Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ଓଡ଼ିଶାରୁ ୧୧ହଜାର ୯୯ କରୋନା ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ ୧୪୬୦

ଭୁବନେଶ୍ୱର: ରାଜ୍ୟରେ ଏବେ ସମାନ୍ତରାଳ ସ୍ଥିତିରେ ରହୁଛି କରୋନା ସଂକ୍ରମଣ । ୧୦ ହଜାର ଉପରେ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୧ହଜାର ୯୯ ନୂଆ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୬ହଜାର ୨୧୪ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୪ହଜାର ୮୮୫ । ଖୋର୍ଦ୍ଧାରୁ…

ନେପାଳର ପୋଖରାରେ ୫.୩ ତୀବ୍ରତାର ଭୂମିକମ୍ପ

କାଠମାଣ୍ଡୁ: ନେପାଳର ପୋଖରାରେ ବଡ଼ ଧରଣର ଭୂମିକମ୍ପା ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୩ ରହିଛି । ସ୍ଥାନୀୟ ସମୟ ପ୍ରାୟ ୫ଟା ୪୨ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ଲାମଜଙ୍ଗ ଜିଲ୍ଲାର ଭୁଲଭୁଲେ ବୋଲି ଜଣାପଡ଼ିଛି । ଏଯାବତ୍…

ଆଜି ୨ ଜିଲ୍ଲାରେ ବନ୍ଦ ରହିବ କୋଭିଡ୍ ଟିକାକରଣ

ଭୁବନେଶ୍ୱର: ସଂକ୍ରମଣ ୧୦ ହଜାର ତଳକୁ ଆସୁନଥିବା ବେଳେ ରାଜ୍ୟରେ ଟିକାକରଣ ଜାରି ରହିଛି । ଗତକାଲି ଗୋଟିଏ ଦିନରେ ୧ ଲକ୍ଷ ୧୫ ହଜାର ୯୯୭ ଜଣ କୋଭିଡ୍ ଟିକା ନେଇଛନ୍ତି । ଏଯାବତ୍ ରାଜ୍ୟରେ ୬୭ ଲକ୍ଷ ୩୫ ହଜାର ୬୪୦ ଡୋଜ୍ କୋଭିଡ୍ ଟିକା ଦିଆଯାଇଛି । ଆଜି ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ…

ଅକ୍ସିଜେନ୍ ପାଇଁ ଗଠନ ହେଲା ଟାସ୍କଫୋର୍ସ

ଭୁବନେଶ୍ବର : ରାଜ୍ୟରେ ଅକ୍ସିଜେନ୍ ପାଇଁ ଗଠନ ହେଲା ଟାସ୍କ ଫୋର୍ସ । ୯ ଜଣିଆ ଟାସ୍କଫୋର୍ସ ଗଠନ କରିଛନ୍ତି ରାଜ୍ୟ ସରକାର । ଗଠିତ ହୋଇଥିବା ଏହି ଟାସ୍କ ଫୋର୍ସରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ମେଡିକାଲ ଅକ୍ସିଜେନ୍ ଉତ୍ପାଦନ ଓ…

କରୋନା ଯୋଦ୍ଧାଙ୍କୁ ଅଣଦେଖା, ଦାବି ପୂରଣ ନ ହେଲେ ଆନ୍ଦୋଳନ !

ଭବାନୀପାଟଣା: କରୋନା ମହାମାରୀ ଭଳି ବିଶ୍ୱବିପତ୍ତିରେ ଓଡିଶାର ଆଶାକର୍ମୀଙ୍କ ଯୋଗଦାନ କିଛି କମ୍ ନାହିଁ । ଗତବର୍ଷ ଘରଘର ବୁଲି ସର୍ଭେ କରିବା ସହ ଲୋକଙ୍କୁ କରୋନାକୁ ନେଇ ସଚେତନ କରାଇବାରେ ଏମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ତଥାପି ଏମାନଙ୍କ ଉପରେ ଆଜି ଯାଏଁ ସରକାରଙ୍କ କୃପାଦୃଷ୍ଟି…

