲିଗଲା ପୁଅ । ସ୍ଥପତି ରଘୁନାଥ ମହାପାତ୍ରଙ୍କ ଦେହାନ୍ତର ୧୧ ଦିନରେ ତାଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଛି । ଏନେଇ ଏମ୍ସ ସୁପରିଟେଣ୍ଡେଣ୍ଟ ସଚ୍ଚିଦାନନ୍ଦ ମହାନ୍ତି…

କରୋନାରେ କିନ୍ନରଙ୍କୁ ସହଯୋଗ

ପୁରୀ: କରୋନା ବଦଳାଇ ଦେଇଛି ସମସ୍ତଙ୍କ ଜୀବନ ଶୈଳୀ । ତେବେ ଏହି ଅସୁବିଧା ସମୟରେ କିନ୍ନର ମାନଙ୍କୁ ସୁଯୋଗ ଓ ନିର୍ମାଣ ତରଫରୁ ରିଲିଫ୍ ବଣ୍ଟନ କରାଯାଇଛି । କୋଭିଡ କଟକଣା ଓ ଲକ୍ ଡାଉନ୍ ଯୋଗୁଁ ଅସୁବିଧାରେ ଚଳୁଥିବା କିନ୍ନର ମାନଙ୍କୁ ସୁଯୋଗ ସଂସ୍ଥ‍ା ପକ୍ଷରୁ ରିଲିଫ୍ ବଣ୍ଟନ କରାଯାଇଛି। ପୁରୀ…

ଓଡ଼ିଶାର ୧୪ ଜିଲ୍ଲାରୁ କରୋନା ନେଲା ଆଉ ୨୧ ଜୀବନ

ଭୁବନେଶ୍ୱର: ଓଡ଼ିଶାରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୨୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ୧୪ଟି ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୩ ଜଣ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ…

ମଇ୨୬ରେ ବ୍ଲଡ ମୁନ୍

ଭୁବନେଶ୍ୱର :ଚନ୍ଦ୍ର ଗ୍ରହଣ କଣ? କାହିଁକି ହୁଏ? ଏକଥା ଆମେ ସମସ୍ତେ ଜାଣିଛେ । ହେଲେ ବ୍ଳଡ଼ ମୁନ୍ ବା ରକ୍ତ ଚନ୍ଦ୍ର କଣ? ଏହି କଥା ଉଠିଲେ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ? ତେବେ କଣ ଏହି ବ୍ଲଡ ମୁନ୍ । ପୃଥିବୀର ଛାଇ ଯେତେବେଳେ ଚନ୍ଦ୍ର ଉପରେ ପଡିଥାଏ ତାହା ସମ୍ପୁର୍ଣ୍ଣ ଅଦୃଶ୍ୟ ହୋଇନଥାଏ ।…