Latest Odisha News

BREAKING NEWS

Browsing Category

ଓଡିଶା

Odisha

ମନ୍ତ୍ରୀ ପ୍ରତାପ ଜେନା କରୋନା ସଂକ୍ରମିତ

ଭୁବନେଶ୍ୱର: ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କରୋନା ସଂକ୍ରମିତ । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ଟ୍ୱିଟ୍ କରି ନିଜେ ଏହି ସୂଚନା ଦେଇଛନ୍ତି ପ୍ରତାପ ଦେନା । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ତେବେ ନିକଟରେ ତାଙ୍କ ସଂସ୍ପର୍ଶରେ…

ଆଜି ଓଡ଼ିଶାରୁ ୧୧,୮୦୭ କରୋନା ସଂକ୍ରମିତ ଚିହ୍ନଟ, ପଜିଟିଭ୍ ହାର ୨୩%

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ବିସ୍ତାର କରୁଛି । ଏବେ ୧୦ ହଜାର ଉପରେ ରହୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଅପେକ୍ଷା ଆଜି ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୧ହଜାର ୮୦୭ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୧୨ହଜାର ୨୩୮…

ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ

ତାଳଚେର : ତାଳଚେର କଣିହାଁ ଥାନା କଂସମୁଣ୍ତା ଗାଁରେ ଅଭାବନୀୟ ଘଟଣା । ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ହେଲେ କଂସାମୁଣ୍ଡା ଗାଁର ଘନଶ୍ୟାମ ନାଏକଙ୍କ ପତ୍ନୀ ମାଳତୀ ନାଏକ । ଆଜି ବର୍ଷା ପବନ ଆସିବା ପରେ ଆମ୍ବତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ ମାଳତୀ । କିନ୍ତୁ…

ବାହାଘର ପ୍ରୋସେସନ ବନ୍ଦ କରିବାରୁ ତହସିଲଦାରଙ୍କୁ ଆକ୍ରମଣ

ଗଜପତି : ଗଜପତି ଆର.ଉଦୟଗିରି ଥାନା ଛେଳିଗଡ଼ ଗାଁ ଖ୍ରିଷ୍ଟିୟାନ ସାହିରେ ଅଭାବନୀୟ ଘଟଣା । ବାହାଘର ପ୍ରୋସେସନ ଚାଲିଥିବା ବେଳେ ତହସିଲଦାରଙ୍କୁ ଆକ୍ରମଣ କରିଛନ୍ତି ସ୍ଥାନୀୟ ଲୋକେ । କୋଭିଡ ନିୟମ ଉଲ୍ଲଂଘନ କରି ବାହାଘର ପ୍ରୋସେସନ ଚାଲିଥିଲା । କିନ୍ତୁ ଘଟଣାସ୍ଥଳରେ ଆର.ଉଦୟଗିରି ତହସିଲଦାର…

୧୪ ଦିନ ପାଇଁ ପୂରା ଲକଡାଉନ୍ ହେବ କର୍ଣ୍ଣାଟକ

କର୍ଣ୍ଣାଟକ : ଦେଶରେ ଏବେ ଚିନ୍ତା ବଢ଼ାଇଛି ମହାମାରୀ କରୋନା। ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ପ୍ରଶାସନର ଚିନ୍ତା ବି ବଢ଼ିଲାଣି । ମୁକାବିଲା ପାଇଁ ଲକଡାଉନ ସାଙ୍ଗକୁ କର୍ଫ୍ୟୁ ବି ଲାଗୁ ହୋଇଛି । ତେବେ କର୍ଣ୍ଣାଟକରେ ମାମଲା ବଢୁଥିବାରୁ କଡ଼ା ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ…

ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ପାଇଁ ବିଏମସିର ଅନୁମତି

ଭୁବନେଶ୍ବର : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ପାଇଁ ମିଳିଲା ଅନୁମତି । ୧୫ ଜଣ ସେବାୟତଙ୍କୁ ନେଇ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ଏନେଇ ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ । ତେବ ଚନ୍ଦନ ଯାତ୍ରା ପାଇଁ ସମସ୍ତ ସେବାୟତଙ୍କର ୪୮ ଘଣ୍ଟା ଭିତରେ ଆରଟିପିସିଆର…

ଭୁବନେଶ୍ବରରୁ ଆଉ ୧୦୪୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ମହାମାରୀ ଦୃତ ଗତିରେ ବୃଦ୍ଧି ପାଉଛି । ପ୍ରତିଦିନ ସଂକ୍ରମଣ ସଂଖ୍ୟା ବଢୁଥିବା ବେଳେ, ହଟସ୍ପଟ ପାଲଟିଛି ଭୁବନେଶ୍ବର । ଏହି କ୍ରମରେ ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ଆଉ ୧୦୪୮ କରୋନା ଆକ୍ରାନ୍ତ । କ୍ବାରେଣ୍ଟାଇନରୁ ୧୫୧ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି…

ସୋନପୁରରେ ସର୍ବାଧିକ ତାତି, ୪୦ ଡିଗ୍ରୀ ଉପରେ ୩ ସହର

ଭୁବନେଶ୍ବର : ପୁଣି ବଢ଼ିଲା ପାରଦ । ଆଜି ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୩ ସହରର ତାପମାତ୍ରା । ୪୦.୮ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସେହିପରି ଟିଟିଲାଗଡ଼ ଓ ବୌଦ୍ଧରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର…

ଚୂଡ଼ାନ୍ତ ହେଲେ ଦଶମ ଶ୍ରେଣୀ ପରୀକ୍ଷା ମୂଲ୍ୟାୟନ ପଦ୍ଧତି

କଟକ : ଚୂଡ଼ାନ୍ତ ହେଲା ଦଶମ ଶ୍ରେଣୀ ପରୀକ୍ଷା ମୂଲ୍ୟାୟନ ପଦ୍ଧତି । ନବମ ଓ ଦଶମ ଶ୍ରେଣୀ ପରୀକ୍ଷାର ମୂଲ୍ୟାୟନକୁ ନେଇ ଆସିବ ଫଳାଫଳ । ନବମ ଶ୍ରେଣୀର ଷାଣ୍ମାଷିକ ଓ ବାର୍ଷିକ ଫଳାଫଳକୁ ବିଚାର କରାଯିବ । ସେହିପରି ଦଶମର ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ଅଭ୍ୟାସ ପରୀକ୍ଷାର ଫଳାଫଳକୁ ମଧ୍ୟ ବିଚାରକୁ…

ଟ୍ରେନ୍ ଯାତ୍ରା ପାଇଁ ରେଳବାଇ ଜାରି କଲା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍

ଭୁବନେଶ୍ବର : ସାରା ଦେଶରେ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରାଇବା ଉଦ୍ଦେଶ୍ୟରେ ରେଳ ଯାତ୍ରୀମାନଙ୍କ ପାଇଁ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ ବା ଏସଓପି ଜାରି କରିଛି ରେଳ ମନ୍ତ୍ରଣାଳୟ । ୱେଟିଂ ଲିଷ୍ଟରେ ଥିବା ଯାତ୍ରୀମାନଙ୍କୁ ଟ୍ରେନରେ ଯାତ୍ରା କରିବା ଏବଂ ଷ୍ଟେସନରେ ପ୍ରବେଶ କରିବାକୁ…