ତାମିଲନାଡ଼ୁରେ ପ୍ରବାସୀ ଓଡ଼ିଆଙ୍କୁ ନିର୍ଯାତନାର ଭିଡିଓ ଭାଇରାଲ୍, ସହାୟତା କଲେ ସବ୍ୟସାଚୀ

ଭୁବନେଶ୍ୱର: ତାମିଲନାଡ଼ୁରେ ପ୍ରବାସୀ ଓଡ଼ିଆଙ୍କୁ ନିର୍ଯାତନା । ଜଣେ ବ୍ୟକ୍ତି ୪ରୁ ୫ ଜଣ ଯୁବକଙ୍କୁ ଏକ କୋଠରୀରେ ରଖି ଏକ ମୋଟା କାଠରେ ପିଟୁଛନ୍ତି । ଯେତେ କାକୁତି ମିନତି ହେଲେ ବି ଶୁଣୁନାହାଁନ୍ତି ନିର୍ଦ୍ଦୟ ବ୍ୟକ୍ତ ଜଣଙ୍କ । ଏମିତି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଆଉ…

କୋଭିସିଲ୍ଡ ଟିକାର ଦ୍ବିତୀୟ ଡୋଜ ଅବଧି ବୃଦ୍ଧି କରିବାକୁ ଚିଠି

ଭୁବନେଶ୍ବର : କୋଭିସିଲ୍ଡ ଟିକାର ଦ୍ବିତୀୟ ଡୋଜ ଅବଧି ବୃଦ୍ଧି କରିବାକୁ ଚିଠି । ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ଏନେଇ ଚିଠି ଲେଖିଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଏସିଏସ ପ୍ରଦୀପ୍ତ ମହାପାତ୍ର । କୋଭିସିଲ୍ଡର ପ୍ରଥମ ଡୋଜ…

ଦୈନିକ ହେବ ୭୦ ହଜାର ଟେଷ୍ଟ

ଭୁବନେଶ୍ବର : ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ । ପଜିଟିଭ୍ ହାର ତୁଳନାରେ ସୁସ୍ଥ ସଂଖ୍ୟା ବଢ଼ିବାରେ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ପରେ ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ । ଦେଶରେ ମେ ୮ ତାରିଖରେ ସଂକ୍ରମଣ ପିକରେ ଥିଲା ।…

ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା, ରାଜ୍ୟରେ ନିୟନ୍ତ୍ରଣରେ ଅଛି ସ୍ଥିତି

ଭୁବନେଶ୍ବର : କରୋନା ମହାମାରୀକୁ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ସ୍ଥିତି ନିୟନ୍ତ୍ରଣାଧୀନ ଅଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ନୂଆ ଚିହ୍ନଟ ହେଉଥିବା ରୋଗୀଙ୍କ ଠାରୁ ଅଧିକ ରହୁଛି । ଗତ ସପ୍ତାହରୁ…

ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ସିଏମସିର ଅଭିଯାନ, କାଲିଠୁ ଦୁଆର ମୁହଁରେ ଟେଷ୍ଟିଂ ସହ ଟିକାକରଣ

କଟକ: ଆପଣଙ୍କ ବୟସ ୭୦ରୁ ଅଧିକ କି ? ଆପଣ ଜଣେ ଦିବ୍ୟାଙ୍ଗ । ଯଦି ହଁ ବ୍ୟସ୍ତ ହୁଅନ୍ତୁ ନାହିଁ । କଟକ ମହାନଗର ନିଗମ ପକ୍ଷରୁ ଆରମ୍ଭ ହେଉଛି ଦୁଆର ମୁହଁରେ କୋଭିଡ୍ ଟିକାକରଣ ଓ ଟେଷ୍ଟିଂ ସେବା । ଏନେଇ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲି ଠାରୁ ସହରରେ ଦୁଆର ମୁହଁରେ କୋଭିଡ୍…